Latest Odisha News

BREAKING NEWS

Browsing Category

ଗୁଜରାଟ

Gujarat

ଅହମ୍ମଦାବାଦରେ ଗୋଟିଏ ପରିବାରର ୬ଜଣଙ୍କ ଆତ୍ମହତ୍ୟା

ଅହମ୍ମଦାବାଦ: ଗୋଟିଏ ପରିବାରର ୬ଜଣ ଏଠାରେ ଆତ୍ମହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରେ ୪ଟି ଛୋଟ ପିଲା ରହିଛି । ଅମ୍ରେଶ ପଟେଲ ଓ ଗୌରାଙ୍ଗ ପଟେଲ ସେମାନଙ୍କ ୪ ଛୁଆଙ୍କ ସହ ଆତ୍ମହତ୍ୟା କରିଛନ୍ତି । କଣ ପାଇଁ ସେମାନେ ଏହି କଠୋର ପଦକ୍ଷେପ ଗ୍ରହଣ କଲେ ତାହା ଜଣା ପଡୁ ନାହିଁ । ପୋଲିସ ଡ୍ରଇଂ…

ଗୁଜରାଟରେ ୫.୫ ତୀବ୍ରତାର ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଗୁଜରାଟର ରାଜକୋଟ ଜିଲ୍ଲାରେ ରବିବାର ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିଚର୍ ସ୍କେଲରେ ୫.୫ ଥିବା ଜଣାପଡ଼ିଛି । Gujarat: People came out of their houses in Bhuj following tremors in the state; visuals from Jubilee…

ଦେଶରେ ସିଂହ ସଂଖ୍ୟା ବୃଦ୍ଧି, ପ୍ରଧାନମନ୍ତ୍ରୀ ଟୁଇଟ କରି ଜଣାଇଲେ

ନୂଆଦିଲ୍ଲୀ: ଭାରତରେ ସିଂହ ସଂଖ୍ୟା ବୃଦ୍ଧି ପାଇଛି । ନୂତନ ଗଣତି ଅନୁସାରେ ଏହା ୨୯ ପ୍ରତିଶତ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଖୁସି ହୋଇ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଗୁଜରାଟର ଗିର ଜଙ୍ଗଲରେ ରହୁଥିବା ସିଂହ ସଂଖ୍ୟା ବଢ଼ିବା ସହ ସେମାନଙ୍କ ଚଳପ୍ରଚଳ…

ଭୟ: କଂଗ୍ରେସ ୬୫ ବିଧାୟକଙ୍କୁ ଗୁଜୁରାଟ, ରାଜସ୍ଥାନର ବିଭିନ୍ନ ହୋଟେଲ, ରିସର୍ଟରେ ଲୁଚାଇ ରଖିଛି

ଗାନ୍ଧିନଗର : ଗୁଜରାଟ ରାଜ୍ୟସଭାରେ ଘୋଡା ବ୍ୟାପାର ଆରମ୍ଭ ହୋଇଯାଇଛି । କଂଗ୍ରେସର ୩ ବିଧାୟକ ଇସ୍ତଫା ଦେବା ପରେ ଦଳ ଏବେ ବାକି ତକ ବିଧାୟକଙ୍କୁ ଲୁଚାଇ ରଖିଛି । ଆଉ କିଛି ବିଧାୟକ ଇସ୍ତଫା ଦେବାର ଆଶଙ୍କା ଥିବାରୁ କଂଗ୍ରେସ ନିଜର ୬୫ ଜଣ ବିଧାୟକଙ୍କ ରାଜକୋଟର ନିଲ ସିଟି ରିସର୍ଟ, ରାଜସ୍ଥାନର…

ସାମୁଦ୍ରିକ ଝଡ଼ ‘ନିସର୍ଗ’: ମୁକାବିଲା ନିମନ୍ତେ ଏନସିଏମସିର ବୈଠକ

ନୂଆଦିଲ୍ଲୀ: କ୍ୟାବିନେଟ ସଚିବ ରାଜୀବ ଗୌବା ସାମୁଦ୍ରିକ ଝଡ଼ ‘ନିସର୍ଗ’ ମୁକାବିଲା ନିମନ୍ତେ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ/ଏଜେନ୍ସିଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରିବା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ ସମିତି (ଏନସିଏମସି)ର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଭାରତୀୟ ପାଣିପାଗ…

