Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନଦୀକୁ ଖସିଲା ITBP ଯବାନଙ୍କୁ ନେଇ ଯାଉଥିବା ବସ୍, ୬ ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ନଦୀକୁ ITBP ଯବାନଙ୍କ ବସ୍ ଖସି ପଡ଼ିଛି । ତାଜା ସୂଚନା ଅନୁସାରେ ଦୁର୍ଘଟଣାରେ ୬ ଜଣ ITBP ଯବାନ ସହିଦ ହୋଇଛନ୍ତି । ଏକାଧିକ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଆର୍ମି ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଅମରନାଥ…

ଆସନ୍ତାକାଲି ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ଆସନ୍ତାକାଲି ନୀତିଶ କୁମାରଙ୍କ ମନ୍ତ୍ରୀମଣ୍ଡଳରେ ୩୧ ଜଣ ମନ୍ତ୍ରୀ ଶପଥ ନେବେ। ନୀତିଶଙ୍କ ମନ୍ତ୍ରୀମଣ୍ଡଳରେ  କଂଗ୍ରେସରୁ ୨, ଆରଜେଡି ରୁ ୧୬, ଜେଡିୟୁ ୧୧, ହମର ଜଣେ ଓ ଆଉ ଜଣେ ସ୍ୱାଧୀନ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡିଛି । ଆସନ୍ତାକାଲି ରାଜଭବନରେ ଦିନ ୧୧ ଟା  ୩୦ ମିନିଟରେ…

ଦଳିତଙ୍କ ଉପରେ ଅତ୍ୟାଚାର ନେଇ ବ୍ୟଥିତ, ଇସ୍ତଫା ଦେଲେ ବିଧାୟକ ପାନାଚାନ୍ଦ

ଜୟପୁର: ରାଜସ୍ଥାନର ବରିଷ୍ଠ କଂଗ୍ରେସ ବିଧାୟକ ପାନାଚନ୍ଦ ମେଘୱାଲ ଦଳିତ ଯୁବକଙ୍କ ମୃତ୍ୟୁରେ ବ୍ୟଥୀତ ହୋଇ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କ ନିକଟକୁ ପଠାଇଛନ୍ତି । ଦେଶ ସ୍ୱାଧୀନ ହେବା ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେ ବି ଦଳିତଙ୍କ ପ୍ରତି ଅତ୍ୟାଚାର କମୁ ନାହିଁ ।…

ଓମିକ୍ରନ ପାଇଁ ମଡର୍ଣ୍ଣା ଉପଯୁକ୍ତ; ବ୍ରିଟେନରୁ ଆସିଲା ଅନୁମତି

ଭୁବନେଶ୍ୱର: ଏବେ ସଂକ୍ରମଣ ହେଉଥିବା ଓମିକ୍ରନ ପାଇଁ ମଡର୍ଣ୍ଣା ଟୀକା ଉପଯୁକ୍ତ । ସୋମବାର ବ୍ରିଟେନ ଏହାକୁ ଅନୁମତି ଦେଇଛି । ଏହି ଟୀକା ବର୍ତ୍ତମାନ ସଂକ୍ରମଣ ବଢ଼ାଉଥିବା ଓମିକ୍ରନ ଏବଂ ପୂର୍ବ ମୂଳ କୋଭିଡ-୧୯ ଭାଇରସକୁ ପ୍ରତିହତ କରିବା ପାଇଁ ସମର୍ଥ ବୋଲି ବ୍ରିଟେନର ଏମଏଚଆରଏ(ମେଡିସିନ…

ସୁ କ୍ୟୁଇଙ୍କ ଦଣ୍ଡାଦେଶ ବଢ଼ାଇଲା ମ୍ୟାନମାର କୋର୍ଟ

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ତଥା ମ୍ୟାନମାରର ବହିଷ୍କୃତ ନେତା ଆଙ୍ଗ ସୁ କ୍ୟୁଇଙ୍କୁ ସ୍ଥାନୀୟ କୋର୍ଟ ଅତିରିକ୍ତ ୬ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛି । ପୂର୍ବରୁ ତାଙ୍କୁ ୪ ବର୍ଷ ଜେଲ ହୋଇଥିଲା । କୋର୍ଟର ଏହି ଦଣ୍ଡାଦେଶ ସୁ କ୍ୟୁଇଙ୍କ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବ…

