Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରୋମ୍ ରାସ୍ତାରେ ଶାଢ଼ି ପିନ୍ଧା ମହିଳାଙ୍କୁ ଦେଖି ତାଳି ମାରିଲେ ଲୋକେ, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ଶାଢି ପିନ୍ଧାରେ ଭାରତୀୟ ମହିଳାଙ୍କ ସହିତ ବିଶ୍ୱର ଅନ୍ୟ କୌଣସି ଦେଶର ମହିଳାଙ୍କୁ ତୁଳନା କରା ନ ଯାଇପାରେ । କାରଣ ଶାଢି ହେଉଛି ଭାରତୀୟ ସଂସ୍କୃତିର ଏ୍ୟୌତିହ୍ୟ, ଯାହାକୁ ସାରା ବିଶ୍ୱ ଅନୁକରଣ କରେ । ସେଥିପାଇଁ ବିଶ୍ୱର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଫେଶନ ଶୋରେ ଶାଢି ପିନ୍ଧା…

ବିଜେପି ରାସ୍ତାରେ ବିଆରଏସ, ‘ଇଣ୍ଡିଆ’ କୁ ଗାଳି କରୁଛନ୍ତି କେସିଆର!

ଭୁବନେଶ୍ୱର: ଯେଉଁ ବିରୋଧୀ ମେଣ୍ଟ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଜୋରଦାର ଉଦ୍ୟମ କରୁଥିଲେ ଏବେ ସେହି ମେଣ୍ଟ କିଛି କାମ ଦେବ ନାହିଁ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଗତ ଦୁଇଟି ନିର୍ବାଚନରେ ଏନଡିଏ ଭଲ ପ୍ରଦର୍ଶନ କରୁଛି। କଂଗ୍ରେସ ସମେତ ଅନ୍ୟ ବିରୋଧୀ…

ଲଢେଇ ସରିଲା, ଏଥର ମୋଦିଙ୍କ ସହ ସିଦ୍ଦରମେୟାଙ୍କ ବନ୍ଧୁତା!

ଭୁବନେଶ୍ୱର: କର୍ଣ୍ଣାଟକ ମହାଲଢ଼େଇରେ ବିଜେପିକୁ ମାତ ଦେବା ସହ ସରକାର ଗଢ଼ିଛି କଂଗ୍ରେସ। ସରକାରକୁ ଆସିବା ପରେ ପୂର୍ବ ବିଜେପି ସରକାର ପକ୍ଷରୁ କରାଯାଇଥିବା ବହୁ ସ୍କିମ ଓ ଯୋଜନାକୁ ବାଦ ଦିଆଯାଇଛି। ଏପରିକି କେନ୍ଦ୍ରର ବିଜେପି ସରକାର ମଧ୍ୟ କର୍ଣ୍ଣାଟକ କଂଗ୍ରେସ ସରକାରକୁ ଅନ୍ନଭାଗ୍ୟ ସ୍କିମ…

କର୍ଣ୍ଣାଟକ ବିଧାୟକ ସବୁଠାରୁ ଧନୀ ; ୪୦୦୧ ଜଣ ବିଧାୟକଙ୍କ ସମ୍ପତ୍ତି ୩ଟି ରାଜ୍ୟର ବଜେଟଠାରୁ ବି ଅଧିକ

ଭୁବନେଶ୍ୱର:କର୍ଣ୍ଣାଟକରେ ସବୁ ନେତା ଧନୀ । କର୍ଣ୍ଣାଟକର ୨୨୩ ବିଧାୟକଙ୍କ ହାରାହାରି ସମ୍ପତ୍ତି ୧୪ କୋଟିରୁ ଅଧିକ ରହିଛି । ଅନ୍ୟପକ୍ଷେ ଓଡ଼ିଶାରେ ୧୧୩ ବିଧାୟକଙ୍କ ହାରାହାରି ସମ୍ପତ୍ତି ୪ କୋଟି । ଯାହା ମିଜୋରାମ ଓ  ସିକ୍କିମର  ବାର୍ଷିକ ବଜେଟ ୨୦୨୩-୨୪ ଠାରୁ ଅଧିକ ଅଟେ।ଏଡିଆର…

‘ନୁହ’ର ଲୋମ ଟାଙ୍କୁରା କାହାଣୀ; କାରଗିଲ ଯୋଦ୍ଧା ବାପା ସାମ୍ନାରେ ଚାଲିଗଲା ପୁଅର ଜୀବନ

ନୂଆଦିଲ୍ଲୀ: ହରିଆଣା ନୁହରେ ଦେଖାଦେଇଥିବା ସାଂପ୍ରଦାୟିକ ହିଂସାର ଲୋମ ଟାଙ୍କୁରା କାହାଣୀ । ଜଣେ ବାପାର ଆଖି ସାମ୍ନରେ ଚାଲିଯାଉଛି ଜୀବନ ।   କାରଗିଲ ଯୁଦ୍ଧରେ ଶତ୍ରୁକୁ ମାଟି ଚଟେଇ ବିଜୟ ଟିକା ପିନ୍ଧି ଆସିଥିଲେ  ।  ହେଲେ ନିଜ ମାଟିରେ ଦଙ୍ଗାକାରୀଙ୍କ ସହ ଲଢି ତାଙ୍କ ପୁଅ ଶହୀଦ ହୋଇଗଲେ…

