Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଶ୍ବ କ୍ଷୁଧା ସୂଚକାଙ୍କ ରିପୋର୍ଟ, ଭାରତ କହିଲା ଭାବମୂର୍ତ୍ତି ଖରାପ କରିବାକୁ ପ୍ରୟାସ

ନୂଆଦିଲ୍ଲୀ: ଭୋକରେ ଭାରତ! ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ତଳକୁ ଖସିଲା ଭାରତର ସ୍ଥାନ । ଏଭଳି ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତ ନିଜର ଆଭିମୁଖ୍ୟ ରଖିଛି। କେନ୍ଦ୍ର ସରକାର ପାକିସ୍ତାନର ଉଦାହରଣ ଦେଇ କହିଛନ୍ତି କିଛି ଅନ୍ତର୍ଜାତୀୟ ସଂସ୍ଥା ଭାରତକୁ ବଦନାମ କରିବାକୁ ଏପରି…

ନବଜାତର ଜନ୍ମ ପ୍ରମାଣପତ୍ର ସହ ତିଆରି ହେବ ଆଧାର କାର୍ଡ

ନୂଆଦିଲ୍ଲୀ: ନବଜାତ ଶିଶୁଙ୍କ ଜନ୍ମ ପ୍ରମାଣପତ୍ର ସହିତ ଆଧାର ପଞ୍ଜୀକରଣ ସୁବିଧା ଆଗାମୀ କିଛି ମାସ ମଧ୍ୟରେ ସମସ୍ତ ରାଜ୍ୟରେ ଆରମ୍ଭ ହେବ। ବର୍ତ୍ତମାନ ଦେଶର ୧୬ଟି ରାଜ୍ୟରେ ଆଧାର ପଞ୍ଜୀକରଣ ବ୍ୟବସ୍ଥା ରହିଛି। ବର୍ଷକ ପୂର୍ବରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଧୀରେ ଧୀରେ ଅନେକ ରାଜ୍ୟ…

ଜମ୍ମୁ-କାଶ୍ମୀରରେ ପୁଣି ଟାର୍ଗେଟ୍ କିଲିଂ, କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରି ମାରିଦେଲେ ଆତଙ୍କବାଦୀ

ଶ୍ରୀନଗର: ପୁଣି ଟାର୍ଗେଟ୍ କିଲିଂ । ରାସ୍ତାରେ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି ମାରି ହତ୍ୟା କଲେ ଆତଙ୍କବାଦୀ । ଜମ୍ମୁ-କାଶ୍ମୀର ସୋପିଆନରେ ଆତଙ୍କବାଦୀ ପୁଣି ଥରେ ଟାର୍ଗେଟ୍ କିଲିଂ କରିଛନ୍ତି । ଶୋପିଆନର ଚୌଧୁରୀ ଗୁଣ୍ଡରେ କାଶ୍ମୀରୀ ପଣ୍ଡିତ ପୁରଣ କ୍ରିଷ୍ଣା ଭଟ୍ଟଙ୍କୁ ଗୁଳି କରି ମାରି…

ସ୍ପେନ ଦୈନିକ ଖବରକାଗଜରେ ଭାରତର ଅର୍ଥ ବ୍ୟବସ୍ଥାକୁ କେଳା କାର୍ଟୁନ ସହ ତୁଳନା ନେଇ ଅସନ୍ତୋଷ

ନୂଆଦିଲ୍ଲୀ: ସ୍ପେନର ଦୈନିକୀ ଲା ଭେନଗାର୍ଡିୟାରେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ଏକ କାର୍ଟୁନ ଛପାଯାଇଛି । ଯାହାକୁ ନେଇ ଭାରତରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରାଯାଇଛି । ଏହି କାର୍ଟୁନରେ ଭାରତର ଅର୍ଥନୀତିକୁ ଏକ ସାପ ଖେଳାଉଥିବା କେଳା ସହିତ ତୁଳନା କରାଯାଇଛି । ଆର୍ଟିକିଲ ଅପେକ୍ଷା…

ଆଇଏନଏସ ଅରିହନ୍ତରୁ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଆଇଏନଏସ ଅରିହନ୍ତରୁ ବୁଡ଼ାଜାହାଜରୁ ନିକ୍ଷେପ କରାଯାଇ ପାରୁଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ର (ଏସଏଲବିଏମ)ର ସଫଳ ପରୀକ୍ଷଣ କରାଯାଇଛି । ଏକ ନିର୍ଦ୍ଧାରିତ ଦୂରତାରେ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା ଏବଂ ଏହା ଉଚ୍ଚ ସଠିକତା ସହିତ ବଙ୍ଗୋପସାଗରରେ ଥିବା ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ…

