Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇସ୍ରାଏଲ-ଲେବାନନ ମଧ୍ୟରେ ଐତିହାସିକ ଚୁକ୍ତି

ୟେରୁଜେଲମ: ଇସ୍ରାଏଲ ଓ ଲେବାନନ ମଧ୍ୟରେ ଆଜି ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ମାଧ୍ୟମରେ ଉଭୟ ଦେଶ ଦୀର୍ଘ ଦିନର ସମୁଦ୍ର ସୀମା ବିବାଦର ଅନ୍ତ ଘଟାଇଛନ୍ତି । ଏହି ଦୁଇ ଶତ୍ରୁ ଦେଶ ମଧ୍ୟରେ ହୋଇଥିବା ବୁଝାମଣାରେ ଏବେବି କେତେକ ପଂଏଟ ନେଇ ବୁଝାମଣା ଶେଷ ସୀମାରେ ପଂହଚି…

ସିନ୍ଦେ ଗୋଷ୍ଠୀଙ୍କୁ ମିଳିଲା ଦୁଇଟି ଖଣ୍ଡା ସହ ଢ଼ାଲ ଚିହ୍ନ

ମୁମ୍ବାଇ: ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ମଙ୍ଗଳବାର ନିର୍ବାଚନ ଆୟୋଗ ପକ୍ଷରୁ ନିର୍ବାଚନୀ ଚିହ୍ନ ଭାବେ ଦୁଇଟି ଖଣ୍ଡା ସହ ଢ଼ାଲ ପ୍ରଦାନ କରାଯାଇଛି । ପୂର୍ବରୁ ଦଳର ନାମ ବାଲାସାହେବଚି ଶିବସେନା ରଖାଯାଇ ସାରିଛି । ଅନ୍ଧେରୀ ଉପ ନିର୍ବାଚନରେ ଲଢ଼ିବା ପାଇଁ ଶିନ୍ଦେ ଏବଂ ଉଦ୍ଧବ…

ଆସନ୍ତୁ ଜାଣିବା କେତେ ଉପକାରୀ ଓଟର ଲୁହ

ନୂଆଦିଲ୍ଲୀ: ମରୂଭୂମିରେ ଜାହଜ କୁହାଯାଉଥବା ଓଟ ଆମ ପାଇଁ କେତେ ଉପକାରୀ ତାହା ଆପଣମାନେ ଜାଣିବା ଉଚିତ । ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଉଥିବା ଏହି ପଶୁ ଏବେ ଆମ ପାଇଁ ମୂଲ୍ୟବାନ ସାଜିଛି । ଓଟର କ୍ଷୀର କେତେ ଉପକାରୀ ଓ ମୂଲ୍ୟବାନ ତାହା ଆପଣମାନେ ଜାଣନ୍ତି କି ? ଆମେରିକା, ୟୁରୋପ ଏବଂ…

ଦେଶରେ ପ୍ରଥମ: ବାପା ବସିଥିବା ପ୍ରଧାନ ବିଚାରପତି ଆସନରେ ବସିବେ ପୁୁଅ

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ଚନ୍ଦ୍ରଚୂଡ ହେବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଉଦୟ ଉମେଶ ଲଲିତ ଜଷ୍ଟିସ୍ ଧନଞ୍ଜୟ ଓ୍ୱାଇ ଚନ୍ଦ୍ରଚୂଡଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ…

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା, ମମତାଙ୍କ ଦଳର ଆଉ ଜଣେ ବିଧାୟକ ଗିରଫ

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଆଉ ଜଣେ ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ। ଇଡି ଏହି ବିଧାୟକଙ୍କୁ ଗିରଫ କରିଛି। ଏହାପୂର୍ବରୁ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଗିରଫ ହୋଇ ଜେଲରେ ରହିଛନ୍ତି। ମାଣିକ…

