Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓଲଟି ପଡ଼ିଲା ବରଯାତ୍ରୀ ଟ୍ରାକ୍ଟର, ୬ ମୃତ ୨୦ ଆହତ

ଅମରବତୀ : ଆନ୍ଧ୍ରପ୍ରଦେଶର ଚିତ୍ତୋର୍‌ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିବାହ କରିବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ବରଯାତ୍ରୀ । ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ବଲିଜାପଲ୍ଲେ ଗାଁରୁ ଟ୍ରାକ୍ଟରରେ ଝିଅ ଘର ଆଡକୁ…

ଏହି ଗ୍ରାମରେ ସନ୍ଧ୍ୟା ୬ରୁ ୮ଟା ମୋବାଇଲ, ଟିଭି ବନ୍ଦ

ଜକେକୁରବାଡି: ସନ୍ଧ୍ୟା ୫ଟା ୫୫ ହଠାତ ଏକ ସାଇରନର ସ୍ୱର ମହାରାଷ୍ଟ୍ରର ଜକେକୁରବାଡିକୁ ଥରେଇ ଦେଇଥିଲା । ଛୋଟ ପିଲାମାନେ ଯିଏ ଯେଉଁଠି ଥିଲେ ଘର ଆଡକୁ ଦୌଡିଥିଲେ । ଆଉ ବାପାମାଆମାନେ ପିଲାମାନଙ୍କୁ ଆଣିବା ପାଇଁ ବ୍ୟସ୍ତ ବିବ୍ରତ ହେଉ ପଡୁଥିଲେ । ସେମାନଙ୍କ ବ୍ୟସ୍ତ ଏବଂ ବିବ୍ରତ ପଛରେ ଏକ ମହତ…

ଗୁଜରାଟରେ ବିଜେପି ଲେଉଟାଣି: ମୋଦୀଙ୍କୁ ଶୁଭେଚ୍ଛାର ସୁଅ

ଗୁଜରାଟ: ଗୁଜରାଟରେ ବିଜେପିର ଧମାକାଦାର ଜିତ୍ । ପୁଣି ଶାସନକୁ ଫେରିଲା ବିଜେପି । ଗୁଜରାଟରେ ଭାରତୀୟ ଜନତା ପାର୍ଟିର ଜିତ୍ ହାସଲ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ କରି ସେ ଲେଖିଛନ୍ତିଯେ ଗୁଜରାଟ…

ଗୁଜରାଟରେ ୧୨ରେ ଶପଥ ନେବେ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଗୁଜରାଟରେ ବମ୍ପର ବିଜୟ ଲାଭ କରିଛି ବିଜେପି । ୧୫୭ରୁ ଅଧିକ ଆସନରେ ବିଜେପି ଜିତିବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ୯୦ ଆସନରୁ ଜିତି ସାରିଲାଣି ବିଜେପି । ଏଠାରେ ବିଜେପି ସରକାର ଗଢିବା ନିଶ୍ଚିତ ହୋଇ ସାରିଛି । ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ନେବେ  । ଏ…

ବ୍ୟବସାୟୀଙ୍କୁ ହନିଟ୍ରାପରେ ଫସାଇ ୮୦ ଲକ୍ଷ ଲୁଟି ଗିରଫ ହେଲେ ୟୁଟ୍ୟୁବର ନାମ୍ରା

ନୂଆଦିଲ୍ଲୀ : ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାର ପୁନରାବୃତ୍ତି । ବ୍ୟବସାୟୀ ମାନଙ୍କୁ ହନିଟ୍ରାପରେ ଫସାଇ ଲୁଟୁଥିଲେ ୟୁଟ୍ୟୁବର। ଦୁଷ୍କର୍ମ କେସରେ ଫସାଇବା ଧମକ ଦେଇ ବ୍ୟବସାୟୀଙ୍କ ଠାରୁ ଲୁଟୁଥିଲେ ଟଙ୍କା । ଜଣେ ବ୍ୟବସାୟୀଙ୍କ ଠାରୁ ୮୦ ଲକ୍ଷ ଲୁଟି ଗିରଫ ହେଲେ ୟୁଟ୍ୟୁବର ନାମରା କାଦିର ।…