ଆସନ୍ତୁ ଜାଣିବା ଏକ ନିଆରା ଗ୍ରାମ ସମ୍ପର୍କରେ…ଏଠି ସମସ୍ତେ ସମସ୍ତଙ୍କ ବନ୍ଧୁ ବାନ୍ଧବ

ଭୋପାଳ: ମଧ୍ୟପ୍ରଦେଶର ଶହଡୋଲରେ ଏକ ନିଆରା ଗ୍ରାମ ରହିଛି । ସମ୍ପର୍କର ଡୋରିକୁ ବିଶ୍ୱାସ କରିବା ଆମମାନଙ୍କ ରକ୍ତରେ ଦୌଡିଥାଏ । ତେବେ ଏହି ଗ୍ରାମ ଆହୁରି ପାଦେ ଆଗେଇ ଯାଇଛି । ଗ୍ରାମର ପ୍ରତ୍ୟେକ ବ୍ୟକ୍ତି କୌଣସି ବାଟେ ଅନ୍ୟ ଜଣଙ୍କ ସମ୍ପର୍କୀୟ । ଅତି କମରେ ସମ୍ପୂର୍ଣ୍ଣ ଗ୍ରାମ ଭିତରେ ଜଣେ…

ଏଣିକି ନକଲି ଔଷଧ ସହଜରେ ହେବ ଚିହ୍ନଟ: ପ୍ରତ୍ୟେକ ଔଷଧ ଉପରେ ରହିବ QR କୋଡ୍

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ନକଲି ଔଷଧକୁ ରୋକିବା ପାଇଁ କେନ୍ଦ୍ର ସରକାର ଔଷଧଗୁଡ଼ିକ ଉପରେ QR କୋଡ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରଗ୍ସ କଣ୍ଟ୍ରୋଲର୍‌ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ୩୦୦ ଫାର୍ମା କମ୍ପାନୀକୁ ଅଗଷ୍ଟ ୧ରୁ QR କୋଡ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛି। ନିର୍ଦ୍ଦେଶ…

ମୁସଲମାନ ମହିଳାଙ୍କଠାରୁ ରାକ୍ଷୀ ବନ୍ଧାଇବେ ବିଜେପି ନେତା, ନିର୍ଦ୍ଦେଶ ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଆଗାମୀ ରକ୍ଷାବନ୍ଧନରେ ମୁସଲମାନ ମହିଳାମାନଙ୍କଠାରୁ ରାକ୍ଷୀ ବନ୍ଧାଇବେ ବିଜେପି ନେତା। ସାଂସଦ ତଥା ବିଜେପି ଏବଂ ଏନଡିଏ ଦଳର ନେତାମାନେ ମୁସଲମାନ ମହିଳାଙ୍କ ସହ ରକ୍ଷାବନ୍ଧନ ପର୍ବ ପାଳନ କରିବେ। ମୋଦୀ ବିଜେପି ଏବଂ ଏନଡିଏ…

କୁନୋ ନ୍ୟାସନାଲ ପାର୍କରେ ପୁଣି ଏକ ଚିତାର ମୃତ୍ୟୁ

ଭୋପାଳ: ଦକ୍ଷିଣ ଆଫ୍ରିକାର ଭାରତ ଅଣାଯାଇଥିବା ଚିତା ମଧ୍ୟରୁ ଗୋଟିଏ ପରେ ଗୋଟିଏ ଚିତାର ମୃତ୍ୟୁ ହେବାରେ ଲାଗିଛି । ପୂର୍ବରୁ ୮ଟି ଚିତା ପ୍ରାଣ ହରାଇଥିବା ବେଳେ ଆଜି ପୁଣି ଗୋଟିଏ ଚିତା ‘ଧାତ୍ରୀ' କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଜିଛି। ଫଳରେ ଗତ ୧୧ ମାସ ମଧ୍ୟରେ ୩ଟି ଛୁଆଙ୍କୁ ମିଶାଇ ମୋଟ…

ସାଧାରଣ ଲୋକଙ୍କୁ ଆଶ୍ୱସ୍ତି: ଖୁବଶୀଘ୍ର ଶସ୍ତା ହୋଇପାରେ କ୍ଷୀର

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ଆଶ୍ୱସ୍ତି। ମୌସୁମୀ ପରେ ଶସ୍ତା ହୋଇପାରେ କ୍ଷୀର ମୂଲ୍ୟ। ଭାରତରେ ଦୁଗ୍ଧ ମୂଲ୍ୟ ତିନି ବର୍ଷ ମଧ୍ୟରେ ୨୨ ପ୍ରତିଶତ ବୃଦ୍ଧି ପାଇଛି, ଯେଉଁଥିରେ ଗତ ବର୍ଷର ୧୦ ପ୍ରତିଶତ ବୃଦ୍ଧି ମଧ୍ୟ ସାମିଲ ରହିଛି । । କେନ୍ଦ୍ର ମତ୍ସ୍ୟପାଳନ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ…