Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୭ ଭାରତୀୟ ମତ୍ସଜୀବୀଙ୍କୁ ମୁକ୍ତ କଲା ଇରାନ, ମାଛ ଧରିବା ସମୟରେ ଭୁଲିଯାଇଥିଲେ ପଥ

ଥିରୁଭାନନ୍ତପୁରମ୍: ଇରାନ ନୌସେନା ଦ୍ୱାରା ଗିରଫ ହୋଇଥିବା ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ଇରାନ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଗିରଫ ହୋଇଥିବା ୭ ଭାରତୀୟ ମତ୍ସଜୀବୀଙ୍କୁ ଗୁରୁବାର ମୁକ୍ତ କରାଯାଇଛି। ସମସ୍ତ ମତ୍ସ୍ୟଜୀବୀ କେରଳର…

ଲୋକସଭାରେ ନିଜ ଆସନକୁ କେବେ ଫେରିବେ ଓମ ବିର୍ଲା ?

ନୂଆଦିଲ୍ଲୀ: ସଂସଦରେ ହଙ୍ଗାମା । ସରକାରୀ ଏବଂ ବିରୋଧୀ ନେତା ମୁହାଁମୁହିଁ । ପ୍ରତିଦିନ ସମାନ ସ୍ଥିତି ।  ଏମିତି ହଙ୍ଗାମା ଭିତରେ ଶେଷ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି । ଅଧିବେଶନର ୧୨ ଦିନ ବିତିଗଲାଣି । ହେଲେ ସ୍ଥିତି ସୁଧୁରିନି । ବିରୋଧୀ…

ଷ୍ଟଡିରେ ଖୁଲାସା: ପୁଅ, ଝିଅ କେବଳ ବନ୍ଧୁ ହୋଇ ରହିପାରିବେନି !

ନୂଆଦିଲ୍ଲୀ: ସାଧାରଣତଃ ପୁଅ ଓ ଝିଅଙ୍କ ବନ୍ଧୁତା ପ୍ରତି ପରିବାରଠାରୁ ଆରମ୍ଭ କରି ସମାଜ ସର୍ବଦା ସତର୍କ ଦୃଷ୍ଟି ରଖିଥାଏ । ସେମିତି କିଛି ନାହିଁ, ଅନୀଲ ମୋର କେବଳ ବନ୍ଧୁ ଅଧିକାଂଶ ଘରେ ଏ ଭଳି ବୟାନ ଦେଇ ବିଶ୍ୱାସ ଜନ୍ମାଇଥାନ୍ତି ଝିଅମାନେ । ପୁଅମାନଙ୍କ କ୍ଷେତ୍ରରେ ମଧ୍ୟ ସେୟା...ନୋଟ…

ଭୋପାଳ ପହଞ୍ଚି ଉତ୍କର୍ଷ-ଉନ୍ମେଷ ଉତ୍ସବର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୋପାଳ: ଗୁରୁବାର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଗସ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ସେଠାରେ ରବିନ୍ଦ୍ର ଭବନରେ ଉତ୍କର୍ଷ-ଉନ୍ମେଷ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଶିବରାଜ ମଧ୍ୟ ଉପସ୍ଥିତ ଥିଲେ।…

ଜ୍ଞାନବାପୀ ମାମଲାରେ ମୁସଲିମ୍‌ ପକ୍ଷକୁ ଝଟକା, ଜାରି ରହିବ ଏଏସଆଇ ସର୍ଭେ

ବାରଣାସୀ: ଜ୍ଞାନବାପୀ ମସଜିଦ୍ ମାମଲାରେ ମୁସଲିମ୍‌ ପକ୍ଷକୁ ଝଟକା। ବାରଣାସୀର ଜ୍ଞାନବାପୀ ମସଜିଦକୁ ନେଇ ଆଜି ଆହ୍ଲାବାଦ ହାଇକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି। ଆହ୍ଲାବାଦ ହାଇକୋର୍ଟ ମାମଲାର ଶୁଣାଣି କରି ମୁସଲମାନ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଆର୍କୋଲୋଜିକାଲ୍ ସର୍ଭେ…

