Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓ୍ୱାନ ରାଙ୍କ, ଓ୍ୱାନ ପେନସନ ସଂଶୋଧନକୁ କେନ୍ଦ୍ରର ମଞ୍ଜୁରୀ

ନୂଆଦିଲ୍ଲୀ: ୱାନ ରାଙ୍କ ୱାନ ପେନସନ (OROP) ବା ଏକ ପଦବୀ ଏକ ପେନସନ୍ ଯୋଜନାର ସଂଶୋଧନକୁ କେନ୍ଦ୍ର ସରକାର କ୍ୟାବିନେଟ ବୈଠକରେ ଅନୁମୋଦନ ଦେଇଛନ୍ତି। ଏଥିରୁ ପ୍ରାୟ ୨୫ ଲକ୍ଷ ସେନା କର୍ମଚାରୀ ଉପକୃତ ହେବେ । ସରକାର କହିଛନ୍ତି ଯେ ସଂଶୋଧିତ OROP ସହିଦଙ୍କ ବିଧବା ପତ୍ନୀ ଏବଂ ଭିନ୍ନକ୍ଷମ…

ମମତାଙ୍କ ମିଶନ ପୂର୍ବୋତ୍ତର, ଜାନୁଆରୀରେ ତ୍ରିପୁରା ଗସ୍ତ କରିବେ ଦିଦି

କୋଲକାତା: ପଶ୍ଚିମବଙ୍ଗରେ ବିଜୟ ପରେ ତୃଣମୂଳ କଂଗ୍ରେସ ବର୍ତ୍ତମାନ ଉତ୍ତର-ପୂର୍ବ ରାଜ୍ୟ ଉପରେ ନଜର ରଖିଛି। ମେଘାଳୟ ଯାତ୍ରା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ତ୍ତମାନ ତ୍ରିପୁରା ଗସ୍ତ ଉପରେ ଫୋକସ କରିଛନ୍ତି। ତ୍ରିପୁରାରେ ଟିଏମସିର ରାଜ୍ୟ ସଭାପତି ପୀୟୁଷ କଣ୍ଟି ବିଶ୍ୱ ଶୁକ୍ରବାର…

୬ ଦିନ ପୂର୍ବରୁ ଅନିଶ୍ଚିତକାଳ ପାଇଁ ମୁଲତବୀ ହେଲା ସଂସଦ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି। ଲୋକସଭା ଓ ରାଜ୍ୟସଭାର ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଲୋକସଭାରେ ସଂସଦର ଶୀତକାଳୀନ ଅଧିବେଶନରେ କରାଯାଇଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ଲୋକସଭା ବାଚସ୍ପତି ଓମ ବିର୍ଲା…

ମାଗଣା ରାସନ ଅବଧି ଆଉ ବର୍ଷେ ବଢାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଅନ୍ତତଃ ପକ୍ଷେ ଆସନ୍ତା ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅଧୀନରେ ଥିବା ଲୋକଙ୍କୁ ମାଗଣା ରାସନ ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୮୦ କୋଟିରୁ ଅଧିକ ଲୋକ ଉପକୃତ ହେବେ। କରୋନା ପାଇଁ…

ଏନଡିଟିଭିରୁ ଦୂରେଇବେ ପ୍ରତିଷ୍ଠାତା ଦମ୍ପତି, ନିଜର ସେୟାର ଏହି କାରଣ ପାଇଁ ଆଦାନୀଙ୍କୁ କରିବେ ବିକ୍ରି

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍ ବା ଏନଡିଟିଭି ପ୍ରତିଷ୍ଠାତା ପ୍ରଣୟ ରୟ ଏବଂ ରାଧିକା ରୟ ଡିସେମ୍ବର ୨୩ରେ ଏକ ପ୍ରେସ ବିବୃତ୍ତି ଜାରି କରି କହିଛନ୍ତି ଯେ ସେମାନେ କମ୍ପାନୀରେ ଥିବା ଅଧିକାଂଶ ଅଂଶକୁ ବିଜନେସ ଟାଇକୁନ ଗୌତମ ଆଦାନୀଙ୍କୁ ବିକ୍ରି କରିଦେବେ । ଏହି ଅଂଶ ଏନଡିଟିଭି…

