Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ଦେଶରେ ୨୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ହଜାର ୭୩୨ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧ଲକ୍ଷ ୮୭ହଜାର ୮୫୦କୁ ବୃଦ୍ଧି ପାଇଛି । ଦେଶରେ କରୋନା ସୁସ୍ଥହାର ବଢୁଛି । ଗତ ୨୪ ଘଣ୍ଟାରେ ଆଉ ୨୧ହଜାର ୪୩୦ ସଂକ୍ରମିତ…

ଡିସେମ୍ବର ୩୧ରେ ସିବିଏସଇ ପରୀକ୍ଷା ତାରିଖ ଘୋଷଣା

ନୂଆଦିଲ୍ଲୀ: ସିବିଏସ୍ଇ ବୋର୍ଡ ପରୀକ୍ଷା ଆରମ୍ଭ ହେବା ନେଇ ଆସନ୍ତା ଡିସେମ୍ବର ୩୧ ସନ୍ଧ୍ୟା ୬ଟାରେ ତାରିଖ ଘୋଷଣା ହେବ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ। ଏନେଇ ସେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି।…

ଏନଡିଏରୁ ଓହରିଲା ଆରଏଲପି

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ସମର୍ଥନ କରି ଆରଏଲପି ଶନିବାର ଏନଡିଏରୁ ଓହରିଯାଇଛି । ଏହାର ମୁଖ୍ୟ ହନୁମାନ ବେନିୱାଲ ୩ଟି ସଂସଦୀୟ କମିଟିରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ପୂର୍ବରୁ ଏନଡିଏରୁ ଆଉ ଏକ ସହଯୋଗୀ ଅକାଳୀ ଦଳ ମଧ୍ୟ ମେଂଟରୁ ଓହରି ଯାଇଛି । କୃଷି ଆଇନ ନେଇ ବିଜେପି ଏବେ ଏକୁଟିଆ…

ସୋମବାରଠୁ ଗଡ଼ିବ ଭାରତର ପ୍ରଥମ ଚାଳକବିହୀନ ଟ୍ରେନ୍

ନୂଆଦିଲ୍ଲୀ: ଆସନ୍ତା ସୋମବାର ଠାରୁ ଗଡିବାକୁ ଯାଉଛି ଭାରତର ପ୍ରଥମ ଚାଳକବିହୀନ ଟ୍ରେନ୍। ପ୍ରାପ୍ତ ସୂଚନା ଅନୁଯାୟୀ ଡିସେମ୍ବର ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସି ଜରିଆରେ ଦିଲ୍ଲୀର ମାଜେଣ୍ଟା ଲାଇନ (ଜନକପୁରୀ ପଶ୍ଚିମ-ବଟାନିକାଲ ଗାର୍ଡେନ) ଯାଏଁ ଏହି ସେବାର…

ଆସନ୍ତୁ ଜାଣିବା କେଉଁଠି ତିଆରି ହୁଏ ବରଫର ମହଲ

ବେଜିଂ: ଚୀନର ହେଲୟୋଙ୍ଗ ଅଂଚଳରେ ଏବେ ଆଇସ ଆଣ୍ଡ ସ୍ନୋ ଫେଷ୍ଟିଭାଲ ଆରମ୍ଭ ହୋଇଛି । ୧୮ ଦିନ ସମୟ ଦିଆଯିବା ପରେ କଳାକାରମାନେ ଗଢ଼ିଥିଲେ ବରଫର ମହଲ ଏବଂ ଅନ୍ୟ କଳାକୃତି । ବିଭିନ୍ନ ଦେଶରୁ ପର୍ଯ୍ୟଟକମାନେ ଏହି କଳାକୃତି ଦେଖିବାକୁ ଆସିଥାନ୍ତି । ଥ୍ରୀଡି ଲାଇଟ ଏବଂ ବରଫର କଳାକୃତି ଲୋକମାନଙ୍କୁ…

ଉଦ୍ଦେଶ୍ୟମୂଳକ ଭାବେ କରୋନା ସଂକ୍ରମିତ ହେଲେ ମିଳିବ ୪ ଲକ୍ଷ ଟଙ୍କା!

