Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତୀବ୍ର ପିଆଜ ଗନ୍ଧ ଯୋଗୁ ବିମାନର ଜରୁରୀକାଳୀନ ଅବତରଣ

କୋଚ୍ଚି: ତୀବ୍ର ପିଆଜ ଗନ୍ଧ ଯୋଗୁ କୋଚ୍ଚିରୁ ୧୭୫ ଯାତ୍ରୀ ଶାରଜାହ ନେଇ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଜରୁରୀକାଳୀନ ଅବତରଣ କରିଥିଲା । ରିପୋର୍ଟ ମୁତାବକ ବିମାନରେ ଜଣେ ଯାତ୍ରୀ କିଛି ପୋଡୁଥିବା ଗନ୍ଧ ନେଇ ଅଭିଯୋଗ କରିଥିଲା । ଖୋଜାଖୋଜି କରିବା ପରେ କିଛି ନ ମିଳିବାରୁ…

ଜିତାଇ ପାରିବନି ରାମମନ୍ଦିର ! ବିଜେପି ସାଂସଦ ଖୋଲିବେ କଲ ସେଣ୍ଟର

ଭୁବନେଶ୍ୱର: କେବଳ ରାମମନ୍ଦିରକୁ ପ୍ରସଙ୍ଗ କରି ଆଗାମୀ ଲୋକସଭା ନିର୍ବାଚନ ଜିତିହେବ ନାହିଁ। ତେଣୁ ଦଳୀୟ ନେତା ଓ ସାଂସଦମାନଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ସମାଧାନ ସହ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣମୂଳକ କାର୍ଯ୍ୟକୁ ବ୍ୟାପକ ଭାବେ ପ୍ରଚାର ପ୍ରସାର କରିବାକୁ ପଡିବ। ଆଗାମୀ ଲୋକସଭା…

କଂଗ୍ରେସ, ବିଆରଏସକୁ ପାଣି ପିଆଇଦେବେ ଜୟସୁଧା !

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଶକ୍ତି ବଢ଼ାଉଛି ବିଜେପି। କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ତେଲେଙ୍ଗାନାର ରାଜ୍ୟ ସଭାପତି ଦାୟିତ୍ୱ ନେବା ପରେ ଦଳକୁ ବିଭିନ୍ନ କ୍ଷେତ୍ରରୁ ଆକ୍ଟିଭ କରିବା ଉଦ୍ୟମକୁ ଜୋରଦାର କରିଛନ୍ତି। ଏହି କ୍ରମରେ ପ୍ରତିଷ୍ଠିତ ଅଭିନେତ୍ରୀ…

ଏବେ ବି କନ୍ଦାଉଛି ଟମାଟର: କେଜି ପିଛା ୩୦୦ ଛୁଇଁପାରେ

ନୂଆଦିଲ୍ଲୀ:କନ୍ଦଉଛି ଟମାଟୋ । ପାଟିକୁ ରୁଚୁନି ଆଉ ତରକାରୀ ।  ଦିନକୁ ଦିନ ଟମାେଟା ଦର ଯେମିତି ବଢିବାରେ ଲାଗିଛି ଚାହିଁବାକୁ ବି ଭୟ ଲାଗୁଛି । ପୂବର୍ରୁ ଲୋକେ ପେଟ୍ରାଲ ଦର ବୃଦ୍ଧିର ସମ୍ମୁଖୀନ ହେଉଥିେଲ ।  ହେଲେ ଏବେ ଟମାେଟାର ଅହେତୁକ ଦର ବୃଦ୍ଧି ଲୋକଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି…

ଚୀନରେ ୪୦ ଘଣ୍ଟା ଧରି ଲଗାଣ ବର୍ଷା; ୧୪୦ ବର୍ଷର ରେକର୍ଡ ଭାଙ୍ଗିଲା

ବେଜିଂ: ଚୀନରେ ପ୍ରବଳ ମାତ୍ରାରେ ବର୍ଷା ଲାଗି ରହିଛି ।  ଚଳିତ ଅଗଷ୍ଟ ବର୍ଷା ଦେଶର ୧୪୦ ବର୍ଷର ରେକର୍ଡ ଭାଙ୍ଗିଛି । ବର୍ଷାରେ ପ୍ରାୟ ୧୦ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ଦୀର୍ଘ ଦିନ ଧରି ବର୍ଷା ଲାଗି ରହିବା ଯୋଗୁଁ ବହୁ ଘରଦ୍ବାର ଭାଙ୍ଗିଯାଇଥିବା ବେଳେ ବହୁ ଗଛ ମଧ୍ୟ…

