Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇଣ୍ଟରପୋଲର ତଥ୍ୟକୁ ନେଇ ୧୯ ରାଜ୍ୟର ୫୬ଟି ସ୍ଥାନରେ CBI ଚଢ଼ାଉ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI ୧୯ଟି ରାଜ୍ୟର ୫୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଶିଶୁ ଯୌନ ଶୋଷଣ ବିରୋଧରେ ଏହି ଚଢ଼ାଉ ହୋଇଛି । ୧୯ ରାଜ୍ୟ ସହ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଛାନଭିନ୍ କରୁଛି ସିବିଆଇ ।…

ଏନଆରଆଇ ଆକାଉଣ୍ଟ ଜରିଆରେ ଦେଶରେ ପିଏଫଆଇ ଆକାଉଣ୍ଟକୁ ଆସୁଥିଲା ପାଣ୍ଠି:ଇଡି

ନୂଆଦିଲ୍ଲୀ: ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି  (ଏନଆଇଏ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆତଙ୍କବାଦ ପାଣ୍ଠି ସମ୍ବନ୍ଧରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ)ର ସାରା ଦେଶରେ ଥିବା ଅନେକ ଅଫିସରେ ରେଡ୍ କରିଛି । ଏଥିସହିତ ପିଏଫଆଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ମିଛ ଅଭିଯୋଗ ଆଣିବାକୁ ପାକିସ୍ତାନ ବାଛିଲା ଜାତିସଂଘ ମଞ୍ଚ, ଭାରତର କଡା ଜବାବ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭାରେ କଶ୍ମୀର ପ୍ରସଙ୍ଗ ଉଠାଇବା ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ବିରୋଧରେ ଅନେକ ବିବୃତ୍ତି ଦେଇଛନ୍ତି। ଏବେ ଭାରତ ମଧ୍ୟ ପାକିସ୍ତାନକୁ କଡା ଜବାବ ଦେଇଛି। ଜାତିସଂଘରେ ସମ୍ବୋଧିତ କରି ଭାରତର ରାଷ୍ଟ୍ରଦୂତ ମିଜିଟୋ ଭିନିଟୋ…

୬୦ଟି ବିମାନ ବନ୍ଦରରେ ସିଆଇଏସଏଫଙ୍କ ସ୍ଥାନରେ ମୁତୟନ ହେବେ ପିଏସଏ ସୁରକ୍ଷା କର୍ମୀ

ଚେନ୍ନାଇ: ଭାରତ ସରକାରଙ୍କ ନିଷ୍ପତ୍ତିକ୍ରମେ, ଦେଶର ୬୦ଟି ବିମାନ ବନ୍ଦରରେ ଅଣ-ମୁଖ୍ୟ କାର୍ଯ୍ୟ ସମ୍ପାଦନ ଲାଗି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ସ୍ଥାନରେ ମୋଟ୍‌ ୧୯୨୪ ଜଣ ଘରୋଇ ସୁରକ୍ଷା ଏଜେନ୍ସି (ପିଏସଏ) ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ । ଏହି ନିଷ୍ପତ୍ତି ଦ୍ବାରା…

କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଆଇନ କହି ଭାରତ ସହ ଶାନ୍ତି ସମ୍ପର୍କ ଚାହୁଁଛି କହିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପୁଣି ଥରେ ଜାତିସଂଘର ସାଧାରଣ ସଭାରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଅନ୍ତର୍ଜାତୀୟ ଫୋରମରେ ଧାରା ୩୭୦ ପ୍ରସଙ୍ଗ ଉଠାଇ ଭାରତ ସରକାରଙ୍କୁ ସମାଲୋଚନା କରିବାକୁ ଚେଷ୍ଟା କରିଛନ୍ତି 'କାଙ୍ଗାଳ' ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ। ସେ…

