Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରେଳ ମନ୍ତ୍ରଣାଳୟର ଘୋଷଣା: ୨୫ % ଶସ୍ତା ହେବ ଟ୍ରେନ୍‌ ଏସି ଟିକଟ୍, ଖସିବ ଏଗ୍‌ଜିକ୍ୟୁଟିଭ୍‌ କ୍ଲାସ୍ ଭଡ଼ା

ନୂଆଦିଲ୍ଲୀ: ଦେଶର କୋଟି କୋଟି ରେଳଯାତ୍ରୀଙ୍କ ପାଇଁ ଖୁସିଖବର। ଶସ୍ତାରେ ପାଇବେ ଟ୍ରେନ୍‌ ଏସି ଟିକଟ୍। କାରଣ ବନ୍ଦେ ଭାରତ ସମେତ ସମେତ ସମସ୍ତ ଟ୍ରେନର ଏସି ଚେୟାର କାର୍‌ ଓ ଏଗ୍‌ଜିକ୍ୟୁଟିଭ୍‌ କ୍ଲାସ୍ ଭଡ଼ାରେ ୨୫ % ହ୍ରାସ କରିବା ପାଇଁ ରେଳ ବୋର୍ଡ ଘୋଷଣା କରିଛି। ଟ୍ରେନରେ ବସିବା ପାଇଁ…

ଏଠାରେ ବାଘ ବି ସପ୍ତାହରେ ଗୋଟିଏ ଦିନ ଉପବାସ ରୁହେ

କାଠମାଣ୍ଡୁ: ବିଶ୍ୱରେ ବାଘଙ୍କ ସଂଖ୍ୟା କମୁଥିବାରୁ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ନେପାଳରେ ବାଘଙ୍କ ପ୍ରତି ଏକ ସ୍ୱତନ୍ତ୍ର ସମ୍ମାନ ରହିଛି କହିଲେ ଭୁଲ ହେବନି । ସ୍ଥାନୀୟ ଚିଡିଆଖାନାରେ ବାଘମାନଙ୍କୁ ସପ୍ତାହରେ ଗୋଟିଏ ଦିନ ଉପବାସ ରଖାଯାଉଛି ।…

ବିଜେପିକୁ ଟେନସନରୁ ମୁକ୍ତି ଦେବ କି ଟିଫିନ?

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ରାଜ୍ୟକୁ ଘନ ଘନ ଗସ୍ତ କରୁଛନ୍ତି। ଦଳୀୟ ନେତା କର୍ମୀ ଓ କାର୍ଯ୍ୟକର୍ତାଙ୍କୁ ଭେଟୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ମଧ୍ୟରେ ଆଉ ଏକ ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶ…

ସମସ୍ତେ ନିଜ ସ୍ୱାର୍ଥ ଦେଖୁଛନ୍ତି, ଏକାଠି ହୋଇପାରିବେନି ବିରୋଧୀ !

ଭୁବନେଶ୍ୱର: ଦ୍ଵିତୀୟ ବିରୋଧୀ ଏକତା ବୈଠକ ପୂର୍ବରୁ ବିରୋଧୀଙ୍କ ମଧ୍ୟରେ କେଁ ପଶିଛି। ଚଳିତ ମାସ ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ବିରୋଧୀଙ୍କ ବୈଠକ ହେବାକୁ ଥିବାବେଳେ କଂଗ୍ରେସ ଆମ ଆଦମୀ ପାର୍ଟିକୁ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛି। କିନ୍ତୁ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ…

ଉତ୍ତର ଭାରତରେ ବର୍ଷା ବିତ୍ପାତ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିଲା ଅମରନାଥ ଯାତ୍ରା

ଶ୍ରୀନଗର: ପହଲଗାମ ଏବଂ ବାଲ୍ଟାଲରେ ପ୍ରବଳ ବର୍ଷା ହେତୁ ଅମରନାଥ ଯାତ୍ରାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ସ୍ଥଗିତ ରଖିଛନ୍ତି କତୃପକ୍ଷ । ଏହାସହ କୌଣସି ତୀର୍ଥଯାତ୍ରୀଙ୍କୁ ଜାମ୍ମୁରୁ କାଶ୍ମୀର ଉପତ୍ୟକାକୁ ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି କତୃପକ୍ଷ । ପବିତ୍ର ଅମରନାଥ ଗୁମ୍ଫାକୁ…

