Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏହି ଶଯ୍ୟାରେ ଶୋଇଲେ ଭୂକମ୍ପରେ ରହିବେ ସୁରକ୍ଷିତ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଆମେ ଆମେ ପ୍ରତିଦିନ ବିଭିନ୍ନ ଭିଡିଓ ଦେଖିଥାଉ  ।  କିନ୍ତୁ ସେଥିମଧ୍ୟରୁ କିଛି ଭିଡିଓ ଆମକୁ ମଜା ଦେଇଥିବା ବେଳେ କିଛି ଆମ ପାଇଁ ପ୍ରକୃତରେ ଅର୍ଥପୂର୍ଣ୍ଣ ଥାଏ  । ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଭୂକମ୍ପ…

ଚାକିରି ସନ୍ଧାନରେ ଯାଉଥିଲେ, ଅଧାବାଟରେ ହୋଇଗଲେ କୋଟିପତି

ନ୍ୟୁୟର୍କ: ଘଡିଘଡିକର କଥା । କେତେବେଳେ ସମୟ କାହାକୁ ନେଇ କେଉଁଠି ପହଞ୍ଚାଇ ଦେବ କିଏ ଜାଣେ ? କଥରେ ଅଛି, ଆଜି ଯେ ରାଜେନ୍ଦ୍ରାସନେ, କାଲି ସେ ଫକୀର । କେହି ଜାଣିବା ପୂ୍ର୍ବରୁ  ଅଭାବ ସହ ଲଢୁଥିବା ମଣିଷ କେତେବେଳେ କୋଟିପତି ହୋଇଯାଇଥିବ  ।  ଏ ସବୁ କେବଳ ଭାଗ୍ୟର ଖେଳ ।  ୧୮ ବର୍ଷର ଏଇ…

ବିବାହ ଭୋଜିରେ ଫାଟିଲା ଗ୍ୟାସ୍‌ ଟାଙ୍କି, ୫ ମୃତ ୬୦ ଆହତ

ରାଜସ୍ଥାନ : ଯୋଧପୁରରେ ବଡ଼ ଧରଣର ଅଘଟଣ । ବରଯାତ୍ରୀ ଯିବା ପୂର୍ବରୁ ଗ୍ୟାସ୍‌ ସିଲିଣ୍ଡରର ବିସ୍ଫୋରଣ ଘଟିଲା । ଖୁସିର ମାହୋଲରେ ଲାଗିଗଲା ନିଆଁ  । ବିବାହ ମହତ୍ସୋବରେ ଭୋଜି ପ୍ରସ୍ତୁତ ସମୟରେ ଏହି ଅଘଟଣ ଘଟିଥିଲା । ଦୁର୍ଘଟଣାରେ ୫ ଜଣ ଅତିଥିଙ୍କ ମୃତ୍ୟୁ ଘଟିଥିବାବେଳେ ୬୦ ଜଣ ଆହତ…

ଆମେରିକାରୁ ମିଳିଲା ତାମିଲନାଡୁରୁ ଚୋରୀ ହୋଇଥିବା କୃଷ୍ଣଙ୍କ ମୂର୍ତ୍ତି

ମାଡ୍ରାସ: ତାମିଲନାଡୁର ରାମେଶ୍ୱରମ କେ ଶ୍ରୀ ଏକନାଥ ରାମସ୍ୱାମୀ ମନ୍ଦିରରୁ ଚୋରୀ ହୋଇଥିବା କୃଷ୍ଣ ଭଗବାନଙ୍କ ମୂର୍ତି ଆମେରିକାର ଏକ ମ୍ୟୁଜିୟମରୁ ଉଦ୍ଧାର କରାଯାଇଛି । ୧୯୬୬ରେ ଏହି ଚୋରୀ ହୋଇଥିଲା । ନୃତ୍ୟ କରୁଥିବା କୃଷ୍ଣ ଭଗବାନଙ୍କ ଏହି ମୂର୍ତି ଚୋଳ ବଂଶ ରାଜୁତିର ବୋଲି ଅନୁମାନ…

ଦିଲ୍ଲୀ-ଏନସିଆର ପ୍ରଦୂଷଣ ମାମଲା ଗ୍ରହଣ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆାର ପ୍ରଦୂଷଣ ମାମଲାରେ ଦାଏର ହୋଇଥିବା ଆଉ ଏକ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଦିଲ୍ଲ ଏନସିଆାରରେ ବାୟୁ ପ୍ରଦୂଷଣ ନେଇ ଆଇନଜୀବୀ ଶଶାଙ୍କ ଶେଖର ଝା ସୁପ୍ରିମକୋର୍ଟରେ ଏକ ମାମଲା ଦାଏର କରିଥିଲେ । ଏଥିରେ କେନ୍ଦ୍ର ସରକାର,…

