Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜନୀତିରୁ ସନ୍ୟାସ ନେଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ  ତଥା  ଦିଲ୍ଲୀର ଚାନ୍ଦିନୀ ଚୌକର ବର୍ତ୍ତମାନ ସାଂସଦ ଡକ୍ଟର ହର୍ଷବର୍ଦ୍ଧନ ସକ୍ରିୟ ରାଜନୀତିରୁ ସନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ସୂଚନାଅନୁସାରେ, ୨୦୨୪ ଲୋକସଭା ନିର୍ବାଚନ ପାଇଁ…

ପାକିସ୍ତାନରେ ପୁଣି ସରକାର ଗଢିବେ ଶେହବାଜ ସରିଫ, ପରାସ୍ତ ହେଲେ ଓମାର ଆୟୁବ ଖାନ

ନୂଆଦିଲ୍ଲୀ: ପାକିସ୍ତାନ ମୁସଲିମ ଲିଗର ବରିଷ୍ଠ ନେତା ଶେହବାଜ ସରିଫ ପୁଣି ଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଗତକାଲି ଚାଲିଥିବା ଭୋଟର ଫଳାଫଳ ଆସିବା ପରେ ଏହି ସୂଚନା ମିଳିଛି । ପୁଣିଥରେ ପାକିସ୍ତାନରେ ସରକାର ଗଢିଛନ୍ତି ଶେହବାଜ ସରିଫ । ଶେହବାଜ ସରିଫ ଗତ ଶନିବାର ଦିନ…

ମାର୍ଚ୍ଚ ୪ ରୁ ୭ ତାରିଖ ଭିତରେ ଏହି ସ୍ଥାନକୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଅନେକ ପ୍ରକଳ୍ପର କରିବେ ଉଦଘାଟନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ ବଡ ଧରଣର ବିଜୟ ହାସଲ କରିବାକୁ ବିଜେପି ଏବେ ତା’ର ରଣନୀତି ଚଳାଇଛି । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳ ୪୦୦ଟି ଆସନର ଲକ୍ଷ ରଖିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ମଇଦାନକୁ ଉହ୍ଲାଉଛନ୍ତି । ଆସନ୍ତା ସାଧାରଣ ନିର୍ବାଚନରେ ବିଜୟର…

ଟଳିଲା ଭାରତ ବିରୋଧୀ ଆଉ ଏକ ଆତଙ୍କବାଦୀ

ନୂଆଦିଲ୍ଳୀ: ପାକିସ୍ତାନର ଏବାଟବାଦରେ କୁଖ୍ୟାତ ଭାରତ ବିରୋଧୀ ଆତଙ୍କବାଦୀ କମାଣ୍ଡର ଶେଖ ଜମୀଲ ରହେମାନଙ୍କ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ ଘଟିଛି । ଜମୀଲଙ୍କ ମୃତ୍ୟୁର କାରଣ ଏବେ ବି ସ୍ପଷ୍ଟ ହୋଇ ପାରିନି । ୟୁନାଇଟେଡ ଜିହାଦ କାଉନସିଲର ସେକ୍ରେଟାରୀ ଓ ତହରିକ ଉଲ ମୁଜାହିଦ୍ଦିନର ସକ୍ରିୟ ସଦସ୍ୟ…

ଅନନ୍ତ-ରାଧିକା ପ୍ରି-ୱେଡିଙ୍ଗ: ଝୁମିଲା ମଞ୍ଚ, ଏକା ସାଙ୍ଗରେ ଷ୍ଟେଜରେ ନଜର ଆସିଲେ ୩ ଖାନ୍

ମୁମ୍ବାଇ: ଧୁମଧାମରେ ଚାଲିଛି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟର ପ୍ରି-ୱେଡିଙ୍ଗ ସେଲିବ୍ରେସନ । ସେଲିବ୍ରେସନ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେଲିବ୍ରେସନର ଦ୍ଵିତୀୟ ଦିନରେ ସଂଗୀତ୍ ଏବଂ ଗରୱା ନାଇଟର ଆୟୋଜନ କରାଯାଇଥିଲା । ସେଲିବ୍ରିଟିଙ୍କ ନାଚ…

ନିର୍ବାଚନ ଲଢ଼ିବେ ଶିବରାଜ ସିଂ ଚୌହାନ; ପ୍ରଜ୍ଞା ସିଂହ ଠାକୁରଙ୍କୁ ମିଳିଲାନି ଟିକେଟ

ନୂଆଦିଲ୍ଲୀ:  ଭାରତୀୟ ଜନତା ପାର୍ଟି (ବିଜେପି) ଲୋକସଭା ନିର୍ବାଚନ ୨୦୨୪ ପାଇଁ  ତାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ୧୯୫ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି । ପ୍ରକାଶିତ ହୋଇଥିବା ପ୍ରଥମ ତାଲିକାରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଏବଂ କେନ୍ଦ୍ର…

୫୬ଜଣ ପୁରୁଷଙ୍କ ଭିତରେ ଏକା ଲଢୁଥିଲେ ଏହି ମହିଳା ବିଏସଏଫ ଯବାନ

ନୂଆଦିଲ୍ଲୀ: ଭାରତୀୟ ସେନା ଏବଂ ସ୍ୱତନ୍ତ୍ର ବାହିନୀରେ ସ୍ନାଇପରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ସୀମାରେ ଚାଲିଥିବା ଯୁଦ୍ଧ ହେଉ ଅବା ସର୍ଜିକାଲ ଷ୍ଟ୍ରାଇକ୍ କିମ୍ବା ଯେକୌଣସି ଜରୁରୀ ପରିସ୍ଥିତି ହେଉ ସବୁ ସ୍ଥାନରେ ସ୍ନାଇପର ଅନେକ କିଲୋମିଟର ଦୂରରୁ ଲକ୍ଷ୍ୟ କରି ଶତ୍ରୁମାନଙ୍କ ଉପରକୁ…

ପୋଲିସ କନଷ୍ଟେବଳରୁ ସଂସଦ ପର୍ଯ୍ୟନ୍ତ ଯାତ୍ରା, ଜାଣନ୍ତୁ କିଏ ଏହି ସିଆର ପାଟିଲ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ଗତକାଲି ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେପିର ଏହି ପ୍ରାର୍ଥୀ ତାଲିକାରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ସହିତ ତାଙ୍କର ଜଣେ ବିଶେଷ କମାଣ୍ଡର…

ବଲିଉଡରୁ ଭୋଜପୁରୀ, ଦକ୍ଷିଣରୁ ବଙ୍ଗାଳୀ, ଫିଲ୍ମ ଷ୍ଟାରଙ୍କୁ ପ୍ରାର୍ଥୀ କରିଛି ବିଜେପି

ନୂଆଦିଲ୍ଲୀ: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଏଥିପାଇଁ ସବୁ ରାଜନୖତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତକାଲି ବିଜେପି  ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହି ପ୍ରାର୍ଥୀଙ୍କ…

ବିଜେପି ପାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି ଏହି ୫ ମହିଳା, ଗତ ନିର୍ବାଚନରେ ହରାଇଥିଲେ ଏହି ମାନଙ୍କୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଗତକାଲି ବିଜେପି ତାର ପାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ଭିନ୍ନ ଭିନ୍ନ ରାଜ୍ୟରୁ ଆସନ ପାଇଁ ପାର୍ଥୀ ଘୋଷଣା କରାଯାଇଛି । କିନ୍ତୁ ଉତ୍ତରପ୍ରଦେଶର ଲୋକସଭା ଆସନ ପାଇଁ ସର୍ବାଧିକ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଉତ୍ତରପ୍ରଦେଶର…