Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲ୍ୟାବରେ ତିଆରି ହେଲା କରୋନା ଭାଇରସ, ‘ଉହାନ ଭାଇରସ’ଠୁ ଅଧିକ ମାରାତ୍ମକ

ନୂଆଦିଲ୍ଲୀ: ଗତ ଅଢେଇ ବର୍ଷ ଧରି କରୋନା ଭାଇରସ ସାରା ବିଶ୍ୱକୁ ପ୍ରଭାବିତ କରିଦେଇଛି। ଟିକାକରଣ ପରେ ଯଦିଓ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଛି, ତଥାପି କରୋନାର ଭୟ ଯାଇନି। ଏହି ସମୟ ମଧ୍ୟରେ ଆମେରିକାର ବୋଷ୍ଟନ୍ ୟୁନିଭର୍ସିଟିର ବୈଜ୍ଞାନିକମାନେ ଲ୍ୟାବରେ କରୋନା ଭାଇରସର ଏକ କୃତ୍ରିମ ରୂପ…

ଗୀତାରେ ମଧ୍ୟ ଶ୍ରୀକୃଷ୍ଣ ଜିହାଦ୍ ବିଷୟରେ କହିଥିଲେ: ପୂର୍ବତନ କେନ୍ଦ୍ରଗୃହମନ୍ତ୍ରୀ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲ ଭଗବଦ୍ ଗୀତାକୁ ନେଇଛନ୍ତି ବିବାଦୀୟ ମନ୍ତବ୍ୟ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏକ ବହି ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଭଗବତ ଗୀତାରେ ମଧ୍ୟ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜିହାଦର…

ସିସିଆଇ ଗୁଗୁଲ ଉପରେ ଲଗାଇଲା 1338 କୋଟି ଟଙ୍କାର ଜରିମାନା

ନୂଆଦିଲ୍ଲୀ:  ସିସିଆଇ ଗୁଗୁଲ ଉପରେ ଲଗାଇଲା 1338 କୋଟି ଟଙ୍କାର ଜରିମାନା । ଆଣ୍ଡ୍ରଏଡ ଫୋନ ମାଧ୍ୟମରେ ବେଆଇନ ଭାବେ ଅନେକ ଅନୁଚିତ କାର୍ଯ୍ୟ ଚାଲୁ ରଖିଥିବାରୁ ସିସିଆଇ ଏଭଳି ଜରିମାନା ଲଗାଇଛି । ଇଣ୍ଟରନେଟ ମାଧ୍ୟମରେ ଅନୁଚିତ କାର୍ଯ୍ୟର ଗତିବିଧି ଉପରେ ମଧ୍ୟ ସିସିଆଇ ( କମ୍ପିଟିସନ କମିସନ…

ଧନତେରାସ ଦିନ 75 ହଜାର ନିଯୁକ୍ତି ପାଇବେ, କେନ୍ଦ୍ର ସରକାର ଦେବେ ଚାକିରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଦେଢ଼ ବର୍ଷରେ ଅର୍ଥାତ ଡିସେମ୍ବର 2023 ସୁଦ୍ଧା 10 ଲକ୍ଷ ଯୁବକଙ୍କୁ ଚାକିରି ଦେବାପାଇଁ ଯୋଜନା ରଖିଛନ୍ତି। ସେ ଏହି ମେଗା ନିଯୁକ୍ତି ଡ୍ରାଇଭକୁ ଆସନ୍ତା ଧନ୍ତରାସ୍ ଦିନ ଅର୍ଥାତ୍ 22 ଅକ୍ଟୋବର ଦିନ ଦିୱାଲୀ ଅବସରରେ ଆରମ୍ଭ କରିବେ । ଏହି…

ଋଷି ସୁନକ ହୋଇପାରନ୍ତି ପରବର୍ତ୍ତୀ ବ୍ରିଟେନ ପ୍ରଧାନମନ୍ତ୍ରୀ!

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହୋଇପାରନ୍ତି ପରବର୍ତ୍ତୀ ବ୍ରିଟେନ ପ୍ରଧାନମନ୍ତ୍ରୀ। ଲିଜ ଟ୍ରସଙ୍କ କିଛି ନିଷ୍ପତ୍ତିକୁ ନେଇ ଦେଶର ଅର୍ଥନୀତି ଖରାପ ଅବସ୍ଥାକୁ ଯାଉଥିବାରୁ ବ୍ରିଟେନରେ ସାଧାରଣ ଜନତାଙ୍କ ଅସନ୍ତୋଷ ବୃଦ୍ଧି ପାଇଥିଲା । ତାଙ୍କର ଟ୍ୟାକ୍ସ ଛାଡ ନିଷ୍ପତ୍ତିକୁ ନେଇ  ଦଳର…

ଯୁବପିଢ଼ୀଙ୍କୁ ଜାପାନ ସରକାରଙ୍କ ଅନୁରୋଧ, ଅଧିକରୁ ଅଧିକ ମଦ ପିଅ !

