Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୋଲ୍ଡେନ ବ୍ରିଜ ଉପରୁ ଡେଇଁ ପଡିଲେ ଭାରତୀୟ-ଆମେରିକୀୟ ଛାତ୍ର

ୱାଶିଂଟନ: ସେନଫ୍ରନସିସ୍କୋର ପ୍ରସିଦ୍ଧ ଗୋଲ୍ଡେନ ଗେଟ ବ୍ରିଜ ଉପରୁ ଡେଇଁ ପଡ଼ିଲେ ଭାରତୀୟ-ଆମେରିକୀୟ କିଶୋର । ବ୍ରିଜ ନିକଟରୁ  ୧୬ ବର୍ଷର ଏଇ ଯୁବକଙ୍କର ସାଇକେଲ, ବ୍ୟାଗ, ଫୋନ ଏବଂ ଚପଲକୁ ଉଦ୍ଧାର କରାଯାଇଛି । ସେ ଦ୍ୱାଦଶ ଶ୍ରେଣୀର ଛାତ୍ର ବୋଲି ଜଣାଯାଇଛି । ମଙ୍ଗଳବାର ସନ୍ଧ୍ୟା…

ହ୍ୱାଟସଆପ୍‌ ପେ’ର ଭାରତ ମୁଖ୍ୟ ବିନୟ ଚୋଲେଟ୍ଟି ଦେଲେ ଇସ୍ତଫା

ନୂଆଦିଲ୍ଲୀ : ହ୍ୱାଟ୍‌ସଆପ୍‌କୁ ଲାଗିଲା ବଡ଼ ଝଟକା  । ହ୍ୱାଟସଆପ୍‌ର ଇଣ୍ଡିଆନ ପେମେଣ୍ଟ ବିଜନେସ୍‌ ବା ହ୍ୱାଟସଆପ୍‌ ପେ’ର ଭାରତ ମୁଖ୍ୟ ବିନୟ ଚୋଲେଟ୍ଟି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ହ୍ୱାଟସଆପର ଭାରତ ମୁଖ୍ୟ ଅଭିଜିତ ବୋଷ, ମେଟାର ପବ୍ଲିକ ପଲିସି ନିର୍ଦ୍ଦେଶକ ରାଜୀବ ଅଗ୍ରୱାଲ ଓ…

‘ଭାରତ ଯୋଡ’ରେ ରଘୁରାମ ରାଜନଙ୍କୁ ଦେଖି କ୍ଷୁବ୍ଧ ହେଲା ବିଜେପି

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ କାର୍ଯ୍ୟକ୍ରମରେ ରଘୁରାମ ରାଜନଙ୍କୁ ଦେଖି କ୍ଷୁବ୍ଧ ହୋଇଛି ବିଜେପି । ଏ ନେଇ ରଘୁରାମ ରାଜନଙ୍କୁ ସମାଲୋଚନା କରି ସେ ଅନ୍ୟ କଥାରେ ପରିଚାଳିତ ହେଉଥିବା ଜଣେ ବ୍ୟକ୍ତି ବୋଲି କହିଛି ବିଜେପି। ସେତିକି ନୁହେଁ, ଆରବିଆଇର ପୂର୍ବତନ ଗଭର୍ଣ୍ଣର…

‘ଆତଙ୍କବାଦକୁ ଅନ୍ତର୍ଜାତୀୟ ଫୋରମରୁ ସୁରକ୍ଷା ଯୋଗାଇ ଦିଆଯାଉଛି’

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଏକ ଖୋଲା ବିତର୍କ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପରୋକ୍ଷରେ ଚୀନ୍ ଏବଂ ଏହାର ଘନିଷ୍ଠ ସହଯୋଗୀ ପାକିସ୍ତାନ ଉପରେ ବର୍ଷିଛନ୍ତି। ଆତଙ୍କବାଦକୁ ନ୍ୟାୟ ଦେବା ତଥା ଷଡଯନ୍ତ୍ରକାରୀଙ୍କ ସୁରକ୍ଷା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଥିବା…

ବିନା ତଥ୍ୟ ଓ ପ୍ରମାଣ ଆଧାରରେ ନିର୍ବାଚନ କମିଶନରଙ୍କୁ ଦାୟୀ କରିବା ମହଙ୍ଗା ପଡ଼ିବ!

