Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ଗୁଜରାଟ ଓ ହିମାଚଳପ୍ରଦେଶ ନିର୍ବାଚନ ଫଳ

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇବ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ଫଳ । ଗୁଜରାଟର ୧୮୨, ହିମାଚଳପ୍ରଦେଶର ୬୮ ଆସନ ଲାଗି ଆଜି ଭୋଟ୍ ଗଣତି । ଉଭୟ ରାଜ୍ୟରେ ବିଜେପି କ୍ଷମତା ବଜାୟ ରଖିବା ନେଇ ଆଶାବାଦୀ ଅଛି । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି ଆରମ୍ଭ ହେବ । ନଭେମ୍ୱର ୧୨ରେ…

ଜେଲେନସ୍କି ହେଲେ ଟାଇମ ପର୍ସନ ଅଫ ଦି ଇୟର

ଲଣ୍ଡନ: ବିଶ୍ୱ ପ୍ରସିଦ୍ଧ ମାଗାଜିନ ଟାଇମ ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମେୟର ଜେଲେନସ୍କିଙ୍କୁ ପର୍ସନ ଅଫ ଦି ଇୟର ୨୦୨୨ ଘୋଷଣା କରିଛି । ଏପରିକି କଭର ପେଜରେ ମଧ୍ୟ ତାଙ୍କୁ ସ୍ଥାନ ଦିଆଯାଇଛି । ରୁଷ ଆକ୍ରମଣ ପରେ ଦେଶକୁ ସେ ଜଣେ ନେତା ଓ ଯୋଦ୍ଧା ଭାବେ ସଂଘର୍ଷ ଜାରୀ ରଖିଛନ୍ତି । ଯାହାକୁ ସାରା…

ଝାଡୁ ମାଡରେ ଝଡ଼ିଗଲା ପଦ୍ମ ପାଖୁଡା

ନୂଆଦିଲ୍ଲୀ:ଝାଡୁ ମାଡରେ ଝଡ଼ି ପଡ଼ିଲା ପଦ୍ମ ପାଖୁଡା । କମାଲ ଦେଖାଇଲେ କେଜ୍ରିୱାଲ । ବିଜେପି ହାତରୁ ଛଡ଼ାଇ ନେଲେ ମ୍ୟାଜିକ ନମ୍ବର । ପଦ୍ମ ଗଡରେ ବିଜେପିକୁ ମାତ ଦେଲା ଆପ । ବିଜେପି ହାତରୁ ୧୫ ବର୍ଷର କ୍ଷମତା ଖସିଯିବା ପରେ ଏବେ ଚିନ୍ତାରେ ନେତା । ଦୁଇ ଦିନ ତଳେ ୨୦୨୪ ନିର୍ବାଚନ ପାଇଁ…

ଧରାପୃଷ୍ଠରୁ ଲୋପ ପାଇଯିବେ କି ପୁରୁଷ !

ନୂଆଦିଲ୍ଲୀ: ପ୍ରୋସିଡିଙ୍ଗସ ଅଫ ଦି ନ୍ୟାଶନାଲ ଏକାଡେମୀ ଅଫ ସାଇନ୍ସର ଏକ ରିପୋର୍ଟ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହି ରିପୋର୍ଟ ଅନୁସାରେ ପୃଥିବୀରୁ ମନୁଷ୍ୟ ଏବଂ ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ପୁରୁଷ ୱାଇ କ୍ରୋମୋଜୋମ ସଂଖ୍ୟା ଦ୍ରୁତ ବେଗରେ ହ୍ରାସ ପାଉଛି । ଯଦି ଏହି ଧାରା…

ଯୁବତୀ ଜଣଙ୍କୁ ବାଃ ବାଃ ! ଏ ସିଂହ ନା ପୋଷା କୁକୁର !

ନୂଆଦିଲ୍ଲୀ : ଅନେକ ସମୟରେ ସୋଶିଆଲ ମିଡିଆରେ ବନ୍ୟ ଜନ୍ତୁଙ୍କ ସହ ଜଡ଼ିତ ଭିଡିଓ ଦେଖିବାକୁ ମିଳିଥାଏ । କେତେବେଳେ ଏହି ଭିଡିଓ ଦେଖି ମଜା ଲାଗିଥାଏ ତ କେତେବେଳେ ଭୟ ବି ଲାଗିଥାଏ  । ସେହିଭଳି ଏକ ଭିଡିଓ ଆମ ନଜରକୁ ଆସିଛି  । ଯାହାକୁ ଦେଖି ଆପଣ ଚକିତ ହୋଇଯିବେ  । ନିକଟରେ ଏକ ସୋଶିଆଲ…

