Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ପରବର୍ତ୍ତୀ ବିମାନ ସେବା, ଘରୋଇ ଯାତ୍ରୀ ସଂଖ୍ୟାରେ ରେକର୍ଡ

ନୂଆଦିଲ୍ଲୀ: କୋଭିଡ୍ ପରେ ଆରମ୍ଭ ହୋଇଥିବା ଘରୋଇ ବିମାନ କ୍ଷେତ୍ରରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିଛି । ୨୦୨୧ ଫେବ୍ରୁଆରୀ ୧୨ ତାରିଖରେ ୨ ଲକ୍ଷ ୯୭ ହଜାର ୧୦୨ ଜଣ ଅଧିକ ଯାତ୍ରୀ ହଜାର ୨ ହଜାର ୩୪୯ଟି ବିମାନରେ ଉଡ଼ିଛନ୍ତି । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦ୍ୱୀପ ସିଂ ପୁରୀ…

ମହାବିନାଶକ ଅଣ୍ଡର ୱାଟର ଡ୍ରୋନ ପ୍ରସ୍ତୁତ କଲା ରୁଷିଆ, ଖୁବ୍ ଶୀଘ୍ର ହେବ ପରୀକ୍ଷଣ

ମସ୍କୋ: ଆମେରିକା ଏବଂ ଅନ୍ୟ ନାଟୋ ଦେଶଗୁଡିକ ସହ ଉତେଜନାପୂର୍ଣ୍ଣ ପରିସ୍ଥିତି ପରେ ରୁଷ ଏବେ ଏକ ମହାବିନାଶକ ଅଣ୍ଡରୱାଟର ଡ୍ରୋନ ପ୍ରସ୍ତୁତ କରିଛି । ପାଣି ଭିତରେ ଯାଇପାରୁଥିବା ଏହି ପୋସାଇଡନ ଡ୍ରୋନ ବିମାନ ଅନ୍ୟ ଦେଶ ବିଶେଷ କରି ଆମେରିକା ପାଇଁ ଚିନ୍ତାର କାରଣ ସାଜିଛି । ପରମାଣୁ ଉର୍ଜାରେ…

ସିନ୍‌ ରିକ୍ରିଏସନ୍‌ ପାଇଁ ଲାଲ୍‌ କିଲ୍ଲା ଗଲେ ଦୀପ୍‌ ସିଦ୍ଧୁ

ନୂଆଦିଲ୍ଲୀ: ଶନିବାର ଦିନ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଅଭିନେତା-କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ଇକବାଲ ସିଂଙ୍କୁ ଲାଲ୍‌ କିଲ୍ଲା ନେଇ ଯାଇଥିଲା। ପୋଲିସର ସୂଚନାନୁସାରେ, ସିଦ୍ଧୁ ଜାନୁଆରୀ ୨୬ ଲାଲ୍‌ କିଲ୍ଲାରେ ହୋଇଥିବା ହିଂସା ଏବଂ ଭଙ୍ଗାରୁଜା ପଛରେ ଜଣେ…

ଉତ୍ତରାଖଣ୍ଡ ବିପର୍ଯ୍ୟୟ; ଏପର୍ଯ୍ୟନ୍ତ ୩୮ ଟି ମୃତଦେହ ଉଦ୍ଧାର ୨୦୦ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିପର୍ଯ୍ୟୟର ଏକ ସପ୍ତାହ ପରେ ନନ୍ଦା ଦେବୀ ହିମସ୍ଖଳନ ଯୋଗୁ ଚାମୋଲି ଜିଲ୍ଲାରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ୩୮ ଟି ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଥିବାବେଳେ ୨୦୦ ରୁ ଅଧିକ ଲୋକ ନିଖୋଜ ହୋଇ ରହିଛନ୍ତି।…

ଜମ୍ମୁ କାଶ୍ମୀରକୁ ଠିକ୍ ସମୟରେ ମିଳିବ ରାଜ୍ୟ ମାନ୍ୟତା ; ଅମିତ ଶାହା

ନୂଆଦିଳ୍ଲୀ: ସଂସଦର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଶନିବାର ହେଉଛି ଶେଷ ଦିନ। ସରକାର ଶନିବାର ଦିନ ଜାମ୍ମୁ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୧ରେ ଲୋକସଭାରେ ଜାମ୍ମୁ କାଶ୍ମୀର ଏବଂ ଲଦାଖର କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଶାସନିକ ସଂସ୍କାର ଆଣିଥିଲେ। ଏହି ସମୟରେ ଗୃହମନ୍ତ୍ରୀ…