ମସ୍ତିଷ୍କ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ପାଇଁ ଚୀନ ସେନା ପ୍ରସ୍ତୁତ କରୁଛି ନ୍ୟୁରୋଷ୍ଟ୍ରାଇକ ୱେପନ୍ସ

ବେଜିଂ: ଚୀନର କମ୍ୟୁନିଷ୍ଟ ପାର୍ଟି ଓ ଚୀନ ସେନା ମିଳିତ ଭାବେ ଏକ ଜୈବିକ ଅସ୍ତ୍ରର ବିକଶିତ କରୁଛନ୍ତି । ଏହି ଅସ୍ତ୍ର ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବା ନେଇ ଆଶଙ୍କା ଉପୁଜିଛି । ରିପୋର୍ଟ ମୁତାବକ ଚୀନ ସେନା ନ୍ୟୁରୋଷ୍ଟ୍ରାଇକ ୱେପନ୍ସ ପ୍ରସ୍ତୁତ କରୁଛି । ଏହା ପ୍ରୟୋଗ ହେଲେ ଜଣେ…

ଏନ୍ଆ‌ଇଏର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟ୍‌ରେ ୨୧ ଜଣ ଖାଲିସ୍ତାନୀ ଆତଙ୍କବାଦୀଙ୍କ ନାମ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଦେଶରେ ବସିଥିବା ଖାଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଦେଶରେ ଥିବା ୨୧ ଜଣ ଖାଲିସ୍ତାନୀଙ୍କ ବିରୋଧରେ ମୋଷ୍ଟ ୱାଣ୍ଟେଡ୍ ତାଲିକା ପ୍ରକାଶ କରିଛନ୍ତି। ତାଙ୍କ ବିରୋଧରେ…

ଏମିତି ଏକ ରହସ୍ୟମୟ ସ୍ଥାନ; ଯେଉଁଠିକୁ ଯିବାକୁ ଡରନ୍ତି ବୈଜ୍ଞାନିକ

ଆପଣ ଜାଣିଛନ୍ତି କି ପୃଥିବୀରେ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ଆପଣ ମାଇଲ୍ ମାଇଲ୍ ପର୍ଯ୍ୟନ୍ତ କୌଣସି ମଣିଷ, ପ୍ରାଣୀ କିମ୍ବା ଉଦ୍ଭିଦ ପାଇବେ ନାହିଁ? ଦୁନିଆରେ ବହୁତ ରହସ୍ୟମୟ ସ୍ଥାନ ରହିଛି । ଏହି ସ୍ଥାନଗୁଡିକ ବିଷୟରେ ଜାଣିବା ପରେ ଲୋକମାନେ ପ୍ରାୟତଃ ବିଶ୍ୱାସ କରନ୍ତି ନାହିଁ । ଏହିପରି…

ଚାଷୀଙ୍କ ସହ ମିଶି ଟ୍ରାକ୍ଟର ଚଲାଇ ଧାନ ଚାରା ରୋପଣ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଚାଷୀଙ୍କ ସହ ମିଶି ଚାଷ କାମ କଲେ ରାହୁଲ ଗାନ୍ଧୀ। କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶିମଲା ଗସ୍ତରେ ଯାଇଛନ୍ତି। ବାଟରେ ସେ ସୋନିପଥରେ ଅଟକି ଯାଇ ହଠାତ୍ ଏକ ଚାଷ ଜମିରେ ପହଞ୍ଚି ଚାଷୀ ଏବଂ ଦିନମଜୁରିଆଙ୍କ ସହ ଆଲୋଚନା କରି ସେମାନଙ୍କ କାମ ବିଷୟରେ ପଚାରି…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ପଞ୍ଚାୟତ ନିର୍ବାଚନରେ ଫୁଟିଲା ଗୁଳି, ପୋଲିଂ ଏଜେଣ୍ଟ ମୃତ

କୋଲକାତା: ଚାଲିଛି ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ। ନିର୍ବାଚନ ପାଇଁ ସକାଳୁ ଆରମ୍ଭ ହୋଇଛି ମତଦାନ। ସେପଟେ କିନ୍ତୁ ପଶ୍ଚିମବଙ୍ଗରେ ଦେଖାଯାଇଛି ନିର୍ବାଚନୀ ହିଂସା । କୋଚବିହାରର ଫାଲିମାରିରେ ଗୁଳିମାଡ଼ରେ ପ୍ରାଣ ହରାଇଲେ ପୋଲିଂ ଏଜେଣ୍ଟ ମାଧବ ବିଶ୍ବାସ । ସେହିପରି…