ଭାରତ ବାୟୋଟେକର ଇଂଟ୍ରୋନାଜାଲ ଭ୍ୟାକ୍ସିନର ତୃତୀୟ କ୍ଲିନିକାଲ ଟ୍ରାଏଲ ସମ୍ପୂର୍ଣ୍ଣ

ନୂଆଦିଲ୍ଲୀ: କୋଭିଡ-୧୯କୁ ରୋକିବା ପାଇଁ ଭାରତ ବାୟୋଟେକ ଏକ ଇଂଟ୍ରୋନାଜାଲ ଭ୍ୟାକ୍ସିନ ପ୍ରସ୍ତୁତ କରୁଛି । ସୋମବାର ବିବିଭି-୧୫୪ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ସମ୍ପୂର୍ଣ୍ଣ ହୋଇଥିବାରୁ ଖୁବ ଶୀଘ୍ର ଏହାକୁ ବ୍ୟବହାର କରାଯିବ ବୋଲି କମ୍ପାନୀ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ଡ୍ରଗ…

ସମୁଦ୍ରରୁ ମିଳିଲା ଆଉ ଏକ ଅଦ୍ଭୁତ ଜୀବ

ୱାଶିଂଟନ: ପୃଥିବୀକୁ ଘେରି ରହିଥିବା ସମୁଦ୍ର ରହସ୍ୟରେ ଭରପୂର । ଏବେ ବୈଜ୍ଞାନିକମାନେ ମେକ୍ସିକୋ ନିକଟବର୍ତୀ ସମୁଦ୍ରରୁ ଏକ ଅଦ୍ଭୁତ ଜୀବର ସନ୍ଧାନ ପାଇଛନ୍ତି । ଏହା କୌଣସି ଏକ ଏଲିୟନ ପ୍ରଜାତିର ଅଂଶବିଶେଷ ପରି ଜଣାପଡୁଛି । ବୈଜ୍ଞାନିକମାନେ ଏହି ପ୍ରାଣୀର ନାମ ଡାର୍ଥ ଭାର୍ଡନ ନାମ ଦେଇଛନ୍ତି…

ନୀତୀଶଙ୍କ ସହ ମେଣ୍ଟରୁ ଭୁଲ୍ ଶିଖିଲା ବିଜେପି, ସହଯୋଗୀ କିପରି ହେବେ ତିଆରି କରୁଛି ରଣନୀତି ?

ନୂଆଦିଲ୍ଲୀ: ଏନଡିଏ ଛାଡି ଅନେକ ଆଞ୍ଚଳିକ ଦଳ ଅନ୍ୟ ଦଳ ସହ ମେଣ୍ଟ କରୁଛନ୍ତି। ବିଜେପି ଗୋଟିଏ ବଡ ପାର୍ଟି ହୋଇସାରିଛି। ତେଣୁ ବିଜେପି ସହ ମେଣ୍ଟରେ ରହିବା ଦ୍ୱାରା ଆଞ୍ଚଳିକ ଦଳ ପତିଆରା ବିସ୍ତାର କରିପାରୁନି। ତେଣୁ ବିଜେପି ଛାଡି ଟିଡିପି, ଶିବସେନା (ଉଦ୍ଧବ ଗୋଷ୍ଠୀ), ଅକାଳୀ ଦଳ, ଜେଡିୟୁ…

ସୋନିଆ ଓ ରାହୁଲଙ୍କ ଅନୁପସ୍ଥିତିରେ କଂଗ୍ରେସ କାର୍ଯ୍ୟାଳୟରେ କିଏ ଜାତୀୟ ପତାକା ଉତ୍ତୋଳନ କଲେ?

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନାରେ ସଂକ୍ରମିିତ ହୋଇଛନ୍ତି। ତେଣୁ କଂଗ୍ରେସ ମୁଖ୍ୟାଳୟରେ କିଏ ଜାତୀୟ ପତାକା ଉତ୍ତୋଳନ କରିବେ ସେ ନେଇ ସସପେନ୍ସ ଜାରି ରହିଥିଲା। କାରଣ ସୋନିଆ କରୋନାରେ ସଂକ୍ରମିତ ହେବା ପରେ ରାହୁଲ ଗାନ୍ଧୀ ସଙ୍ଗୋରଧରେ ରହିଛନ୍ତି ଏବଂ ଦଳର…

ଦେବେନ୍ଦ୍ର ପ୍ରତାପ ସିଂହଙ୍କୁ କିର୍ତ୍ତୀ ଚକ୍ର , ଆକ୍ସେଲକୁ ମରଣୋତ୍ତର ବୀରତା ପୁରସ୍କାର

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବ ସଂଧ୍ୟାରେ  କେନ୍ଦ୍ର ସରକାର ବୀରତା ପୁରସ୍କାର ଘୋଷଣା କରିଛନ୍ତି ।  ନାୟକ ଦେବେନ୍ଦ୍ର ପ୍ରତାପ ସିଂଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବୀରତା ପୁରସ୍କାର କିର୍ତ୍ତୀ ଚକ୍ର ପ୍ରଦାନ କରାଯାଇଛି। ନାଏକ ଦେବେନ୍ଦ୍ର ପ୍ରତାପ ସିଂ ଚଳିତ ବର୍ଷ ଜାନୁୟାରୀ 29 ରେ…