Latest Odisha News

BREAKING NEWS

Browsing Category

ପୁରୀ

Puri

ମେଡ଼ିକାଲରେ ଡ଼ାକ୍ତରଙ୍କ ଆତଙ୍କରାଜ୍, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ପୁରୀ: ଗାଡ଼ି ପାର୍କିଂକୁ ନେଇ ସିକ୍ୟୁରିଟି ଗାର୍ଡ଼ ଓ ପୋଲିସ କର୍ମଚାରୀଙ୍କୁ ଲୁହା ରଡ଼ରେ ପିଟିଲେ ଡ଼ାକ୍ତର। ଏହିପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ। ମଦ୍ୟପାନ କରି ଡ଼ାକ୍ତର ଜଣକ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଏନେଇ ଡ଼ାକ୍ତରଖାନା ପରିସରରେ କିଛି ସମୟ…

ଥମୁନି ଅଶାନ୍ତି, ପୁଣି ୫ ଗିରଫ

ସାତପଡ଼ା : ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳର ନାଥପୁରରେ ବୋମାମାଡ଼ ମାମଲା । ଥମୁନି ଅଶାନ୍ତି ।  ସେପଟେ ୩୫ ମୌଜାର ଆଉ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ଗିରଫ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଏବେ ବି ଘଟଣାସ୍ଥଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ୪ ପୋଲିସ ଅଫିସରଙ୍କ ସମେତ ୨…

ମାଛ ଜାଲରେ ଫସିଲା ରଣା ସାପ

ପୁରୀ : ମାଛ ଜାଲରେ ଫସିଲା ରଣା । ପିପିଲ ମଙ୍ଗଳପୁର ଅଞ୍ଚଳରେ ଧାନ ବିଲରୁ ମାଛ ଧରିବା ପାଇଁ ଜାଲ ବସାଯାଇଥିଲା। ଏହି ଜାଲରେ ୫ ଫୁଟ ଲମ୍ବର ରଣା ସାପ ପଡ଼ିଯାଇଥିବା ଦେଖିବାକୁ ମଳିଥିଲା। ସକାଳୁ ଆଲୋକ ଜେନା ନାମକ ଜଣେ ବ୍ୟକ୍ତି ରଣା ସାପଟିକୁ ବିଲରେ ଛଟପଟ ହେଉଥିବା ଦେଖିଥିଲେ।ପରେ ସ୍ନେକ ହେଲପ…

ବାଲୁକା କଳା ଦ୍ୱାରା ଖ୍ୟାତନାମା କାର୍ଟୁନିଷ୍ଟ କିଶୋର ରଥଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ଖ୍ୟାତନାମା କାର୍ଟୁନିଷ୍ଟ କିଶୋର ରଥଙ୍କ ହୃଦଘାତରେ ଦେହାନ୍ତ ହୋଇଯାଇଛି। ପ୍ରସିଦ୍ଧ ବ୍ୟଙ୍ଗ ଚିତ୍ରକର କିଶୋର ରଥଙ୍କ ମୃତ୍ୟୁ ତାଙ୍କର ପ୍ରଶଂସକ ମହଲରେ ଶୋକର ଛାୟା ଖେଳିଯାଇଛି। ଏନେଇ ପୁରୀ ବେଳାଭୂମିରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ର କଳା କରି…

ବୋମାମାଡ଼ ପରେ ସାତପଡ଼ା ନାଥପୁର ଗାଁ ପୁରୁଷଶୂନ୍ୟ

ସାତପଡ଼ା: ସିରିଜ୍‌ ବୋମାମାଡ଼ ପରେ ପୁରୁଷଶୂନ୍ୟ ନାଥପୁର ଗାଁ । ପୁରୀ ଜିଲ୍ଲା ବ୍ରହ୍ମଗିରି ନାଥପୁର ଗାଁରେ ସିରିଜ୍‌ ବୋମାମାଡ଼ ଘଟଣା ପରେ ଗାଁ ଏବେ ପୁରୁଷଶୂନ୍ୟ ହୋଇଯାଇଛି । ବର୍ତ୍ତମାନ ସେଠାକାର ସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି । ପରିସ୍ଥିତିକୁ ନଜରରେ ରଖି ୫ପ୍ଲାଟୁନ୍‌ ଫୋର୍ସ…