ନୂଆଦିଲ୍ଲୀ: ଆସନ୍ତା ମାସରେ ଲଣ୍ଡନରେ ହ୍ୟୁମାନ୍ ଚ୍ୟାଲେଞ୍ଜର ପରୀକ୍ଷା ହେବାକୁ ଯାଉଛି। ଲଣ୍ଡନର ରୟାଲ୍ ଫ୍ରି ହସ୍ପିଟାଲରେ ହେବାକୁ ଥିବା ଏହି ପରୀକ୍ଷଣରେ ପ୍ରାୟ ୨୫୦୦ ବ୍ରିଟିଶ୍ ଲୋକ ଉଦ୍ଦେଶ୍ୟମୂଳକ ଭାବେ କରୋନା ପଜିଟିଭ୍ ହେବାକୁ ଯାଉଛନ୍ତି। ଯାହା ପରେ ଏହି ଲୋକଙ୍କ ଉପରେ ଟିକା ପରୀକ୍ଷା…

ଫ୍ରାନ୍ସରେ ପହଞ୍ଚିଲା ବ୍ରିଟେନ୍‌ର ନୂଆ କରୋନା ଷ୍ଟ୍ରେନ୍‌

ପ୍ୟାରିସ୍: ବ୍ରିଟେନରେ ବ୍ୟାପିଥିବା ନୂଆ କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ବର୍ତ୍ତମାନ ଫ୍ରାନ୍ସରେ ବ୍ରିଟେନର ଏହି ନୂତନ କରୋନା ଭାଇରସ୍‌ର ପରିବର୍ତ୍ତିତ ରୂପ ପ୍ରଥମ ମାମଲା ରିପୋର୍ଟ ହୋଇଛି। ଏ ନେଇ ଫ୍ରାନ୍ସ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି। ବିଏଫଏମଟିଭି…

ମେଲବୋର୍ଣ୍ଣ ଟେଷ୍ଟ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୫ରନରେ ଅଲଆଉଟ୍

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଅଲଆଉଟ୍ ହୋଇଛି କଙ୍ଗାରୁ ବାହିନୀ । ଟମ୍ ଇଣ୍ଡିଆର ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଛନ୍ତି ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ । ପ୍ରଥମ ଇନିଂସରେ ୧୯୫ ରନରେ ଅଲଆଉଟ୍ ହୋଇଛି ଘରୋଇ ଦଳ । ମାର୍ନସ ଲାବୁସେନ୍ ସର୍ବାଧିକ ୪୮ ଓ ଟ୍ରେଭିସ୍ ହେଡ୍ ୩୮ ରନ୍…

୨୦୨୮ ସୁଦ୍ଧା ଅର୍ଥନୀତି କ୍ଷେତ୍ରରେ ଆମେରିକାକୁ ଅତିକ୍ରମ କରିବ ଚୀନ୍‌!

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀରୁ ଦୁଇ ଦେଶର ବିପରୀତ ପୁନରୁଦ୍ଧାର ହେତୁ ପୂର୍ବ ଆକଳନଠାରୁ ପାଞ୍ଚ ବର୍ଷ ପରେ ଚୀନ୍ ୨୦୨୮ ମସିହା ବେଳକୁ ଅର୍ଥନୀତି କ୍ଷେତ୍ରରେ ଆମେରିକାକୁ ପଛରେ ପକାଇବ। କେନ୍ଦ୍ର ଅର୍ଥନୀତି ଏବଂ ବ୍ୟବସାୟ ଅନୁସନ୍ଧାନ କେନ୍ଦ୍ର ଶନିବାର ପ୍ରକାଶିତ ବାର୍ଷିକ ରିପୋର୍ଟରେ…

ଦେଶରୁ ୨୪ ଘଣ୍ଟାରେ ୨୨, ୨୭୨ କରୋନା ପଜିଟିଭ୍, ୨୫୧ ମୃତ

ନୂଆଦିଲ୍ଲୀ: ଦେଶରେ ଏବେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ୮ଲକ୍ଷ ୫୩ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୨୨ହଜାର ୨୭୨ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧ଲକ୍ଷ ୬୯ହଜାର ୧୧୮କୁ ବୃଦ୍ଧି ପାଇଛି ।…