Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାୟାବତୀଙ୍କ ବଡ ଘୋଷଣା: ଆଉ ମେଂଟ କରିବେ ନାହିଁ, ଏଥର ଏକାକୀ ଲଢିବେ

ଲକ୍ଷ୍ନୌ: ବହୁଜନ ସମାଜବାଦୀ ପାର୍ଟି ମୂଖ୍ୟ ସୁଶ୍ରୀ ମାୟାବତୀ ତାଙ୍କ ଜନ୍ମ ଦିନରେ ଏକ ବଡ ଘୋଷଣା କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ବିଏସପି ଏବେ କୌଣସି ଦଳ ସହ ମେଂଟ କରିବ ନାହିଁ । ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ଦଳ ଏକାକୀ ଲଢ଼ିବ ବୋଲି କହିଛନ୍ତି । ୨୦୨୩ରେ କର୍ଣ୍ଣାଟକ,…

ଜହ୍ଲାଦ ସାଜିଲା ସ୍ବାମୀ : ୬ ପିଲାଙ୍କ ଆଗରେ ମାଆକୁ କଡେଇରେ ସିଝାଇଲା ବାପା

ବ୍ୟୁରୋ : ଆପଣମାନଙ୍କର ଦିଲ୍ଲୀର ଶ୍ରଦ୍ଧା ଓ୍ବାକର ହତ୍ୟା ଘଟଣା ମନେଥିବ । କାରଣ ଆପଣଙ୍କ ଜୀବନରେ ଏମିତି ଲୋମହର୍ଷଣକାରୀ ହତ୍ୟା କେବେ ଦେଖି ନଥିବେ । ହେଲେ ଆମେ ଆପଣଙ୍କୁ ଏମିତି ଏକ ହତ୍ୟା ସମ୍ପର୍କରେ କହିବାକୁ ଯାଉଛୁ, ଯାହା ଶୁଣିଲେ ଆପଣ ତାଜୁବ୍‌ ହୋଇଯିବେ । ଆଉ ଆପେ ଆପେ ଆପଣଙ୍କ…

ବ୍ରହ୍ମାଣ୍ଡ ସୁନ୍ଦରୀ ତାଜ୍‌ ପିନ୍ଧିଲେ ଆର୍‌ ବୋନି ଗାବ୍ରିଏଲ୍‌

ଲୋଇସିଆନା: ଆମେରିକାର ସୁନ୍ଦରୀ ଆର୍‌ ବୋନି ଗାବ୍ରିଏଲ୍‌ ଜିତିଲେ ମିସ୍ ୟୁନିଭର୍ସ-୨୦୨୨ ଟାଇଟଲ । ଶନିବାର ଆମେରିକାର ଲୋଇସିଆନାଠାରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି ଗାବ୍ରିଏଲ୍‌ । View this post on…

ନେପାଳ ବିମାନ ଦୁର୍ଘଟଣା, ମୃତକଙ୍କ ମଧ୍ୟରେ ୫ ଭାରତୀୟ ଥିବା ସୂଚନା

କାଠମାଣ୍ଡୁ: ନେପାଳର ପୋଖରାରେ ବିମାନ ଦୁର୍ଘଟଣାରେ ଏବେ ସୁଦ୍ଧା ୩୬ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି । ୭୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନରେ ୧୦ ଜଣ ବିଦେଶୀ ଥିଲେ । ବିମାନଟି ପୋଖରା ବିମାନବନ୍ଦରରେ ଅବତରଣ ବେଳେ ନଦୀ ପାର୍ଶ୍ୱକୁ ଖସି ଜଳି ଯାଇଥିଲା । ଦୁର୍ଘଟଣାଗ୍ରସ୍ତ ATR-72…

ଜଳିଗଲା ATR-72 ବିମାନ, ଚାଲିଗଲା ୩୨ ଜଣଙ୍କ ଜୀବନ

କାଠମାଣ୍ଡୁ : ନେପାଳରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ପୋଖରା ବିମାନବନ୍ଦରର ରନ୍‌ୱେରେ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାଟି ଆଜି ସକାଳେ ହୋଇଥିବା ଜଣାପଡ଼ିଛି  । ବିମାନରେ ୬୮ ଯାତ୍ରୀଙ୍କ ସହ ୪ ଜଣ ପାଇଲଟ୍‌ ଥିଲେ  । ବିମାନଟି ହୁତୁ ହୁତୁ ହୋଇ…

