Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶୁଭେନ୍ଦୁଙ୍କ ଫର୍ମୁଲାରେ ଓଡିଶା ବିଜେପି

ଭୁବନେଶ୍ୱର : କେନ୍ଦ୍ର ବିଜେପି ଫୋକସରେ ଓଡିଶା  । ଶାସକ ବିଜେଡିକୁ ଗାଦିଚ୍ୟୁତ କରିବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି  । ଓଡିଶା ବିଜେପି ଏହି ରଣନୀତି ପଶ୍ଚିମବଙ୍ଗ ବିଜେପି ଭଳି ଆକ୍ରମଣାତ୍ମକ ହେବାକୁ ଯାଉଛି  । କାରଣ ବିଜେଡିର କଟ୍ଟର ବିରୋଧି କୁହାଯାଉଥିବା ଜୟନାରାୟଣ ମିଶ୍ରଙ୍କୁ…

ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବ୍ରିଟେନ ଗସ୍ତ କରିବେ। ରାଷ୍ଟ୍ରପତି  ସେପ୍ଟେମ୍ବର ୧୭ରୁ୧୯ ଲଣ୍ଡନ ଗସ୍ତ କରି ଭାରତ ସରକାରଙ୍କ ତରଫରୁ ମହାରାଣୀଙ୍କ ପାଇଁ ସମବେଦନା ଜଣାଇବେ। ମହାରାଣୀଙ୍କ ଅନ୍ତିମ…

ଓଡିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତି ମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ୱାଇରେ ବିଶିଷ୍ଟ ଶିଳ୍ପପତି ମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରୁଛନ୍ତି । ଓଡ଼ିଶାରେ ଶିଳ୍ପ ଅନୁକୁଳ ବାତାବରଣ ସମ୍ପର୍କରେ ଅବଗତ କରାଇବା ସହିତ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ କରିବେ  । ଏହି…

ଋଷ ଭଳି ଚୀନ ଉପରେ ପ୍ରତିବନ୍ଧକ ଲଗାଇପାରେ ଆମେରିକା

ଓ୍ୱାଶିଂଟନ: ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇଓ୍ୱାନ ଗସ୍ତ ପରଠାରୁ ଆମେରିକା ଏବଂ ଚୀନ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି। ଅନ୍ୟପଟେ ଚୀନ ତାଇଓ୍ୱାନ ଉପରେ ଚାପ ପକାଇବାକୁ ଯାଇ ସୀମାରେ ସମରଭ୍ୟାସ କରୁଛି । ହେଲେ ତାଇୱାନ ସହିତ ଆମେରିକା ରହିଛି ବୋଲି କହିଆସୁଛି।…

ବିନା ଯୁଦ୍ଧରେ ମୋଦୀ ଚୀନକୁ ଜମି ଦେଇଦେଲେ: ରାହୁଲ ଗାନ୍ଧୀ

ନୁଆଦିଲ୍ଲୀ: ଅନେକ ପର୍ଯ୍ୟାୟ ବୈଠକ ପରେ ଶେଷରେ ଭାରତ ଏବଂ ଚୀନ୍‌ର ସୌନ୍ୟମାନେ ପୂର୍ବ ଲଦାଖର ଗୋଗ୍ରା-ହଟ୍ସପ୍ରିଙ୍ଗ ଅଞ୍ଚଳରେ ନିଜର ସୈନ୍ୟ ପ୍ରତ୍ୟାହାର କରିଛନ୍ତି। ଗତକାଲି ଏହି ପ୍ରକ୍ରିୟା ଶେଷ ହୋଇଛି। ଏହାର ଦିନକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚୀନ୍ ସୀମା ବିବାଦ ପ୍ରସଙ୍ଗରେ ଭାରତ…

