Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗାଈକୁ ଜାତୀୟ ପଶୁ କରିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗାଈକୁ ଜାତୀୟ ପ୍ରାଣୀ ମାନ୍ୟତା ପ୍ରଦାନ ପାଇଁ କରାଯାଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଏପରିକି ଏ ନେଇ ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଚାରପତି ସଞ୍ଜୟ କିଶାଲ କୌଲ ଆବେଦନକାରୀ ଓକିଲଙ୍କ ପଚାରିଥିଲେ ଏହା କଣ…

ୟୁକ୍ରେନ୍ ଉପରେ ୭୫ଟି ମିସାଇଲ୍ ମାଡ଼ କଲା ଋଷ

କିଭ୍: ଋଷ ସହ କ୍ରିମିଆକୁ ଯୋଡ଼ୁଥିବା ବ୍ରିଜ୍ ବିସ୍ଫୋରଣ ପରେ ପୁଣି ରକ୍ତମୁଖା ହୋଇଛି ଋଷ । ଆଜି ୟୁକ୍ରେନର ବିଭିନ୍ନ ସହରରେ ଋଷ ପ୍ରାୟ ୭୫ଟି ମିସାଇଲ୍ ମାଡ଼ କରିଛି । କେବଳ କିଭରେ ୩ଟି ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ୟୁକ୍ରେନ୍ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଛପି…

ନାଁ ମୁଲାୟମ..କିନ୍ତୁ ରାଜନୀତିରେ ନେଉଥିଲେ କଠୋର ନିଷ୍ପତି

ନୂଆଦିଲ୍ଲୀ:ରାଜନୀତି ଆଖଡାରେ ପ୍ରତିଷ୍ଠିତ ପହିଲମାନ ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଯାଇଛି । ୨୫ ବର୍ଷର ରାଜନୈତି କ୍ୟାରିୟରରେ ମୁଲାୟମ ୫ଥର ଦଳ ବଦଳାଇବା ପରେ ଶେଷରେ ନିଜ ପାର୍ଟି ତିଆରି କରିଥିଲେ । ୧୯୬୭ରେ ସୋସଲିଷ୍ଟ ପାର୍ଟି ଟିକେଟରେ ଲଢ଼ି ପ୍ରଥମ ଥର ପାଇଁ ନିର୍ବାଚନ ଜିତିଥିଲେ । ଏହାର…

ରାଜନୀତିର ୫୫ ବର୍ଷ, ମୁଲାୟମ ଯେବେ ହୋଇଥାନ୍ତେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଦେଶର ହିନ୍ଦୀ ଭାଷାଭାଷୀ ଅଞ୍ଚଳର ରାଜନୀତିରେ ୫ ଦଶନ୍ଧିରୁ ଅଧିକ ସମୟ ଧରି ସକ୍ରିୟ ଥିଲେ ମୁଲାୟମ ସିଂ ଯାଦବ । ୫୫ ବର୍ଷର ଲମ୍ବା ରାଜନୈତିକ ଜୀବନ ଭିତରେ ମୁଲାୟମ ପ୍ରଧାନମନ୍ତ୍ରୀ ହେଉ ହେଉ ଅଟକି ଯାଇ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ । ୭ ଥର ସାଂସଦ ରହିଥିବା ମୁଲାୟମ ୮ ଥର…

୩ ଥରର ମୁଖ୍ୟମନ୍ତ୍ରୀ, ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମଙ୍କ ଦେହାନ୍ତ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି । ୮୨ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ମୁଲାୟମ । ଉଚ୍ଚ ରକ୍ତଚାପ ଓ ଶ୍ୱାସକ୍ରିୟାରେ ଅସୁବିଧା ଯୋଗୁଁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ…

ଖାକିରେ କଳଙ୍କ, ରାସ୍ତା କଡ଼ରେ ଶୋଇଥିବା ଯୁବକଙ୍କ ମୋବାଇଲ୍ ଚୋରି କଲା ପୋଲିସ

ଲକ୍ଷ୍ନୌ: ପୁଣି ଖାକିରେ କଳଙ୍କ । ପୋଲିସ ସାଜିଲା ଚୋର । ପୋଲିସ ଯଦି ସାଧାରଣ ଲୋକଙ୍କଠାରୁ ଚୋରି କରିବ ତେବେ ନ୍ୟାୟ କାହାଠୁ ଆଶା କରାଯିବ। ଏପରି ଏକ ଦୃଶ୍ୟ ଉତ୍ତରପ୍ରଦେଶର କାନପୁରରେ ଦେଖିବାକୁ ମିଳିଛି। କାନପୁର ମହାରାଜପୁର ଅଞ୍ଚଳରେ ଏକ ରାସ୍ତା କଡ଼ରେ ଶୋଇଥିବା ଜଣେ ଯୁବକଙ୍କ ମୋବାଇଲ…

ନାଇଜେରିଆରରେ ନୌକାବୁଡି ୭୬ ମୃତ

ଓଡିଶା ସମ୍ବାଦ ବ୍ୟୁରୋ: ନାଇଜେରିଆର ଅନମ୍ବ୍ରା ରାଜ୍ୟସ୍ଥିତ ଏକ ନଦୀରେ ନୌକା ଓଲଟି ୭୬ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ନାଇଜେରିଆର ରାଷ୍ଟ୍ରପତି ମହମ୍ମଦୁ ବୁହାରୀ ଏହା ସ୍ପଷ୍ଟ କରିଛନ୍ତି। କୁହାଯାଉଛି ଯେ ନୌକାରେ କ୍ଷମତାରୁ ଅଧିକ ଯାତ୍ରୀ ପରିବହନ ଲାଗି ଏପରି ଦୁର୍ଘଟଣା ଘଟିଛି।…

ବିବାହିତ ପୁରୁଷ ଜାଣି ସୁଦ୍ଧା ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: କେରଳ ହାଇକୋର୍ଟ

ଥିରୁବନ୍ତପୁରମ: କେରଳ ହାଇକୋର୍ଟ ବିବାହିତ ପୁରୁଷଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏକ ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଯଦି ଜଣେ ବିବାହିତ ପୁରୁଷଙ୍କ ସହ ଜଣେ ମହିଳାଙ୍କ ଶାରୀରିକ ସମ୍ପର୍କ ରହିଛି, ଏପରିକି ପୁରୁଷ ବିବାହିତ ବୋଲି ଜାଣି ସୁଦ୍ଧା ମହିଳା ଯଦି…

୨୦୧୯ରେ ବିଜେପି ହାରିଥିବା ଲୋକସଭା ଆସନରେ ପ୍ରଧାନମନ୍ତ୍ରୀ ମୋଦୀ କରିବେ ରାଲି

ନୂଆଦିଲ୍ଲୀ: ମିଶନ ୨୦୨୪ । ବିଜେପି ଆରମ୍ଭ କଲା ରଣନୀତି । ୨୦୧୯ ସାଧାରଣ ନିର୍ବାଚନରେ ଯେଉଁ ୧୪୪ ଲୋକସଭା ଆସନରେ ଦଳ ହାରିଥିଲା ସେହି ଆସନକୁ ମଜବୁତ କରିବାକୁ ଯୋଜନା କରିଛି ବିଜେପି । ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବା ପୂର୍ବରୁ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଗୃହମନ୍ତ୍ରୀ…

ଦୁଇ ମହିଳା ମଓବାଦୀଙ୍କ ସହ କଂଗ୍ରେସ ନେତା ଗିରଫ

ରାୟପୁର: ପୋଲିସ ଜଣେ କଂଗ୍ରେସ ନେତାଙ୍କ ସମେତ ଦୁଇ ମହିଳା ମାଓବାଦୀଙ୍କୁ ଗିରଫ କରିଛି । ଦୁଇ ମହିଳା ମାଓବାଦୀଙ୍କୁ ଚିକିତ୍ସା ପାଇଁ ତେଲେଙ୍ଗାନା ନେଇଯାଉଥିଲେ କଂଗ୍ରେସ ନେତା। ଗିରଫ କଂଗ୍ରେସ ନେତା ଛତିଶଗଡ ବିଜାପୁରର। ପୋଲିସ ସୂଚନା ପାଇଥିଲା ଯେ ବିଜାପୁର ଜିଲ୍ଲାର ଭୋପାଳପାଟନମ୍ ବ୍ଲକରେ…