Latest Odisha News

BREAKING NEWS

Browsing Category

କନ୍ଧମାଳ

Kandhamal

ଖରାଦିନ ଆରମ୍ଭରୁ ଡାମେରିକିଆ ଜଙ୍ଗଲରେ ନିଆଁ, ମୂଲ୍ୟବାନ ଗଛ ପୋଡି ନଷ୍ଟ

କନ୍ଧମାଳ: ଖରାଦିନ ଆରମ୍ଭରୁ  ଜଙ୍ଗଲରେ ନିଆଁ ଲାଗିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଜଙ୍ଗଲ ଡିଭିଜନର ଡାମେରିକିଆ ଜଙ୍ଗଲ ଜଳୁଛି । ଦିନ ରାତି ଦ୍ରୁତ ଗତିରେ ନିଆଁ ଜଙ୍ଗଲରେ ବ୍ୟାପୁଥିବାରୁ ବହୁ ମୂଲ୍ୟବାନ ଗଛ ପୋଡି ନଷ୍ଟ ହୋଇଛି । ସେପଟେ ଜଙ୍ଗଲ ଜଳୁଥିବାରୁ ଭୟଭୀତ ହୋଇଛନ୍ତି ଜୀବଜନ୍ତୁ । କେ…

ଜି.ଉଦୟଗିରିରେ ଜମୁଛି ପ୍ରଚାର, ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀମାନେ

କନ୍ଧମାଳ : ପ୍ରଚାରରେ କମ୍ପୁଛି ଗାଁ ଗଣ୍ଡା । ଆସନ୍ତା ୨୪ ତାରିଖରେ ଜି ଉଦୟଗିରି ଏନଏସିରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି ।ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି ବିଜେଡି ଓ କଂଗ୍ରେସ ନିଜ ନିଜ ରଣନୀତି ଆରମ୍ଭ…

ଶୁଆ ଶିକାର କରି ୟୁଟ୍ୟୁବରେ ଭିଡିଓ ଅପଲୋଡ୍ କରୁଛି ଶିକାରୀ, ନିଘୋଡ଼ ନିଦରେ ଶୋଇଛି ବନ ବିଭାଗ

ଭୁବନେଶ୍ୱର: ଜଙ୍ଗଲରୁ ବେଆଇନ ଭାବରେ ଶୁଆ ଶୀକାର କରୁଛି ଶିକାରୀ । ଗଛ କୋରଡ଼ରୁ ଛୁଆଙ୍କୁ ଧରି ତାର ଭିଜିଓ ୟୁଟ୍ୟୁବରେ ଅପଲୋଡ୍ କରୁଛନ୍ତି । ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେଉଛି । କିନ୍ତୁ ନିଘୋଡ଼ ନିଦରେ ଶୋଇଛି ବନ ବିଭାଗ । କାର୍ଯ୍ୟାନୁଷ୍ଠାନ ନାହିଁ । କନ୍ଧମାଳ ଜିଲ୍ଲାର ଏହି…

ଟ୍ରକ-ଭ୍ୟାନ୍ ଧକ୍କାରେ ୪ ମୃତ, ୫ ଗୁରୁତର

ଫୁଲବାଣୀ: ଭୋଜି ଖାଇ ଫେରିବା ବାଟରେ ଛକିଥିଲା ମୃତ୍ୟୁ । ଦୁର୍ଘଟଣା ନେଲା ୪ ଜୀବନ । ଆଉ ୫ ଜଣ ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଫୁଲବାଣୀ ସଦର ଥାନା ଲାହାବାଡ଼ିରେ ଭ୍ୟାନ୍‌ ଓ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣାରେ ୪ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଦୁଇ ଜଣ ଶିଶୁ…

ଭିଜିଲାନ୍ସ ଜାଲରେ କେ. ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର

ଫୁଲବାଣୀ: ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା କେ. ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ଗଞ୍ଜାମ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ୭ଟି ସ୍ଥାନରେ ଚଢ଼ାଉ ଜାରି…

ମାଓ ପୋଷ୍ଟର ସ୍ଥାନରେ ପୁଣି ଲାଣ୍ଡମାଇନ୍ ବିସ୍ଫୋରଣ, ଯୁବକ ମୃତ

ଫୁଲବାଣୀ: ପୁଣି ମାତିଲେ ମାଓବାଦୀ । ମାଓ ପୋଷ୍ଟର ଲାଗିଥିବା ସ୍ଥାନରେ ପୁଣି ହେଲା ଲାଣ୍ଡମାଇନ୍ ବିସ୍ଫୋରଣ । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡିଙ୍ଗିଆ କିଆମୁଣ୍ଡା ନିକଟରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ପ୍ରାଣ ହରାଇଛନ୍ତି…

କନ୍ଧମାଳରେ ପୁଣି ମାଓ ଆତଙ୍କ: ପଞ୍ଚାୟତ ନିର୍ବାଚନ ବର୍ଜନ ଲାଗି ଚେତାବନୀ

ଫୁଲବାଣୀ: କନ୍ଧମାଳରେ ପୁଣି ମାଓ ଆତଙ୍କ ।  କନ୍ଧମାଳ ଜିଲ୍ଲାରେ ପୁଣି ମାଓବାଦୀ ସକ୍ରିୟ ହୋଇଥିବାର ଖବର ମିଳିଛି ।  କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆର କିଆମୁଣ୍ଡାରେ ଲଙ୍କାକାଣ୍ଡ ଘଟାଇଛନ୍ତି ମାଓବାଦୀ । ଏଠାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ଲାଗିଥିବା ଜେସିବି, ଟ୍ରାକ୍ଟରକୁ ମାଓବାଦୀମାନେ…

କନ୍ଧମାଳରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ,

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।  କୋଭିଡ଼  କଟକଣା ମଧ୍ୟରେ ପାଳନ ହୋଇଛି ୭୩ ତମ ସାଧାରଣ ତନ୍ତ୍ର ଦିବସ ।  ଏହି  କାର୍ଯ୍ୟକ୍ରମ  ଫୁଲବାଣୀ ପୋଲିସ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଦକ୍ଷତା…

କରଡ଼ା ଘାଟିରେ ୭୦ଫୁଟ୍ ତଳକୁ ଖସିଲା କାର, ୩ମୃତ୍ୟୁ ଓ ୬ଜଣ ଆହତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡ଼ା ଘାଟିରେ ଦୁର୍ଘଟଣା । ପିକନିକ୍ ପାଇଁ ଯାଉଥିବାବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା କାର୍ । ଆଜି ଅପରାହ୍ନରେ ଘଟିଛି ଏହିଭଳି ଦୁର୍ଘଟଣା । ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୬ଜଣ ଗୁରୁତର ଆହତ ହୋଇଛନ୍ତି ।…

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ,୨ ଗିରଫ

କନ୍ଧମାଳ :ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା । ଦୁଇ ଜଣ ଅଭିଯୁକ୍ତ ଗିରଫ । କନ୍ଧମାଳ ଜିଲ୍ଲା କୋଟଗଡ ବନାଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବନ ବିଭାଗ ଟିମ୍ ଚୋରା ଚାଲଣକାରୀଙ୍କ ନିକଟରୁ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କ ମିଳିତ ଉଦ୍ୟମରେ…