Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ

ମୁମ୍ୱାଇ : ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାର୍ଯ୍ଯାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ଓଡିଆ ଭାବେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ବେଲ୍ ବଜାଇଛନ୍ତି ମୁଖ୍ୟମନ୍ତ୍ରୀ । ବିଏସଏଇ ଅଧ୍ୟକ୍ଷ ଏସ.ଏସ ମୁନ୍ଦ୍ରାଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସକାଳ ୧୦ଟା…

ଦଳିତ ଦୁଇ ଭଉଣୀଙ୍କୁ ହତ୍ୟା ଘଟଣାରେ କଠୋର ଦଣ୍ଡ ଦିଆଯିବ: ୟୁପି ଉପମୁଖ୍ୟମନ୍ତ୍ରୀ

ଲଖୀମପୁର: ଉତ୍ତରପ୍ରଦେଶରରେ ଦୁଇ ଦଳିତ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ମାମଲାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯିବ । ଏହା କହିଛନ୍ତି ୟୁପି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ । ଲଖୀମପୁର ଖେରିରେ ଘଟିଥିବା ଏହି ହତ୍ୟା ଘଟଣାରେ 6 ଜଣଙ୍କୁ ଗିରଫ କରିଛି ପୋଲିସ ।  ସେ କହିଛନ୍ତି ଯେ…

ବେଙ୍ଗାଲୁରୁ ବନ୍ୟା ବିଭୀଷିକା ପରେ ହରଲୁର ହ୍ରଦରେ ମାଛ ମଡ଼କ

ବେଙ୍ଗାଲୁରୁ: ପ୍ରଳୟଙ୍କରୀ ବନ୍ୟାର କରାଳ ବିଭୀଷିକାରେ ଅନେକ କ୍ଷତି ସହିଛି ବେଙ୍ଗାଲୁରୁ। କମିଗଲା ବନ୍ୟା ପାଣି, ହେଲେ ଆଜିବି ଲୋକଙ୍କ ମନରୁ ଲିଭିନି ସେହି ଭୟାନକ ଦୃଶ୍ୟ। ଏବେ ମଧ୍ୟ ସହରବାସୀ ବହୁତ ଅସୁବିଧା ମଧ୍ୟରେ ଗତି କରୁଛନ୍ତି। ଏହାରି ଭିତରେ ବେଙ୍ଗାଲୁରୁର ବେଲାନ୍ଦର ଅଞ୍ଚଳରୁ ଏକ ଖବର…

ଏସସିଓରେ ଯୋଗଦେବେ ବିଶ୍ବର ଚାରି ପ୍ରମୁଖ ନେତା: ହେବ କି ଭାରତ-ପାକିସ୍ତାନ ଆଲୋଚନା?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉଜବେକିସ୍ତାନର ସମରକନ୍ଦରେ ଆୟୋଜିତ ହେବାକୁ ଯାଉଛି ଏସସିଓ ସମ୍ମିଳନୀ ଅର୍ଥାତ୍ ସାଂଘାଇ କପୋର୍ସେନ ଅର୍ଗାନାଇଜେନ ସମ୍ମିଳନୀ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅପରାହ୍ନରେ ସମରକନ୍ଦ ଗସ୍ତ କରିବେ।…

ଟାର୍ଗେଟ ହତ୍ୟାର ପ୍ରତିଶୋଧ ନେଉଛି ସେନା: ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଟାର୍ଗେଟ ହତ୍ୟାର ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ । ଶ୍ରୀନଗରରେ ପୁଣି ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କବାଦୀ ।  ଶ୍ରୀନଗର ଜିଲ୍ଲାର ନୌଗାମ୍‌ ଅଞ୍ଚରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର୍‌ରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଆର୍ମି ଏବଂ ପୋଲିସ ପକ୍ଷରୁ ଶ୍ରୀନଗରର…

