Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୋଦୀଙ୍କ ନେପାଳ ଗସ୍ତ ଉପରେ ଡ୍ରାଗନର ନଜର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ଗସ୍ତ କରିବେ। ମୋଦୀଙ୍କର ମେ ୧୬ର ଏହି ଗସ୍ତ ଉପରେ ଚୀନର ନଜର ରହିଛି । ମୋଦୀଙ୍କ ନେପାଳ ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରୁଛି ଚୀନ୍ । ବିିଭିନ୍ନ ମିଡିଆ ରିପୋର୍ଟ ଅନୁଯାୟୀ, ନେପାଳ ସରକାର…

ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କେମିତି ତିଆରି କରିବେ ଡିଏଲ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମୋଟର ଯାନ ଆଇନ ୨୦୧୭ରେ ସଂଶୋଧନ କରି ଏହାକୁ ଅଧିକ କଡ଼ାକଡ଼ି କରିଛନ୍ତି । ଏଣିିକି ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ପାଇବାକୁ ସରକାର ସହଜ କରିଦେଇଛନ୍ତି। ଲମ୍ବା ଧାଡିରେ ଛିଡା ହେବାର କୌଣସି ଆବଶ୍ୟକତା ନାହିଁ। ତେଣୁ କେନ୍ଦ୍ର ସରକାର ଡ୍ରାଇଭିଂ ଲାଇସେନ୍ସ ଅନୁମତି…

ବିପ୍ଳବ ଦେବଙ୍କ ପରେ ମାଣିକ ଶାହ ହେବେ ତ୍ରିପୁରାର ମୁଖ୍ୟମନ୍ତ୍ରୀ

ଅଗରତାଲା: ବିପ୍ଲବ ଦେବ ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଡକ୍ଟର ମାଣିକ ଶାହ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହୋଇଛନ୍ତି । ସଂଧ୍ୟାରେ ସେ ଶାସକ ଦଳର ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି । ମାଣିକ ଶାହ ତ୍ରିପୁରା ବିଜେପିର ସଭାପତି ଏବଂ ସେ…

ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ସେଠାରେ ରାଜନୀତି ସରଗରମ ହୋଇ ଉଠିଛି । ୨୦୨୩ ଫେବୃୟାରୀରେ ତ୍ରିପୁରା ବିଧାନସଭା ନିର୍ବାଚନ ହେବ । ଆଉ ଅଳ୍ପ ଦିନ ନିର୍ବାଚନ ଥିବା ବେଳେ ସେ ହଠାତ କାହିଁକି ଇସ୍ତଫା ଦେଲେ ତାହା…

‘କର୍ମସ୍ଥଳୀରେ ‘ଚନ୍ଦା’ ବୋଲି ଆକ୍ଷେପ କରିବା ଯୌନ ଉତ୍ପୀଡନତା ସହିତ ସମାନ’

ଲଣ୍ଡନ: କର୍ମସ୍ଥଳୀରେେ କାହାକୁ ଚନ୍ଦା ବୋଲି ଆକ୍ଷେପ କରିବା କୌଣସି ମହିଳାର ସ୍ତନ ଉପରେ ମନ୍ତବ୍ୟ ଦେବା ସହ ସମାନ । ଯିଏ ଚନ୍ଦା ବୋଲି ଅନ୍ୟକୁ ଆକ୍ଷେପ କରିବ ସେ ଯୌନ ଉତ୍ପୀଡ଼ନ ମାମଲାର ଶିକାର ହେବ । ବ୍ରିଟେନର ଏକ କୋର୍ଟ ଏପରି ରାୟ ଶୁଣାଣି କରିଛନ୍ତି । ଏହି ମାମଲା ବର୍ଷକ ତଳର ।…

