Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବ୍ରିଟିଶ ନାଗରିକଙ୍କ ପାଇଁ ଇ-ଭିସା ବ୍ୟବସ୍ଥା

ନୂଆଦିଲ୍ଲୀ: ବ୍ରିଟିଶ ନାଗରିକଙ୍କ ପାଇଁ ଆସିଲା ପୁଣି ଇ-ଭିସା ବ୍ୟବସ୍ଥା  । ଏଣିକି ଆବେଦନ କରିପାରିବେ ବ୍ରିଟେନ ନାଗରିକ । ଏହି ଇ-ଭିସା ବ୍ୟବସ୍ଥା ଆରମ୍ଭ କରିବେ କେନ୍ଦ୍ର ସରକାର । ଖ୍ରୀଷ୍ଟମାସକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛନ୍ତି ସରକାର । କରୋନା ହେବା ପରଠୁ ଇ-ଭିସା ବ୍ୟବସ୍ଥା…

ସମସ୍ତଙ୍କ ଭଲପାଇବା ପାଇ ମୁଁ ସୁସ୍ଥ ଅଛି : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ

ନୂଆଦିଲ୍ଲୀ : ଝିଅ ପାଇଁ ମିଳିଛି ନୂଆ ଜୀବନ । ବାପାଙ୍କୁ କୀଡନି ଦାନ କରି ପତୃଋଣ ସୁଝିବାର ଛୋଟ ପ୍ରୟାସ କରିଛନ୍ତି ଝିଅ ରୋହିଣୀ ! ଅସ୍ତ୍ରୋପଚାର ସଫଳ ପରେ ଝିଅ ରୋହିଣୀଙ୍କୁ ପାଖରେ ଦେଖି ଭାବ ପ୍ରବଣ ହୋଇପଡ଼ିଛନ୍ତି ଲାଲୁ ଯାଦବ । ତାଙ୍କ ମୁହଁରୁ ଯେମିତି ଝରି ପଡୁଛି କୃତଜ୍ଞତା ମିଶା…

ବିମାନବନ୍ଦରରେ ଓହ୍ଲାଇଲା ବିଶ୍ୱର ସବୁଠାରୁ ବଡ କାର୍ଗୋ ବିମାନ ‘ବେଲୁଗା’

ହାଇଦ୍ରାବାଦ:ବିମାନବନ୍ଦରରେ ଓହ୍ଲାଇଲା ବିଶ୍ୱର ସବୁଠାରୁ ବଡ କାର୍ଗୋ ବିମାନ  ବେଲୁଗା । ମଙ୍ଗଳାବର ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅର୍ନ୍ତଜାତୀୟ ବିମାନବନ୍ଦରରେ ଓହ୍ଲାଇଛି ଏହି  କାର୍ଗୋ ବିମାନ । ଏୟାରବସ୍ ବେଲୁଗା ଏଭଳି ଏକ କାର୍ଗୋ ବିମାନ ଯାହା ଦେଖିବାକୁ ଏକ ବଡ ହ୍ୱିଲ ମାଛ ପରି  ।…

ବାବରୀ ମସଜିଦ ଧ୍ୱଂସକୁ ୩୦ବର୍ଷ, ଅଯୋଧ୍ୟାରେ ହାଇଆଲର୍ଟ

ନୂଆଦିଲ୍ଲୀ : ବାବରୀ ମସଜିଦ ଧ୍ୱଂସକୁ ୩୦ବର୍ଷ  । ୧୯୯୨ରେ ବାବରୀ ମସଜିଦ ଭାଙ୍ଗିଥିଲେ କାର ସେବକ ।  ୫ଘଣ୍ଟାରେ ଧ୍ୱଂସଲୀଳା ରଚିଥିଲେ ଦେଢ ଲକ୍ଷ କର୍ ସେବକ । ଅଯୋଧ୍ୟାରେ ହାଇଆଲର୍ଟ ଓ ସ୍କୁଲ, କଲେଜ ଛୁଟି ଘୋଷଣା ହୋଇଛି । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା…

ଆମ୍ୱେଦକରଙ୍କ ୬୭ତମ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆଜି ଡ.ବି.ଆର୍ ଆମ୍ବେଦକରଙ୍କ ୬୭ତମ ପୁଣ୍ୟତିଥି ।ସଂସଦରେ ତାଙ୍କ ଫଟୋଟିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେହିପରି ଉପରାଷ୍ଟ୍ରପତି ଜଗଦିପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।…

ହାଇଦ୍ରାବାଦର ବେଗୁମପେଟରେ ଖୋଲିଲା ଭାରତର ପ୍ରଥମ ସୁନା ଏଟିଏମ୍

ହାଇଦ୍ରାବାଦ: ହାଇଦ୍ରାବାଦର ବେଗୁମପେଟରେ ଭାରତର ପ୍ରଥମ ସୁନା ଏଟିଏମ୍ ଉଦଘାଟିତ ହୋଇଛି । ଗୋଲ୍ଡସିକ୍କା ନାମକ କମ୍ପାନୀ ଆରମ୍ଭ କରିଛି ଏହି ବ୍ୟବସ୍ଥା । ଡେବିଟ୍-କ୍ରେଡିଟ କାର୍ଡ, ପ୍ରିପେଡ୍-ପୋଷ୍ଟ ପେଡ୍ ସ୍ମାର୍ଟକାର୍ଡରେ ଏଥର ସୁନା ଏଟିଏମରୁ ଲୋକେ ସୁନା କିଣିପାରିବେ ।  ୨୪ଘଣ୍ଟା ଖୋଲା…

ପୋଷା କୁକୁରକୁ ଧରି ବାଇକ ଚଢି ଆସିଲେ ବର, ଭିଡିଓ ଭାଇରାଲ

ବାହାଘରକୁ ସ୍ମରଣୀୟ କରିବା ପାଇଁ ସମସ୍ତେ ଚାହାନ୍ତି । କେଉଁଠି ବର ହେଲିକପ୍ଟରରେ ଆସନ୍ତି ତ କେଉଁଠି ଘୋଡାରେ ଚଢି । କାହା ବାହାଘର କେତେ ଆଡମ୍ବରରେ ହେଉଛି ସେଥିପାଇଁ ମଧ୍ୟ ହୁଏ ପ୍ରତିଯୋଗିତା । ପାଣି ପରେ ବହିଯାଏ ଅର୍ଥ । ହେଲେ ଏ ବାହାଘରରେ ଆଡମ୍ବର ନାହିଁ କିନ୍ତୁ ସ୍ମରଣୀୟ । ବର ସହ…

ଋଷୀୟ ଯୁବତୀଙ୍କୁ ଘାରିଲା ପୁଷ୍ପା କ୍ରେଜ୍‌, ମସ୍କୋ ରାସ୍ତାରେ ଧୂଳି ଉଡ଼ାଇଲେ ବିଦେଶିନୀ

ନୂଆଦିଲ୍ଲୀ : ଏବେବି ଥମିନି ପୁଷ୍ପାର ଫିଭର୍‌  ।  ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଥିଲା ପୁଷ୍ପା ଫିଲ୍ମର ଡାଇଲଗ୍‌ ‘ପୁଷ୍ପା ଝୁକେଗା ନେହିଁ ’। ଫିଲ୍ମରେ ନାୟକ ଅଲ୍ଳୁ ଅର୍ଜୁନ ରଖିଥିବା ହେୟାର ଷ୍ଟାଇଲ ଏବଂ ତାଙ୍କର ଚାଲିବାର ଶୈଳୀକୁ ସମସ୍ତେ ଅନୁକରଣ କରୁଥିଲେ । କଥା କଥାରେ…

ଯାଆଁଳା ଭଉଣୀକୁ ବିବାହ କରିବା ଆଇଟି ଇଞ୍ଜିନିୟରଙ୍କୁ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ : ଯୁବକଙ୍କୁ ମହଙ୍ଗା ପଡ଼ିଲା ଯାଆଁଳା ଭଉଣୀକୁ ବାହାହେବା । ମହାରାଷ୍ଟ୍ର ସୋଲାପୁରରେ ହୋଇଥିବା ବିବାହ ବେଳର ଭିଡିଓ ଭାଇରାଲ ଘଟଣା । ଦୁଇ ଯାଆଁଳା ଭଉଣୀ ଜଣେ ଯୁବକଙ୍କୁ ଜୀବନସାଥୀ ଭାବେ ବାଛି ବିବାହ କରିଥିବା ଦେଖିବାକୁ ମିଳିଥିଲା। ତେବେ ଏହି ବିବାହକୁ ନେଇ ଉଭୟ ବର ଓ କନ୍ୟା…

ଚୀନର ନୂଆ ପ୍ଲାନ: ଆମେରିକାକୁ ଜବାବ ଦେବାକୁ ଜିନପିଙ୍ଗଙ୍କ ସାଉଦୀ ଆରବ ଗସ୍ତ

ନୂଆଦିଲ୍ଲୀ: କିଏ ହେବ ଶକ୍ତିଶାଳୀ ? କାହାର କ୍ଷମତା ହେବ ସବୁଠାରୁ ଅଧିକ ? ଦୁଇ ପ୍ରଭାବଶାଳୀ ଦେଶ ଆମେରିକା-ଚୀନ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଏହି କାରଣକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା  ବି ବଢିଚାଲିଛି । ତାଇବାନକୁ ନେଇ ହେଉ ବା ଅନ୍ୟ ଯେ କୌଣସି ପ୍ରସଙ୍ଗକୁ ନେଇ ହେଉ, ଦୁଇ ଦେଶ…