ଅଳିଆ ପାଇଁ ୟୁଜର୍ସ ଫି’ ଦେବେ ପୁରୀବାସୀ

ପୁରୀ : ଅଳିଆ ପାଇଁ ୟୁଜର୍ସ ଫି ଦେବେ ପୁରୀବାସୀ ।  ଆସନ୍ତା ୧୦ ତାରିଖରୁ ଫି ଆଦାୟ ନେଇ ନିର୍ଦ୍ଦେଶାନାମା ଜାରି କରିବା ପରେ ସହରବାସୀଙ୍କ ଚିନ୍ତା ବଢିଛି । ୫୦୦ ବର୍ଗ ଫୁଟ ବିଶିଷ୍ଟ ଘର ପାଇଁ ୨୫ ଟଙ୍କା, ୧୨୦୦ ବର୍ଗ ଫୁଟ ଘର ପାଇଁ ୫୦ ଟଙ୍କା, ୩ହଜାର ବର୍ଗ ଫୁଟ ଘର ପାଇଁ ୭୦ ଟଙ୍କା ଓ ୫ହଜାର…

ଶ୍ରୀମନ୍ଦିରରେ ହରିହର ବେଶରେ ଦର୍ଶନ ଦେବେ ବଡଠାକୁର

ପୁରୀ: ଆଜି ଶ୍ରୀମନ୍ଦିରରେ ହରହରି ବେଶରେ ଦର୍ଶନ ଦେବେ ବଡଠାକୁର । ପ୍ରଭୁଙ୍କ ଅବକାଶ ନୀତି ସମ୍ପନ୍ନ ହେବା ପରେ ବଡ ଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରାଯିବ। ପରମ୍ପରା ଅନୁସାରେ କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟାଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡ଼ିଲେ ବଡଠାକୁରଙ୍କ ହରହରି ବେଶ…

କୁଶଭଦ୍ରା ନଦୀରେ ବୁଡ଼ି ବିଟେକ ଛାତ୍ରଙ୍କ ମୃତ୍ୟୁ

ଗୋପ : କୁଶଭଦ୍ରା ନଦୀରେ ବୁଡ଼ି ବିଟେକ ଛାତ୍ରଙ୍କ ମୃତ୍ୟୁ । ପୁରୀ ଜିଲ୍ଲା ଗୋପ ବ୍ଲକ ବଣିଆସାହି ନିକଟ କୁଶଭଦ୍ରା ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ । ମୃତ୍ ଯୁବକ ହେଉଛନ୍ତି ଜଗତସିଂହପୁର ଅଞ୍ଚଳର ବାପି ଦାସ । ବାପି ଜଣେ ସାଙ୍ଗ ଘରକୁ ବୁଲି ଆସିଥିବା ବେଳେ ଅପରାହ୍ନରେ ସାଙ୍ଗ ମାନଙ୍କ ସହିତ…

[ଭିଡ଼ିଓ] ଜମି ବିବାଦ ନେଇ ୪୦ରୁ ଊର୍ଦ୍ଧ୍ବ ବୋମାମାଡ଼, ଜଳିଗଲା ୩୦ ଘର

ବ୍ରହ୍ମଗିରି: ଜଳୁଛି ସାତପଡ଼ା । ଜମି ଜବରଦଖଲ ନେଇ ତୁମୁଳ କାଣ୍ଡ ଘଟିଥିବା ବେଳେ ଲଗାତର ଭାବେ ବୋମାମାଡ ହୋଇଛି । ତେବେ ବହୁ ଦିନ ବ୍ୟବଧାନରେ ଏହି ଅଞ୍ଚଳରେ ବୋମାମାଡ ହୋଇଛି । ଦୁଇଟି ଗୋଷ୍ଠୀ ମଧ୍ୟରେ ଉପୁଜି ଥିବା ଜମି ବିବାଦ ଘଟଣାକୁ ନେଇ ୪୦ରୁ ଊର୍ଦ୍ଧ୍ବ ବୋମାମାଡ଼ ହୋଇଛି । ପୁରୀ…

ଶ୍ରୀମନ୍ଦିରରେ 5T ସଚିବ ଭି.କେ ପାଣ୍ଡିଆନ୍

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି 5T ସଚିବ ।  ଆଜି ସକାଳୁ ପୁରୀ ଗସ୍ତ କରିଛନ୍ତି 5T ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ । ଏହି ଅବସରରେ ସେ ଶ୍ରୀମନ୍ଦିର ଚତୁଃର୍ପାଶ୍ୱର ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । କିଛି ଦିନ ତଳେ ପୁରୀ…