Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଖ୍ରୀଷ୍ଟମାସ ପରେଡ୍‌ ବେଳେ ଭୟଙ୍କର ଅଘଟଣ; ବୟସ୍କ ଓ ଶିଶୁଙ୍କ ଉପରେ ମାଡିଗଲା ଗାଡି

ନୂଆଦିଲ୍ଲୀ: ମିଲ୍‌ୱାକି ଉପକଣ୍ଠରେ ରବିବାର ଦିନ ଖ୍ରୀଷ୍ଟମାସ ପରେଡରେ ସାମିଲ୍‌ ହୋଇଥିବା ଲୋକଙ୍କ ଉପରେ ଏସୟୁଭି ମାଡିଯାଇଥିଲା। ଏହି ଗାଡି ୪୦ ରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ଶିଶୁଙ୍କୁ ନିର୍ଦ୍ଦିଷ୍ଟ ଭାବରେ ଟାର୍ଗେଟ କରିଥିବା ଜଣାପଡ଼ିଛି। ନଗର ପୋଲିସର ସୂଚନାନୁସାରେ, ଏପର୍ଯ୍ୟନ୍ତ ଏହି…

ଆଜି ‘ବୀର ଚକ୍ର’ ସମ୍ମାନରେ ସମ୍ମାନିତ ହେବେ ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଦ୍ବାରା ଆଜି ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବୀର ଚକ୍ର ସମ୍ମାନ ପ୍ରଦାନ କରାଯିବ। ଅଭିନନ୍ଦନ ବର୍ଦ୍ଧମାନ ଭାରତୀୟ ବାୟୁସେନାର ଜଣେ ଅଧିକାରୀ। ଭାରତ-ପାକିସ୍ଥାନ ସୀମାରେ ଥିବା ୱାଗା ସୀମାରେ ଭାରତୀୟ ସମୟ ମାର୍ଚ୍ଚ ୧,…

ପଞ୍ଜାବର ପଠାନକୋଟ ଆର୍ମି କ୍ୟାମ୍ପର ତ୍ରିବେଣୀ ଫାଟକ ନିକଟରେ ଗ୍ରେନେଡ଼ ବିସ୍ଫୋରଣ

ପଠାନକୋଟ: ସୋମବାର ସକାଳେ ପଞ୍ଜାବର ପଠାନକୋଟର ଧୀରପୁଲ ନିକଟ ଭାରତୀୟ ସେନାର ତ୍ରିବେଣୀ ଫାଟକ ନିକଟରେ ଗ୍ରେନେଡ଼ ବିସ୍ଫୋରଣ ହୋଇଛି । ପୋଲିସ କହିଛି, ଦୁଇଜଣ ଅଜଣା ବ୍ୟକ୍ତି ଏକ ବାଇକରେ ଆସି ଏକ ଗ୍ରେନେଡ଼କୁ ଆର୍ମି ଗେଟ୍ ଭିତରକୁ ଫୋପାଡ଼ି ଦେଇଥିଲେ । ଗ୍ରେନେଡ଼ର କିଛି ଅଂଶ ଉଦ୍ଧାର କରାଯାଇ…

ରାଜଧାନୀରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍‌ ପ୍ରବେଶ ଉପରେ ବଢିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: (SAFAR) ଅନୁଯାୟୀ ସୋମବାର ଦିନ ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) 'ଅତ୍ୟନ୍ତ ଖରାପ' ବର୍ଗରେ ରହିଥିବାରୁ ଦିଲ୍ଲୀର ବାୟୁ ବିଷାକ୍ତ ରହିଛି। ମଙ୍ଗଳବାର ମଧ୍ୟ AQI 'ଅତ୍ୟନ୍ତ ଖରାପ' ରହିବ ବୋଲି ପୂର୍ବାନୁମାନ କରାଯାଇଛି। ସୋମବାର ସକାଳେ, SAFAR ଅନୁଯାୟୀ ଦିଲ୍ଲୀର…

ଏଣିକି ଟିଭିରେ ଅଭିନୟ କରିପାରିବେନି ମହିଳା କଳାକାର

ଭୁବନେଶ୍ବର: ଆଫଗାନିସ୍ତାନର ତାଲିବାନ ପ୍ରଶାସନ ଏକ ନୂଆ 'ଗାଇଡଲାଇନ' ଜାରି କରିଛି। ଯାହା ଅନୁଯାୟୀ ଦେଶର ଟେଲିଭିଜନ ଚ୍ୟାନେଲଗୁଡିକରେ ମହିଳା ଅଭିନେତ୍ରୀଙ୍କୁ ସିରିଏଲ କିମ୍ବା ଧାରାବାହିକରେ ଦେଖାଯାଇପାରିବ ନାହିଁ। ଅର୍ଥାତ୍‌ କୌଣସି ମହିଳା ଅଭିନେତ୍ରୀ ଟେଲି ଧାରାବାହିକରେ ଅଭିନୟ…

