Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହିଳାଙ୍କ ପେଟରେ ତାଲିବାନି ନାତ; ଆଫଗାନିସ୍ତାନରେ ବନ୍ଦ ହେବ ବିଉଟି ପାର୍ଲର

କାବୁଲ:ଆଫଗାନିସ୍ତାନରେ ଦିନକୁ ଦିନ ତାଲିବାନି ଶାସନର ନିର୍ଯାତନା ବଢୁଛି । ବିଶେଷକରି ତାଲିବାନି ଶାସନରେ ମହିଳାମାନଙ୍କ ଜୀବନ ଦୁର୍ବିସହ ହୋଇ ପଡୁଛି । ମହିଳାମାନଙ୍କ ପ୍ରତି ତାଲିବାନି ଶାସକ କଠୋର ମନୋବୃତ୍ତିକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି । ଏବେ ତାଲିବାନି ଶାସନର  ଆଉ ଏକ…

ଆବର୍ଜନା ଦେଲା ରୋଜଗାର; ମାସିକ ଆୟ ୫ଲକ୍ଷ

ବାରାଣସୀ : ବାରାଣସୀର ଶିଖା ଶାହା । ବି ଟେକ ପରେ ଭଲ ଦରମାରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କରୁଥିଲେ କାମ । ହେଲେ ଚାକିରୀ ତାଙ୍କୁ ଦେଇ ପାରିନଥିଲା ଆତ୍ମତୃପ୍ତି । ଦିଲ୍ଲୀରୁ ପରିବେଶ ବିଜ୍ଞାନରେ ସ୍ନାତକ ହାସଲ କରିବା ପରେ ଶିଖା ଅନୁଭବ କଲେ ଯେ ଅନେକ ଲୋକ ପରିବେଶ ପ୍ରତି ଧ୍ୟାନ…

୨୦୨୪ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି, ବଦଳିଲେ ୪ ରାଜ୍ୟ ସଭାପତି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟ ସଂଗଠନରେ ପରିବର୍ତ୍ତନ କରିଛି । ବଦଳିଛନ୍ତି ୪ ରାଜ୍ୟର ବିଜେପି ମୁଖ୍ୟ । ପଞ୍ଜାବ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ନୂତନ ରାଜ୍ୟ ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ।…

ଭୟଙ୍କର ସଡକ ଦୁର୍ଘଟଣା, ୧୦ ମୃତ, ୨୮ ଆହତ

ମୁମ୍ବାଇ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୩ଟି ଗାଡ଼ିକୁ ଧକ୍କା ଦେଲା ଗୋଟିଏ ଟ୍ରକ । ଦୁର୍ଘଟଣାରେ ୧୦ମୃତ, ୨୮ ଆହତ । ମହାରାଷ୍ଟ୍ର ହଇୱେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଚଲାଇଛି । ପ୍ରାଥମିକ…

ଅନୀଲ ଅମ୍ବାନୀଙ୍କ ପରେ ଇଡିରେ ହାଜର ହେଲେ ପତ୍ନୀ ଟିନା

ମୁମ୍ବାଇ:ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଅନିଲ ଧିରୁଭାଇ ଅମ୍ବାନୀ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ପରେ ଆଜି ଇଡିରେ ହାଜର ହୋଇଛନ୍ତି ପତ୍ନୀ ଟିନା ଅମ୍ବାନୀ । ଗତକାଲି ଇଡିରେ ହାଜର ହୋଇଥିଲେ ଅନୀଲ ଅମ୍ବାନୀ । ବିଦେଶୀ ମୁଦ୍ରା ବିନିୟନ ନିୟମ ଉଲ୍ଲଘଂନ  ଅଭିଯୋଗରେ ଟିନା ଆଜି ଉଭୟେ…

ହୁତୁହୁତୁ ହୋଇ ଜଳିଲା ସିପରି ବଜାର, ୪ଜଣ ଜୀବନ୍ତ ଦଗ୍ଧ

ଝାନସୀ:  ଉତ୍ତରପ୍ରଦେଶର ଝାନସୀ ନିକଟସ୍ଥ ସିପରି ବଡ଼ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣେ ଝିଅ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି । ସିପରି ବଜାରର ରାମା ବୁକ୍ ଡିପୋ ଛକ ନିକଟରେ ଥିବା ବିଅର ଟ୍ରେଡରରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ସିପରି ବଜାରର ଅନେକ ଦୋକାନ ଜଳିପୋଡ଼ି ପାଉଁଷ…

ଶକ୍ତିଶାଳୀ ହେବ ତାଇୱାନ ସେନା, ଘାତକ ଅସ୍ତ୍ର ‘ଭୋଲକାନୋ ମାଇନ୍ସ ସିଷ୍ଟମ’ ଯୋଗାଇବ ଆମେରିକା

ଓଡିଶା ସମ୍ବାଦ ବ୍ୟୁରୋ: ତାଇୱାନକୁ ଏକ ଘାତକ ଅସ୍ତ୍ର ଦେବାକୁ ଯାଉଛି ଆମେରିକା। ଆମେରିକା ତାଇୱାନକୁ ଭୋଲକାନୋ ମାଇନ୍ସ ସିଷ୍ଟମ ଦେବାକୁ ଯାଉଛି। ଏହି ଅସ୍ତ୍ରକୁ ଆଗ୍ନେୟଗିରି ମଧ୍ୟ କୁହାଯାଏ। ଏହି ଅସ୍ତ୍ରର ବିଶେଷତ୍ୱ ​​ହେଉଛି ଏହା କିଛି କ୍ଷଣ ମଧ୍ୟରେ ଏକ ବଡ଼ ଅଞ୍ଚଳରେ ଲ୍ୟାଣ୍ଡମାଇନ୍…

ଧାରା ୩୭୦ ଉଚ୍ଛେଦ ଉପରେ ଜୁଲାଇ ୧୧ ରେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ଉପରେ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଏହି ଶୁଣାଣିକୁ ସ୍ୱାଗତ କରିଛନ୍ତି ଜମ୍ମୁ କାଶ୍ମୀରର ରାଜନେତା। ସେମାନେ କହିଛନ୍ତି ଯେ ଶୁଣାଣି ସଠିକ୍ ଦିଗରେ ହେବ ବୋଲି ଆଶା କରୁଛୁ। ସିଜେଆଇ ଡି.ଓ୍ବାଇ…

ଆଜି ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ, ଭର୍ଚ୍ଚୁଆଲି ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଭାରତର ଅଧ୍ୟକ୍ଷତାରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀ ଭର୍ଚ୍ଚୁଆଲି କରାଯିବ। ଆଜି ଭର୍ଚ୍ଚୁଆଲି ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀକୁ ସମ୍ବୋଧିତ କରିବା ସହ ଅଧ୍ୟକ୍ଷତା କରିବା…