Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶଶୀ ଥରୁର ଏବଂ ଅଶୋକ ଗେହଲୋଟ ମଧ୍ୟରେ ଲଢ଼େଇ ସମ୍ଭାବନା !

ନୂଆଦିଲ୍ଲୀ: ପାଖେଇ ଆସୁଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ । ଏଥର ଦଳ ପକ୍ଷରୁ ଅଧ୍ୟକ୍ଷ ପାଇଁ ପ୍ରାର୍ଥୀ ଦିଆଯିବ ନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସ୍ପଷ୍ଟ କରିଛନ୍ତି । ତେବେ ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବେ କି ନାହିଁ ସ୍ପଷ୍ଟ କରିନାହାଁନ୍ତି । ରାଜସ୍ତାନ…

ମୋଦୀଙ୍କ ପ୍ରତି ବଦଳିଗଲା ମମତାଙ୍କ ଆଭିମୁଖ୍ୟ !

କୋଲକାତା: ସୋମବାର ପଶ୍ଚିମବଙ୍ଗ ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ପାରିତ କରିଛନ୍ତି। ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଇଡି, ସିବିଆଇ କାର୍ଯ୍ୟାନୁଷ୍ଠାନ ପଛରେ ସ୍ଥାନୀୟ ବିଜେପି ନେତା ଏବଂ କେନ୍ଦ୍ରର ବିଜେପି…

ପାନଛେପ କାହିଁକି ପକାଇଲ? ପଚାରିବାରୁ ସ୍କୁଟି ଉପରେ କାର ଚଢ଼ାଇଦେଲେ

ବାରାଣାସୀ: ସାମାନ୍ୟ କଥାକୁ ନେଇ ଅଭାବନୀୟ ଘଟଣା ଘଟିଛି ବନାରସରେ । ପାନ ଛେପ କାହିଁକି ପକାଇଲ ପ୍ରଶ୍ନ କରିବାକୁ ଫର୍ଚୁନର କାରରେ ଯାଉଥିବା ଦୁଇ ଯୁବକ ସ୍କୁଟିରେ ଯାଉଥିବା ଦୁଇ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲେ । ଫର୍ଚୁନର ଧକ୍କାରେ ସ୍କୁଟି ଚାଳକଙ୍କର ମୃତ୍ୟୁ ହୋଇଛି । ଘଟଣା ଅନୁସାରୋ…

ଗୁଜରାଟରେ ହେବନି ଭାରତ ଯୋଡୋ ଯାତ୍ରା: ଆମ୍ ଆଦମୀ ପାର୍ଟି କଂଗ୍ରେସର ଭୋଟ୍ କାଟିବ !

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡୋ ଯାତ୍ରା ରେ ରାହୁଲ ଗାନ୍ଧୀଙ୍କଠାରୁ ଆରମ୍ଭ କରି ସମସ୍ତ ବରିଷ୍ଠ ନେତା ଯୋଗ ଦେଇଛନ୍ତି । ତେବେ ପ୍ରଶ୍ନ ହେଉଛି ନଭେମ୍ବର –ଡିସେମ୍ବର ମାସରେ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।  ରାହୁଲ ଗାନ୍ଧୀ କି କଂଗ୍ରେସ ନେତାମାନେ ଗୁଜରାଟରେ କାହିଁକି…

ଅକାଳୀ ଦଳର ଅଭିଯୋଗ, ଜର୍ମାନୀରେ ହଟ୍ଟହଟ୍ଟା ହେଲେ ଭାଗୱନ୍ତ ମାନ !

ଚଣ୍ଡୀଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ଭାଗୱନ୍ତ ମାନଙ୍କୁ ନେଇ ସୋମବାର ରାଜନୀତି ସରଗରମ ହୋଇଉଠିଛି । ଶିରୋମଣି ଅକାଳୀ ଦଳ ଜର୍ମାନୀର ଫ୍ରାଙ୍କଫର୍ଟ ବିମାନବନ୍ଦରରେ ଅତ୍ୟଧିକ ମଦ୍ୟପାନ ଯୋଗୁ ମାନଙ୍କୁ ଓହ୍ଲାଇ ଦିଆଯାଇଥିବା ଅଭିଯୋଗ ଆଣିଛି । ତାଙ୍କ ପାଇଁ ବିମାନ ୪ଘଂଟା…

