Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆରପାରିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭାଣିଜୀ ଚିତ୍ରା ଘୋଷ

କୋଲକାତା: ଆଉ ନାହାନ୍ତି ଶରତ ଚନ୍ଦ୍ର ବୋଷଙ୍କ ଝିଅ ତଥା ନେତାଜୀ ସୁଭାଷ ଚନ୍ଦ୍ର୍ର ବୋଷଙ୍କ ଭାଣିଜୀ ଚିତ୍ରା ଘୋଷ । ଶେଷ ସମୟରେ ଚିତ୍ରା ଘୋଷ ପଶ୍ଚିମବଙ୍ଗରେ ରହୁଥିଲାବେଳେ ଗତକାଲି ତାଙ୍କର ନିଧନ ହୋଇଥିଲା । Professor Chitra Ghosh made pioneering contributions to academics…

ବଲିଉଡରେ ପାଦ ଥାପିବେ ଗୁଲଶନ୍ କୁମାରଙ୍କ ଲାଡ୍‌ଲି

ମୁମ୍ବାଇ: ବଲିଉଡରେ ଡେବ୍ୟୁ କରିବେ ଭଜନ ସମ୍ରାଟ୍ ଗୁଲଶନ କୁମାରଙ୍କ ଝିଅ ଖୁସାଲୀ କୁମାର । ନିଜ ଭଉଣୀକୁ ବଲିଉଡରେ ଲଂଚ କରିବାକୁ ଟି-ସିରିଜ୍ ବ୍ୟାନର ତଳେ ଫିଲ୍ମ ନିର୍ମାଣ କରିବେ ଭୂଷଣ କୁମାର । ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଥଲାବେଳେ ସୁଟିଂ ବି ଆରମ୍ଭ ହୋଇସାରିଛି ।…

ବିଶ୍ୱବାସୀଙ୍କ ପାଇଁ ଆଉ ଏକ ଖୁସି ଖବର; କରୋନା ନୂଆ ଷ୍ଟ୍ରେନ୍ ବିରୋଧରେ ଫାଇଜର ଟିକା ମଧ୍ୟ ପ୍ରଭାବଶାଳୀ

ନ୍ୟୁୟର୍କ: ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ନୂଆ କରୋନା ଷ୍ଟ୍ରେନ୍‌କୁ ନେଇ ଏକ ଆଶ୍ବସ୍ତିକର ଖବର ପ୍ରକାଶ ପାଇଛି। ଆମେରିକାର ଔଷଧ ନିର୍ମାତାଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଫାଇଜର ଇନକର୍ ଏବଂ ବାୟୋନୋଟେକ୍ ଟିକା ଏହା ବିରୁଦ୍ଧରେ ପ୍ରଭାବଶାଳୀ ବୋଲି…

ନିର୍ମାଣ ହେବ ମିଷ୍ଟର ଇଣ୍ଡିଆ ରିମେକ୍‌, ଶ୍ରୀଦେବୀଙ୍କ ଭୂମିକାରେ କିଏ ?

ମୁମ୍ବାଇ: ତିନୋଟି ଭାଗରେ ନିର୍ମିତ ହେବ ଫିଲ୍ମ ମିଷ୍ଟର ଇଣ୍ଡିଆର ରିମେକ ଭର୍ସନ୍ । କିଛି ଏପରି ଘୋଷଣା କରି ଚର୍ଚ୍ଚାକୁ ଆସିଥିଲେ ନିର୍ଦ୍ଦେଶକ ଅବାସ୍ ଜାଫର । ସେବେଠୁ ଏହି ଫିଲ୍ମରେ କିଏ ଓ କେଉଁ ଭୂମିକାରେ ଅଭିନୟ କରିବେ, ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି । ରିମେକ ଭର୍ସନରେ ଅନୀଲ…

ରଘୁ ରାମଙ୍କ ସହ ଫୁର୍‌ସତ୍‌ରେ ରିୟା ଚକ୍ରବର୍ତ୍ତୀ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଓ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ପରେପରେ ତାଙ୍କ ଭାଇ ବି ଏହି ବିବାଦୀୟ ଘଟଣାରେ ଏକ ଚରିତ୍ର ପାଲଟିଥିଲେ । ହେଲେ ବହୁ ତନାଘନା ପରେ ଏବେ ରିୟା ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି ।…

ପ୍ରଥମେ ପିଏମ୍‌ ମୋଦୀ କୋଭିଡ-୧୯ ଟିକା ନେବା ଉଚିତ; ତେଜ ପ୍ରତାପ ଯାଦବ

ନୂଆଦିଲ୍ଲୀ: ରାଷ୍ଟ୍ରିୟ ଜନତା ଦଳ ନେତା ତେଜ ପ୍ରତାପ ଯାଦବ ବିରୋଧୀଦଳର ନେତାଙ୍କ ତେଜୁଥିବା ସ୍ୱରରେ ଯୋଗ ଦେଇଛନ୍ତି, ଯେଉଁମାନେ ଦେଶରେ କରୋନା ଟିକା ଉପଲବ୍ଧ ହେବାପରେ ଏହି ଟିକା ଗ୍ରହଣକୁ ନେଇ ବିରୋଧ କରୁଛନ୍ତି। ଯାଦବ ଶୁକ୍ରବାର ଦିନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଲଗାତାର୍‌ ଷଷ୍ଠ ଦିନ ପାଇଁ ବନ୍ଦ ରହିଛି ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥ

ନୂଆଦିଲ୍ଲୀ: ଗୁରୁବାର ଦିନ ଶ୍ରୀନଗର ବିମାନବନ୍ଦରରେ ବିମାନ ଚଳାଚଳ ଆରମ୍ଭ ହୋଇଥିଲା କିନ୍ତୁ ବିମାନବନ୍ଦର ରାସ୍ତାରେ ଏବଂ ନିକଟ ରାଜପଥରେ ଟ୍ରାଫିକ ଜାମ୍ ଯୋଗୁଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।ବିମାନବନ୍ଦରକୁ ଯାଉଥିବା ରାଜପଥରେ ଟ୍ରାଫିକ ଜାମ୍ ଥିବାରୁ ବିମାନବନ୍ଦର ବାହାରେ…

ଆଜିଠୁ ଆରମ୍ଭ ହେବ ବ୍ରିଟେନ ଏବଂ ଭାରତ ମଧ୍ୟରେ ବିମାନ ଚଳାଚଳ

ନୂଆଦିଲ୍ଲୀ: ବ୍ରିଟେନ ଏବଂ ଭାରତ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରିବାକୁ ଯାଉଛି ଯାହା ଡିସେମ୍ବର ଶେଷ ସପ୍ତାହରୁ ବନ୍ଦ ହୋଇଯାଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ, ଜାନୁୟାରୀ ୮ ରୁ ୩୧ ପର୍ଯ୍ୟନ୍ତ ବ୍ରିଟେନରୁ ଭାରତ ଯାତ୍ରା କରୁଥିବା ଯାତ୍ରୀମାନେ ବିମାନବନ୍ଦରରେ…

ନିଆରା ଗାଁ; ଯେଉଁଠି ବିବାଦର ସମାଧାନ ଥାନାରେ ନୁହେଁ ଆପୋଷ ବୁଝାମଣାରେ ହୋଇଥାଏ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମାଣ୍ଡଲା ଜିଲ୍ଲା ମୁଖ୍ୟାଳୟଠାରୁ ୨୮ କିଲୋମିଟର ଦୂରରେ ଥିବା ଆଦିବାସୀ ବହୁଳ ଗ୍ରାମ ମଲପଠାର ଗାଁର ଲୋକମାନେ ସାମୂହିକ ସହଯୋଗର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଯଦି ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଥାଏ, ତେବେ ପୋଲିସ ଷ୍ଟେସନରେ କୌଣସି ପ୍ରକାର ପଞ୍ଜୀକରଣ…

ଆଜି କେନ୍ଦ୍ର ଏବଂ କୃଷକଙ୍କ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ଆଜି କୃଷି କେନ୍ଦ୍ର ସରକାରଙ୍କ ସହ ନୂତନ କୃଷି ନିୟମକୁ ବିରୋଧ କରି ଅଷ୍ଟମ ପର୍ଯ୍ୟାୟ ଆଲୋଚନା ହେବ। ଗୁରୁବାର ଦିନ କେନ୍ଦ୍ର ସହ ଆଲୋଚନା ପୂର୍ବରୁ ଚାଷୀଭାଇମାନେ ଦିଲ୍ଲୀ ସୀମାରେ ଏକ ପଦଯାତ୍ରା କରି ତାଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ବିରୋଧ ଜାରି ରଖିବାକୁ ଆହ୍ବାନ…