Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୬୭ଟି ପର୍ଣ୍ଣ ୱେବସାଇଟକୁ ବ୍ଲକ କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୁଣିଥରେ ଅଶ୍ଳୀଳ ୱେବସାଇଟକୁ ବ୍ୟାନ କରିଛନ୍ତି। ୨୦୨୧ରେ ଜାରି ହୋଇଥିବା ନୂଆ ଆଇଟି ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୬୭ ଟି ପର୍ଣ୍ଣ ୱେବସାଇଟକୁ ବ୍ଲକ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ପଠାଯାଇଥିବା ଏକ ଇମେଲରେ…

ଫସିଗଲେ ଗେହଲୋଟ, ଏବେ ଟଳମଳ ମୁଖ୍ୟମନ୍ତ୍ରୀ ଚୈାକି

ଜୟପୁର: କଥାରେ ଅଛି ରାଜନୀତିରେ କିଛି ସ୍ଥାୟୀ ନୁହେଁ । କାଲି ସୋନିଆ ଗାନ୍ଧୀଙ୍କ ଅତି ବିଶ୍ବସ୍ଥ ନେତା ଥିବା ଅଶୋକ ଗେହଲୋଟ ଏବେ ଅସହାୟ । ଏପରିକି ଅଧିକାଂଶ ବିଧାୟକଙ୍କ ସମର୍ଥନ ଥିଲେ ମଧ୍ୟ ତାଙ୍କ ଚୈାକି ଟଳମଳ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭୁଲ ମାଗିଥିଲେ ମଧ୍ୟ ଚୈାକି ଯେ…

ପାଇଲଟଙ୍କୁ ଟେକ୍ ଅଫ୍ ସିଗନାଲ, ହେବେ କି ରାଜସ୍ଥାନ ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ରାଜଧାନୀରେ ରାଜସ୍ଥାନ ରାଜନୀତିର ତାତି। ଦିନ ତମାମ ରାଜସ୍ଥାନ ରାଜନୀତିକୁ ନେଇ କଂଗ୍ରେସରେ ଚାଲିଲା ଆଲୋଚନା। ପ୍ରଥମେ ଅଶୋକ ଗେହଲଟ ପରେ ତାଙ୍କ ଦଳୀୟ ପ୍ରତିଦ୍ବନ୍ଦୀ ସଚିନ ପାଇଲଟ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହି ଭେଟଘାଟ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ…

ୟୁକ୍ରେନର ୪ ଅଂଚଳକୁ ବିଲୟ କରିବା ପାଇଁ ଅନ୍ତିମ ପର୍ଯ୍ୟାୟରେ ରୁଷର ପ୍ରସ୍ତୁତି

ମସ୍କୋ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାମ ଧରୁନି । ୟୁରୋପ ଦେଶଙ୍କ ସହାୟତାରେ ୟୁକ୍ରେନ ତାଠାରୁ ଅପେକ୍ଷାକୃତ ଶକ୍ତିଶାଳୀ ରୁଷ ସହ ୭ ମାସ ଧରି ଲଢ଼େଇ ଜାରୀ ରଖିଛି । ଇତି ମଧ୍ୟରେ ରୁଷ ସୀମାକୁ ଲାଗିଥିବା ୟୁକ୍ରେନର ୪ଟି ଅଂଚଳକୁ ନିଜ ଦେଶ ସହ ବିଲୟ କରିବା ପାଇଁ ରାଷ୍ଟ୍ରପତି…

ମୁକେଶ ଅମ୍ବାନୀଙ୍କୁ ଏଥର ଜେଡ ପ୍ଲସ ସୁରକ୍ଷା

ମୁମ୍ବାଇ: ଭାରତର ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡା କଡି କରାଯାଇଛି । ଏବେ ସେ ଜେଡ ବଦଳରେ ଜେଡ ପ୍ଲସ ସୁରକ୍ଷା ପାଇବେ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଗୋଇନ୍ଦା ବିଭାଗ ରିପୋର୍ଟରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏହି ପଦକ୍ଷେପ…

‘ଆଜି ସାନିଟାରୀ ପ୍ୟାଡ୍ ଦାବି କରୁଛ, କାଲି କହିବ ଆମକୁ କଣ୍ଡୋମ ଦିଅ’