ଆଇସିଏମଆରର ନୂଆ ନିର୍ଦ୍ଦେଶକ ହେଲେ ରାଜୀବ ବହଲ, କରୋନା ବେଳେ ମନେ ରହିବ ବଳରାମଙ୍କ ଅବଦାନ

ନୂଆଦିଲ୍ଲୀ: ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଡକ୍ଟର ରାଜୀବ ବହେଲ। ଶୁକ୍ରବାର କେନ୍ଦ୍ର ସରକାର ରାଜୀବ ବହଲଙ୍କୁ ତିନି ବର୍ଷ ପାଇଁ ଆଇସିଏମଆରର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିବା ବେଳେ ସ୍ବାସ୍ଥ୍ୟ ଅନୁସନ୍ଧାନ ବିଭାଗର ସଚିବ ଭାବେ…

ଶବ ସହ ୧୮ ମାସ ରହିଥିଲେ ଏହି ପରିବାର !

କାନପୁର: କାନପୁରରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି । ଆୟକର ଅଧିକାରୀ ବିମଲେଶ ସୋନକରଙ୍କ ଶବ ସହ ତାଙ୍କ ପରିବାରବର୍ଗ ୧୮ ମାସ ଧରି ରହିଥିଲେ ମଧ୍ୟ କେହି ଏ ସମ୍ପର୍କରେ ଜାଣିପାରି ନ ଥିଲେ । ପରିବାର ଲୋକେ ସେ କୋମାରେ ଥିଲେ ବୋଲି କହୁଥିବା ବେଳେ ଡାକ୍ତର କିନ୍ତୁ ତାଙ୍କ ମୃତ୍ୟୁ ଘଟିଥିବା…

ଦଶହରା ରାଲୀ ନେଇ ଉଦ୍ଧବଙ୍କ ବଡ ବିଜୟ

ମୁମ୍ବାଇ: ମୁମ୍ବାଇର ଶିବାଜୀ ପାର୍କରେ ଦଶହରା ରାଲୀ ବିବାଦରେ ଉଦ୍ଧବ ଠାକରେ ବିଜୟ ହାସଲ କରିଛନ୍ତି । ବମ୍ବେ ହାଇକୋର୍ଟ ଏଥିପାଇଁ ଉଦ୍ଧବ ଠାକରେଙ୍କ ଶିବସେନାକୁ ଅନୁମତି ପ୍ରଦାନ କରିଛି । ଶିବାଜୀ ପାର୍କରେ ରାଲୀ କରିବା ପାଇଁ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟ ଅନୁମତି ମାଗିଥିଲେ । ମାତ୍ର ଏହି…

ଗ୍ୟାଙ୍ଗଷ୍ଟାର ମାମଲାରେ ମୁଖତାର ଅନ୍ସାରୀ ଦୋଷୀ ସାବ୍ୟସ୍ତ

ଲକ୍ଷ୍ନୌ: ମୁଖତାର ଅନ୍ସାରୀଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ଏହି ବାହୁବଳୀ ନେତା ଗ୍ୟାଙ୍ଗଷ୍ଟାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବ୍ରାଂଚ ତାଙ୍କୁ ୫ ବର୍ଷ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ।…

ମୁସଲିମ୍ ନେତାଙ୍କୁ ଭେଟିବା ପରେ ଭାଗବତଙ୍କୁ ‘ଭାରତ ଯୋଡୋ’ ଯାତ୍ରାରେ ସାମିଲ ହେବାକୁ କଂଗ୍ରେସର…

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଇମାମ ସଂଗଠନର ମୁଖ୍ୟ ଉମର ଅହମ୍ମଦ ଇଲିଆସିଙ୍କୁ ଗତକାଲି ଭେଟିଥିଲେ ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ । ଏହାକୁ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କରିଛି। ଗୁରୁବାର କଂଗ୍ରେସ କହିଛି ଯେ 'ଭାରତ ଯୋଡୋ' ଯାତ୍ରାର ପ୍ରଭାବ ପଡିଛି। ତେଣୁ ମୋହନ…