ଗଛରୁ ଦୁଇ ଦଳିତ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଲକ୍ଷ୍ନୌ: ପୁଣି ଦୁଷ୍କର୍ମର ଶିକାର ହେଲେ ଦୁଇ ଦଳିତ ନାବାଳିକା। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଝୁଲାଇଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏଭଳି ଜଘନ୍ୟ କାଣ୍ଡ ଘଟିଛି ଉତ୍ତର ପ୍ରଦେଶର ଲଖିମପୁର ଜିଲ୍ଲାରେ। ନିଘାସାନ ଥାନା ଅନ୍ତର୍ଗତ ତାମୋଲି ପୂର୍ବା ଗ୍ରାମ ନିକଟସ୍ଥ…

ମାସୁଦ ଆଝାର ରହିଛି ପାକିସ୍ତାନରେ : ଆଫଗାନିସ୍ତାନ

କାବୁଲ: ୟୁଏନ୍ ପକ୍ଷରୁ ଆତଙ୍କବାଦୀ ଘୋଷଣା କରାଯାଇଥିବା ମାସୁଦ ଆଝାରକୁ ନେଇ ଏବେ  ତାଲିବାନ ଏବଂ ପାକିସ୍ତାନ ମଧ୍ୟରେ କଥା କଟାକଟି ଚାଲିଛି । ଏହି ଆତଙ୍କବାଦୀ ଆଫଗାନିସ୍ତାନରେ ଥିବା ପାକିସ୍ତାନ ପକ୍ଷରୁ ଚିଠିରେ ଦର୍ଶାଯାଇଥିଲା । ତେବେ ଏହାକୁ ନେଇ ପାକିସ୍ତାନକୁ କଡା ସମାଲୋଚନା କରିଛି…

ବ୍ୟାପୁଛି କୋଭିଡର ଆଉ ଏକ ଭ୍ୟାରିଆଣ୍ଟ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାରା ବିଶ୍ୱରେ କରୋନା ଶିଥିଳ ପଡିଥିବା କୁହାଯାଉଛି । ବିଶ୍ବ ଏବେ ସ୍ବାଭାବିକ ମୁହାଁ ହୋଇଥିବା ବେଳେ ଆଉ ଏକ କରୋନା ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ଯାହା ଓମିକ୍ରନ ଭ୍ୟାରିଆଣ୍ଟର ସବ୍ ଭ୍ୟାରିଆଣ୍ଟ ବୋଲି କୁହାଯାଉଛି। ଆମେରିକାରେ ଏହି ଭ୍ୟାରିଆଣ୍ଟ BA.4.6…

ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ଦୁର୍ଘଟଣାର ଶିକାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ଏକ କାର ଦୁର୍ଘଟଣାରର ଶିକାର ହୋଇଛନ୍ତି। ତେବେ ସେ ସୁରକ୍ଷିତ ରହିଛନ୍ତି । ସାମାନ୍ୟ ଆହତ ହୋଇଛନ୍ତି। ୟୁକ୍ରେନ ମିଡିଆ ପୋର୍ଟାଲ ଦି କିଭ୍ ଇଣ୍ଡିପେଣ୍ଡେଣ୍ଟ ଜେଲେନସ୍କିଙ୍କ ମୁଖପାତ୍ରଙ୍କ ପ୍ରତିକ୍ରିୟାକୁ ଆଧାର କରି…

ପଛ ସିଟ୍ ବେଲ୍ଟ ନପିନ୍ଧିବା ମାମଲାରେ ଦିଲ୍ଲୀ ଟ୍ରାଫିକ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବିଜନେସ୍ ଟାଇକୁନ ତଥା ଟାଟା ସନସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ଆକ୍ସନ ମୁଡ଼ରେ ଅଛି ଦିଲ୍ଲୀ ପୋଲିସ। ବୁଧାବର ଦିଲ୍ଲୀ ଟ୍ରାଫିକ ପୋଲିସ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି। ଯେଉଁମାନେ କାରର ପଛ ସିଟ୍ ବେଲ୍ଟ ବାନ୍ଧିବା ନିୟମ…