‘ବିବାହ ପଞ୍ଜିକରଣ ରଦ୍ଦ ପାଇଁ ଧର୍ମ ଗୋଟିଏ ପ୍ରସଙ୍ଗ ହୋଇପାରିବ ନାହିଁ’

ଥିରୁଅନନ୍ତପୁରମ: ବିବାହ ପଞ୍ଜିକରଣ ବାତିଲ ପାଇଁ ଧର୍ମ ଏକ ପ୍ରସଙ୍ଗ ହୋଇପାରିବ ନାହିଁ ଯୁକ୍ତିଯୁକ୍ତ କାରଣ। ଦମ୍ପତି ହିନ୍ଦୁ ମୁସଲିମ ହୋଇଥିବାରୁ ବିବାହ ପଞ୍ଜିକରଣ କରିବାକୁ ଚାହିଁଥିଲେ। ହେଲେ ଏହା ବାତିଲ ହେବା ପରେ କେରଳ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପରେ କୋର୍ଟ କେରଳର ବିବାହ…

କାହିଁକି ଏକାଠି ହେଲାନି ହିମାଚଳ ପ୍ରଦେଶ ସହିତ ଗୁଜରାଟ ବିଧାନସଭା ନିର୍ବାଚନ?

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ନିର୍ବାଚନ ଅନୁଷ୍ଠିତ ହେବ। ଶୁକ୍ରବାର ନିର୍ବାଚନ କମିଶନ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ନଭେମ୍ବର ୧୨ ରେ ହିମାଚଳ ପ୍ରଦେଶରେ ମତଦାନ ଅନୁଷ୍ଠିତ ହେବ ଏବଂ ଡିସେମ୍ବର ୮ ରେ ଫଳାଫଳ…

ବିଏମଡବ୍ଲୁ-କଣ୍ଟେନର ଧକ୍କା, ଦୁର୍ଘଟଣାରେ ୪ ମୃତ

ଲକ୍ଷ୍ନୌ: କଣ୍ଟେନର ଓ ବିଏମଡବ୍ଲୁ କାର ମଧ୍ୟରେ ଧକ୍କା। ୪ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ। ଉତ୍ତର ପ୍ରଦେଶ ସୁଲତାନପୁର ସ୍ଥିତ ପୂର୍ବାଞ୍ଚଳ ଏକ୍ସପ୍ରେସଓ୍ୱେରେ ଏହି ଦୁର୍ଘଟଣା ଘଟିଛି। ମୃତକ ମାନେ କାର ଭିତରେ ଥିଲେ। କାରଟି କଣ୍ଟେନରର ବାମ ପାର୍ଶ୍ୱ ଦେଇ ଯାଉଥିଲା। ଏହି ସମୟରେ ରାସ୍ତା…

ଫିଲ୍ମ ‘କାନ୍ତାରା’ ଟିମ ସହ ଭେଟି ସଫଳତାର ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: କନ୍ନଡ ବକ୍ସ ଅଫିସରେ ସଫଳତା ହାସଲ କରିବା ପରେ ଫିଲ୍ମ 'କାନ୍ତାରା' ପାନ ଇଣ୍ଡିଆରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରକୁ ଦେଶର ବିଭିନ୍ନ ସ୍ଥାନରୁ ପ୍ରେମ ମିଳୁଛି। ଚଳଚ୍ଚିତ୍ରଟି କନ୍ନଡ ସଂସ୍କରଣରେ ରିଲିଜ୍ ହେବାର ପ୍ରଥମ ଦିନରୁ ଦର୍ଶକଙ୍କ ମଧ୍ୟରେ ଅଧିକ ଉତ୍ସହିତ ସୃଷ୍ଟି…

ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଭୋଟ୍, ଡିସେମ୍ବର ୮ରେ ଗଣତି

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ନୂଆ ସରକାର ଲାଗି ନଭେମ୍ବର ୧୨ ତାରିଖରେ ଭୋଟ୍ ଗ୍ରହଣ ହେବ । ଗୋଟିଏ ପର୍ଯ୍ୟାୟରେ ହିମାଚଳ ପ୍ରଦେଶରେ ମତଦାନ ହେବ । ଡିସେମ୍ବର ୮ ତାରିଖରେ ଭୋଟ୍ ଗଣତି କରାଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ହିମାଚଳ ବିଧାନସଭା…