କଲେଜ କାର୍ଯ୍ୟକ୍ରମରେ ବୁର୍ଖା ପିନ୍ଧି ନାଚି ନିଲମ୍ବିତ ହେଲେ ଛାତ୍ର

ବେଙ୍ଗାଲୁରୁ: ଇଞ୍ଜିନିୟରିଂ କଲେଜ ଛାତ୍ର ନାଚିଲେ । ବୁର୍ଖା ପିନ୍ଧି ନାଚିଲେ । ଶେଷରେ ଏହି ନାଚ ମହଙ୍ଗା ପଡ଼ିଛି ଏହି ଛାତ୍ରଙ୍କ ପାଇଁ ।   ଏହି ୪ ଛାତ୍ରଙ୍କୁ କଲେଜରୁ ନିଲମ୍ବନ କରାଯାଇଛି ।  ଘଟଣା ଘଟିଛି ଗତ ବୁଧବାର ଦିନ କର୍ଣ୍ଣାଟକ ମାଙ୍ଗାଲୁରୁର  ଏକ ଇଞ୍ଜିନିୟରିଂ କଲେଜରେ  । କଲେଜ…

ଆଜି ମଧ୍ୟରାତିରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ମାଣ୍ଡୋସ

ଭୁବନେଶ୍ୱର: ବାତ୍ୟା ପାଇଁ ଦାନା ବାନ୍ଧୁଛି ସାମୁଦ୍ରିକ ଝଡ଼ ‘ମାଣ୍ଡୋସ୍’। ଭୀଷଣ ବାତ୍ୟାର ରୂପ ନେବା ପରେ ତାମିଲନାଡୁର ମାମଲ୍ଲାପୁରମ୍ ଉପକୂଳରେ ସ୍ଥଳଭାଗ ଛୁଇଁପାରେ ମାଣ୍ଡୋସ । ଆଜି ମଧ୍ୟରାତ୍ର ସୁଦ୍ଧା ମାଣ୍ଡୋସ ଲ୍ୟାଣ୍ଡଫଲ୍‌ କରିପାରେ । ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  …

ସୁଟକେସରୁ ମିଳିଲା ମହିଳାଙ୍କ ମୃତଦେହ

ନୂଆଦିଲ୍ଲୀ : ଶ୍ରଦ୍ଧା ଓ୍ୱାକର ହତ୍ୟାକାଣ୍ଡ ଘଟଣା ଥମି ନଥିବା ବେଳେ ପୁଣି ରାଜଧାନୀରୁ ଆସିଲା ଆଉ ଏକ ଚାଞ୍ଚଲ୍ୟକର ଘଟଣା । ସୁଟକେସ୍‌ରୁ ମିଳିଲା ମହିଳାଙ୍କ ମୃତଦେହ  । ପଞ୍ଜାବୀ ବାଗ ଅଞ୍ଚଳରେ ରିଙ୍ଗ ରୋଡରେ ଏକ ନଳା ନିକଟରୁ ମୃତଦେହ ଉଦ୍ଧାର କରିଛି ପୋଲିସ  । ତେବେ ସୁଟକେସରେ ଥିବା ମହିଳା…

ଗୁଜରାଟରେ ବିଜେପିକୁ ୧୫୬, ହିମାଚଳରେ କଂଗ୍ରେସକୁ ୪୦

ଅହମ୍ମଦାବାଦ: ଗୁଜରାଟରେ ବିଜେପିକୁ ବଡ ସଫଳତା । ୧୫୬ ସିଟରେ ଜିତିଲା ବିଜେପି  । ରାଜ୍ୟରେ   ପୁଣି ଥରେ କ୍ଷମତାକୁ ଫେରିଛି ବିଜେପି ।   ଅନ୍ୟପକ୍ଷେ କଂଗ୍ରେସ ଏଠାରେ ନିଜର ସତ୍ତା ହରାଇଛି । ମାତ୍ର ୧୭ ସିଟ ପାଇ ସନ୍ତୁଷ୍ଟ ହୋଇଛି କଂଗ୍ରେସ । ଗୁଜରାଟରେ  ଆପକୁ ମିିଳିଛି ବଡ ସଫଳତା । …

ମୁଲାୟାମଙ୍କ ସିଟରୁ ଜିତିଲେ ବୋହୂ ଡିମ୍ପଲ

ଲକ୍ଷ୍ନୌ: ମୈନପୁରୀ ଆସନରେ ବାଜିମାତ କରିଛନ୍ତି ମୁଲାୟମଙ୍କ ବୋହୂ ଡିମ୍ପଲ ଯାଦବ। ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ପାରମ୍ପରିକ ଆସନ ମୈନପୁରରେ ମୁଲାୟମଙ୍କ ଦେହାନ୍ତ ପରେ  ଉପ ନିର୍ବାଚନ ହୋଇଥିଲା।  ଏହି ଆସନରେ  ସମାଜବାଦୀ ପାର୍ଟିର ପ୍ରାର୍ଥୀ ହୋଇଥିଲେ ଅଖିଲେଶ…