Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନକୁ ଧମକ ଦେଇ ଆଫଗାନିସ୍ତାନ କହିଲା ଆମ ଧୈର୍ଯ୍ୟ ସହ ଖେଳନି

କାବୁଲ: ପାକିସ୍ତାନକୁ ଆଜି ଆଫଗାନିସ୍ତାନ ତାଗିଦ କରି କହିଛି, ଆମ ଧୈର୍ଯ୍ୟ ପରୀକ୍ଷା କର ନାହିଁ । ସମସ୍ତ ପରିସ୍ଥ୍‌ିତିକୁ ସାମ୍ନା କରିବା ଦକ୍ଷତା ଆଫଗାନିସ୍ତାନର ରହିଛି ବୋଲି ଏହାର ସଂସ୍କୃତି ମନ୍ତ୍ରୀ ଜୁବିଉଲ ମୁଜାହିଦ କହିଛନ୍ତି । ଆଫଗାନିସ୍ତାନ ସୀମା ମଧ୍ୟରେ ପାକିସ୍ତାନ ଏୟାର…

କୋଭିଡ ମୃତ୍ୟୁ ଗଣିବାକୁ WHO କୁ ରୋକୁଛି ଭାରତ; ୫ ଲକ୍ଷ ନୁହେଁ ୪୦ ଲକ୍ଷ ମୃତ୍ୟୁ ହୋଇଛି

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣରେ ୫ ଲକ୍ଷ ନୁହେଁ ବରଂ ୪୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟରରେ ଏହି ତଥ୍ୟ ଲେଖିଛନ୍ତି । ନ୍ୟୁୟର୍କ ଟାଇମ୍ସର ଏକ ନ୍ୟୁଜ ର ସ୍କ୍ରିନସଟ୍ ଟ୍ୱିଟ୍ କରି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ।…

ଦୁଇ ସପ୍ତାହରେ ତିନି ହିଂସାକାଣ୍ଡ; ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର କହୁଛନ୍ତି ଦେଶରେ ବଢୁନି ଅସହିଷ୍ଣୁତା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ୱାସ ନକଭୀ କହିଛନ୍ତି ‘ଦେଶରେ କିଏ କଣ ଖାଇବ, ତାହା ସ୍ଥିର କରିବା ସରକାରଙ୍କ କାମ ନୁହେଁ’ । ‘କିଛି ଅଳିଆ ଅଛନ୍ତି, ଯାହାଙ୍କୁ ଦେଶରେ ଶାନ୍ତି ହଜମ ହଉନି । ଭାରତର ସଂହତି ଏବଂ ସଂସ୍କୃତି ନଷ୍ଟ କରିବାକୁ…

ଭାରତ ଆସୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ, ମୁଖ୍ୟ ପ୍ରସଙ୍ଗ ଉପରେ ହେବ ଆଲୋଚନା

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆସନ୍ତା ସପ୍ତାହରେ ଭାରତ ଆସୁଛନ୍ତି  । ଏହି ଗସ୍ତ ସମୟରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସହ ଭେଟ କରିବେ । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କ୍ରମରେ ବୋରିସଙ୍କ ଭାରତ ଗସ୍ତକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । କାରଣ ଗୋଟିଏ…

ରୁଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଆମେରିକାର ବଡ଼ ବୟାନ: ବର୍ଷ ଶେଷ ଯାଏଁ ଜାରି ରହିବ ଯୁଦ୍ଧ

୫୦ରୁ ଅଧିକ ଦିନ ଧରି ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧ କେବେ ସରିବ ଓ କିପରି ଶାନ୍ତି ଫେରିବ, ତାକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି । କିନ୍ତୁ ଏହାରି ଭିତରେ ଆମେରିକାର ଏକ ଆକଳନ ସମଗ୍ର ବିଶ୍ୱ ପାଇଁ ଚିନ୍ତା ବଢ଼ାଇ ଦେଇଛି । ଆମେରିକା ପକ୍ଷରୁ କୁହାଯାଇଛି, ଏହି ଯୁଦ୍ଧ…

