Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦଳୀୟ ନାଁ ଓ ସଙ୍କେତ କିଣିବା ଘଟଣାକୁ ନେଇ ବଡ ଖୁଲାସା: ୨୦୦୦ ‌କୋଟି ଟଙ୍କାର ଚୁକ୍ତି ହୋଇଥିବା କହିଲେ ସଞ୍ଜୟ ରାଉତ

ମ୍ବାଇ: ନିର୍ବାଚନୀ ଚିହ୍ନ ଏବଂ ଦଳର ନାମକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ପଡୁଛି ଉଠୁଛି । ଏହାକୁ ନେଇ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଧେ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଶିବସେନା ନିର୍ବାଚନ ଚିହ୍ନ ଧନୁତୀରକୁ ନେଇ  ଉଦ୍ଧବ ବାଲାସାହେବ ଠାକ୍‌ରେ ଗୋଷ୍ଠୀର ନେତା  ସଞ୍ଜୟ ରାଉତ ରବିବାର…

ଗାଁ ବାସିନ୍ଦା ଭଳି ଗାଁରେ ବୁଲୁଛନ୍ତି ସିଂହ ; ଭିଡିଓ ହେଉଛି ଭାଇରାଲ୍‌

ଆମ୍ରେଲି : ଗାଁ ଭିତରେ ବୁଲୁଛନ୍ତି ସିଂହ । ବିଶ୍ବାସ ନ ହେଉଥିଲେ ମଧ୍ୟ ସତ । ଆଖିରେ ନଦେଖିଲେ ସହଜରେ ବିଶ୍ବାସ କରିବା ଅସମ୍ଭବ ଆଉ ଥରେ ଯଦି ଦେଖିଦେବେ ତାହେଲେ ଭୟରେ ରାତିରେ ଆଉ ଘରୁ ବାହାରକୁ ବାହାରିବେନି । ଗୁଜରାଟ ଆମ୍ରେଲି ଜିଲ୍ଲା ଅନ୍ତର୍ଗତ ରାମପଡ଼ା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ…

ଭିନ୍ନ ପରମ୍ପରା, ସିଗାରେଟ୍‌ ପିଆଇ ଜ୍ୱାଇଁ ଚର୍ଚ୍ଚା

ନୂଆଦିଲ୍ଳୀ: ଭାରତରେ ବିଭିନ୍ନ ଅଞ୍ଚଳରେ ଭିନ୍ନ ପରମ୍ପରା ଓ ରୀତିନୀତି ରହିଛି। ସେହିପର ବିବାହକୁ ନେଇ ସବୁ ଜାଗାରେ ଅଲଗା ଅଲଗା ନିୟମ ଥାଏ। ଆପଣମାନେ ଜାଣିଥିବେ ବାହାଘରରେ ବରଯାତ୍ରୀ ଆସିବାପରେ ବର ଚର୍ଚ୍ଚା ଆରମ୍ଭ ହୋଇଥାଏ। କନ୍ୟାଘର ଲୋକେ ବରକୁ ଜଳଖିଆ ସର୍ବତ ଆଦି ଦେଇ ଚର୍ଚ୍ଚା କରନ୍ତି ।…

ବିଷଧର ସାପ ସହ ଖେଳୁଛନ୍ତି ମହିଳା, ଦେଖିଲେ ହୋସ ଉଡ଼ିଯିବ

ସାପ ଏପରି ଏକ ପ୍ରାଣୀ ଯାହାକୁ ପ୍ରାଣୀ ଉଦ୍ୟାନର ବନ୍ଦ ଗୁମ୍ଫାରେ ଏମିତି କି ଟିଭି ପରଦାରେ ଦେଖିଲେ ବି ଭୟ ଆସିଥାଏ । ଥରେ ଭାବନ୍ତୁ ଯେ, ଯଦି ଆପଣଙ୍କ ସାମ୍ନାରେ ମାଳ ମାଳ ସାପ ବୁଲୁଛନ୍ତି ତେବେ ଆପଣଙ୍କ ଅବସ୍ଥା କ’ଣ ହେବ । ଯେତେ ସାହସୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ଏଭଳି ପରିସ୍ଥିତିର…

ତୁର୍କୀ-ସିରିଆ ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୪୬ ହଜାରକୁ ବୃଦ୍ଧି, ୩ ଲକ୍ଷରୁ ଅଧିକ ଆପାର୍ଟମେଣ୍ଟ ଧ୍ୱଂସ

ନୂଆଦିଲ୍ଲୀ: ତୁର୍କୀ-ସିରିଆ ଭୂମିକମ୍ପକୁ ୧୨ ଦିନ ବିତିସାରିଛି। ଏହି ପ୍ରାକୃତିକ ମହାବିପର୍ଯ୍ୟୟରେ ୪୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଏହି ଭୂମିକମ୍ପରରେ ତୁର୍କୀରେ ୩ ଲକ୍ଷରୁ ଅଧିକ ଆପାର୍ଟମେଣ୍ଟ ଧ୍ୱଂସ…

