Latest Odisha News

BREAKING NEWS

Browsing Category

ମାଲକାନଗିରି

Malkangiri

ଛତିଶଗଡ଼ରେ ମାଡୁଛି ମହାମାରୀ, ମାଲକାନଗିରିକୁ ଗୋଡ଼ାଉଛି ଭୟ

ଭୁବନେଶ୍ୱର: ଦେଶରେ କରୋନାର ଲେଉଟାଣି । ପୁଣି ଥରେ ହୁ ହୁ ହୋଇ ବଢୁଛି ସଂକ୍ରମଣ । ଓଡ଼ିଶାରେ ବି ଦୈନିକ କେସ୍ ବଢୁଛି । ପଡ଼ୋଶୀ ଛତିଶଗଡ଼ରେ ସଂକ୍ରମଣ ବୃଦ୍ଧି ପରେ ବଢ଼ିଛି ଓଡ଼ିଶାର ଟେନସନ୍ । ବିଶେଷ କରି ପଡ଼ୋଶୀ ଜିଲ୍ଲା ମାଲକାନଗିରିକୁ ସଂକ୍ରମଣ ଭୟ ଅଧିକ । ବର୍ତ୍ତମାନ ମାଲକାନଗିରି…

ମାଓବାଦୀଙ୍କ ବିସ୍ଫୋରଣରେ ଥରିଲା ନାରାୟଣପୁର

ମାଲକାନଗିରି: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ଛତିଶଗଡ ନାରାୟଣପର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଶକ୍ତିଶାଳୀ ବିସ୍ଫୋରଣରେ ଉଡିଲା ଡିଆରଜି ଯବାନଙ୍କ ବସ୍ । ଗୁରୁତରଙ୍କ ସଂଖ୍ୟା ୧୦ ଟପିଥିଲାବେଳେ ସହିଦ ହୋଇଛନ୍ତି ୫ ଯବାନ ।

ମାଲକାନଗିରିରେ ଆଜିଠାରୁ ଆରମ୍ଭ ହୋଇଛି ବଡ଼ଯାତ୍ରା

ମାଲକାନଗିରି: କରୋନା କଟକଣା ଭିତରେ ମାଲକାନଗିରି ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ବଡଯାତ୍ରା । ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ ତିନି ରାଜ୍ୟର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ ବଡଯାତ୍ରାରେ । ଆସନ୍ତା ୨୭ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ମାଲକାନଗିରି ସହରରେ ଏହି ଯାତ୍ରା ପାଳିତ ହେବ ।…

ଉନ୍ନୟନମୂଳକ କାମକୁ ବିରୋଧ କରି ପୁଣି ମାତିଲେ ମାଓବାଦୀ, ଶ୍ରମିକଙ୍କୁ ନିର୍ଧୁମ ପିଟିଲେ

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଉନ୍ମତକାଣ୍ଡ । ଉନ୍ନୟନ ମୂଳକ କାମକୁ ବିରୋଧ କରି ଜେସିବି ପଡିବା ସହ ଶ୍ରମିକଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି ମାଓବାଦୀ । ସୂଚନା ଅନୁସାରେ, ସୁକମା ଜିଲ୍ଲା କଣ୍ଟା…

ସ୍ୱଚ୍ଛ ଭାରତ ମିଶନରେ ଦୁର୍ନୀତିର ଗନ୍ଧ

ମାଲକାନଗରି: ଆଦିମ ଜନଜାତି ବଣ୍ଡା ଲୋକଙ୍କ ଉନ୍ନତି ପାଇଁ ରହିଛି ବିଭିନ୍ନ ଯୋଜନା । ହେଲେ ବାସ୍ତବରେ ତାହା କେତେଦୂର କାର୍ଯ୍ୟକାରୀ ହେଉଛି, ଏହାର ଉତ୍ତର ବୋଧ ହୁଏ କେବଳ ଏହି ସରଳ ଲୋକଙ୍କ ନିକଟରେ ରହିଛି । ସ୍ୱଚ୍ଛ ଭାରତ ମିଶନରେ ଅଧିନରେ ନିର୍ମାଣ ହୋଇଥିଲା ଶହଶହ ପାଇଖାନା । ହେଲେ…

ପାଣି ଟୋପେ ପାଇଁ ଡହଳବିକଳ ମାଲକାନଗିରି ନାରିଙ୍ଗିଝୋଲା ବାସିନ୍ଦା, ଜଳକଷ୍ଟ ଦୂର କରିବାକୁ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି…

ମାଲକାନଗରି ଜିଲ୍ଲାରେ ଦୁର ହୋଇପାରୁନି ଜଳ ସଙ୍କଟ । ପାଣି ଟୋପେ ଲାଗି ଡହଳ ବିକଳ ହେଉଛନ୍ତି ନାରିଙ୍ଗିଝୋଲା ଗାଁ ଲୋକେ । ପାନୀୟ ଜଳ ଲାଗି ପାହାଡ଼ ଉପର ଥିବା ଏକ ଚୁଆ ଉପରେ ନିର୍ଭର କରୁଛନ୍ତି । ପାଣି ଟୋପେ ପାଇଁ ପାହାଡ ଚଢି ମାଇଲ ମାଇଲ ଯାଉଛନ୍ତି ମହିଳା । ମାଲକାନଗିରି ଜିଲ୍ଲା…

ଷଣ୍ଢ ଓ ମହାରାଷ୍ଟ୍ର ଭାୟା ମାଲକାନଗିରି !

ମାଲକାନଗିରି: ଷଣ୍ଢ କରିବ ବାସ୍ତୁଦୋଷର ଉପଚାର । ଟଙ୍କା ଦେଲେ ହେବ ରିଷ୍ଟ ଖଣ୍ଡନ । ମହାରାଷ୍ଟ୍ରରୁ ଆସିଥିଲେ ୪ଜଣ । ମାଲକାନଗିରିରୁ ୪୮ ହଜାର ଟଙ୍କା ଠକି ଚମ୍ପଟ୍ ମାରିଥିଲେ । ଶେଷରେ ସେମାନଙ୍କୁ ମହାରାଷ୍ଟ୍ରରୁ ଗିରଫ କରିଥିଲା ମାଲକାନଗିରି ପୋଲିସ । ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ,…

ଭାଇରାଲ୍ ହେଲା ମାଓବାଦୀଙ୍କ ମହିଳା ଦିବସ ଭିଡିଓ

ମାଲକାନଗିରି: ମାଓବାଦୀ ପାଳିଥିଲେ ଆନ୍ତର୍ଜାତୀୟ ମହିଳା ଦିବସ । ଆୟୋଜିତ ସମାବେଶରେ ସାମିଲ ହୋଇଥିଲେ ଶତାଧିକ ମହିଳା ଓ ପୁରୁଷ । ଶୋଭାଯାତ୍ରାଠୁ ଆରମ୍ଭ ହୋଇ ପ୍ରଜାମେଳିରେ ସମାପ୍ତ ହୋଇଥିଲା ସମାବେଶ । ଆଗାମୀ ଦିନରେ ମାଓ ସଙ୍ଗଠନରେ ଅଧିକରୁ ଅଧିକ ମହିଳା ସାମିଲ ହେବା ନେଇ ସୂଚନା ରହିଛି ।…

ଚିକିତ୍ସାଧୀନ ନାବାଳିକାର ମୃତ୍ୟୁ, ମାଲକାନଗିରିରେ ଉତ୍ତେଜନା

ମାଲକାନଗିରି: ମାମଲା ଲମ୍ବିଛି ସୁଦୂର ମାଲକାନଗିରିରୁ କଟକ ନଗରୀ । ଚିକିତ୍ସାଧୀନ ଜଣେ ନାବାଳିକାର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଅଧିକ ଚିକିତ୍ସା ପାଇଁ ୭ ବର୍ଷୀୟ ନାବାଳିକାକୁ ମାଲକାନଗିରି ଜିଲ୍ଲା ହସ୍ପିଟାଲରୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଝିଅଟିର…

ଡିଜିପିଙ୍କୁ ପାରମ୍ପରିକ ସ୍ୱାଗତ

ମାଲକାନଗିରି:ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା COBରେ ବଣ୍ଡା ସମ୍ପ୍ରଦାୟର ଆଦିବାସୀ ଡିଜିପିଙ୍କୁ ପାରମ୍ପରିକ ଭାବେ ସ୍ୱାଗତ କରିଛନ୍ତି । ଏହି ଅବସରରେ ଡିଜିପି ଗ୍ରାମବାସୀଙ୍କୁ ପୋଷାକ, କ୍ରୀଡା ସାମଗ୍ରୀ, ଅନ୍ୟାନ୍ୟ ଉପଯୋଗୀ ସାମଗ୍ରୀ ବଣ୍ଟନ କରିଛନ୍ତି । ଏହାସହ ସେ ବିଏସଏଫ ଯବାନ ଏବଂ…