Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାଗଣା ରେବଡି ଆଉ ଆପ୍ ର ସ୍ବପ୍ନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମାଗଣା ରେବଡିକୁ ନେଇ ସୁପ୍ରିମକୋର୍ଟ କଠୋର ହୋଇଛନ୍ତି । ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ  ମାଗଣା ବାଣ୍ଟିବାକୁ ନେଇ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହା ଦେଶପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି । ସୁପ୍ରିମକୋର୍ଟ ରାଜନୈତିକ ଦଳମାନଙ୍କୁ ଫଟକାର…

ଏନଡିଟିଭିରେ ନିବେଶ କରିବ ଅଦାନୀ ଗ୍ରୁପ

ନୂଆଦିଲ୍ଲୀ: ଏନଡିଟିଭିରେ ନିବେଶ କରିବା ପାଇଁ ଶିଳ୍ପପତି ଗୌତମ ଅଦାନୀ ଅଂଟା ଭିଡିଛନ୍ତି । ପ୍ରକାଶିତ ରିପୋର୍ଟ ଅନୁସାରେ ଏଏମଜି ମିଡିଆ ନେଟୱର୍କ ଲିଃ ପରୋକ୍ଷ ଭାବେ ପ୍ରଥମେ ୨୯.୧୮ ପ୍ରତିଶତ ଅଂଶଧନ କିଣିବ । ଏହା ସଫଳ ହେବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କମ୍ପାନୀ ପକ୍ଷରୁ…

ପଡ଼ୋଶୀ ଶତ୍ରୁ ସହ ମୁକାବିଲା ପାଇଁ ଭାରତର ରଣନୀତି

ନୂଆଦିଲ୍ଲୀ: ଭାରତର ଦୁଇ ପଡ଼ୋଶୀ, ଦୁଇ ଶତ୍ରୁ । ଦୀର୍ଘ ବର୍ଷରୁ ପାକିସ୍ତାନ ଭାରତର ଶତ୍ରୁ ରହିଥିବା ବେଳେ ଚୀନ ବି ସମ୍ପର୍କ ଖରାପ କରିବାରେ ଲାଗିଛି । ୧୯୯୦ ମସିହାର ରାଜିନାମାକୁ ଉଲ୍ଲଂଘନ କରି ଚୀନ ଏଲ୍ଏସିରେ ସୈନିକ ଠୁଳ କରୁଛି । ଯାହାକୁ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ…

ପାକିସ୍ତାନରେ ବ୍ରହ୍ମୋସ ମିସାଇଲ ପଡିବା ଘଟଣା: ଦଣ୍ଡିତ ହେଲେ ୩ ବାୟୁସେନା ଅଧିକାରୀ

ନୂଆଦିଲ୍ଲୀ: ଭୂଲ ବଶତଃ ପାକିସ୍ତାନରେ ପଡିଥିବା ବ୍ରହ୍ମୋଶ ମିସାଇଲ ଘଟଣାର ତଦନ୍ତ ଶେଷ ହୋଇଛି । ଏଥିରେ ବାୟୁସେନାର ୩ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେମାନଙ୍କୁ ବାଧ୍ୟତାମୂଳକ ଭାବେ ସେବାନିବୃତ କରାଯାଇଛି । ୨୩ ଅଗଷ୍ଟରେ ବିଧିବଦ୍ଧ ଭାବେ ଏ ନେଇ ନୋଟିସ ଜାରୀ କରାଯାଇଛି । ଦୋଷୀ…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ସାଇନା ପ୍ରି-କ୍ୱାର୍ଟରରେ

ଟୋକିଓ: ଭାରତୀୟ ବ୍ୟାଡମିଂଟନ ଷ୍ଟାର ସାଇନା ନେହ୍ୱାଲ ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପର ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ହଂକଂର ଚେୱଙ୍ଗ ଏନଗାନଙ୍କୁ ୨୧-୧୯ ସ ୨୧-୯ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ଦ୍ୱିତୀୟ ରାଉଣ୍ଡରେ ଜାପାନର…

ନେଶନାଲ ଗେମ୍ସ ପାଇଁ ମନୋନୀତ ହେଲେ ୭ ଓଡ଼ିଆ ଜୁଡୋକା

ଭୁବନେଶ୍ୱର: ଗୁଜୁରାଟ ସରକାର ଏବଂ ଭାରତୀୟ ଅଲିମ୍ପିକ ସଂଘର ମିଳିତ ଅନୁକୁଲ୍ୟରେ ଆସନ୍ତା ୨୭ ରୁ ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ୩୬ ତମ ନେଶନାଲ ଗେମ୍ସ ପାଇଁ ପ୍ରଥମ ଥର ଓଡ଼ିଶା ରାଜ୍ଯ ଜୁଡୋ ସଂଘର ୪ ମହିଳା ଓ ୩ ପୁରୁଷ ମନୋନୀତ ହୋଇଛନ୍ତି। ଏହା ଓଡ଼ିଶା ଜୁଡୋ ଇତିହାସରେ ପ୍ରଥମ…

ଜେଏନୟୁ କୁଳପତି ଶାନ୍ତିଶ୍ରୀଙ୍କ ଅଶାନ୍ତି ସୃଷ୍ଟିକାରୀ ବୟାନ: କୌଣସି ଦେବତା ବ୍ରାହ୍ମଣ ନୁହନ୍ତି

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର କୁଳପତି ଶାନ୍ତିଶ୍ରୀ ଧୂଲପଡ଼ି ପଣ୍ଡିତଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ଦିଲ୍ଲୀର ଏକ ସେମିନାରରେ "ଡ଼ ବି.ଆର. ଆମ୍ବେଦକର ଥଟ ଅନ ଜେଣ୍ଡର ଜଷ୍ଟିସ: ଡିକୋଡିଂ ଦି ୟୁନିଫର୍ମ ସିଭିଲ କୋଡ଼" ଶୀର୍ଷକରେ ଭଗବାନ ଶିବ…

ଆସୁଛି ୫ଜି: ଡିଜିଟାଲ ହେବ ଭାରତ, କିନ୍ତୁ ଓଡ଼ିଶାକୁ ମିଳିବନି ସେବା

ଭୁବନେଶ୍ୱର: ଦେଶରେ ୫ଜିର ଯୁଗ ଆରମ୍ଭ ହେବାକୁ ଯାଉଛି । ଡିଜିଟାଲ ହେବ ଭାରତ  । ସେଥି ପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ବିକ୍ରୀ କରିସାରିଛନ୍ତି । ଅଗଷ୍ଟ ମାସ ଶେଷ ସୁଦ୍ଧା ଜିଓ, ଭୋଡାଫୋନ୍ କିମ୍ବା ଏୟାରଟେଲ ୫ଜି ସେବା ଲଞ୍ଚ କରିପାରନ୍ତି। ଅଗଷ୍ଟ ମାସରେ ୫ଜି ସେବା ଲଞ୍ଚ କରିବାକୁ…

ପ୍ରୋଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇ ବିଜେପି ନେତା ଗିରଫ

ହାଇଦ୍ରାବାଦ: ତେଲେଙ୍ଗାନା ବିଜେପି ବିଧାୟକ ଟି.ରାଜା ସିଂ ପୁଣି ଥରେ ଅଡୁଆରେ। ମୁସଲିମ ଧର୍ମଗୁରୁ ପ୍ରୋଫେଟ ମହମ୍ମଦଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଏହାପରେ ହାଇଦ୍ରାବାଦ ପୋଲିସ ଆଜି ସକାଳେ ତାଙ୍କୁ ଗିରଫ କରିଛି। ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ଭାବାବେଗକୁ ଆଘାତ ଦେଇଥିବା…

ହୃଦଘାତରେ ଟିକଟକ ଷ୍ଟାର ସୋନାଲି ଫୋଗଟଙ୍କ ଦେହାନ୍ତ !

ପାଣାଜି: ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ଦେହାନ୍ତ। ଗୋଆରେ ବନ୍ଧୁମାନଙ୍କ ସହ ବୁଲିବାକୁ ଯାଇଥିବା ବେଳେ ହୃଦଘାତର ଶିକାର ହେବାରୁ ତାଙ୍କର ଦେହାନ୍ତ ହୋଇଛି। ସୋନାଲି ଫୋଗାଟ ଜଣେ ଟିକଟକ ଷ୍ଟାର ଭାବେ ଜଣାଶୁଣା। ସୋନାଲି ୨୦୧୯ରେ ହରିଆଣା ବିଧାନସଭା ନିର୍ବାଚନ ବେଳେ ​​ବିଜେପିରେ ସାମିିଲ…