ପରପୁରୁଷ ସହ ସ୍ତ୍ରୀକୁ ଦେଖି ସହିପାରିଲାନି ସ୍ୱାମୀ, ଅଲଗା କରିଦେଲା ମୁଣ୍ଡରୁ ଗଣ୍ଡି

ରାଞ୍ଚି: ଝାରଖଣ୍ଡରରୁ ଆସିଲା ଲୋମହର୍ଷଣକାରୀ ଘଟଣା  । ପରପୁରୁଷ ସହ ପତ୍ନୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ହିତାହତ ଜ୍ଞାନ ଭୁଲିଗଲା ସ୍ୱାମୀ  । ପତ୍ନୀଙ୍କ ପ୍ରେମିକର ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲା  । ଏପରି ଘଟଣା ଝାରଖଣ୍ଡର ଲୋନଜୋ ଗାଁରେ ଘଟିଛି  । ପୋଲିସ କହିବା ଅନୁଯାୟୀ,…

ପ୍ଲାଣ୍ଟିନମ ଜୁବଲି ପାଳୁଛି ଇଣ୍ଡିଆନ୍ ଆର୍ମୀ  

ନୂଆଦିଲ୍ଲୀ: ଭାରତୀୟ ସେନାର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ଲାଣ୍ଟିନମ ଜୁବଲି ପାଳୁଛି ଇଣ୍ଡିଆନ୍ ଆର୍ମୀ । ଦେଶର ସୁରକ୍ଷା ଲାଗି ସଂଗ୍ରାମ କରିଥିବା ଯବାନଙ୍କ ତ୍ୟାଗ ଓ ଅବଦାନକୁ ସ୍ମରଣ କରି ପ୍ରତିବର୍ଷ ପାଳନ ହେଉଛି ଭାରତୀୟ ସେନା ଦିବସ । ୧୮୯୫ ମସିହା ଏପ୍ରିଲ ୧ ତାରିଖରେ…

ବିଦେଶରେ ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ଚର୍ଚ୍ଚା, ରପ୍ତାନୀ ପାଇଁ ଚିନ୍ତା କରୁଛି ମନ୍ତ୍ରାଳୟ

ନୂଆଦିଲ୍ଲୀ: ବନ୍ଦେ ଭାରତ ଟ୍ରେନକୁ ବିଶ୍ୱ ସ୍ତରୀୟ କରାଯାଉଛି। ରେଳ ମନ୍ତ୍ରଣାଳୟ ଏହି ଟ୍ରେନକୁ କେନ୍ଦ୍ର ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ସହିତ ରପ୍ତାନୀ ଅନୁକୂଳ କରିବ। ଏଥିପାଇଁ ଟ୍ରେନର ସ୍ପୀଡ ବଢାଇବା ସହିତ ଅନେକ ବୈଶୟିକ ଫିଚର ଅପଡେଟ୍ କରୁଛି। ଏହି…

ଆରଭିଏମକୁ ନେଇ ମତାମତ କ’ଣ? ସୋମବାର ସର୍ବଦଳୀୟ ବୈଠକ ଡାକିଲେ ଇସି

ନୂଆଦିଲ୍ଲୀ: ନିଜ ନିର୍ବାଚନମଣ୍ଡଳୀରେ ନଥାଇ ଦେଇ ହେବ ଭୋଟ୍। ଏଥିପାଇଁ ନିର୍ବାଚନ କମିଶନ ରିମୋଟ ଭୋଟିଂ ସିଷ୍ଟମ ତିଆରି କରିଛନ୍ତି। ହେଲେ ଏହାକୁ ନେଇ ରାଜନୈତିକ ଦଳଙ୍କ ମତାମତ କଣ ରହିଛି ଜାଣିବାକୁ ସୋମବାର ବୈଠକ ଡାକିଛି। ନିର୍ବାଚନ କମିଶନ ଦେଶର ସମସ୍ତ ଜାତୀୟ ଦଳର ସଭାପତି ତଥା ସାଧାରଣ…

ଆମେରିକା ରାଷ୍ଟ୍ରପତିଙ୍କ ଘରୁ ମିଳିଲା ଗୋପନୀୟ ଦସ୍ତାବିଜ, ତେଜିଲା ରାଜନୀତି

ଓ୍ବାଶିଂଟନ: ବଡ ଅଡୁଆରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ତାଙ୍କ ଡେଲାୱେରର ୱିଲମିଙ୍ଗଟନରେ ଥିବା ଘରୁ ପୂର୍ବରୁ ସାର୍ବଜନୀନ ହୋଇଥିବା ଡକ୍ୟୁମେଣ୍ଟ ତୁଳନାରେ ଅଧିକ ଡକ୍ୟୁମେଣ୍ଟ ମିଳିଛି। ଏହି ସବୁ ସରକାରୀ ଡକ୍ୟୁମେଣ୍ଟ ବାଇଡେନଙ୍କ ଘରୁ ମିଳିବା ପରେ ଅଡୁଆରେ ପଡିଛନ୍ତି ଆମେରିକାର ପ୍ରଥମ…