Home ଅନ୍ୟାନ୍ୟ କରୋନା ଅପଡ଼େଟ୍‌

କରୋନା ଅପଡ଼େଟ୍‌

Coronavirus Update

କୋଭିଡ-୧୯ ସତର୍କତା: ଜାରି ହେଲା ସାମାଜିକ ଦୂରତା ଗାଇଡଲାଇନ

ଭୁବନେଶ୍ୱର: କରୋନା ଭୂତାଣୁ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ଗାଇଡଲାଇନ ଜାରି ହୋଇଛି । ତେବେ ସାମାଜିକ ଦୂରତା ଆଳରେ ଜିଲ୍ଲାରେ ୧୪୪ ଧାରା ଲାଗୁ କରିପାରିବେନି ଜିଲ୍ଲାପାଳ ଏବଂ ପୁଲିସ । ବରଂ ସୋସିଆଲ କ୍ୟାମେଂନ ଜରିଆରେ...

ଭାରତରେ ଲଂଚ ହେବ ପ୍ରଥମ କୋଭିଡ୍‌-୧୯ ଟେଷ୍ଟିଂ କିଟ୍ !

ମୁମ୍ବାଇ: ଭାରତର ଅଣୁ ନିଦାନ କମ୍ପାନୀ Mylabs ଲଂଚ କରିବ ପ୍ରଥମ କରୋନା ଟେଷ୍ଟିଂ କିଟ୍ । ଏହି କିଟ୍ କୁ Reverse Transcription - polymerase chain reaction ବା (RT-PCR) ଟେଷ୍ଟ ଭାବେ ନାମିତ କରାଯାଇଛି । ମୁମ୍ବାଇର ଲୋକାଲ୍ ନ୍ୟୁଜ୍...

କଠୋର ହେଲା କେନ୍ଦ୍ର, ସମସ୍ତ ରାଜ୍ୟ ଓ ଜିଲ୍ଲାର ସୀମା ସିଲ୍ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଲକ ଡାଉନ୍ ପରେ ମଧ୍ୟ ଶ୍ରମିକଙ୍କ ପଳାୟନକୁ ନେଇ କେନ୍ଦ୍ର ସରକାର କଡା ଅଭିମୁଖ୍ୟ ଗ୍ରହଣ କରିଛନ୍ତି । ସମସ୍ତ ରାଜ୍ୟ ଓ ଜିଲ୍ଲାର ସୀମାକୁ ସିଳ୍ କରିବା ପାଇଁ  ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବାହାରୁ ଆସିଥିବା ଲୋକଙ୍କୁ ସୀମରେ...

କରୋନା ଭୟ: କାଲିଠୁ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନକୁ ଭକ୍ତଙ୍କ ପ୍ରବେଶ ମନା

ଭୁବନେଶ୍ୱର: ଓଡିଶା ସରକାର ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର ସହିତ ଧାର୍ମିକ ଅନୁଷ୍ଠାନ ଗୁଡିକୁ ଜନତାଙ୍କ ପ୍ରବେଶ ବନ୍ଦ କରିବା ପାଇଁ କହିଛନ୍ତି । କିନ୍ତୁ ଧାର୍ମିକ ଅନୁଷ୍ଠାନରେ ଆବଶ୍ୟକୀୟ ପୂଜା ଗୁଡିକ ଜାରି ରହିବ । ଆସନ୍ତା...

‘ପେସେଣ୍ଟ-ଜିରୋ’ ଚିହ୍ନଟ ! ଉହାନ ମାର୍କେଟର ଚିଙ୍ଗୁଡି ବିକାଳୀ ହୋଇପାରନ୍ତି ପ୍ରଥମ କରୋନା ରୋଗୀ

ଉହାନ: ଚୀନର ଉହାନ ମାର୍କେଟର ଚିଙ୍ଗୁଡି ବିକ୍ରି କରୁଥିବା ଜଣେ ୫୭ ବର୍ଷୀୟା ମହିଳାଙ୍କୁ ପ୍ରଥମ କୋଭିଡ-୧୯ ପଜିଟିଭ ବୋଲି ବିଶ୍ୱାସ କରାଯାଉଛି । ଲଣ୍ଡନ ମେଟ୍ରୋ ଡେଲିର ଏକ ରିପୋର୍ଟ ଅନୁସାରେ, ୱି ଗୁଇକିୟନ ନାମକ ଜଣେ ମହିଳାଙ୍କ ଠାରେ ଡିସେମ୍ବର ୨୦୧୯ରେ...

