Latest Odisha News
Browsing Category

ଅନ୍ତର୍ଜାତୀୟ ମହିଳା ଦିବସ

ସତରେ କ’ଣ ମହିଳା ସ୍ୱୟଂସିଦ୍ଧା……

ଭୁବନେଶ୍ୱର: ସେ ମା'ର ଗର୍ଭକୁ ଆସିବା କ୍ଷଣି ତା ଲାଗି ନିଷ୍ପତି ନେବା ଆରମ୍ଭ ହୋଇଯାଏ । ସେ ମା'ର ଗର୍ଭରୁ ମା'ର କୋଳକୁ ଆସିବ ନା ନାହିଁ ସେ ନେଇ ଚାଲେ ଟଣା ଓଟରା । ଭୃଣ ହତ୍ୟା ଲାଗି ଚାଲେ ଯୋଜନା । ଆଉ ଯଦି ମାର ଅନେକ ସଂଘର୍ଷ ପରେ ଗର୍ଭରେ ତାକୁ ବଢିବାକୁ ଦିଆଯାଏ । ତେବେ କୋଳକୁ ଆସିବା…

ମହିଳା ସଶକ୍ତିକରଣରେ ଓଡିଶା ଆଗୁଆ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସାମିଲ ହୋଇ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡିଶା ରାଜ୍ୟ ଆଗୁଆ ବୋଲି ଖୁସି ପ୍ରକାଶ କରିଛନ୍ତି ।…

ମହିଳା ଦିବସରେ ମହିଳା କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମହିଳା ଦିବସରେ ଅସ୍ତ୍ରଶସ୍ତ୍ର ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ମହିଳା କ୍ୟାଡର ମାଓବାଦୀ ପ୍ରୟାସ କରିଛନ୍ତି । ମାଲକାନଗିରିରେ ଜଣେ ମହିଳା କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରି ଏସପିଙ୍କ ପାଖରେ ମହିଳା ମାଓବାଦୀ ଦେବେ ସୋଢ଼ି ଆତ୍ମସମର୍ପଣ କରିଛନ୍ତି ।…

ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ମହିଳା ପର୍ଯ୍ୟଟଙ୍କ ପାଇଁ ପ୍ରବେଶ ନିଃଶୁଳ୍କ

ଭୁବନେଶ୍ୱର: ଆଜି ମହିଳା ଦିବସ ଅବସରରେ ଜାତୀୟତା ନିର୍ବିଶେଷରେ ସମସ୍ତ ମହିଳା ପର୍ଯ୍ୟଟକଙ୍କୁ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ନିଃଶୁଳ୍କ ରହିବ । ମହିଳା ଦିବସ ଅବସରରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ରବିବାର ଦିନ କେନ୍ଦ୍ର ଦ୍ୱାରା ସଂରକ୍ଷିତ ଟିକେଟ ଦ୍ୱାରା ପ୍ରବେଶ ହେଉଥିବା ସ୍ମାରକ…

ଆବେୱେଷ୍ଟ ସର୍ଭିସେସ୍ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର : ଦକ୍ଷତା ବିକାଶ ପ୍ରଶିକ୍ଷଣ ସଂସ୍ଥା ଆବେୱେଷ୍ଟ ସର୍ଭିସେସ୍ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଲୁମ୍ବିନ ବିହାର ସ୍ଥିତ ନିଜ ଅନୁଷ୍ଠାନ ପରିସରରେ ଏକ ସଚେତନାମୂଳକ ପଦଯାତ୍ରା କରାଯାଇଛି । ୧୦୦ରୁ ଅଧିକ ଛାତ୍ରୀ ମାନେ ଏକ ପଦଯାତ୍ରାରେ ସାମିଲ ହୋଇ ମହିଳାମାନଙ୍କର…