ଗପ ହେଲା ସତ ; କାଉର ବୁଦ୍ଧି ଦେଖି ହେବେ ଆଶ୍ଚର୍ଯ୍ୟ…

ଶୀତ ଯାଇ ଖରାଦିନ ଆସିଲାଣି । ଧୀରେ ଧୀରେ ବଢ଼ିଲାଣି ତାପମାତ୍ରା  । ଆଉ ଖରା ତାପରୁ ଟିକିଏ ମୁକ୍ତି ପାଇବା ପାଇଁ ରାସ୍ତାରେ ବିକ୍ରି ହେଲାଣି ଥଣ୍ଡା ପାନୀୟ ସାଙ୍ଗକୁ ତଟକା ତରଭୁଜ । ଏହି ଖରାଦିନରେ ଅନେକ କାହାଣୀ ଆମେ ଶୁଣିଛେ ଦେଖିଛେ କିନ୍ତୁ ଆଜିବି ମନେ ଅଛି ପିଲାଦିନର ସେହି କାହାଣୀ  ।…

ନିକ୍କି ଯାଦବ ହତ୍ୟା ଘଟଣା: ଷଡଯନ୍ତ୍ରରେ ସାମିଲ ଥିଲେ ଦିଲ୍ଲୀ ପୋଲିସ କର୍ମଚାରୀ

ନୂଆଦିଲ୍ଲୀ: ନିକ୍କି ଯାଦବ ହତ୍ୟାକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ମିଳିଥିବା ତଥ୍ୟ ଅନୁଯାୟୀ, ନିକ୍କିର ହତ୍ୟା ୫ଜଣ ମିଶି କରିଥିଲେ । ଏହି ୫ ଅଭିଯୁକ୍ତଙ୍କ ମଧ୍ୟରେ ଥିଲେ ଜଣେ ପୋଲିସ କର୍ମଚାରୀ । ଏହି ପୋଲିସ କର୍ମଚାରୀଜଣକ ଦିଲ୍ଲୀ ପୋଲିସର କନେଷ୍ଟବଲ ।…

ଭୂମିକମ୍ପ ପୀଡ଼ିତ ସିରିଆ ଉପରେ ମିସାଇଲ୍ ମାଡ଼ କଲା ଇସ୍ରାଏଲ୍‌; ୧୫ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ: ଭୂମିକମ୍ପ ପୀଡ଼ିତ ସିରିଆଇରେ ଇସ୍ରାଏଲ୍‌ର ମିସାଇଲ ମାଡ଼। ରବିବାର ସକାଳେ ଇସ୍ରାଏଲ୍‌ ସିରିଆର ରାଜଧାନୀ ଦମିସ୍କରେ ମିସାଇଲ ମାଡ଼ କରିଛି। ଲୋକେ ରହୁଥିବା ଏକ ବିଲ୍‌ଡିଂରେ ଆକ୍ରମଣ କରିଛି ଇସ୍ରାଏଲ୍। ଏଥିରେ ୧୫ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ…

ପୁତୁରା ବାହାଘରରେ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇଲେ ପୂର୍ବତନ ସରପଞ୍ଚ

ଗୁଜରାଟ: ଭାରତୀୟ ବିବାହରେ, ଆପଣ ନିଶ୍ଚିତ ଭାବେ ବର କନ୍ୟାଙ୍କ ବିବାହର ଅନେକ ଭାଇରାଲ ଭିଡିଓ ଦେଖିଥିବେ । ତେବେ ଏମିତି ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ଭିଡିଓଟିରେ ଲୋକମାନେ ବିବାହ ସମାରୋହରେ ଘରର ଛାତରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍ ଉଡୁଥିବା ଦେଖିବାକୁ ମିଳିଛି।…

ଇସିଙ୍କ ନିର୍ଦ୍ଦେଶ ବିରୋଧରେ ସୋମବାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ଉଦ୍ଧବ ଠାକରେ

ମୁମ୍ବାଇ: ଗତ ଶୁକ୍ରବାର ନିର୍ବାଚନ କମିଶନ ଏକନାଥ ସିନ୍ଦେଙ୍କ ଦଳକୁ ପ୍ରକୃତ ଶିବସେନା କହିବା ସହ ଦଳୀୟ ନାଁ ଓ ଧନୁ ତୀର ଚିହ୍ନ ସିନ୍ଦେଙ୍କ ଟିମ୍ ବ୍ୟାବହାର କରିପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଜେପି ଓ ସିନ୍ଦେଙ୍କ ପକ୍ଷରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିବା ବେଳେ ଉଦ୍ଧବ…