ଏ ଯୁଗର ଶାହ୍‌ ଜାହାନ; ପତ୍ନୀଙ୍କୁ ଉପହାର ଦେବା ଲାଗି ଗଢିଦେଲେ ତାଜମହଲ ଭଳି ଘର

‌ଭୋପାଳ: ଆଗ୍ରାରେ ଅବସ୍ଥିତ ତାଜମହଲ ବିଶ୍ବପ୍ରସିଦ୍ଧ ଅଜୁବା ମଧ୍ୟରୁ ଅନ୍ୟତମ। ତେବେ ଏହି ତାଜମହଲ ଶାହ୍‌ ଜାହାନ ତାଙ୍କ ପତ୍ନୀଙ୍କ ପ୍ରତି ପ୍ରେମର ପ୍ରତୀକ ଭାବରେ ଗଢିଥିଲେ। ଯାହାକୁ ଯୁଗ ଯୁଗରୁ ପ୍ରେମର ପତୀକ ଭାବେ ବିବେଚନା କରାଯାଉଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଲାଗି ଠିକ୍‌…

ରାଜସ୍ଥାନ କ୍ୟାବିନେଟରେ ଶପଥ ନେଲେ ୧୫ ମନ୍ତ୍ରୀ

ଜୟପୁର : ଶପଥ ନେଇଛି ରାଜସ୍ଥାନର ସମ୍ପ୍ରସାରିତ ମନ୍ତ୍ରିମଣ୍ଡଳ । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ମୋଟ ୧୫ ଜଣ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ କଲରାଜ ମିଶ୍ର । ଶପଥ ନେଇଥିବା ମୋଟ ୧୫ ମନ୍ତ୍ରୀଙ୍କ ମଧ୍ୟରୁ ୧୧ ଜଣ କ୍ୟାବିନେଟ ପାହ୍ୟାର ଥିବା ବେଳେ,…

ଏକାଠି ରିଲିଜ୍ ହେବ ୪ ହାଇ ବଜେଟ୍ ମୁଭି, କିଏ ମାରିବ ବାଜି ?

ମୁମ୍ବାଇ: ବହୁ କଳ୍ପନାଜଳ୍ପନା ପରେ ମିଷ୍ଟର୍ ପରଫେକ୍ସନିଷ୍ଟ ଅମିର ଖାନଙ୍କ ଫିଲ୍ମ ଲାଲ୍ ସିଂ ଚଢା ଆସନ୍ତା ବର୍ଷ ଅପ୍ରେଲ୍ ୧୪ରେ ରିଲିଜ୍ ହେବା ନେଇ ସ୍ଥିର ହୋଇଛି । ହେଲେ ଏହି ରିଲିଜ୍ ଡେଟ୍ ଆମିରଙ୍କୁ ସାମାନ୍ୟ ଚିନ୍ତାରେ ପକାଇଛି । କାହିଁକି ନା ଠିକ୍ ସେହି ଦିନ ଦୁଇଟି ସାଉଥ୍ ଫିଲ୍ମ ସହ…

ଅଯୋଧ୍ୟାରେ ୧୦୦ କୋଟି ବ୍ୟୟରେ ନିର୍ମିତ ହେବ ଭଗବାନ ଆଦିନାଥଙ୍କ ମନ୍ଦିର

ଅଯୋଧ୍ୟା: ଭଗବାନ ଋଷଭ ଦେବଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରେ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଯାଉଛି ଭବ୍ୟ ଭଗବାନ ଆଦିନାଥଙ୍କ ମନ୍ଦିର । ଲକ୍ଷ୍ନୌର ଆର୍କିଟେକ୍ଟ ଏହାର ନକ୍ସା ପ୍ରସ୍ତୁତ କରି ସାରିଛନ୍ତି । ଭଗବାନ ଶ୍ରୀରାମ ମନ୍ଦିରଠାରୁ ଏକ କିଲୋମିଟର ଦୂରରେ ଏହା ନିର୍ମିତ ହେବ ବୋଲି…

ପୁଣି ଗର୍ଜିଲେ ନଓ୍ବାବ ମଲ୍ଲିକ, କହିଲେ ପ୍ରିପ୍ଲାନ ଅନୁସାରେ ଆର୍ଯ୍ୟନଙ୍କୁ କରାଯାଇଥିଲା ଗିରଫ

ମୁମ୍ବାଇ : ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସକୁ ନେଇ ତୁଟୁନି ବିବାଦ । ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ବେଲ୍ ମିଳିବା ପରେ ବି ଜାରି ରହିଛି ରାଜନୈତିକ ଆରୋପ ପ୍ରତ୍ୟାରୋପ । ଆର୍ଯ୍ୟନଙ୍କ ଗିରଫଦାରୀକୁ ନେଇ ବରିଷ୍ଠ ଏନସିପି ନେତା ନଓ୍ବାବ ମଲ୍ଲିକ ପୂର୍ବରୁ ଅନେକ ଥର ଏନସିବିକୁ…