ଆଜି ‘ଅନ୍ତର୍ଜାତୀୟ ମହିଳା ଦିବସ’: ‘ମୋ ବସ’ରେ ମହିଳା ଯାତ୍ରୀଙ୍କୁ ମାଗଣା ସେବା

ଭୁବନେଶ୍ୱର : ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ସାରା ଦେଶରେ ‘ଅନ୍ତର୍ଜାତୀୟ ମହିଳା ଦିବସ’ ଭାବେ ପାଳନ କରାଯାଉଛି । ଏହି ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରୀମାନେ ବାଲୁକା କଳା ନିର୍ମାଣ କରିଛନ୍ତି ।…

ହାରି ନାହାନ୍ତି ହୀରାମଣି…

ବାରିପଦା: ଆଜିର ସଭ୍ୟ ସମାଜରେ ନାରୀ ମାନଙ୍କର ଆସନ ବହୁ ଉଚ୍ଚରେ । ସଂପ୍ରତି ନାରୀ ଆଉ ଘରର ଚାରି କାନ୍ଥ ମଧ୍ୟରେ ଆବଦ୍ଧ ନରହି ପୁରୁଷଙ୍କ ସମକକ୍ଷ ହୋଇ ଆତ୍ମନିର୍ଭରଶୀଳ ହେବା ପାଇଁ ଚେଷ୍ଟା କରୁଛି । ପାରିବାରିକ ଦାୟିତ୍ୱ ଏବଂ କର୍ମକ୍ଷେତ୍ର ଦୁଇଟି ମଧ୍ୟରେ ତାଳମେଳ ରକ୍ଷା କରି ଆଗକୁ ବଢିବାକୁ…

ହାଣ୍ଡିଭଜା ମୁଢି ମହିଳାଙ୍କୁ ଶିଖାଇଲା ଜୀବନ ବଞ୍ଚିବାର ରାହା

ମନରେ ସାହସ ଏବଂ ସଙ୍କଳ୍ପରେ ଦୃଢତା ରହିଥିଲେ ପ୍ରତିକୂଳ ପରିସ୍ଥିତିରୁ ମଧ୍ୟ ରାସ୍ତା ବାହାର କରି ସଫଳତାର ପାହାଚ ଚଢିହେବ । ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବାରିପଦାର ରାସଗୋବିନ୍ଦପୁର ବ୍ଳକ୍‌ର ଗଡ଼ିଘାଟି ପଂଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ । ଏହି ପଂଚାୟତର ବନ୍ଧମୁଣ୍ଡି,…

ମହିଳାଙ୍କ ଚାଳିତ ସ୍ୱତନ୍ତ୍ର ମାଲବାହୀ ଟ୍ରେନ: ଖୋର୍ଦ୍ଧା ରୋଡ଼ରୁ ପଲାସା ମଧ୍ୟରେ ଚଳାଚଳ ହେଲା

ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ ଅଭିଯାନକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ କେବଳ ମହିଳା ଲୋକୋ ପାଇଲଟ, ସହାୟକ ଲୋକୋ ପାଇଲଟ ଏବଂ ଟ୍ରେନ ଗାର୍ଡ ମାନଙ୍କୁ ନେଇ ସ୍ୱତନ୍ତ୍ର ମାଲବାହୀ ଟ୍ରେନ ଖୋର୍ଦ୍ଧା ରୋଡ଼ ଠାରୁ ପଲାସା ମଧ୍ୟରେ…

ମାର୍ଚ୍ଚ ୮ରେ ‘ମୋ ବସ’ରେ ମହିଳାଙ୍କୁ ମିଳିବ ମାଗଣା ସେବା

ଭୁବନେଶ୍ୱର: ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ମୋ ବସ’ରେ ମହିଳା ଯାତ୍ରୀଙ୍କ ପାଇଁ ମାଗଣାରେ ଯାତ୍ରା ସୁବିଧା ଯୋଗାଇଦେବାକୁ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ) ଘୋଷଣା କରିଛି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାମାନେ ମୋ ବସରେ ମାଗଣାରେ…