Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବସ-ଟ୍ରକ ମୁହାଁମୁହିଁ ଧକ୍କାରେ ଚାଲିଗଲା ୧୩ ଜୀବନ, ୪ ଜଣ ଗୁରୁତର

ଆନ୍ଧ୍ରପ୍ରଦେଶ: ଅଶୁଭ ରବିବାର । ଭୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ-ବସ୍ ମଧ୍ୟରେ ଧକ୍କା ହେବାରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଆଉ ୪ ଜଣ । ମୃତକଙ୍କ ମଧ୍ୟରେ ୮ ମହିଳା, ୫ ପୁରୁଷ, ଜଣେ ଶିଶୁ ଅଛନ୍ତି । ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍ ଜିଲ୍ଲା ଦେଇ ଯାଇଥିବା…

ତାମିଲନାଡ଼ୁ ଓ କେରଳ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ସେନାରେ ସାମିଲ୍ ହେବ ‘ଅର୍ଜୁନ ଯୁଦ୍ଧ ଟ୍ୟାଙ୍କ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାମିଲନାଡ଼ୁ ଓ କେରଳ ରାଜ୍ୟ ଗସ୍ତରେ ଯିବେ । ଚେନ୍ନାଇରେ ମୋଦି ଅଲଗା ଅଲଗା ପ୍ରକଳ୍ପକୁ ଉଦଘାଟନ କରିବେ । ଏହାସହ ଅର୍ଜୁନ୍ ଟ୍ୟାଙ୍କ (ଏମକେ-୧ଏ)କୁ ସେନାରେ ସାମିଲ୍ କରାଯିବ । ଏହାପରେ ପିଏମ୍ ମୋଦି କେରଳ ଯାଇ କୋଚ୍ଚିରେ ବିଭିନ୍ନ…

ପୁଲୱାମା ଆକ୍ରମଣକୁ ପୁରିଲା ଦୁଇ ବର୍ଷ; ବୀର ପୁତ୍ରଙ୍କୁ ମନେ ପକାଇ ଆଜି ଗୁମୁରି କାନ୍ଦୁଛି ମାତୃଭୂମି

ଭୁବନେଶ୍ୱର: ଜାମ୍ମୁ-କଶ୍ମୀରର ପୁଲୱାମା ଆକ୍ରମଣକୁ ଆଜି ପୁରିଛି ୨ ବର୍ଷ। ଆଜିର ଦିନରେ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣରେ ଶହୀଦ ହୋଇଥିଲେ ଭାରତ ମାତାର ୪୦ ଜଣ ବୀର ପୁତ୍ର। ଆତଙ୍କବାଦୀ ଜୈସ-ଏ-ମହମ୍ମଦର ଆକ୍ରମଣରେ ଏହି ୪୦ ଜଣ ସିଆରପିଏଫ ଯବାନ ଦେଶ ପାଇଁ ବଳିଦାନ ଦେଇଥିଲେ। ବର୍ଷେ ପୁରିଥିଲେ…

ଚାଷୀଙ୍କୁ ନେଇ ହରିୟାଣା କୃଷି ମନ୍ତ୍ରୀଙ୍କ ବିବାଦୀୟ ବୟାନ, କହିଲେ- ‘ଘରେ ଥିଲେ ବି ମରିଥାନ୍ତେ ୨ ଶହ…

ନୂଆଦିଲ୍ଲୀ: ଦେଶରେ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚାଲିଥିବା ବେଳେ ବିଜେପି ନେତାଙ୍କ ତୁଣ୍ଡରେ ବାଟୁଳି ବାଜୁନି । କେତେବେଳେ ବିଜେପି ନେତା ଚାଷୀଙ୍କୁ ଆତଙ୍କବାଦୀ କହୁଛନ୍ତି ତ ଆଉ କେବେ ତାତ୍ସଲ୍ୟ କରୁଛନ୍ତି । ଏବେ ଏବେ ପୁଣି ବିଜେପି ମନ୍ତ୍ରୀଙ୍କ ଆଉ ଏକ ବୟାନ ଆସିଛି । ନିଜ ବୟାନକୁ…

