Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେରିକା ସଂସଦ ପରିସରରେ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା, ହିଂସାକାଣ୍ଡରେ ଜଣେ ମୃତ

ଓ୍ୱାଶିଂଟନ: ଆମେରିକାରେ ହିଂସାକାଣ୍ଡ । ତାତିଲେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ । ଆମେରିକା ସଂସଦ ଭବନରେ ପ୍ରବେଶ କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ନେଇ ଆଲୋଚନା ଚାଲିଥିବା ବେଳେ ଟ୍ରମ୍ପଙ୍କ ସମର୍ଥକମାନେ ପ୍ରବେଶ କରିଥିଲେ । ସୁରକ୍ଷାକର୍ମୀ ସେମାନଙ୍କୁ ବାହାରକୁ ଆଣିଥିଲେ ।…

ଟୀକା ନେବାକୁ ଅମଙ୍ଗ ୬୯% ଭାରତୀୟ : ସର୍ଭେ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ଭାରତରେ ଆରମ୍ଭ ହେବାକୁ ଯାଉଛି କରୋନା ପାଇଁ ଟିକାକରଣ । କରୋନା ଯୋଗୁଁ ଲୋକ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଲୋକେ ଚାତକ ଭଳି ଏହାର ଟୀକାକୁ ଚାହିଁ ବସିଥିଲେ। ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଏବଂ ସେରମ୍‌ ଇନଷ୍ଟିଚ୍ୟୁଟ୍‌ର କୋଭିସିଲ୍ଡଟିକା ଓ…

ଦୀର୍ଘ ୨୯ ଦିନ ପରେ ପୁଣି ବଢିଲା ତୈଳ ଦର; ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ୨୯ ଦିନର ବ୍ୟବଧାନ ପରେ ଦେଶରେ ପୁଣି ଥରେ ତୈଳ ଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଦର ଲିଟର ପିଛା ୨୬ ପଇସା ଓ ଡିଜେଲ ଦର ଲିଟର ପିଛା ୨୫ ପଇସା ବୃଦ୍ଧି ହୋଇଛି । ବୃଦ୍ଧି ଦର ଅନୁସାରେ ଆଜି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୪ ଟଙ୍କା ୪୯ ପଇସା ଥିବାବେଳେ…

ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ହବ୍

ୱାଶିଂଟନ୍: ଭାରତ ବର୍ତ୍ତମାନ ବିଶ୍ବର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍। ଏବଂ ଏହାର ମୂଲ୍ୟ ୭୩.୨ ବିଲିୟନ ଆମେରିକୀୟ ଡଲାର। ଆମେରିକାର ଭାରତ ରାଷ୍ଟ୍ରଦୂତ ତରଣଜିତ୍‌ ସିଂ ସନ୍ଧୁ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି। ସେ ଆଶା କରିଛନ୍ତି ଯେ ୨୦୨୨ ସୁଦ୍ଧା ୫୦ ରୁ ଅଧିକ ଷ୍ଟାର୍ଟଅପ୍…

ଆସନ୍ତା ୧୧ରେ ହେବ କୃଷି ଆଇନକୁ ଆଗାମୀ ଶୁଣାଣି

ନୂଆଦିଲ୍ଲୀ: ୪୦ ଦିନ ଧରି କୃଷି ନିୟମକୁ ବିରୋଧ କରି କୃଷକ ଏବଂ ସରକାରଙ୍କ ମଧ୍ୟରେ ସାତ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ‌କୌଣସି ଚୂଡାନ୍ତ ଫଳାଫଳ ମିଳିପାରି ନାହିଁ। ସେପଟେ କୃଷକଙ୍କ ସ୍ଥିତିକୁ ନେଇ ସୁପ୍ରିମ୍‌ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। କୃଷି ଆଇନ ଏବଂ…

