Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ବଢିପାରେ ଲକ୍‌ଡାଉନ୍ ଅବଧି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ୍ ୧୪ ତାରିଖରେ ବନ୍ଦ ହୋଇନପାରେ ବୋଲି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଇତିମଧ୍ୟରେ ଅନେକ ରାଜ୍ୟର…

ଭୁବନେଶ୍ୱରର କେଉଁଠି କେତେ କରୋନା ପଜିଟିଭ, ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱରର କେଉଁ ଅଚଂଳରେ କେତେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ମୋଟ ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଭୁବନେଶ୍ୱରରେ ଅଛନ୍ତି ୩୪ ଜଣ । ତେବେ ସେମାନଙ୍କ ମଧ୍ୟରୁ ସତ୍ୟନଗରରେ ୪ ଜଣ ରହିଥିବାବେଳେ…

ସାବଧାନ ! ତୋଷାଳୀ ଭବନ ନିକଟ ଓମଫେଡ୍ ବୁଥକୁ ଯାଇଥିଲେ କ୍ୱାରେଣ୍ଟାଇନରେ ରୁହନ୍ତୁ

ଭୁବନେଶ୍ୱର : ସତ୍ୟନଗରରୁ ଚିହ୍ନଟ ଜଣେ କରୋନା ପଜିଟିଭ ତୋଷାଳୀ ଭବନ ନିକଟ ଓମଫେଡ ବୁଥକୁ ପ୍ରାୟତଃ ଯାଉଥିଲେ । ତେଣୁ ଓମଫେଡ୍ ବୁଥକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ପାଇଁ ବିଏମସି ପକ୍ଷରୁ କୁହାଯାଇଛି । ପ୍ରତ୍ୟେକ ବ୍ୟକ୍ତି ଘରେ ସଙ୍ଗରୋଧରେ ରହିବା ପାଇଁ…

୨୪ ଘଂଟାରେ ଦେଶରେ ୭୭୩ ନୂଆ ସଂକ୍ରମଣ ମାମଲା, ୩୨ ମୃତ୍ୟୁ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟ । ଗଲା ୨୪ ଘଂଟାରେ ଦେଶରେ ୭୭୩ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛନ୍ତି । ସେହିପରି ୩୨ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ସଂକ୍ରମଣଙ୍କ ସଂଖ୍ୟା ୫୧୧୯ରେ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪୯ରେ…

କୋଭିଡ-୧୯ ମୁକାବିଲା ପାଇଁ ଗାଭାସ୍କର ଦେଲେ ୫୯ ଲକ୍ଷ

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ କ୍ରିକେଟ ଖେଳାଳି ସୁନୀଲ ଗାଭାସ୍କର କୋଭିଡ-୧୯ ପାଇଁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ସେ ସମସ୍ତ ତଥ୍ୟ ଲୁଚାଇ ରଖିଥିଲେ । ପ୍ରଥମେ ଅମୋଲ ମଜମୁଦାର ଓ ପରେ ତାଙ୍କ ପୁତ୍ର ରୋହନ ଗାଭାସ୍କର ଗଣମାଧ୍ୟମ ଆଗରେ ଏହାର ଉଜାଗର କରିଥିଲେ । ସେ ୫୯…

ମୌଲାନ ସାଦ୍ ଦକ୍ଷିଣ ଦିଲ୍ଲୀରେ ଅଛନ୍ତି !

ନୂଆଦିଲ୍ଲୀ: ତବଲିଗ ଜମାତର ମୌଲାନ ସାଦ ଦକ୍ଷିଣ ଦିଲ୍ଲୀରେ ରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ନିଜାମୁଦ୍ଧିନ ମରକଜ ବିବାଦ ପରେ ସାଦ୍ ଫେରାର ହୋଇ ଯାଇଥିଲେ । ସେ ନିଜକୁ କ୍ୱାରେଟାଂଇନରେ ରଖିଥିବା ପୋଲିସ କହିଛି । ସେ ଆସନ୍ତା ୮-୯ ଦିନରେ ସାମ୍ନାକୁ ଆସିବେ। ମୌଲାନା ସାଦ୍‌ ତଦନ୍ତର…

କରୋନା ଭୟ : ଭୁବନେଶ୍ୱରରେ ଏଣିକି ଘରେ କ୍ଷୀର ପ୍ୟାକେଟ ପହଞ୍ଚାଇବ ଓମ୍‌ଫେଡ୍‌

ଭୁବନେଶ୍ୱର : କରୋନା ସଂକ୍ରମଣ ଭୟରେ ସରକାର ପୁରା ଦେଶରେ ଲକ୍ ଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଦରକାର ନ ଥିଲେ ଘରୁ ବାହାରିବା ଉପରେ କଟକଣା ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ଓମ୍‌ଫେଡ୍ ପକ୍ଷରୁ ଭୁବନେଶ୍ୱରରେ ଘରେ କ୍ଷୀର ତଥା ଦୁଗ୍ଧ…

ଜେଲରୁ ମୁକୁଳିଲେ ଫୁଟବଲର୍ ରୋନାଲଡିନୋ, ଏବେ ଗୃହବନ୍ଦୀ !

ପାରାଗୁଏ: ୬ମାସ ଜେଲ ଦଣ୍ଡାଦେଶ ଥିଲେ ବି ମାତ୍ର ୩୨ଦିନ ପରେ ପାରାଗୁଏ ଜେଲରୁ ମୁକୁଳିଲେ ରୋନାଲଡିନୋ । ଫେକ୍ ପାସ୍‌ପୋର୍ଟ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । Ronaldinho has been released from prison in Paraguay after paying 1.6 million US dollars ?…

ଜରୁରୀ ସାମଗ୍ରୀ ପରିବହନରେ ନାହିଁ କଟକଣା: ସିପି

ଭୁବନେଶ୍ୱର: ଜରୁରୀ ସାମଗ୍ରୀ ପରିବହନ କରିବାରେ କୌଣସି କଟକଣା ନାହିଁ । ସାମଗ୍ରୀ ଓ ପନିପରିବା ପରିବହନ କରିପାରିବେ ଖୁଚୁରା ବେପାରୀ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । କିଛି ସମସ୍ୟା ହେଲେ ୧୦୦ ନମ୍ବରକୁ ଫୋନ୍ କରି ମଧ୍ୟ ଜଣାଇ ପାରିବେ ବୋଲି ସେ…

କରୋନା ସହ ଲଢେଇ: ମହାରାଷ୍ଟ୍ରରୁ ୮ ଦିନ ସାଇକେଲ୍ ଚଳାଇ ଓଡ଼ିଶାରେ ପହଞ୍ଚିଲେ ମହେଶ !

ଯାଜପୁର: ସମ୍ପ୍ରତି ଲକ୍‌ଡାଉନ୍ ଯୋଗୁଁ ଟ୍ରେନ୍ ଓ ବସ୍ ଚଳାଚଳ ବନ୍ଦ ରହିଛି । ଗାଁ ମାଟିରେ ପହଞ୍ଚିବାକୁ ପ୍ରବାସୀ ଓଡ଼ିଆଟିଏ ଡ଼ହଳ ବିକଳ ହେଉଥାଏ । କିପରି ଆସି ପହଞ୍ଚିବ ଓଡ଼ିଶାର ନିଜ ଗାଁ ମାଟିରେ । ନିଜ ବାପା ମାଆ ତଥା ଆତ୍ମୀୟ ସ୍ୱଜନଙ୍କୁ ଟିକେ ଦେଖିବ । ମନ ଉଚ୍ଛନ୍ନ ହେଉଥିଲେ ମଧ୍ୟ…