୮୦ ବର୍ଷରେ ପାଦ ଥାପିଲେ ବିଗ୍‌ ବି ଅମିତାଭ ବଚ୍ଚନ

ମୁମ୍ବାଇ: ଆଜି ହେଉଛି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନ  । ୮୦ ବର୍ଷରେ ପାଦ  ଦେଇଛନ୍ତି ବିଗ୍‌ ବି ଅମିତାଭ  । ଗୋଟିଏ ନାଁ  କିନ୍ତୁ ସାଉଁଟିଛନ୍ତି ଅନେକ ଚରିତ୍ର ଓ ଅନେକ ପରିଚୟ । ୧୯୪୨ ମସିହା ଅକ୍ଟୋବର ମାସ ଆଜିର ଦିନରେ ଉତ୍ତର ପ୍ରଦେଶର ଆଲ୍ଲାହାବାଦରେ ଜନ୍ମଗ୍ରହଣ କରିଥିଲେ ଅମିତାଭ…

ପାକିସ୍ତାନରେ ଆତଙ୍କବାଦୀଙ୍କ ରାସ୍ତା ଅବରୋଧ, ଜେଲରେ ଥିବା ସାଥୀଙ୍କୁ ମୁକ୍ତ କରିବାକୁ ଦାବି

ଇସଲାମାବାଦ: ଏବେ ବି ଆତଙ୍କବାଦୀଙ୍କ କବଜାରେ ଅଛନ୍ତି ପାକିସ୍ତାନ ମନ୍ତ୍ରୀ ଓ ପର୍ଯ୍ୟଟକ। ଆତଙ୍କବାଦୀମାନେ ରାସ୍ତାରୁ ମନ୍ତ୍ରୀ ଓ ପର୍ଯ୍ୟଟକଙ୍କୁ ଉଠାଇ ନେବା ସହ ଜେଲରେ ବନ୍ଦି ଥିବା ସାଥୀ ଆତଙ୍କବାଦୀଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ସେପଟେ ମନ୍ତ୍ରୀ ଏବଂ ପର୍ଯ୍ୟଟକଙ୍କୁ ଛଡେଇ…

ରାତି ପାହିଲେ U17 ମହିଳା ଫିଫା ବିଶ୍ବକପ: ଭାରତ-ୟୁଏସ ମଧ୍ୟରେ ହେବ ମୁକାବିଲା

ଭୁବନେଶ୍ବର: ରାତି ପାହିଲେ ଆରମ୍ଭ ହେବ ଅଣ୍ଡର -୧୭ ମହିଳା ଫିଫା ବିଶ୍ବକପ । ଖେଳ ଆରମ୍ଭ ହେବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ଫିଫା ବିଶ୍ବକପ ଭଳି ଏକ ଓ୍ବାଲ୍ଡ କ୍ଲାସ ଇଭେଣ୍ଟ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ଫୁଟବଲ ପ୍ରେମୀମାନେ ରାଜଧାନୀରେ…

ଶିବସେନାର ଦୁଇ ଗୋଷ୍ଠୀଙ୍କୁ ମିଳିଲା ଦୁଇ ନୂଆ ଦଳର ନାମ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଶିବସେନାର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଦୁଇ ଗୋଷ୍ଠୀଙ୍କୁ  ନୂଆ ନାମ ମିଳିଛି । କିଛି ଦିନ ଧରି ଉଦ୍ଧବଙ୍କ ଗୋଷ୍ଠୀ ଏବଂ ଏକନାଥଙ୍କ ଗୋଷ୍ଠୀଙ୍କ ମଧ୍ୟରେ ଦଳର ନାମ ଓ ଚିହ୍ନକୁ ନେଇ ବିବାଦ ଲାଗି ରହିଥିଲା । ଏହି ମାମଲା…

ଅର୍ଥନୀତି ପାଇଁ ୩ଜଣ ପାଇବେ ନୋବେଲ ପୁରସ୍କାର

ନୂଆଦିଲ୍ଲୀ : ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି  । ଚଳିତ ବର୍ଷ ମେଡିସିନ୍, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ଏବଂ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ତେବେ ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଥିବା ଆଜି ଅର୍ଥନୀତି ବିଜ୍ଞାନରେ…