ଦିନକରେ ଚୀନରେ କରୋନା ସଂକ୍ରମିତ ହେଲେ ୩.୭ କୋଟି ଲୋକ

ନୂଆଦିଲ୍ଲୀ: ଚୀନରେ କରୋନା ସଂକ୍ରମଣ ଭୟାବହ ରୂପ ନେଇଛି । ଦିନକରେ ବିଶ୍ୱରେ ସର୍ବାଧିକ କୋଭିଡ୍ ସଂକ୍ରମିତ ଚୀନରେ ଚିହ୍ନଟ ହୋଇଛନ୍ତି । ଏନଡିଟିଭିର ରିପୋର୍ଟ ଅନୁସାରେ, ଚଳିତ ସପ୍ତାହର ଗୋଟିଏ ଦିନରେ ଚୀନରେ ପାଖାପାଖି ୩୭ ମିଲିୟନ୍ ଲୋକ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ଯାହାକି କେବଳ ଚୀନ…

ଫ୍ରାନ୍ସ ଅଭିମୁଖେ ବିକିନୀ କିଲର, ନେପାଳ ଆସିବା ଉପରେ ଆଜୀବନ କଟକଣା

ଦୋହା: କୁଖ୍ୟାତ ବିକିନ କିଲର ଚାର୍ଲସ ଶୋଭରାଜ ନେପାଳ ଜେଲରୁ ମୁକ୍ତ ହୋଇଛନ୍ତି । ଜେଲରୁ ବାହାରିବା ପରେ ତ୍ରିଭୁବନ ବିମାନ ବନ୍ଦର ତାଙ୍କୁ ନିଆଯାଇଥିଲା । ଏହାପରେ କାତାର ଏୟାରୱେଜ ବିମାନରେ ତାଙ୍କୁ ଫ୍ରାନ୍ସ ପଠାଯାଇଛି । ପ୍ରଥମେ ସେ ଦୋହା ଯିବେ, ସେଠାରୁ ଆଉ ଏକ ବିମାନରେ ଫ୍ରାନ୍ସ ଅଭିମୁଖେ…

ତାଲିବାନୀ କଟକଣା: ନିୟମ ନ ମାନିବାରୁ ମହିଳାଙ୍କୁ ମନା ହେଲା ୟୁନିଭର୍ସିଟି !

କାବୁଲ:  ଆଫଗାନ ଝିଅଙ୍କ ମନା ହେଲା ବିଶ୍ୱବିଦ୍ୟାଳୟ । ଉଚ୍ଚଶିକ୍ଷାରେ ଲାଗିଲା ପ୍ରତିବନ୍ଧକ । ଗତ ମଙ୍ଗଳବାର ଦିନ ତାଲିବାନ ଅଧିକାରୀମାନେ ଅନିର୍ଦ୍ଦିଷ୍ଟକାଳ ଯାଏ ଏମିତି ପ୍ରତିବନ୍ଧକ ଲଗାଇଛନ୍ତି  । ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରାଳୟ ସମସ୍ତ ସରକାରୀ ଓ ବିଶ୍ୱବିଦ୍ୟାଳୟକୁ ଚିଠି କରିଛନ୍ତି ।…

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ; ପୋଲିସ କର୍ମଚାରୀ ମୃତ

ଇସଲାମାବାଦ: ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ରାଜଧାନୀ ଇସଲାମବାଦ ଛାତି ଉପରେ ହୋଇଛି ଆତ୍ମଘାତୀ ବିସ୍ଫୋରଣ । ଏଥିରେ ଜଣେ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବାବେଳେ ୪  ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବାବେଳେ ଜଣ ସାଧାରଣ ଲୋକ ମଧ୍ୟ ଆହତ ହୋଇଛନ୍ତି । ଏମିତି ଘଟଣା ଘଟିଛି…

ଇମ୍ରାନ ଖାନଙ୍କ ପୂର୍ବ ପତ୍ନୀ ରେହମ୍‌ ମିର୍ଜା ବିଲାଲଙ୍କୁ କଲେ ତୃତୀୟ ବିବାହ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପିଟିଆଇ ପାର୍ଟି ପ୍ରମୁଖ ଇମ୍ରାନ ଖାନଙ୍କ ପୂର୍ବ ପତ୍ନୀ ତଥା ପାକିସ୍ତାନୀ-ବ୍ରିଟିଶ ସାମ୍ବାଦିକ ରେହମ୍‌ ଖାନ ତୃତୀୟ ବିବାହ କରିଛନ୍ତି । ରେହମ୍‌ଙ୍କ ସ୍ୱାମୀଙ୍କ ନାଁ ହେଉଛି ମିର୍ଜା ବିଲାଲ । ପାକିସ୍ତାନୀ ମିଡିଆ ରିପୋର୍ଟ…