ଟୋକିଓ: ମଦ ସ୍ୱାସ୍ଥ୍ୟ ପ୍ରତି ହାନିକାରକ । ଏହାକୁ ପିଇବା ପାଇଁ ବୋଧହୁଏ କେହି କାହାକୁ ପରାମର୍ଶ ଦେଇ ନ ଥାଏ । ମାତ୍ର ଜାପାନ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ରିପୋର୍ଟ ଅନୁସାରେ ଜାପାନ ସରକାର ଯୁବ ପିଢ଼ୀଙ୍କୁ ଅଧିକରୁ ଅଧିକ ମଦ୍ୟପାନ କରିବା ପାଇଁ କହିଛନ୍ତି । ଏଥିନେଇ…

୪୫ ଦିନର ପ୍ରଧାନମନ୍ତ୍ରୀ, କାହିଁକି ଲିଜ୍ ଟ୍ରସ୍ ଦେଲେ ଇସ୍ତଫା ?

ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ପ୍ରଭାବଶାଳୀ ରାଷ୍ଟ୍ର ୟୁନାଇଟେଡ୍ କିଙ୍ଗଡମ୍ ବା ୟୁକେ । ଭାରତ କାହିଁକି ବିଶ୍ୱର ପ୍ରାୟ ପ୍ରତିଟି ଦେଶରେ ଆଜି ୟୁକେକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଆଉ ଚର୍ଚ୍ଚାର କାରଣ ପାଲଟିଛନ୍ତି ଲିଜ୍ ଟ୍ରସ୍ । ବ୍ରିଟେନ୍ ଇତିହାସରେ ସବୁଠୁ ସ୍ୱଳ୍ପ ସମୟ ମାତ୍ର ୪୫ ଦିନ…

ବନ୍ଧାହେଲେ ରାହୁଲ, ଧରିବା ପାଇଁ ପୋଲିସ କ‘ଣ କରିଥିଲା ପ୍ଲାନିଂ ?

ମୁମ୍ବାଇ : ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ମୃତ୍ୟୁ ପାଇଁ ଦାୟୀ ରାହୁଲ । ଡାଏରୀରୁ ଖୁଲାସା ହୋଇଥିଲା ରାହୁଲଙ୍କ ନାଁ। ବୈଶାଳୀ ତାଙ୍କ ମୃତ୍ୟୁ ପୂର୍ବରୁ ଡାଏରୀ ରେ ପୋଲିସକୁ ଦେଇଥିଲେ କିଛି ଏଭଳି ତଥ୍ୟ । ଫ୍ୟାନ୍ସ  ମାନେ ବୈଶାଳୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନଥିବା…

ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ‘ପଦ୍ମ ଭୂଷଣ’ ଗ୍ରହଣ କଲେ ସତ୍ୟ ନାଡେଲା

ନୂଆଦିଲ୍ଲୀ: ସଫ୍ଟଓ୍ୱୟାର କମ୍ପାନୀ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କୁ ମିଳିଲା ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣ । ଗତ ସପ୍ତାହରେ ସାନ୍ ଫ୍ରାନ୍ସିସ୍କୋ ସ୍ଥିତ ଭାରତୀୟ କନ୍ସୁଲେଟ୍ ଜେନେରାଲ୍ ଡ. ଟି. ଭି. ନଗେନ୍ଦ୍ର ପ୍ରସାଦଙ୍କଠାରୁ ଆନୁଷ୍ଠାନିକ ଭାବେ ଏହି…

ଦିଲ୍ଲୀକୁ ଦୈନିକ ୨ ଲକ୍ଷ ଲିଟର କ୍ଷୀର ଯୋଗାଇବ ପଞ୍ଜାବ, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଚଣ୍ଡିଗଡ଼: ପଞ୍ଜାବର ଦୁଗ୍ଧ ଉତ୍ପାଦନକାରୀଙ୍କ ପାଇଁ ଖୁସି ଖବର। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉଦଘାଟନ କରିଛନ୍ତି। ଭେରକା ପ୍ଲାଣ୍ଟରେ ଦୁଗ୍ଧ ପ୍ରକ୍ରିୟାକରଣ ଏବଂ ବଟର ପ୍ଲାଣ୍ଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଏହା ଦ୍ୱାରା ଦୁଗ୍ଧ…