ନୂଆଦିଲ୍ଲୀ: ଆଉ ଚୁପ୍ ବସିବନି ନିର୍ବାଚନ କମିଶନର। ବିନା ତଥ୍ୟ ଓ ପ୍ରମାଣ ଆଧାରରେ ଯଦି ନିର୍ବାଚନ କମିଶନରଙ୍କ ବିରୋଧରେ ରାଜନୈତିକ ଦଳ କିମ୍ବା ନେତା ଅଭିଯୋଗ ଆଣନ୍ତି ତାହାଲେ ନିର୍ବାଚନ କମିଶନର ଓଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏଭଳି ଏକ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା…

ବିହାରରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ଛୁଇଁଲା ୨୪

ପାଟଣା: ବିହାରର ଛପରାଠାରେ ବିଷାକ୍ତ ମଦ ପିଇ ମୃତ୍ୟୁ ଘଟିଥିବାର ସୂଚନା ରହିଛି।ଏପର୍ଯ୍ୟନ୍ତ ବିଷାକ୍ତ ମଦ ପିଇ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାରମ୍ଭରେ ମୃତକଙ୍କ ସଂଖ୍ୟା ୬ ଥିଲା, ଯାହା ବର୍ତ୍ତମାନ ଦୁଇ ଡଜନକୁ ବୃଦ୍ଧି ପାଇଛି। ଏହି ମାମଲା ଛାପରା ସରାନର ଇସୁପୁର ପୋଲିସ ଷ୍ଟେସନ ଅଞ୍ଚଳରେ…

ନାବାଳିକାଙ୍କୁ ତେଜାବ ମାଡ଼ ଘଟଣା, ତିନି ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ 17 ବର୍ଷୀୟା ନାବାଳିକାଙ୍କୁ ଏସିଡ୍ ମାଡ଼ ଘଟଣାରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ପଶ୍ଚିମ ଦିଲ୍ଲୀର ଉତ୍ତମ ନଗରର ମୋହନ ଗାର୍ଡେନ ଅଞ୍ଚଳରେ ବୁଧବାର ସକାଳେ ସ୍କୁଲ ଯାଉଥିବା ଜଣେ 17 ବର୍ଷୀୟା ନାବାଳିକାକୁ ଦୁଇ ମୁଖାପିନ୍ଧା ଦୁର୍ବୃତ୍ତ ଏସିଡ୍ ମାଡ଼…

ବିଜେପି ନେତା ଶୁଭେନ୍ଦୁଙ୍କ କମ୍ବଳ ବଂଟା କାର୍ଯ୍ୟକ୍ରମରେ ଦଳାଚକଟା, ୩ ମୃତ

କୋଲକାତା: ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଯୋଗ ଦେଇଥିବା ଏକ କାର୍ଯ୍ୟକ୍ରମରେ ଅଘଟଣ ଘଟିଛି । ବିଜେପି ନେତା ଶୁଭେନ୍ଦୁ ଆସନସୋଲରେ କମ୍ବଳ ବଂଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମାତ୍ର ଅତ୍ୟଧିକ ଭୀଡ ହେବା ଯୋଗୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଏଥିରେ ୩ଜଣଙ୍କ…

ଋଷ ଠାରୁ ଶସ୍ତା ତେଲ କିଣିବାକୁ ନେଇ ଭାରତକୁ ସମାଲୋଚନା କଲା ୟୁକ୍ରେନ୍

ନୂଆଦିଲ୍ଲୀ: G7 ଦେଶ ଓ ସହଯୋଗୀଙ୍କ ପକ୍ଷରୁ ଋଷର ତେଲ ଉପରେ ପ୍ରାଇସ୍ କ୍ୟାପକୁ ଭାରତ ସମର୍ଥନ ପାଇଁ ନିଷ୍ପତ୍ତି ନେଇଛ । ଭାରତର ଏହି ନିଷ୍ପତ୍ତି ପରେ ୟୁକ୍ରେନର ବିଦେଶ ମନ୍ତ୍ରୀ ଦିମିତ୍ରୋ କୁଲେୱା କହିଛନ୍ତି, ୟୁକ୍ରେନର ସାଧାରଣ ଜନତାଙ୍କ ଜୀବନର ମୂଲ୍ୟ ବଦଳରେ ଋଷ ଠାରୁ ଭାରତ ଶସ୍ତାରେ ତେଲ…

ନିଶାରେ ଛୋଟ କୁକୁର ଛୁଆର କାନ, ଲାଞ୍ଜ ଖାଇଦେଲେ

ବରେଲୀ: ନିଶା କଣ ବା ନ କରିପାରେ ? ବରେଲୀରେ ଜଣେ ମଦ୍ୟପ ଏ ଭଳି କାଣ୍ଡ ରଚିଛନ୍ତି ଯେ, ତାଙ୍କ ମନୁଷ୍ୟପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାଙ୍ଗମାନଙ୍କ ସହ ମଦ ପିଉଥିବା ମୁକେଶ ବାଲ୍ମିକୀ ଚାଖଣ ନ ଥିବାରୁ ରାଗି ଯାଇଥିଲା । ନିଶାଗ୍ରସ୍ତ ଅବସ୍ଥାରେ ଅଭିଯୁକ୍ତ ବାଲ୍ମିକୀ ଖେଳୁଥିବା ୨ଟି…