Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇତିହାସ ପାଲଟିଲା ଧାରା ୩୭୦: ୪ବର୍ଷ, ୪ମାସ, ୬ ଦିନ ତଳେ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ବାଜିଲା ‘ସୁପ୍ରିମ’ ମୋହର

ନୂଆଦିଲ୍ଲୀ: ଆଜିଠୁ ଇତିହାସ ପାଲଟିବ ଧାରା ୩୭୦ । ଆଜକୁ  ୪ବର୍ଷ, ୪ମାସ ଏବଂ ୬ ଦିନ ତଳେ ମୋଦି ସରକାର ନେଇଥିବା ନିଷ୍ପତ୍ତି ଉପରେ ବାଜିଛି ସୁପ୍ରିମ ମୋହର ।  ସେତିକି ନୁହେଁ, ରାଜ୍ୟକୁ ଦୁଇ ଭାଗରେ ଜମ୍ମୁ କଶ୍ମୀର ଏବଂ ଲଦାଖରେ ବାଣ୍ଟିବା ଏବଂ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା…

୧୦ ମାସ ମଧ୍ୟରେ ଜମ୍ମୁ-କଶ୍ମୀରରେ ନିର୍ବାଚନ ହେବ, ରାଜ୍ୟ ପୁନର୍ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ଯଥାଶୀଘ୍ର ରାଜ୍ୟ ମାନ୍ୟତା ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋର୍ଟ ଭାରତୀୟ ନିର୍ବାଚନ କମିସନଙ୍କୁ ମଧ୍ୟ ସେପ୍ଟେମ୍ବର ୩୦, ୨୦୨୪ ସୁଦ୍ଧା ଜମ୍ମୁ-କଶ୍ମୀର ବିଧାନସଭା ପାଇଁ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।…

ମେହବୁବା ମୁଫ୍ତି ଓ ଓମାର ଅବଦୁଲା ଗୃହବନ୍ଦୀ: ଅଭିଯୋଗକୁ ଖଣ୍ଡନ କଲେ ଉପରାଜ୍ୟପାଳ ମନୋଜ ସିହ୍ନା

ନୂଆଦିଲ୍ଳୀ:ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ ଦେଉଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛଦ ବିରୋଧରେ ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣି ଆଜି ଚାଲିଥିବାବେଳେ ଏପଟେ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ଅଧ୍ୟକ୍ଷ ମେହବୁବା ମୁଫ୍ତିଙ୍କୁ ସୋମବର ନଜରବନ୍ଦୀ କରି ରଖାଯାଇଛି ।…

ଧାରା ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିରେ ଭେଦଭାବ ନାହିଁ ବା କୌଣସି ଖରାପ ଉଦ୍ଦେଶ୍ୟ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଏନ. ଭି. ରମନ୍ନାଙ୍କ ନେତୃତ୍ୱରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ଧାରା ୩୭୦…

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବତ ମାନଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ତାଙ୍କ ଝିଅ

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବତ ମାନଙ୍କ ଝିଅ ସୀରତ କୌର ମାନ ଏକ ଭିଡିଓ ଜାରି କରି ତାଙ୍କ ବାପାଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଭିଡିଓରେ ସୀରତ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ବାପା ମାନ ତାଙ୍କୁ ଏବଂ ତାଙ୍କ ଭାଇଙ୍କୁ ଅଣଦେଖା…

ସରିଲା ଅଯୋଧ୍ୟା ରାମଲାଲାଙ୍କ ପୂଜାରୀ ଚୟନ ପ୍ରକ୍ରିୟା, ଜାଣନ୍ତୁ କିଏ ହେବ ମୁଖ୍ୟ ପୂଜାରୀ

mohit pandey selected for priest of ayodhya ram mandir ଲକ୍ଷ୍ନୌ: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ସବୁଆଡେ ଏହି କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ଜୋର ଧରିଛି ।…

ଏକ୍ସପ୍ରେସ୍ ଟ୍ରେନରେ ରହିବନି ସାଧାରଣ ବଗି, ମହଙ୍ଗା ହେବ ରେଳ ଯାତ୍ରା

ନୂଆଦିଲ୍ଲୀ : ଏକ୍ସପ୍ରେସ୍ ଟ୍ରେନରେ ରହିବନି ସାଧାରଣ ବଗି । ଆଗକୁ ମହଙ୍ଗା ହେବ ରେଳ ଯାତ୍ରା । କାରଣ ଏଣିକି ଟ୍ରେନରେ ଜେନେରାଲ ବଗି ଓ ସ୍ଲିପର୍ କୋଚ୍ ବଦଳରେ ଲାଗିବ ଏସି କୋଚ୍ । ଆସନ୍ତା ୨ ବର୍ଷ ଭିତରେ କେତେକ ପାସେଞ୍ଜର ଟ୍ରେନ୍ ବ୍ୟତୀତ ସମସ୍ତ ଏକ୍ସପ୍ରେସ୍ ଟ୍ରେନ୍‌ରେ ଏହି ବ୍ୟବସ୍ଥା…

ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ପାଟନା: ଆଜି ବିହାରର ରାଜଧାନୀ ପାଟନାଠାରେ ପୂର୍ବାଞ୍ଚଳ ପରିଷଦର ୨୬ ତମ ବୈଠକରେ ଯୋଗଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାରର ବରିଷ୍ଠ ମନ୍ତ୍ରୀମାନେ ଯୋଗ ଦେଇଥିଲେ । ବୈଠକରେ…

କେତେ ସୁରକ୍ଷିତ ମହିଳା? ବେଙ୍ଗାଲୁରୁରେ ସର୍ବାଧିକ ଏସିଡ ଆଟାକ୍ ମାମଲା 

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଇଛି ଏସିଡ ଆଟାକ୍ ସଂଖ୍ୟା। ବିଶେଷ କରି ମହିଳା ଓ ଛାତ୍ରୀଙ୍କ ଉପରେ ଆଟାକ୍ କରାଯାଉଛି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଦ୍ୱାରା ପ୍ରକାଶିତ ନୂତନ ରିପୋର୍ଟ ଅନୁଯାୟୀ, ଗତବର୍ଷ ବେଙ୍ଗାଲୁରୁରେ ମହିଳାମାନେ ସର୍ବାଧିକ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ। ୨୦୨୨…

ନୋବେଲ ବିଜେତା ନର୍ଗିସଙ୍କ ‘ହଙ୍ଗର ଷ୍ଟ୍ରାଇକ୍’: ପୁରସ୍କାର ଗ୍ରହଣକଲେ ପୁଅଝିଅ 

ତେହରାନ: ନୋବେଲ ଶାନ୍ତି ବିଜେତା ନର୍ଗିସ ମହମ୍ମଦିଙ୍କ ଅନଶନ। ଇରାନର କାରାଗାରରେ ବନ୍ଦୀ ଥିବା ମହମ୍ମଦି ଆଜିଠାରୁ ଅନଶନ ଘୋଷଣା କରିଛନ୍ତି । ଓସଲୋରେ ନୋବେଲ ପୁରସ୍କାର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ ଥିବାବେଳେ ସେ ଯୋଗ ଦେଇନାହାନ୍ତି ।ନର୍ଗିସଙ୍କ ତରଫରୁ ତାଙ୍କ ପୁଅ ଅଲ୍ଲୀ ରହମାନି ଓ ଝିଅ…