ଗୋଆରେ କଂଗ୍ରେସର ୧୧ ବିଧାୟକରୁ ୮ ବିଧାୟକ ଦଳ ଛାଡ଼ିଲେ

ପାଣାଜି: ଗୋଆରେ କଂଗ୍ରେସର ୧୧ ବିଧାୟକରୁ ୮ ବିଧାୟକ ଶାସକ ଦଳ ବିଜେପିରେ ସାମିଲ ହେବେ। ଦୀର୍ଘ ଦୁଇ ମାସ ହେବ କଂଗ୍ରେସ ବିଧାୟକ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା। ଏବେ କିନ୍ତୁ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି। ୧୧ ବିଧାୟକରୁ ୮ ବିଧାୟକ ବିଜେପିରେ ସାମିଲ ହେବେ ତେଣୁ…

ଖାଇକୁ ଖସିପଡ଼ିଲା ଯାତ୍ରିବାହୀ ବସ୍, ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ

କଶ୍ମୀର: ବୁଧବାର ସକାଳୁ ସକାଳୁ ଜମ୍ମୁ କଶ୍ମୀରର ପୁଞ୍ଚରେ ସଡ଼କ ଦୁର୍ଘଟଣା। ପୁଞ୍ଚର ସଓ୍ୱଜନ ଅଞ୍ଚଳରେ ଏକ ମିନି ବସ୍ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ମଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ଦୁଷ୍କର୍ମର ଶିକାର ହେଲେ ଅଭିନେତ୍ରୀ

ଓଡିଶା ସମ୍ବାଦ ବ୍ୟୁରୋ: ତେଲୁଗୁ ସିନେମା ଇଣ୍ଡଷ୍ଟ୍ରିରୁ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ତେଲୁଗୁ ଅଭିନେତ୍ରୀ ସାଉଥ୍ ମୁମ୍ବାଇର ଜଣେ ଫିଟନେସ୍ ଟ୍ରେନରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ରିପୋର୍ଟ ଅନୁଯାୟୀ, ବିବାହ କରିବାର ପ୍ରଲୋଭନ ଦେଖାଇ ଅଭିନେତ୍ରୀଙ୍କ ସହ ଶାରୀରିକ…

ୱାକଫ୍ ବୋର୍ଡ ଅଧିନରେ ଗାଁ ଜମି ଓ ମନ୍ଦିର, ଗ୍ରାମବାସୀଙ୍କୁ ନାହିଁ ଖବର

ଚେନ୍ନାଇ: ତାମିଲନାଡୁର ଏକ ଗାଁ ତିରୁଚିରାପଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ଥାନୀୟ ବାସିନ୍ଦା ତାଙ୍କ ଝିଅ ବିବାହ ପାଇଁ ଜମି ବିକ୍ରି କରିବାକୁ ଚାହୁଁଥିଲେ। ଯେତେବେଳେ ସେ ଜମି ବିକ୍ରି ପାଇଁ ସମସ୍ତ ପ୍ରକ୍ରିୟା ସାରି କାର୍ଯ୍ୟାଳକୁ ପହଞ୍ଚିଲେ, ସେତେବେଳେ ସେ…

ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ଦ୍ୱାରା ‘ଘରେ ଘରେ ରାସନ’ ଯୋଜନା ସ୍ଥଗିତ

ଚଣ୍ଡିଗଡ଼: ପୁଣି ପଞ୍ଜାବ ସରକାରଙ୍କୁ ଝଟକା। 'ଘରେ ଘରେ ରାସନ' ଯୋଜନାକୁ ସ୍ଥଗିତ ରଖିଲେ ପଞ୍ଜାବ-ହରିୟାଣା ହାଇକୋର୍ଟ। ପଞ୍ଜାବ ସରକାରଙ୍କ ଦ୍ୱାରା ରାସନର ହୋମ ଡେଲିଭିରି ଯୋଜନାକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପହିଲା ଅକ୍ଟୋବରରୁ ଘରେ ଘରେ ରାସନ ବିତରଣ କରିବାର ଯୋଜନା…