ଲାଲଗଡ଼ରେ ପୁଣି ହେଲା ଏୟାର ଷ୍ଟ୍ରାଇକ୍

ଭୁବନେଶ୍ୱର : ଲାଲଗଡ଼ରେ ପୁଣି ହେଲା ଏୟାର ଷ୍ଟ୍ରାଇକ୍ । ଛତିଶଗଡ଼ ସୁକୁମା ଜଙ୍ଗଲରେ ମାଓବାଦୀ ଶିବିରରେ ଡ୍ରୋନ ଯୋଗେ ବୋମାମାଡ଼ ଅଭିଯୋଗ । ଛତିଶଗଡ଼ ସୁକମା ଜଙ୍ଗଲରେ ମାଓବାଦୀଙ୍କ ଶିବିର ଉପରେ ଡ୍ରୋନ ଯୋଗେ ବୋମାମାଡ କରାଯାଇଥିବା ମାଓ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ୧୪ ଓ ୧୫ ତାରିଖରେ…

ପଶ୍ଚିମବଙ୍ଗରେ ପୁଣି ଲଜ୍ୟା, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ନାବାଳିକାଙ୍କ ପରିବାର ଲୋକେ

କୋଲକାତା: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର କିଛି ଦିନ ପରେ ପୁଣି ଜଣେ ନାବାଳିକା ନିଜ ସମ୍ପର୍କୀୟଙ୍କ ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ଝିଅର ବାପା।…

ଦିଲ୍ଲୀରେ ହନୁମାନ ଜୟନ୍ତୀ ବେଳେ ହିଂସା, ତଦନ୍ତ କରିବ ୧୦ ଜଣିଆ ଟିମ୍

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଥିବା କୁଶଲ ସିନେମା ନିକଟରେ ଶନିବାର ସନ୍ଧ୍ୟାରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ହୋଇଥିଲା। ଏହି ସମୟରେ ଶୋଭାଯାତ୍ରା ଉପରେ ପଥର ମାଡ଼ ହୋଇଥିଲା। ପଥର ଫିଙ୍ଗିବା ପରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ। ଏହାପରେ ଅନେକ ଯାନବାହନ…

ୟୁକ୍ରେନର ଆଠ ସହର ଉପରେ ରୁଷର ଏୟାର ଷ୍ଟ୍ରାଇକ୍

କିଭ୍: ଗତ ୨୪ ଘଣ୍ଟା ମଧ୍ୟରେ ରୁଷ ୟୁକ୍ରେନର ରାଜଧାନୀ କିଭ ସମେତ ଆଠଟି ସହରରେ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ଅନେକ ୟୁକ୍ରେନ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ୟୁକ୍ରେନ ଦାବି କରିଛି। ରୁଷ ଏୟାର ଷ୍ଟ୍ରାଇକ ଜରିଆରେ ୟୁକ୍ରେନବାସୀ ରହୁଥିବା ସ୍ଥାନ…

ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ, ପୂର୍ବରୁ ଏହି କାରଣ ପାଇଁ ଗସ୍ତ ବାତିଲ ହୋଇଥିଲା

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଚଳିତ ମାସରେ ଭାରତ ଗସ୍ତ ଆସିବେ। ଦୁଇ ଦିନିଆ ଗସ୍ତରେ ଆସିବେ ବୋଲି ସୂଚନା ରହିଛି । ଏପ୍ରିଲ 21ରେ ସେ ଭାରତ ପହଞ୍ଚିବେ ବୋଲି ଜଣାପଡିଛି । ବୋରିଶ ଜନସନଙ୍କ ଏହି ଗସ୍ତ ସେହି ସମୟରେ ରହିଛି ଯେଉଁ ସମୟରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ…