Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅନୁପ୍ରବେଶ ପାଇଁ ଡ୍ରୋନ ସହାୟତା ନେଉଛନ୍ତି ଆତଙ୍କବାଦୀ

କାଶ୍ମୀର: ପାକିସ୍ତାନ ଆତଙ୍କବାଦୀମାନେ କାଶ୍ମୀରରେ ହିଂସା ସୃଷ୍ଟି ପାଇଁ ରଣନୀତି ବଦଳାଇବାରେ ଲାଗିଛନ୍ତି । କାଶ୍ମୀରରୁ ଧାରା 370 ହଟିବା ପରେ ଆତଙ୍କବାଦୀଙ୍କ ପାଇଁ କାଶ୍ମୀର ଆଉ ସୁରକ୍ଷିତ ସ୍ଥାନ ହୋଇନାହିଁ । ତେଣୁ ସେମାନେ କାଶ୍ମୀର ଭିତରକୁ ଅନୁପ୍ରବେଶ ପାଇଁ ଡ୍ରୋନର ସହାୟତା ନେଉଛନ୍ତି…

କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ? ଖଡ଼ଗେ କହିଲେ ‘‘ବକରିଦ୍ ମେ ବଚେଙ୍ଗେ ତୋ ମହରମ ମେ ନାଚେଙ୍ଗେ’’

ଭୋପାଳ: ଆଉ ୫ ଦିନ ରହିଲା କଂଗ୍ରେସର ସଭାପତି ନିର୍ବାଚନ । ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ କଂଗ୍ରେସର ବହୁ ପ୍ରତୀକ୍ଷିତ ସଭାପତି ପାଇଁ ନିର୍ବାଚନ । ନିର୍ବାଚନରେ ଯିଏ ବିଜୟୀ ହେବ ତାଙ୍କ ନିଷ୍ପତ୍ତି ଅନୁସାରେ ସାରା ଦେଶରେ କଂଗ୍ରେସ ଦଳ ଚାଲିବ । ତେବେ ନୂଆ ସଭାପତି ଆଗାମୀ ନିର୍ବାଚନରେ…

କେରଳରେ ତାନ୍ତ୍ରୀକ ମହମ୍ମଦ ସାଫି ଦେଇଥିଲା ନର ବଳି : ଧନ ପ୍ରାପ୍ତି ପାଇଁ ମଣିଷ ମାଂସ ଖାଇଥିଲେ ମଣିଷ !

କୋଚି : ସମୟ ଯେତେ ବଦଳିଲେ ବି ମଣିଷ କିନ୍ତୁ ବଦଳି ପାରୁନାହିଁ । ପୁଣି ଗୁଣିଗାରେଡ଼ି, ନରବଳି ସମାଜରେ ଲୋକଙ୍କୁ ଜାବୁଡ଼ି ଧରୁଛି । କେରଳରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଯାହାକୁ ନେଇ ସାରା ଭାରତରେ ଚର୍ଚା ଚାଲିଛି । ନର ବଳି  ମାମଲାକୁ ନେଇ ପୁଲିସ୍‌ ଯାହା କହିଛି ତାହା ଯଦି ସତ୍ୟ…

ସୌରଭ ଗାଙ୍ଗୁଲିଙ୍କୁ ନେଇ ବିଜେପି-ଟିଏମସି ମୁହାଁମୁହିଁ

କୋଲକାତା: ବିସିସିଆଇ ସଭାପତି ନିର୍ବାଚନକୁ ନେଇ ତେଜିଛି ରାଜନୀତି। ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି ବିରୋଧୀ ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି। ଟିଏମସି କହିଛି ଯେ ବିଜେପି ସୌରଭ ଗାଙ୍ଗୁଲିଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛି। ଗେରୁଆ ଦଳ ପୂର୍ବତନ ଅଧିନାୟକ ସୌରଭ…

ରେଳବାଇ କର୍ମଚାରୀଙ୍କ ପାଇଁ ଘୋଷଣା ହେଲା ଦୀପାବଳୀ ବୋନସ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରେଳବାଇ କର୍ମଚାରୀଙ୍କ ପାଇଁ ଆଜି ବୋନସ ଘୋଷଣା କରିଛନ୍ତି । ଦୀପାବଳୀକୁ ଆଖି ଆଗରେ ରଖାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ରେଳ କର୍ମଚାରୀଙ୍କ ବୋନସ ଉପରେ ମୋହର ମାରିଥିଲେ । ଏବେ ସେମାନଙ୍କୁ ୭୮ ଦିନର ବୋନସ…

ଗୋଆ ଉପକୂଳରେ ଖସି ପଡ଼ିଲା ଯୁଦ୍ଧ ବିମାନ MiG 29K

ପାଣାଜୀ: ଗୋଆ ଉପକୂଳରେ ଯୁଦ୍ଧ ବିମାନ MiG 29K ଖସି ପଡ଼ିଛି । ବୁଧବାର ସମୁଦ୍ରକୁ ଖସି ପଡ଼ିଛି ଏହି ଯୁଦ୍ଧ ବିମାନଟି । ତେବେ ବିମାନର ପାଇଲଟ୍ ସୁରକ୍ଷିତ ଉଦ୍ଧାର ହୋଇଥିବା ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି । https://twitter.com/ANI/status/1580075819229028353 ନିୟମିତ…

ପାକିସ୍ତାନକୁ ମ୍ୟାଲେରିଆ ଭୟ, ଭାରତଠୁ ୬୦ ଲକ୍ଷ ମଶାରି କିଣିବ ପାକ୍

ଇସଲାମାବାଦ: ବନ୍ୟା ପରେ ପାକିସ୍ତାନକୁ ଘାରିଛି ମ୍ୟାଲେରିଆ ଭୟ। ଦିନକୁ ଦିନ ଏହି ଦେଶରେ ବ୍ୟାପୁଛି ମ୍ୟାଲେରିଆ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନ ସମସ୍ତ ପ୍ରକାର ଚେଷ୍ଟା ଚଳାଇଛି। ବନ୍ୟା ପରେ ପାକିସ୍ତାନରେ ମ୍ୟାଲେରିଆ ବ୍ୟାପିବା ଯୋଗୁଁ ସ୍ୱାସ୍ଥ୍ୟ ସଙ୍କଟ ଦେଖାଯାଇଛି। ଏହାକୁ…

ଅକ୍ଟୋବର ୧୮ରୁ ୨୫ ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା !

ଓଡ଼ିଶା ସମ୍ବାଦ ବ୍ଯୁରୋ: ଅକ୍ଟୋବର ୧୮ରୁ ୨୫ ମଧ୍ୟରେ ବଙ୍ଗୋପସାଗରରେ ଏକ ସୁପରସାଇକ୍ଲୋନ ବା ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଦ ଓ୍ୱେଦର ଫୋରକାଷ୍ଟ ମଡେଲ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ (ଜିଏଫଏସ) ଏପରି କିଛି ଇସାରା ଦେଇଛି। ଏହି ସମ୍ଭାବ୍ୟ ବାତ୍ୟା ବାଂଲାଦେଶର ସୁନ୍ଦରବଣ…

ମହାକାଳ ଲୋକ କରିଡର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଉ‌ଜ୍ଜୈନ: ଶ୍ରୀ ମହାକାଳ ଲୋକ କରିଡରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉପସ୍ଥିତ ଥିବା ଦେଖାଯାଇଥିଲା।…

ଇସ୍ରାଏଲ-ଲେବାନନ ମଧ୍ୟରେ ଐତିହାସିକ ଚୁକ୍ତି

ୟେରୁଜେଲମ: ଇସ୍ରାଏଲ ଓ ଲେବାନନ ମଧ୍ୟରେ ଆଜି ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ମାଧ୍ୟମରେ ଉଭୟ ଦେଶ ଦୀର୍ଘ ଦିନର ସମୁଦ୍ର ସୀମା ବିବାଦର ଅନ୍ତ ଘଟାଇଛନ୍ତି । ଏହି ଦୁଇ ଶତ୍ରୁ ଦେଶ ମଧ୍ୟରେ ହୋଇଥିବା ବୁଝାମଣାରେ ଏବେବି କେତେକ ପଂଏଟ ନେଇ ବୁଝାମଣା ଶେଷ ସୀମାରେ ପଂହଚି…