୨୦୨୪ ଲୋକସଭା ନିର୍ବାଚନ ଲଢିବେ ସୀମା ହାଇଦର; ଜାଣନ୍ତୁ, କେଉଁ ଦଳ ଦେବ ଟିକେଟ

ନୂଆଦିଲ୍ଲୀ:ସୀମା ହାଇଦରକୁ ନେଇ ଚର୍ଚ୍ଚା ଥମୁନି । ନିଜର ୪ ସନ୍ତାନ ସହ ବିନା ପାସପୋର୍ଟରେ ନେପାଳ ଦେଇ ଭାରତ ଆସିଥିବା ସୀମା ହାଇଦରର ପ୍ରେମ କାହାଣୀରେ ଏବେ ରାଜନୈତିକ ରଙ୍ଗ ଲାଗିଲାଣି । ପ୍ରେମ ପାଇଁ ଭାରତ ଛାଡି ଅଞ୍ଜୁ ପାକିସ୍ତାନ ଯିବା ପରେ ତାକୁ ସେଠାରେ ଚାକିରିଠାରୁ ଆରମ୍ଭ କରି…

ଲୋକସଭାରେ ଦିଲ୍ଲୀ ବିଲ୍କୁ ନେଇ ଶାହଙ୍କ ବୟାନ; ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ ନେହରୁ ବି ବିରୋଧ…

ନୂଆଦିଲ୍ଲୀ:ଲୋକସଭାରେ ଗତ ମଙ୍ଗଳବାର ଆଗତ ଦିଲ୍ଲୀ ଉପରେ ଆଜି ଅର୍ଥାତ ଗୁରୁବାର ଲୋକସଭାରେ ଚର୍ଚ୍ଚା ହୋଇଛି ।ଏ ସମ୍ପର୍କରେ ଆଲୋଚନା କରି ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ, ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ଜବାହରଲାଲ ନେହରୁ ଆମ୍ବେଦକର, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବି…

ଅଦରକାରୀ ମାଠିଆରେ ହେଉଛି ଛତୁ ଚାଷ

ନୂଆଦିଲ୍ଲୀ: ଆପଣ କେବେ ଘରେ ସହଜରେ ଉପଲବ୍ଧ ହୋଇପାରୁଥିବା ମାଟି ହାଣ୍ଡିରେ ଜୈବିକ ସାର ରେ ଛତୁ ଚାଷ ପାଇଁ ଚିନ୍ତା କରିଛନ୍ତି କି? ଚାଷୀମାନେ ପାରମ୍ପରିକ ଭାବେ ସ୍ବତନ୍ତ୍ର ଶଯ୍ୟା ପ୍ରସ୍ତୁତ କରି ଛତୁଚାଷ କରିଥାନ୍ତି। ହେଲେ ବର୍ତ୍ତମାନ ମାଠିଆରେ ମଧ୍ୟ ସହଜରେ ହୋଇପାରୁଛି ଛତୁ ଚାଷ ।…

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ମୁସଲିମ ଦେଶର ଟଙ୍କାରେ ହିନ୍ଦୁ ଭଗବାନ

ଓଡିଶା ସମ୍ବାଦ ବ୍ୟୁରୋ: ଏକ ମୁସଲମାନ ବହୁଳ ଦେଶ, ଯେଉଁଠି ଲୋକମାନେ ଇସଲାମକୁ ନିଜର ଧର୍ମ ଭାବରେ ଗ୍ରହଣ କରିଛନ୍ତି। ସେଠାକାର ନୋଟରେ କିନ୍ତୁ ଗଣେଶ ଠାକୁରଙ୍କ ଚିହ୍ନ ଦେଖିବାକୁ ମିଳିଥାଏ। କଥାଟି ଆପଣଙ୍କୁ ଅଜବ ଲାଗୁଥିଲେ ମଧ୍ୟ ସତ। ଇଣ୍ଡୋନେସିଆର ନୋଟରେ ଭଗବାନ ଗଣେଶଙ୍କ ଫଟୋ…

ଅବତରଣ ବେଳେ ବିମାନ ଟାୟାରରେ ଲାଗିଲା ନିଆଁ, ୧୯୦ ଯାତ୍ରୀ ସ୍ଥାନାନ୍ତର

ୱାଶିଂଟନ: ଅବତରଣ କରିବା ସମୟରେ ବିମାନ ଟାୟାରରେ ଲାଗିଲା ନିଆଁ। ଡେଲଟା ଏୟାରଲାଇନ୍ସର ବିମାନରେ ଥିଲେ ୧୯୦ ଯାତ୍ରୀ। ବିମାନକୁ ଆଟଲାଣ୍ଟାର ହାର୍ଟସଫିଲ୍ଡ-ଜ୍ୟାକସନ ଅନ୍ତର୍ଜାତୀୟ ବିମାନବନ୍ଦରର ଟାର୍ମାକରେ ୧୯୦ ଯାତ୍ରୀଙ୍କୁ ସ୍ଥାନାନ୍ତର କରିବାକୁ ପଡିଛି। ଏନେଇ ସୂଚନା ଦେଇଛନ୍ତି ଫେଡେରାଲ…