ପ୍ରଥମ ଭାରତୀୟ ମହିଳା ଭାବେ ଅକ୍ସଫୋର୍ଡ ୟୁନିଭରସିଟି ଛାତ୍ର ସଂଘର ସଭାପତି ହେଲେ ରଶ୍ମି

ନୂଆଦିଲ୍ଲୀ: କର୍ଣ୍ଣାଟକର ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଆଲୁମିନା ରଶ୍ମି ସାମନ୍ତ ଗୁରୁବାର ଅକ୍ସଫୋର୍ଡ ୟୁନିଭରସିଟି ଛାତ୍ର ୟୁନିଅନର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଲିନାକ୍ରେ କଲେଜରେ ଏନର୍ଜି ସିଷ୍ଟମର ଏମଏସସିର ଛାତ୍ର ରଶ୍ମି ମଧ୍ୟ ଏହି ପଦବୀରେ ଅବସ୍ଥାପିତ ହୋଇଥିବା…

ଗଣତନ୍ତ୍ର ଦିବସ ହିଂସା ଘଟଣାରେ ଆଉ ତିନି ଜଣ ଗିରଫ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଉତ୍ତର ଦିଲ୍ଲୀର ବୁରାରୀରେ କୃଷକଙ୍କ ଟ୍ରାକ୍ଟର ପରେଡରେ ଘଟିଥିବା ହିଂସା ଘଟଣାରେ ଆଉ ତିନି ଜଣଙ୍କୁ ଗିରଫ କରାଯାଇଛି। ଶନିବାର ଦିନ ଉତ୍ତର ଦିଲ୍ଲୀର ବୁରାରୀରେ କୃଷକଙ୍କ ଟ୍ରାକ୍ଟର ପରେଡରେ ଘଟିଥିବା ହିଂସା ଘଟଣାରେ ଆଉ ତିନି ଜଣଙ୍କୁ ଗିରଫ କରାଯାଇଛି ବୋଲି…

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ୍

ନୂଆଦିଲ୍ଲୀ: ଆଜଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନ ପରିସରରେ ଥିବା ମୋଗଲ ବାଟିକା । ବିଭିନ୍ନ ପ୍ରଜାତିର ରଙ୍ଗ ବେରଙ୍ଗ ଫୁଲ ଦେଖି ପାରିବେ ଦର୍ଶକ । ଆଜିଠାରୁ ମାର୍ଚ୍ଚ ୨୧ ତାରିଖ ଯାଏ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ମୋଗଲ ବାଟିକା ବୁଲିବାର ସୁଯୋଗ ପାଇବେ ଦର୍ଶକ । ୧୫ ଏକର…

ଉତ୍ତରାଖଣ୍ଡର ପ୍ରାୟ ଏକ ତୃତୀୟାଂଶ ଅଞ୍ଚଳରେ ଏବେ ବି ରହିଛି ବନ୍ୟା ଆଶଙ୍କା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପ୍ରାୟ ଏକ ତୃତୀୟାଂଶ ଅଞ୍ଚଳରେ ଏବେ ବି ହିମସ୍ଖଳନ ଏବଂ ବନ୍ୟା ପରି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ହିମାଳୟ ପରିସରର ଭାରତୀୟ ପାର୍ଶ୍ୱରେ ୫୦୦୦ ରୁ ଅଧିକ ଗ୍ଲାସିଅଲ୍ ହ୍ରଦକୁ ମ୍ୟାପ୍ କରିବା ପରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଉତ୍ତରାଖଣ୍ଡରେ ୫୦୦ ରୁ…

ଆଜିଠୁ ଦେଶରେ ଆରମ୍ଭ ହେବ କରୋନା ଟିକାକରଣର ଦ୍ୱିତୀୟ ଡୋଜ୍

ନୂଆଦିଲ୍ଲୀ: କରୋନା ଟିକାକରଣର ଦ୍ୱିତୀୟ ଡୋଜ୍ ଶନିବାର ଦିନ ଭାରତରେ ଆରମ୍ଭ ହେବ। ଅର୍ଥାତ୍ ଆଜି ସେହି ଲୋକମାନଙ୍କୁ ଟିକା ଦିଆଯିବ ଯେଉଁମାନେ ୨୮ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ୧୬ରେ ଟିକାକରଣ କରିଥିଲେ। ଉଲ୍ଲେଖ ଥାଉ କି, ଜାନୁଆରୀ ୧୬ ରେ, ୨୦୨,୦୦୦ ରୁ ଅଧିକ ଲୋକଙ୍କୁ ପ୍ରଥମ ଡୋଜ୍…