ସାବଧାନ ! ଏଟିଏମ୍‌ରୁ ୩ଜଣଙ୍କୁ କରୋନା ସଂକ୍ରମଣ, କ୍ୱାରେଣ୍ଟାଇନ୍‌ରେ ୨୮

ଗୁଜରାଟ: ବଡୋଦରାରେ ୩ଜଣ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ କୋଭିଡ-୧୯ଟେଷ୍ଟ ପଜିଟିଭ ବାହାରିଛି । ମିଳିଥିବା ସୂଚନାରୁ ଜଣାପଡିଛି ତଦନ୍ତରୁ ଜଣାପଡିଛି ତିନିଜଣ ଯବାନ ଗୋଟିଏ ଦିନରେ ଗୋଟିଏ ଏଟିଏମ୍‌ରୁ ଟଙ୍କା ଉଠାଣ କରିଥିଲେ । ଯବାନଙ୍କର କୌଣସି ଯାତ୍ରା ଇତିହାସ ନଥିଲାବେଳେ…

ଗର୍‌ବାରେ ନାଚି ନିଲମ୍ବନ ହେଲେ ମହିଳା ପୋଲିସ ଇନ୍ସପେକ୍ଟର !

ଭୋପାଳ: ଲକ୍‌-ଡାଉନରେ ଗର୍‌ବା ଖେଳି ଜଣେ ମହିଳା ପୋଲିସ କର୍ମଚାରୀ ନିଲମ୍ବିତ । ସୋସାଇଟି ଲକ୍‌-ଡାଉନ୍ ଥିବାବେଳେ ସାଥୀ କର୍ମଚାରୀଙ୍କ ସହ ନାଚିବା ଓ ସାମାଜିକ ଦୂରତ୍ୱ ଅବଲମ୍ବନ ନ କରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଛି । બોપલમાં સોસાયટીમાં ગરબા ગાતા મહિલા પોલીસ…

ସିଂହଙ୍କ କବର ସାଜୁଛି ଗିର ଜଙ୍ଗଲ: ୨ ବର୍ଷରେ ୨୬୧ ସିଂହ ମୃତ

ଅହମ୍ମଦାବାଦ: ଗୁଜରାଟର ଗିର ଜଙ୍ଗଲ ଏବେ ସିଂହଙ୍କ ପାଇଁ କବର ସାଜିଛି । ବିଧାନ ସଭାରେ ଜାରି ତଥ୍ୟ ଅନୁସାରେ ୨ ବର୍ଷ ମଧ୍ୟରେ ୨୬୧ ସିଂହ ଏଠାରେ ମୃତ୍ୟୁବରଣ କରିଛନ୍ତି । ୨୦୧୯ରେ ୧୪୮ ମୃତ୍ୟୁବରଣ କରିଥିଲେ । ଅପ୍ରାକୃତିକ କାରଣ ଯୋଗୁ ଏବଂ ଦୁର୍ଘଟଣାରେ ୧୧ ସିଂହ ଓ ୬ ଛୁଆଙ୍କ ଜୀବନ ଯାଇଥିଲା ।…

ଭାରତ ସହ ଆମେରିକା କରିବ ତିନି ଆରବ ଡଲାର ପ୍ରତିରକ୍ଷା ଚୁକ୍ତି, ଅତ୍ୟାଧୁନିକ ହେଲିକାପ୍ଟର ହେବ ଯୋଗାଣ: ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ର ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ପ୍ରତିରକ୍ଷା ସେକ୍ଟର ସମ୍ପର୍କରେ ଏକ ମେଗା ଡିଲ ଘୋଷଣା କରିଛନ୍ତି | ସେ କହିଲେ ଯେ ଆମେରିକା ପ୍ରତିନିଧି ମଙ୍ଗଳବାର କୁ ତିନି ଆରବ ଡଲାର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ କରିବେ | ଏହି ଡିଲ ଅନ୍ତର୍ଗତ ଆମେରିକା, ଭାରତ ଷ୍ଟେଟ ଅଫ…

ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ଓ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଭାରତ ଗସ୍ତରେ ଆସୁଛନ୍ତି । ତାଙ୍କ ସହ ପତ୍ନୀ ମେଲାନିୟା, ଝିଅ ଇବାଂକା ଏବଂ ଜ୍ୟୋଇଁ ଜେରେଡ କୁଶ୍ନର ଆସିବେ । ଏକ ସ୍ୱତନ୍ତ୍ର ପ୍ରତିନିଧିମଣ୍ଡଳ ମଧ୍ୟ ତାଙ୍କ ସହିତ ଆସିବେ । ଆସନ୍ତୁ ଜାଣିବା କ’ଣ ରହିଛି ଟ୍ରମ୍ପଙ୍କ…