କଣ୍ଟେନର ପଛରୁ ପିଟିଲା କାର୍‌, ୬ ଜଣଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ତାମିଲନାଡ଼ୁର ଚେଙ୍ଗଲପେଟ ଜିଲ୍ଲାରେ ବଡ଼ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି  । ତିରୁବନ୍ନା ମଲାଇରୁ ଚେନ୍ନାଇ ଫେରୁଥିବା ବାଟରେ ହୋଇଥିଲା ଅଘଟଣ  । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି  । ତେବେ ଏହି ସମସ୍ତ…

ଦିଲ୍ଲୀ ଏମସିଡି ନିର୍ବାଚନ ପୋଛିନେଲା ଆପ୍, ୧୫ ବର୍ଷର ବିଜେପି ଶାସନର ଅବସାନ

ନୂଆଦିଲ୍ଲୀ: ଭାଙ୍ଗିଲା ବିଜେପି ଗଡ଼ । ଆସିଲା ଆପ୍ ରାଜୁତି । ଦିଲ୍ଲୀ ନଗରନିଗମ ସିଂହାସନରୁ ୧୫ବର୍ଷର ଶାସକ ବିଜେପିକୁ ହଟାଇପାରିଛି ଆମ ଆଦମୀ ପାର୍ଟି । ଜିତିବା ପାଇଁ ୧୨୬ ମ୍ୟାଜିକ ନମ୍ୱର ଥିବାବେଳେ ପ୍ରାପ୍ତ ସୂଚନା ଅନୁସାରେ ୨୫୦ଟି ଓ୍ୱାର୍ଡରୁ ଆପ୍ ୧୩୦ ସିଟ୍ ଜିତିଥିବା ବେଳେ ବିଜେପି…

ସୁପ୍ରିମ କୋର୍ଟରେ ନୋଟବନ୍ଦୀ ମାମଲାର ଶୁଣାଣି ଶେଷ

ନୂଆଦିଲ୍ଲୀ: ନୋଟବନ୍ଦୀକୁ ଚାଲେଞ୍ଜ କରି ସୁପ୍ରିମ କୋର୍ଟରେ ହୋଇଥିବା ମାମଲାର ଶୁଣାଣି ହୋଇଛି । ୬ ବର୍ଷ ତଳେ ଅର୍ଥାତ ୨୦୧୬ରେ ହୋଇଥିବା ଏହି ନୋଟବନ୍ଦୀ ମାମଲାର ଶୁଣାଣି ସୁପ୍ରିମେକାର୍ଟର ସାମ୍ବିଧାନିକ ପୀଠରେ ହୋଇଯାଇଛି । ଜଷ୍ଟିସ ଏସଏସ ନଜୀରଙ୍କ ସାମ୍ବିଧାନିକ ପୀଠାରେ ସମସ୍ତ ପକ୍ଷ…

ପକ୍ଷାଘାତ ପୀଡ଼ିତା କନିଆଙ୍କୁ ଟେକି ଟେକି ସାତଘେରା ନେଲେ ବର

ନୂଆଦିଲ୍ଲୀ : ପକ୍ଷାଘାତରେ ପୀଡ଼ିତ କନିଆ, ବର ସାଜିଛି ସାହାରା । କଥା ଦେଇ କଥା ରଖିଛନ୍ତି ମହାବୀର । ଆଉ ରୀନାବାଳାଙ୍କ ମଥାରେ ସିନ୍ଦୂର ଦେଇ ସାତ ଜନମର ସାଥୀ କରିଛନ୍ତି । ବର ମହାବୀର ସିଂହ ଓ କନ୍ୟା ରୀନାବାଳାଙ୍କ ପାଖରେ ହାର ମାନିଛି ଅକ୍ଷମତା । ଦୁହିଁଙ୍କ ବିବାହ ବର୍ତ୍ତମାନ ସମାଜକୁ…

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ଫିଲିପାଇନ୍ସରେ ଓହ୍ଲାଇଲା ଜାପାନ ଯୁଦ୍ଧ ବିମାନ

ଟୋକିଓ:ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଜାପାନ ଶକ୍ତି ପ୍ରଦର୍ଶନ କରିଛି । ବୁଧବାର ଫିଲିପାଇନ୍ସରେ ଜାପାନର ଯୁଦ୍ଧ ବିମାନ ଓହ୍ଲାଇଛନ୍ତି । ଚୀନ ଓ ରୁଷର ବମ୍ବର୍ସର ଅଭ୍ୟାସ ପରେ ଜାପାନ ଏହି ପଦକ୍ଷେପ ଗ୍ରହଣ କରିଛି । ଜାପାନ ବାୟୁସେନା ଓ ଫିଲିପାଇନ୍ସ ବାୟୁସେନା ପରସ୍ପରକୁ ସହଯୋଗ…