Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୯ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ପତାକା ଉଡାଇ ବାଲ ପୁରଷ୍କାର ପାଇଲେ ହାଇଦ୍ରାବାଦର ବିରାଟ

ହାଇଦ୍ରାବାଦ : ଇଚ୍ଛା ଶକ୍ତି ହିଁ ମଣିଷକୁ ସଫଳତା ଦେଇଥାଏ । ହାଇଦ୍ରାବାଦର ୯ ବର୍ଷର ପୁଅ ବିରାଟ ଚନ୍ଦ୍ର ବାଲକୁଣ୍ଟା ୧୯ ହଜାର ଫୁଟର ପାହାଡ ଉପରେ ତ୍ରିରଙ୍ଗା ପତାକା ଉଡାଇ ରେକର୍ଡ ସୃଷ୍ଟି କରିଛନ୍ତି । ଆଜି ବିରାଟଙ୍କୁ ପ୍ରଧାନମନ୍ତ୍ରୀ ବାଲ ପୁରଷ୍କାରରେ ସମ୍ମାନୀତ କରାଯାଇଛି । ବିରାଟ…

ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ବିହାରରେ ଟ୍ରେନରେ ନିଆଁ ଲଗାଇଦେଲେ ପରୀକ୍ଷାର୍ଥୀ

ବିହାର : ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଟ୍ରେନରେ ନିଆଁ ଲଗାଇଲେ ଶତାଧିକ ଛାତ୍ରଛାତ୍ରୀ । ରେଲୁୱେ ରିକ୍ରୁଇମେଣ୍ଟ ନନଟେକ୍ନିକାଲ ପପୁଲାର କାଟାଗୋରୀ ପରୀକ୍ଷା ଫଳରେ ଅନିୟମିତତା ଅଭିଯୋଗ କରି ବିହାରର ଗୟାଠାରେ ଟ୍ରେନରେ ନିଆଁ ଲଗାଇଦେଇଛନ୍ତି ପରୀକ୍ଷାର୍ଥୀ । ଛାତ୍ରଛାତ୍ରୀ ମାନେ ଟ୍ରେନକୁ…

ଅପରେସନ୍‌ ତ୍ରିବେଣୀ’ରେ ସାହସ ପ୍ରଦର୍ଶନ ପାଇଁ ଓଡ଼ିଆ ପୁଅ ଚିନ୍ମୟ ପାତ୍ରଙ୍କୁ ‘ବାୟୁସେନା ପଦକ’

ନୂଆଦିଲ୍ଲୀ: ଓଡ଼ିଆ ପୁଅ ଚିନ୍ମୟ ପାତ୍ରଙ୍କୁ ‘ବାୟୁସେନା ପଦକ’ ମିଳିବ ।  ଅପରେସନ୍‌ ତ୍ରିବେଣୀ’ରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ରେ ଅସାମାନ୍ୟ ସାହସ ପ୍ରଦର୍ଶନ କରିଥିବା ହେତୁ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର୍‌ ଚିନ୍ମୟ ପାତ୍ରଙ୍କୁ ‘ବାୟୁସେନା ପଦକ’ ପ୍ରଦାନ କରାଯିବ। ଆସନ୍ତା…

ସତର୍କ କରାଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: ରୁଷ ଆକ୍ରମଣ କଲେ ଭୟଙ୍କର କ୍ଷତି ସହିବେ ୟୁକ୍ରେନବାସୀ

ନୂଆଦିଲ୍ଲୀ:ରୁଷ-ୟୁକ୍ରେନ ମଧ୍ୟରେ ଉପୁଜିଥିବା ଅଶାନ୍ତି ଯୁଦ୍ଧର ରୂପ ନେବାକୁ ଯାଉଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ଏ ନେଇ ଉଭୟ ଦେଶକୁ ସତର୍କ କରାଇ ଦେଇଛନ୍ତି । ରୁଷ ଆକ୍ରମଣ କଲେ ନିଶ୍ଚିତ ଭାବେ ୟୁକ୍ରେନଙ୍କୁ ସହଯୋଗ କରାଯିବ ବୋଲି ସେ କହିଛନ୍ତି । ତେବେ ଯୁଦ୍ଧରେ ୟୁକ୍ରେନବାସୀ…

୧୨୦ ବର୍ଷର ବରଗଛକୁ ବଂଚାଇବା ପାଇଁ ପ୍ରଶାସନ, ଭୂମି ମାଫିଆଙ୍କ ସହ ଲଢ଼ୁଛନ୍ତି ଖାମପୁର ଗ୍ରାମବାସୀ