ଗୁଜରାଟରେ ପଦ୍ମ ହସୁଛି, ହିମାଚଳରେ ଖସୁଛି

ଅହମଦବାଦ: ଗୁଜରାଟରେ ଇତିହାସ ରଚିବାକୁ ଯାଉଛି । ଗୁଜରାଟରେ କଂଗ୍ରେସକୁ ମୂଳପୋଛ କରି ୧୫୦ରୁ ଅଧିକ ଆସନରେ ଜିତିବାକୁ ଯାଉଛି ବିଜେପି ।  ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ଦେଇ ସାରିଲେଣି ଭୂପେନ୍ଦ୍ର ପଟେଲ । ଏକ ପ୍ରେସ ମିଟରେ ଏ ନେଇ ସୂଚନା…

ମେକଅପ୍‌ ଖରାପ କରିବାରୁ ଥାନାରେ ଏତଲା ଦେଲେ କନିଆ

ନୂଆଦିଲ୍ଲୀ : ସୁନ୍ଦର ଦେଖାଯିବା ପାଇଁ ସମସ୍ତଙ୍କର ବହୁତ ଇଚ୍ଛା ରହିଥାଏ । ବିଶେଷ କରି ବିବାହ ସମୟରେ ସୁନ୍ଦର ଦେଖାଯିବା ପାଇଁ ନିକଟସ୍ଥ ବିୟୁଟି ପାର୍ଲରର ସାହାଯ୍ୟ ନେଇଥାଆନ୍ତି  । ତେବେ ଏଭଳି ସ୍ଥିତିରେ ନିକଟରେ ବାହାଘରର ମେକଅପ୍‌ କରି ହଟାହଟା ହୋଇଛନ୍ତି ପାର୍ଲର ମାଲିକ । କନିଆକୁ  …

ଗୁଜରାଟରେ ରେକର୍ଡ ଭାଙ୍ଗିବ ପଦ୍ମ

ନୂଆଦିଲ୍ଲୀ: ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ମତଗଣନା ଆରମ୍ଭ ହୋଇଯାଇଛି । ଗୁଜରାଟରେ ବିଜେପି 9ଟି ଆାସନରେ ଜିତି ସାରିଥିବାବେଳେ ୧୫୩ ଆସନରେ ଆଗରେ ରହିଛି ଦଳ   ।  ବିଜେପି ପରେ ୨ୟ ଆସନରେ ରହିଛି କଂଗ୍ରେସ । ୨୦ ଆସନରେ କଂଗ୍ରେସ ଆଗରେ ଥିବାବେଳେ ଆପ ୩ଟି ଆସନରେ ଆଗରେ…

ଗୁଜରାଟରେ ଗଡ଼ ବଜାୟ ରଖିବ କି ବିଜେପି? ହିମାଚଳରେ କାଣ୍ଟେ କା ଟକ୍କର; ଏକଜିଟ୍ ପୋଲ୍ ଦେଲା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ:  ଗୁଜରାଟ ଓ ହିମାଚଳପ୍ରଦେଶରେ ନିର୍ବାଚନ ଭୋଟ୍ ଗଣତି ଆରମ୍ଭ ହୋଇଛି । ଗୁଜରାଟ୍ ରେ ୧୮୨, ହିମାଚଳପ୍ରଦେଶର ୬୮ ଆସନ ଲାଗି ଆଜି ଭୋଟ୍ ଗଣତି ହେଉଛି । ଗୁଜରାଟରେ ୨୭ ବର୍ଷର ଶାସକ ବିଜେପି ବିଜୟ ଆଶା ବାନ୍ଧିଛି । ସେପଟେ ହିମାଚଳପ୍ରଦେଶରେ ବିଜେପି ପୁଣି ଥରେ ଶାସନକୁ ଆସିବାକୁ ଜୋର୍…

ମୈନପୁରୀ ଲୋକସଭା ଓ ୬ ବିଧାନସଭା ଉପନିର୍ବାଚନର ଆସିବ ରେଜଲ୍ଟ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଓ ଗୁଜରାଟ ବ୍ୟତୀତ ମୈନପୁରୀ ଲୋକସଭା ସିଟ୍ ଓ ୬ ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ । ମୈନପୁରୀ ସିଟ୍ ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ପରେ ଖାଲି ପଡିଛି । ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ସମାଜବାଦୀ ପାର୍ଟିର ପ୍ରାର୍ଥୀ ହୋଇଛନ୍ତି ।…