Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୪ ମାସ ହେଲାଣି କତାରରେ ବନ୍ଦୀ ଅବସରପ୍ରାପ୍ତ ୮ ଭାରତୀୟ ସେନା ଅଧିକାରୀ, କାହିଁକି ସରକାର ଚୁପ୍ ?

ନୂଆଦିଲ୍ଲୀ: ଭାରତ-କତାର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ୫୦ ବର୍ଷ ପୂରିବାକୁ ଯାଉଛି । ଦ୍ୱିପାକ୍ଷିକ ସମ୍ପର୍କର ୫୦ ବର୍ଷ ପୂର୍ତ୍ତିକୁ ନେଇ ଭାରତ ଓ କତାର ୨୦୨୩ରେ ଉତ୍ସବ ମନାଇବେ । ଏନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଅକ୍ଟୋବର ଶେଷ ସପ୍ତାହରେ ଟ୍ୱିଟ୍ କରିଥିଲେ । କିନ୍ତୁ ଅନ୍ୟପଟେ…

ଘାଟିରେ ସେନା ବସ୍ ଦୁର୍ଘଟଣାରେ ମୃତ ଓ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା

ଗାଙ୍ଗଟକ୍ : ସେନା ବସ୍ ଦୁର୍ଘଟଣାରେ ଟ୍ୱିଟ କରି ଶୋକ ବ୍ୟକ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ମୃତକଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତ ଯବାନଙ୍କ ପରିବାରକୁ ୨ଲକ୍ଷ ଟଙ୍କା…

ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୧୬ ଯବାନ ମୃତ

ଗାଙ୍ଗଟକ୍: ଉତ୍ତର ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଏଥିରେ୧୬ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଲାଚେନ ଠାରୁ ୧୫ କିଲୋମିଟର ଦୂର ଲାଚେନ ଠାରେ ଆଜି ସକାଳ ୮ଟାରେ ଏହି ଦୁର୍ଘଟଣା ଘଟିଛି । ୨୦ଜଣ ଯବାନଙ୍କୁ ନେଇ ଆର୍ମିର ଏହି ବସ୍ ସୀମା…

ଆଇପିଏଲ୍ ନିଲାମରେ ରେକର୍ଡ: ସାମ କୁରେନଙ୍କୁ ୧୮.୫୦କୋଟି ଟଙ୍କାରେ କିଣିଲା ପଞ୍ଜାବ

କୋଚି: କୋଚିରେ ଆରମ୍ଭ ହେଲା ଆଇପିଏଲ ୨୦୨୩ ନିଲାମ । ସବୁଠୁ ଅଧିକ ଦାମରେ ବିକ୍ରିହେଲେ ଇଂଲଣ୍ଡ ଖେଳାଳି ସାମ୍ କୁରେନ୍ । ପଞ୍ଜାବ କିଙ୍ଗସ୍ ତାଙ୍କୁ ୧୮.୫୦ କୋଟି ଟଙ୍କାରେ କିଣିଛି । ଯାହା ଆଇପିଏଲ୍ ନିଲାମ ଇତିହାସରେ ରେକର୍ଡ । ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିଲା । ପ୍ରଥମ ନିଲାମ…

ସାନିଆ ମିର୍ଜା ହେବେ ପ୍ରଥମ ମୁସଲିମ ମହିଳା ଫାଇଟର ପାଇଲଟ୍

ନୂଆଦିଲ୍ଲୀ : ବାପା ଜଣେ ଟିଭି ମେକାନିକ । ଝିଅ ହେବାକୁ ଯାଉଛନ୍ତି ପ୍ରଥମ ମୁସଲିମ ମହିଳା ଫାଇଟର ପାଇଲଟ୍ । ଉତ୍ତରପ୍ରଦେଶରେ ରହୁଥିବା ସାନିଆ ମିର୍ଜା ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ୧୪୯ତମ ରାଙ୍କ ହାସଲ କରିଛନ୍ତି । ସେ ୟୁପିର ପ୍ରଥମ ମହିଳା ଫାଇଟର ପାଇଲଟ୍ ହେବେ । ୨୭…