ଖାମପୁର: ଦିଲ୍ଲୀର ଖାମପୁର ଗ୍ରାମବାସୀଙ୍କ ସଂଘର୍ଷକୁ ଏବେ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଏଠାରେ ୧୨୦ ବର୍ଷ ତଳର ଏକ ପୁରୁଣା ବରଗଛକୁ ବଂଚାଇ ରଖିବା ପାଇଁ ସେମାନେ ସଂଘର୍ଷ କରୁଛନ୍ତି । ଗଛକୁ କାଟିବା ପାଇଁ କେତେକ ଭୂମି ମାଫିଆ ଷଡଯନ୍ତ୍ର କରି ଆସୁଛନ୍ତି । ୨/୩ ଥର ଏହାକୁ କାଟିବା…

ବରଫ ଉପରେ ତ୍ରିରଙ୍ଗା ଉଡ଼ାଇଲେ ଆଇଟିବିପି ଯବାନ

ଦିଲ୍ଲୀ: ଆଜି ସାରା ଦେଶ ପାଳନ କରୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ସବୁଠି ଉଡ଼ୁଛି ତ୍ରିରଙ୍ଗା । ଛୋଟରୁ ବଡ଼ ସମସ୍ତଙ୍କ ମୁହଁରେ ଗୋଟିଏ ସ୍ୱର ଭାରତ ମାତା କି ଜୟ । ପଲ୍ଲୀରୁ ଦିଲ୍ଲୀ ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତର ଗାନ । ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଇଥିବା ବୀର ଯବାନମାନେ ବା…

ଆସନ୍ତୁ ଜାଣିବା ଆରପିଏନ ସିଂ ବିଜେପିରେ ମିଶିବା ପରେ କାହିଁକି ଭାଇରାଲ ହେଉଛି ଏହି ଫଟୋ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଆରପିଏନ ସିଂ ବିଜେପିରେ ଯୋଗ ଦେବା ପରେ ସୋସିଆଲ ସାଇଟରେ ଗୋଟିଏ ଫଟୋ ଭାଇରାଲ ହେଉଛି । ଏହି ଫଟୋରେ ଆରପିଏନ ସିଂ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜିତିନ ପ୍ରସାଦ ଓ ସଚିନ ପାଇଲଟ କୌଣସି ଏକ ବିଷୟରେ ଆଲୋଚନା କରୁଛନ୍ତି । ସଚିନଙ୍କ ବ୍ୟତୀତ ଅନ୍ୟ ସମସ୍ତ ନେତା…

ବିଜେପିରେ ମିଶିଲେ ବରିଷ୍ଠ କଂଗ୍ରେସ ନେତା ଆରପିଏନ ସିଂ

ନୂଆଦିଲ୍ଲୀ: ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂ ବିଜେପିରେ ଯୋଗ ଦେଇଛନ୍ତି । କିଛି ଦିନ ତଳେ ସୌମ୍ୟ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡି ସମାଜବାଦୀ ପାର୍ଟିରେ ମିଶିଥିଲେ । ତାଙ୍କୁ କଡା ଟକ୍କର ଦେବା ପାଇଁ ଆରପିଏନ ସିଂଙ୍କୁ ଦଳରେ…

ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ୨୨ ଜଣଙ୍କୁ ମିଳିବ ପୁଲିସ ପଦକ

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ୨୨ ଜଣଙ୍କୁ ମିଳିବ ପୁଲିସ ପଦକ । ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ତିନୋଟି ବର୍ଗରେ ୯୩୯ ଜଣଙ୍କୁ ପୁଲିସ ପଦକ ଲାଗି ମନୋନୀତ…

୪୦ ଫୁଟ ତଳକୁ ଖସିଲା କାର, ବିଜେପି ବିଧାୟକଙ୍କ ପୁଅ ସମେତ ୭ଜଣ ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ମହାରାଷ୍ଟ୍ର : ମମ୍ମନ୍ତୁଦ ଦୁର୍ଘଟଣା ନେଲା ଛାତ୍ରଙ୍କ ଜୀବନ । ମହାରାଷ୍ଟ୍ରର ୱାର୍ଦ୍ଧା ପାଖ ଜାତୀୟ ରାଜପଥ ତୁଲଜାପୁର ସେଲସୁରାରେ ଭୟାବହ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଏତେ ଭୟଙ୍କ ଥିଲା ଯେ ବିଜେପି ବିଧାୟକ ବିଜୟ ରାହଙ୍ଗଦେଲାଙ୍କ ପୁଅଙ୍କ ସମେତ ମେଡିକାଲ କଲେଜର ୭ ଜଣ ଛାତ୍ରଙ୍କ…