ନୂଆଦିଲ୍ଲୀ: ବିହାର ସରକାରଙ୍କ ଜଣେ ମହିଳା ଅଧିକାରୀ ସଂପ୍ରତି ନିଜର ବୟାନକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଛାତ୍ରୀମାନେ ତାଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ଦାବି କରିବାରୁ, ଅଧିକାରୀ ବଡ ବିଚିତ୍ର ପ୍ରତିକ୍ରିୟା ଦେଇଥିଲେ। ବିହାର ମହିଳା ବିକାଶର ବରିଷ୍ଠ ଅଧିକାରୀ କହିଥିଲେ, ଏବେ ତ…

୫୦୦ ଟଙ୍କା ଦେଇ ଜେଲରେ ରାତି କାଟୁଛନ୍ତି ଲୋକେ

ଡେରାଡୁନ: ଏହି ଦୁନିଆର କୌଣସି ବ୍ୟକ୍ତି ଜେଲ ଯିବାକୁ ଚାହାଁନ୍ତି ନାହିଁ। ଯଦି ଜଣେ ବ୍ୟକ୍ତି କିଛି ଅପରାଧ କରେ ତେବେ ତାକୁ ହିଁ ଜେଲକୁ ପଠାଯାଏ। କିନ୍ତୁ ଉତ୍ତରାଖଣ୍ଡରେ ଏପରି ଏକ ଜେଲ ରହିଛି, ଯେଉଁଠାରେ ଲୋକେ ଜେଲ ସମ୍ପର୍କରେ ଭଲ କଥା ଚିନ୍ତା କରନ୍ତି। ଦରକାର ପଡିଲେ ଲୋକେ ଗୋଟିଏ ରାତି…

ସାବଧାନ: ନକଲି ଡକ୍ୟୁମେଂଟ ଦେଇ ସିମ କାର୍ଡ କିଣିଲେ ଭୋଗିବେ ଜେଲଦଣ୍ଡ

ନୂଆଦିଲ୍ଲୀ: ନକଲି ପ୍ରମାଣପତ୍ର ଦେଇ ଯେଉଁମାନେ ସିମକାର୍ଡ କିଣୁଛନ୍ତି ସେମାନଙ୍କ ଉପରେ ବଜ୍ର ପଡିବାକୁ ଯାଉଛି । ଯେଉଁମାନେ ଏ ଭଳି କରୁଛନ୍ତି ସେମାନଙ୍କୁ ୧ ବର୍ଷ ଜେଲ ଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଉଛି । ଟେଲିକମ…

ସମସ୍ତ ମହିଳାଙ୍କୁ ଗର୍ଭପାତ ଅଧିକାର ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ଆଜି ଭାରତର ମହିଳାମାନଙ୍କୁ ଏକ ବଡ ଅଧିକାର ପ୍ରଦାନ କରିଛନ୍ତି । ଏହା ଅନୁସାରେ ବିବାହିତ ଓ ଅବିବାହିତ ସମସ୍ତ ମହିଳା ନିଜ ଇଚ୍ଛା ଅନୁସାରେ ଗର୍ଭପାତ କରିପାରିବେ । ମେଡିକାଲ ଟିର୍ମନେଶନ ଅଫ ପ୍ରେଗେନ୍ସି ଆକ୍ଟ ଅନୁସାରେ ୨୪ ସପ୍ତାହ ପର୍ଯ୍ୟନ୍ତ…

ବନ୍ଦ ହୋଇଯିବ ଭୋଡାଫୋନ୍-ଆଇଡିଆ ନେଟୱାର୍କ!

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଭୋଡାଫୋନ୍-ଆଇଡିଆ। ନଭେମ୍ବରରୁ ହଠାତ୍ ବନ୍ଦ ହୋଇପାରେ ଭୋଡାଫୋନ୍-ଆଇଡିଆ ନେଟୱାର୍କ। ଯଦି ଏପରି ହୁଏ ତେବେ ଭିଆଇର ୨୫ କୋଟିରୁ ଅଧିକ ଗ୍ରାହକଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିବ। ଭୋଡାଫୋନ୍-ଆଇଡିଆ ଉପରେ ଇଣ୍ଡସ୍ ଟାୱାର୍ସର ପ୍ରାୟ ୭୦୦୦ କୋଟି…