କରୋନା ସତର୍କତା: କଟକଣା ସମୟରେ ଇ-ଲର୍ନିଙ୍ଗ ଯୋଗାଇ ଦେବାକୁ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଭାରତରେ ବଢୁଥିବା କରୋନାଭାଇରସ୍ (କୋଭିଡ-୧୯) ମାମଲାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ (ବିଦ୍ୟାଳୟ, କଲେଜ ଏବଂ ବିଶ୍ୱବିଦ୍ୟାଳୟ) ବନ୍ଦ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ଏହଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ପାଠପଢାରେ ଉପୁଜିବାକୁ ଥିବା ବାଧା ପାଇଁ କ୍ ଅନଲାଇନ୍...

କରୋନା ଭାଇରସ: ଭାରତରେ ମହଜୁଦ ଅଛି ଯଥେଷ୍ଟ ପରିମାଣରେ ଔଷଧ ଓ ଅନ୍ୟ ଉପଯୋଗୀ ସାମଗ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ସହିତ ନୋଭେଲ କୋରୋନା ଭୂତାଣୁ (କୋଭିଡ ୧୯) ସଂକ୍ରମଣ ମୁକାବିଲା କ୍ଷେତ୍ରରେ ବର୍ତମାନ ସୁଦ୍ଧା ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଛନ୍ତି । ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ...

କୋଭିଡ୍ -୧୯ ବିରୋଧରେ ଲଢିବ IBM ସୁପର କମ୍ପ୍ୟୁଟର !

ଆମେରିକା: ଆଇବିଏମ୍ ଯୋଗାଇବ ଅତି ଶକ୍ତିଶାଳୀ ସୁପର୍ କମ୍ପ୍ୟୁଟର୍ । କୋଭିଡ୍‌-୧୯ମହାମାରୀର ଅନୁସନ୍ଧାନ ଓ ଚିକିତ୍ସାରେ ସାହାଯ୍ୟ କରିବ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ କନସର୍ଟିୟମ୍ । IBM, along with the White House Office of Science and Technology Policy and...

ସାମାଜିକ ଦୂରତ୍ୱ ନେଇ ରାଜ୍ୟର ବିଭିନ୍ନ ସହରର ହାଟରେ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ସାରା ରାଜ୍ୟରେ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ନେଇ କୌଣସି କଟକଣା ନାହିଁ । କିନ୍ତୁ ଗତ ଦୁଇ ଦିନ ହେଲା ହାଟମାନଙ୍କରେ ଭିଡକୁ ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ ରାଜ୍ୟର ବିଭିନ୍ନ ସହରରେ ସ୍ୱତନ୍ତ୍ର ବ୍ୟବସ୍ଥା...

କରୋନା ସଂକ୍ରମଣ: ଶାଳ ପତ୍ରରେ ମାସ୍କ ତିଆରି କଲେ ଗ୍ରାମବାସୀ

କନ୍ଧମାଳ: ଦେଶରେ କରୋନା ସଙ୍କଟ ଦେଖା ଦେବା ପରେ ଔଷଧ ଦୋକାନରୁ ମାସ୍କ ଅଦୃଶ୍ୟ ହୋଇଗଲା । ଏଭଳି କ୍ଷେତ୍ରରେ ଅନେକ ଲୋକ ସଂକ୍ରମଣ ଦାଉରୁ ରକ୍ଷା ପାଇବା ପାଇଁ ନିଜେ ମାସ୍କ ତିଆରି କରୁଛନ୍ତି । ମିଳିଥିବା ସୂଚନା ମୁତାବକ, କନ୍ଧମାଳ ଜିଲ୍ଲାର...

ସାହିତ୍ୟ