ତୃତୀୟ ଟେଷ୍ଟ ପାଇଁ ଭାରତୀୟ ସ୍କାଡକୁ ଫେରିଲେ ରୋହିତ, ଡେବ୍ୟୁ କରିବେ ନଭଦୀପ ସାଇନି

ସିଡନୀ: ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ଟେଷ୍ଟ । ସିଡନୀ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ଘୋଷଣା କରିଛି ପ୍ଲେଇଂ ଇଲେଭେନ୍ । ଚୁଡ଼ାନ୍ତ ଏକାଦଶକୁ ଫେରିଲେ ରୋହିତ ଶର୍ମା । କ୍ୱାରେଣ୍ଟାଇନ ଅବଧି ସରିବା ପରେ ତାଙ୍କୁ ଦଳରେ ସାମିଲ କରାଯାଇଛି । ମୟଙ୍କ ଅଗ୍ରଓ୍ୱାଲଙ୍କ…

ଆଜି ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେନି ଗାଙ୍ଗୁଲି

କୋଲକାତା: ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଆଜି ହସ୍ପିଟାଲରୁ ଡିସଚାର୍ଜ କରାଯିବ ନାହିଁ। ଏହା ପଛର କାରଣ ହେଉଛି ନିଜେ ସୌରଭ ଗାଙ୍ଗୁଲି, ଯିଏ ଗୁରୁବାର ଉଡ୍‌ଲାଣ୍ଡ୍‌ ହସ୍ପିଟାଲରୁ ଡିସଚାର୍ଜ ହେବାକୁ ଚାହୁଁଛନ୍ତି। ହସ୍ପିଟାଲ…

ଏହି ଦେଶରେ ବାୟୁରୁ ପ୍ରସ୍ତୁତ ହୁଏ ପାନୀୟ ଜଳ

ନୂଆଦିଲ୍ଲୀ: ବିଶ୍ୱ ପାଇଁ ଇସ୍ରାଏଲରୁ ଏକ ଆଶ୍ବସ୍ତିକର ଖବର ଆସିଛି। ଯାହା ପାନୀୟ ଜଳର ଅଭାବକୁ ଦୂର କରିବ ବୋଲି ଆଶା କରାଯାଉଛି। ଏକ ଇସ୍ରାଏଲ୍ କମ୍ପାନୀ ବାୟୁରୁ ଜଳ ତିଆରି କରିବା ପାଇଁ ଟେକ୍ନୋଲୋଜି ବିକଶିତ କରିଛି। ସୌର ଶକ୍ତି ବ୍ୟବହାର କରି ବାୟୁର ଆର୍ଦ୍ରତାରୁ ପାନୀୟ ଜଳ ପ୍ରସ୍ତୁତ…

ଚୀନ୍‌ ସହିତ ମୁକାବିଲା ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ଘନିଷ୍ଠ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ଆମେରିକା

ନୂଆଦିଲ୍ଲୀ: ଆମେରିକା ପ୍ରାୟ ୬ ମାସ ଧରି ସୀମାରେ ଭାରତ ଏବଂ ଚୀନ୍ ମଧ୍ୟରେ ଉତ୍ତେଜନା ଭିତରେ ଭାରତକୁ ଏକ ବଡ଼ ବୟ‌ାନ ଦେଇଛି। ଭାରତରେ ଆମେରିକାର ରାଷ୍ଟ୍ରଦୂତ କେନେଥ ଜଷ୍ଟର କହିଛନ୍ତି ଯେ ଚୀନ୍‌ର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ଘନିଷ୍ଠ ସମ୍ପର୍କ…

ରେଳ ଭଡା ବଢିବାର କିଛି ନିଷ୍ପତ୍ତି ହୋଇନି:କେନ୍ଦ୍ର

ନୂଆଦିଲ୍ଲୀ-ରେଳ ଭଡା ବଢିବା ନେଇ କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର । ଯାତ୍ରୀ ଭଡା ବୃଦ୍ଧି କରା ଯିବା ନେଇ ଏବେ କୌଣସି ନିଷ୍ପତ୍ତି ହୋଇନଥିଲା କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରା ଯାଇଛି । କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ,…