JEE Advanced 2023 ପାଇଁ ଜାରି ହେଲା ନୋଟିଫିକେଶନ, ଜାଣନ୍ତୁ, କେବେ ଭରିବେ ଫି

ନୂଆଦିଲ୍ଲୀ: ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ  (Indian Institute of Technology) ଗୌହାଟୀ  ପକ୍ଷରୁ  ଜଏଣ୍ଟ ଏଣ୍ଟ୍ରେନ୍ସ ଅର୍ଥାତ ଜେଇଇ ଆଡଭାନ୍ସ ୨୦୨୩ ପାଇଁ  ଜାରି ହେଲା ନୋଟିଫିକିଶେନ । ଯୋଗ୍ୟ ଆଶାୟୀ ପ୍ରାର୍ଥୀ ୨୦୨୩ ଏପ୍ରିଲ ୩୦ ତାରିଖ ସକାଳ ୧୦ଟାରେ ଅଫିସିଆଲ ୱେବସାଇଟ…

ଖୁବ୍‌ ଶୀଘ୍ର ହାତକୁ ଦି ହାତ ହେବେ ଅନୁଷ୍କା ଶେଟ୍ଟୀ

ନୂଆଦିଲ୍ଲୀ : ଚାଲିଛି ବିବାହ ଋତୁ  । ପୁଣି ଚର୍ଚ୍ଚାରେ ବାହୁବଲୀର ଫେମ୍‌ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ  । ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଅନୁଷ୍କା  । ତାଙ୍କ ବିବାହ ଖବରକୁ ନେଇ ଏବେ ସେ ଚର୍ଚ୍ଚାରେ ଅଛନ୍ତି । ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବେ ଅନୁଷ୍କା ଶେଟ୍ଟୀ ।…

ପୁଅକୁ ଆର୍ମି ଅଫିସର ବନେଇବା ପାଇଁ ମା ଚଳାଉଛି ଇ-ରିକ୍ସା

ମଧ୍ୟପ୍ରଦେଶ : କଥାରେ ଅଛି ମା ପରି କେହି ହେବେନି । ନିଜ ପିଲା ପାଇଁ ଯଦି କିଏ ନିଜର ସବୁକିଛି ଜଳଞ୍ଜାଳି ଦେଇପାରେ ସେ ହେଉଛି ମା  । ନିଜ ସନ୍ତାନ ପାଇଁ ମାଆ ବାପା ଅନେକ କଷ୍ଟ ଉଠାଉଥିବାର ପୂର୍ବରୁ ନଜିର ରହିଛି । ଆମେ କହୁଛୁ ମଧ୍ୟପ୍ରଦେଶ ଭୋପାଳର ଜଣେ ମହିଳାଙ୍କ କଥା । ଯିଏ ନିଜ ପୁଅର…

ପୁତିନଙ୍କ ବଡ଼ ବୟାନ: ସମାପ୍ତ ହେବ କି ୟୁକ୍ରେନ୍ ସହ ଯୁଦ୍ଧ?

ମସ୍କୋ : ବାରମ୍ବାର ମତ ବଦଳାଉଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । କେତେବେଳେ କହୁଛନ୍ତି ୟୁକ୍ରେନକୁ ପୂରା ଜିତିବୁ, କେତେବେଳେ କହୁଛନ୍ତି ଯୁଦ୍ଧ ସମାପ୍ତ କରିବୁ । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେଁସ୍କି ଆମେରିକା ଗସ୍ତରେ ଯାଇଛନ୍ତି । ଆହୁରି ସେ ବ୍ରିଟେନରୁ ମିସାଇଲ୍ ଆଣିବା…

ଆଇପିଏଲ୍ ମିନି ଅକ୍ସନ: ମହଙ୍ଗା ତାଲିକାରେ ୬ ଘରୋଇ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ମିନି ଅକ୍ସନ ଆଜି ଅପରାହ୍ନ ୨ଟା ୩୦ରେ କୋଚିଠାରେ ହେବ । ଖେଳାଳି ନିଲାମ ପ୍ରକ୍ରିୟାର ଦିନକ ପୂର୍ବରୁ ୧୮ ବର୍ଷୀୟ ଲେଗ୍ ସ୍ପିନର ରେହାନ ଅହମ୍ମଦ ନିଜ ନାଁ ପ୍ରତ୍ୟାହାର କରିଛନ୍ତି । ବେନ୍ ଷ୍ଟୋକ୍ସ, କ୍ୟାମରୁନ୍ ଗ୍ରୀନ ଓ ସ୍ୟାମ କରନଙ୍କ ଭଳି…