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଓ ପତ୍ନୀ ସୋଫି ଅଲଗା ହେବେ

ଓଟୱା: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଓ ପତ୍ନୀ ସୋଫି ଟ୍ରୁଡୋ ବିବାହର ୧୮ ବର୍ଷ ପରେ ପରଷ୍ପରଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି । ବୁଧବାର ଉଭୟ ଏ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଉଭୟ ଛାଡପତ୍ର ପାଇଁ ଆବଶ୍ୟକ କାଗଜପତ୍ର ମଧ୍ୟ ସ୍ୱାକ୍ଷର କରିଛନ୍ତି ।…

ହରିଆଣାରେ ହିଂସା: ଗିରଫ ହେଲେଣି ୧୩୯ ଜଣ, ଅଗଷ୍ଟ ୫ ଯାଏଁ ଇଣ୍ଟରନେଟ୍ ସେବା ସ୍ଥଗିତ

ଚଣ୍ଡିଗଡ଼: ଜୁଲାଇ ୩୧ ସୋମବାର ଦିନ ହରିୟାଣାର ନୁହରେ ଘଟିଥିବା ଭୟଙ୍କର ହିଂସା ମାମଲାରେ ଖଟ୍ଟର ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଗୁରୁଗ୍ରାମର ସୋହନାରେ ହୋଇଥିବା ହିଂସା ପରେ ହରିୟାଣା ପୋଲିସ ୧୩୯ ଜଣଙ୍କୁ ଗିରଫ କରିଛି। ଏହା ସହିତ ୬୦ ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇ ପଚରାଉଚରା…

ଆସନ୍ତାକାଲି ଓଡ଼ିଶା ଆସିପାରନ୍ତି ଅମିତ ଶାହ ! ଗସ୍ତକୁ ନେଇ ଚାଲିଛି ରାଜନୈତିକ ଅଙ୍କକଷା

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିପାରନ୍ତି ଅମିଶ ଶାହ  ।  ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଯଦିଓ ଏ ନେଇ ସରକାରୀ ସ୍ତରରେ ବିସ୍ତୃତ ଭାବେ କୁହାଯାଇ ନାହିଁ ତେବେ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି । ଏପରିକି ଅମିତ ଶାହ…

ଏପରି ମନ୍ଦିର ଯେଉଁଠି ଦେବୀ ମା’ ଙ୍କର ହୁଏ ଋତୁସ୍ରାବ

ଓଡିଶା ସମ୍ବାଦ ବ୍ୟୁରୋ: ଗୌହାଟୀର କାମାକ୍ଷା ମନ୍ଦିର ହେଉଛି ଭାରତର ଅନ୍ୟତମ ଲୋକପ୍ରିୟ ମନ୍ଦିର । କାମାକ୍ଷା ଦେବୀଙ୍କୁ ମା ଦୁର୍ଗା ରୂପରେ ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ, ମାତା ସତୀଙ୍କର ଯୋନି ଏଠାରେ ପଡ଼ିଯାଇଥିଲା, ତେଣୁ ଏହି ସ୍ଥାନକୁ ୫୧ ଶକ୍ତିପୀଠ ମଧ୍ୟରେ ସବୁଠାରୁ ପ୍ରମୁଖ…

ଦେଶରେ ୨୦ଟି ବିଶ୍ୱବିଦ୍ୟାଳୟ ନକଲି, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଚେତାଇଲା ୟୁଜିସି

ନୂଆଦିଲ୍ଲୀ: ନକଲି ଜିନିଷ ବିକ୍ରି ହେବା ପରେ ଏବେ ଶିକ୍ଷା ବ୍ୟବସ୍ଥା ମଧ୍ୟ ନକଲି ହେଲାଣି। ପ୍ରାୟତଃ ନକଲି ଔଷଧରୁ ଆରମ୍ଭ କରି ନକଲି ଖାଦ୍ୟ ବିକ୍ରି କରି ଟଙ୍କା ରୋଜଗାର କରାଯାଉଥିବା ଦେଖିବାକୁ ମିଳୁଥିଲା। ଏବେ କିନ୍ତୁ ଏହି ନକଲି ଜିନିଷଗୁଡ଼ିକ ସହିତ ଯୋଡ଼ି ହୋଇଯାଇଛି ଶିକ୍ଷାନୁଷ୍ଠାନ। ନକଲି…