କୃଷ୍ଣସାର ମୃଗ ଶିକାର ବେଳେ ପୋଲିସ ସହ ଏନକାଉଣ୍ଟର: ଟଳିଲେ ୩ ପୋଲିସ କର୍ମୀ

ମଧ୍ୟପ୍ରଦେଶ  : ଶିକାରୀଙ୍କୁ ଗୁଳିରେ ଟଳିଲେ ୩ ପୋଲିସ କର୍ମଚାରୀ । ମଧ୍ୟପ୍ରଦେଶରେ ଗୁନାରେ ଘଟିଛି ଏପରି ଅଘଟଣ । କୃଷ୍ଣସାର ମୃଗ ଶିକାରୀ ଓ ପୋଲିସ ମଧ୍ୟରେ ଗୁଳିକାଣ୍ଡ ଘଟି ଏପରି ଘଟିଛି । ଏଠାରେ ଶିକାରୀ ଓ ଓ ପୋଲିସ ମଧ୍ୟରେ ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ତିନି ଜଣ ପୋଲିସ କର୍ମୀଙ୍କ…

ପ୍ରାକ୍‌ ମୌସୁମୀ ସୂଚନା: ବିଭିନ୍ନ ରାଜ୍ୟରେ ବାତ୍ୟା, ବନ୍ୟା ମୁକାବିଲାର ହେଲା ସମୀକ୍ଷା

ନୂଆଦିଲ୍ଲୀ: ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ବଭାବିକ ରହିବାର ସମ୍ଭାବନା ରହିଛି । ଏହାପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପୂର୍ବରୁ ପ୍ରାକ୍‌ ମୌସୁମୀ ବା ମୌସୁମୀ ପରିସ୍ଥିତିର ସମୀକ୍ଷା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ…

ଚୀନ: ଦୁଇ ବର୍ଷ ପୂର୍ବେ କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ଏବେ ବି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି !

ବେଜିଂ: ଦୁଇ ବର୍ଷ ପୂର୍ବେ ଚୀନରେ କରୋନାର ପ୍ରଥମ ଲହରରେ ଯେଉଁମାନେ ଆକ୍ରାନ୍ତ ହୋଇଥିଲେ ସେମାନେ ଆଜି ବି ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରି ନାହାନ୍ତି। ଏହି ରୋଗୀଙ୍କ ମଧ୍ୟରୁ ଅଧାରୁ ଅଧିକଙ୍କ ପାଖରେ ଥକାପଣ, ନିଦ୍ରାହୀନତା ଏବଂ ଅନ୍ୟାନ୍ୟ ସମସ୍ୟା ରହିଛି। ଏହି ଯନ୍ତ୍ରଣା ଭୋଗୁଥିବା ରୋଗୀଙ୍କ…

ଏହି ଦେଶରେ ସ୍ୱାମୀ-ସ୍ତ୍ରୀ ରେଷ୍ଟୁରାଣ୍ଟରେ ଏକାଠି ଖାଇବା ଅପରାଧ !

କାବୁଲ: ସ୍ୱାମୀ ସ୍ତ୍ରୀ ଏକାଠି ରେଷ୍ଟୁରାଣ୍ଟରେ ଖାଇପାରିବେ ନାହିଁ । ତାଲିବାନ ସରକାର ଏପରି ଫତଓ୍ୱା ନିଜ ଦେଶର ନାଗରିକଙ୍କ ପାଇଁ ଜାରି କରିଛି । ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ କିପରି ସାମାଜିକ ଚିତ୍ର ବଦଳୁଛି ଇଏ ହେଉଛି ଆଉ ଏକ ନମୁନା । ବିଭିନ୍ନ ପ୍ରତିବନ୍ଧକର…

ନୀତି ଆୟୋଗ ଆରମ୍ଭ କଲା ଡାଟା ଓ ଆନାଲିଟିକ୍ସ ପ୍ଲାଟଫର୍ମ

ଭୁବନେଶ୍ୱର: ନୀତି ଆୟୋଗ ପକ୍ଷରୁ ଜାତୀୟ ଡାଟା ଓ ଅନାଲିଟିକ୍ସ ପ୍ଲାଟଫର୍ମ (ଏନ୍‌ଡିଏପି) ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଆଜିଠୁ ଆରମ୍ଭ କରାଯାଇଛି । ଏହି ପ୍ଲାଟଫର୍ମର ଉଦ୍ଦେଶ୍ୟ ହେଲା ସରକାରୀ ତଥ୍ୟାବଳୀକୁ ଲୋକଙ୍କୁ ସହଜରେ ଯୋଗାଇବା । ଏହା ଫଳରେ ସରକାରୀ ଡାଟା ସଂଗ୍ରହ ସହଜ, ଆନ୍ତଃ…