ବିଜେପିରେ ସାମିଲ ହେଲେ କ୍ୟାପଟେନ ଅମରିନ୍ଦର

ନୂଆଦିଲ୍ଲୀ: ପଞ୍ଜାବ ଲୋକ କଂଗ୍ରେସର ମୁଖ୍ୟ ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ବିଜେପିରେ ଯୋଗ ଦେଇଛନ୍ତି । ଅବଶ୍ୟ ପ୍ରାୟ ଏକ ସପ୍ତାହ ଧରି ସେ ବିଜେପିରେ ମିଶିବେ ବୋଲି ଖବର ପ୍ରକାଶ ପାଇଥିଲା । ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ପଂହଚି ଅମରିନ୍ଦର…

ଗଜବ ଆବିଷ୍କାର, ସଡ଼କରେ ୨୩୦ କିମି ବେଗରେ ଦୌଡ଼ିବ ‘ସୁଇମିଂ କାର’

ନୂତନ କୌଶଳ ଆବିଷ୍କାର କରିବା ଏବଂ ପ୍ରଯୁକ୍ତିବିଦ୍ୟାରେ ସର୍ବଦା ଶୀର୍ଷରେ ରହୁଛି ଚାଇନା। ନୂତନ ଟେକ୍ନୋଲୋଜି, ଗାଡି, ମୋବାଇଲ ବନେଇ ସବୁବେଳେ ଚର୍ଚ୍ଚାରେ ରହୁଛି ଚିନ୍। ନିକଟରେ ଚାଇନା ଏକ କାରକୁ ସଫଳତାର ସହ ପରୀକ୍ଷା କରିଛି, ଯାହା ରାସ୍ତାରେ ଉଡ଼ିବ। ଏହି କାରଟି ସଡକରେ ଚାଲିବା ବେଳେ…

ରାଜସ୍ଥାନ କୋର୍ଟ ପରିସରରେ ଗ୍ୟାଙ୍ଗଷ୍ଟାର ସନ୍ଦୀପ ବିଶ୍ନୋଇଙ୍କୁ ଗୁଳି କରି ହତ୍ୟା

ନାଗୌର: ରାଜସ୍ଥାନର ନାଗୌର କୋର୍ଟ ପରିସରରେ ଆଜି ଗ୍ୟାଙ୍ଗଷ୍ଟାର ସନ୍ଦୀପ ବିଶ୍ନୋଇଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସ୍ଥାନୀୟ ପୋଲିସ ସନ୍ଦୀପଙ୍କୁ କୋର୍ଟରେ ହାଜର କରାଇବା ପାଇଁ ନେଉଥିବା ବେଳେ ଏକ କଳା କାରରେ ଶୁଟରମାନେ ଆସି ଆଖି ବୁଜା ଗୁଳି ଚାଳନା କରିଥିଲେ । ଏଥିରେ ସନ୍ଦୀପ ଘଟଣା…

ବିଜେପିରେ ମିଶିବେ କ୍ୟାପଟେନ୍

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସର ଟାଣୁଆ ନେତା ବୋଲାଉଥିବା କ୍ୟାପଟେନ୍ ଅମରିନ୍ଦର ସିଂହ ଆଜି ଧରିବେ ପଦ୍ମ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ପ୍ରମୁଖ କ୍ୟାପଟେନ୍ ଅମରିନ୍ଦର ସିଂହ ଆଜି ବିଜେପି ରେ ଯୋଗ ଦେବେ । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାଙ୍କ…

ବିଷ୍ଣୁଙ୍କ ଶେଷ କବିତା !

ଭୁବନେଶ୍ୱର :  ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେଇଥିଲେ । ସେଥିପାଇଁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଥାଏ ।ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେଇଥିବାରୁ ଓଡ଼ିଆ ମାନଙ୍କ ପାଇଁ ଗର୍ବ ଓ ଗୌରବର ଦିନଥାଏ  । ସେଥିପାଇଁ ଓଡ଼ିଆ ଝିଅ ଦ୍ରୌପଦୀ…