ଦେଶରେ ପ୍ରଥମ ସିଏନଜି ଟ୍ରାକ୍ଟରର ଶୁଭାରମ୍ଭ

ନୂଆଦିଲ୍ଲୀ : ଦେଶରେ ଶୁଭାରମ୍ଭ ହେଲା ପ୍ରଥମ ସିଏନଜି ଟ୍ରାକ୍ଟର । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି ସିଏନଜି ଟ୍ରାକ୍ଟରର ଶୁଭାରମ୍ଭ କରିଛନ୍ତି । ଏହି ସିଏନଜି ଟ୍ରାକ୍ଟର ବ୍ୟବହାର ଦ୍ବାରା ଚାଷୀମାନେ ବାର୍ଷିକ ୧.୫ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ ବୋଲି କହିଛନ୍ତି…

ଜାପାନର ଫୁକୁସୀମାରେ ଶକ୍ତିଶାଳୀ ଭୂକମ୍ପ

ଜାପାନ : ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ । ଫୁକୁସୀମା ଅଞ୍ଚଳରେ ଭୂକମ୍ପର ଶକ୍ତ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରହିଛି । ଏହାର ପ୍ରଭାବ ରାଜଧାନୀ ଟୋକିଓରେ ମଧ୍ୟ ପଡିଛି । ଫୁକୁସୀମା ଅଞ୍ଚଳରେ ଭୂକମ୍ପ ହୋଇଥିବା ବେଳେ, ସୁନାମୀ ସତର୍କତା…

ଶିଶୁଙ୍କ ଉପରେ କରୋନା ଟିକା ପରୀକ୍ଷା କରିବ ଅକ୍ସଫୋର୍ଡ ୟୁନିଭର୍ସିଟି

ନୂଆଦିଲ୍ଲୀ: କରୋନା ଟିକାକୁ ବ୍ୟବହାରିକ ଅନୁମତି ମିଳିବା ପରେ ସାରା ବିଶ୍ୱରେ ଟୀକାକରଣ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଏଭଳି ସମୟରେ ଲଣ୍ଡନର ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରଥମ ଥର ପାଇଁ ପିଲାମାନଙ୍କ ଉପରେ କୋଭିଡ -୧୯ ଟିକା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ଯେଉଁଥିପାଇଁ ୬ରୁ ୧୭…

ଶେଷ ହେଲା ସଂସଦର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ, ମାର୍ଚ୍ଚ ୮ରୁ ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ : ଶେଷ ହୋଇଛି ଲୋକସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ । ଏଣୁ ବାଚସ୍ପତି ଓମ୍ ବିର୍ଲା ଗୃହକୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଆସନ୍ତା ମାର୍ଚ୍ଚ ୮ରୁ ଆରମ୍ଭ ହେବ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ସଂସଦର ବଜେଟ୍ ଅଧିବେଶନ…

ବିପଦରେ ଉତ୍ତରାଖଣ୍ଡର ୩୮୫ ଗାଁ, ସ୍ଥାନାନ୍ତରଣ ପାଇଁ ଆବଶ୍ୟକ ୧୦ ହଜାର କୋଟି ଟଙ୍କା

ଡେରାଡୁନ୍: ବିପଦରେ ଉତ୍ତରାଖଣ୍ଡର ୩୮୫ଟି ଗାଁ । ହିମସ୍ଖଳନ ପରେ ସୃଷ୍ଟି ଜଳପ୍ରଳୟ ପରେ ଏବେ ପୁଣି ଲୋକଙ୍କୁ ସ୍ଥାନାନ୍ତରଣ ନେଇ ଉଦ୍ୟମ ଆରମ୍ଭ ହୋଇଛି । ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ରହିଛି ଉତ୍ତରାଖଣ୍ଡର ୧୨ ଜିଲ୍ଲାର ୩୮୫ ଗାଁ । ସେଥିମଧ୍ୟରୁ ୫ଟି ଗାଁକୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରଣ…

ଯେ କୌଣସି ସମୟରେ ଯେ କୌଣସି ସ୍ଥାନରେ ଆନ୍ଦୋଳନ ଅଧିକାର ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସବୁ ସମୟରେ ଯେ କୌଣସି ସ୍ଥାନରେ ଆନ୍ଦୋଳନ ଅଧିକାର ଦିଆଯାଇ ପାରିବ ନାହିଁ । ସାହିନବାଗରେ ସଂଶୋଧିତ ନାଗରିକ ଆଇନକୁ ନେଇ ହୋଇଥିବା ପ୍ରତିବାଦ ସମ୍ପର୍କିତ ପୁନଃ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି । ସାହିନବାଗରେ ସଂଶୋଧିତ ନାଗରିକ ଆଇନ୍ ହୁଏତ…