Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଣ ଫୁଟାଇବା ବେଳେ ପୋଡି ହୋଇ ରୀତା ବହୁଗୁଣାଙ୍କ ନାତୁଣୀ ମୃତ

ପ୍ରୟାଗରାଜ: ଦୀପାବଳି ଅବସରରେ ବିଜେପି ନେତ୍ରୀ ରୀତା ବହୁଗୁଣାଙ୍କ ଘରେ ଶୋକବର ବାତାବରଣ ଖେଳିଯାଇଛି । ବହୁଗୁଣାଙ୍କ ନାତୁଣୀ ଛାତ ଉପରେ ସାଙ୍ଗମାନଙ୍କ ସହ ବାଣ ଫୁଟାଉଥିବା ବେଳେ ଗୁରୁତର ଭାବେ ପୋଡି ହୋଇ ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ବଂଚାଇବା…

ମୋଡର୍ନାର ବିକଶିତ ପରୀକ୍ଷାମୂଳକ ଟିକାର ୫ ମିଲିୟନ୍ ଡୋଜ୍‌ କିଣିବ ବ୍ରିଟେନ୍‌

ନୂଆଦିଲ୍ଲୀ: ବ୍ରିଟେନ ମୋଡର୍ନାର ବିକଶିତ ପରୀକ୍ଷାମୂଳକ ଟିକାର ୫ ମିଲିୟନ୍ ଡୋଜ କ୍ରୟ କରିଛି। ବ୍ରିଟେନ୍‌ ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ ସୋମବାର ଏହି ସୂଚନା ଦେଇଛନ୍ତି। ବସନ୍ତରେ ପ୍ରଥମ ଡୋଜ ବିତରଣ କରାଯାଇପାରିବ ବୋଲି ସରକାର ଆଶା ବ୍ୟକ୍ତ କରିଛନ୍ତି। ମାନବ ପରୀକ୍ଷଣର ତୃତୀୟ…

ହୁ ମୁଖ୍ୟଙ୍କ କଡ଼ା ଚେତାବନୀ; ଟିକା ବାହାରିଲେ ବି କରୋନା ସଂକ୍ରମଣ କମିବ ନାହିଁ

ଜେନେଭା: ସମଗ୍ର ବିଶ୍ୱ କରୋନା ପ୍ରଭାବରେ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଏହି ରୋଗରେ ଦୁନିଆରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇସାରିଲେଣି। ପୃଥିବୀର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ଏହି ଭୂତାଣୁକୁ ମୁକାବିଲା କରିବା ପାଇଁ ଏକ ଟୀକା ଅନୁସନ୍ଧାନ ଜାରି ରଖିଛନ୍ତି ଏବଂ ଆଶା ବ୍ୟକ୍ତ କରୁଛନ୍ତି ଯେ…

୩୭୦ ବାହାନା କରି କେନ୍ଦ୍ର ସରକାର କାଶ୍ମୀରର ମୁସଲମାନମାନଙ୍କ ଜମି ଦଖଲ କରିବାକୁ ଚାହୁଁଛନ୍ତି; ମେହବୁବା ମୁଫତି

ନୂଆଦିଲ୍ଲୀ: ପିଡିପି ସଭାପତି ମେହବୁବା ମୁଫତି କେନ୍ଦ୍ର ସରକାରଙ୍କୁ ଅଭିଯୋଗ କରିଛନ୍ତି ଯେ ବିଜେପି ସରକାର ଜାମ୍ମୁ କାଶ୍ମୀରରେ ମୁସଲମାନମାନଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ଜାମ୍ମୁ କାଶ୍ମୀରରେ ଏହି ଜମିକୁ ପୁଞ୍ଜିପତି ସମର୍ଥକଙ୍କ ନିକଟରେ ବିକ୍ରି କରୁଛନ୍ତି। ମେହବୁବା ମୁଫତି ସ୍ପଷ୍ଟ ଭାବେ…

ତାମିଲ୍‌ ଟେଲିଭିଜନ୍‌ ଅଭିନେତା ସେଲ୍‌ଭାରଥିନମ୍‌ଙ୍କୁ ଚେନ୍ନାଇରେ ହତ୍ୟା

ନୂଆଦିଲ୍ଲୀ: ଚେନ୍ନାଇରେ କିଛି ଲୋକ ଟିଭି ସିରିଏଲ 'ଥେନ୍‌ମୋଜୀ ବିଏ'ରେ ଭିଲେନ ଭୂମିକାରେ ଅଭିନୟ କରୁଥିବା ଅଭିନେତା ସେଲଭାରାଥିନାମଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଚେନ୍ନାଇ ପୋଲିସ ସିସିଟିଭିରୁ ଜାଣିବାକୁ ପାଇଛି ଯେ ଘଟଣାସ୍ଥଳ ନିକଟରେ ୪ ଜଣ ସନ୍ଦିଗ୍ଧଙ୍କୁ ଦେଖିବାକୁ…

ଦ୍ୱାଦଶ ବ୍ରିକ୍ସ ସମ୍ମିଳନୀ: ମୁହାଁମୁହିଁ ହେବେ ମୋଦି-ଜିନପିଙ୍ଗ, ଫୋକସରେ ଏସବୁ ପ୍ରସଙ୍ଗ

ମସ୍କୋ: ଆଜି ଋଷିଆରେ ଅନୁଷ୍ଠିତ ହେବ ଦ୍ୱାଦଶ ବ୍ରିକ୍ସ ସମ୍ମିଳନୀ । ଭର୍ଚୁଆଲ୍ ମିଟିଂରେ ସାମିଲ ହେବେ ବ୍ରିକ୍ସ ରାଷ୍ଟ୍ର ବ୍ରାଜିଲ, ଋଷିଆ, ଭାରତ, ଚୀନ୍ ଓ ଦକ୍ଷିଣ କୋରିଆ ମୁଖ୍ୟ । ଏଥର ବିଷୟବସ୍ତୁ ରହିଛି ବିଶ୍ୱ ସ୍ଥରତା, ସୁରକ୍ଷା ସହଭାଗିତା ଓ ଅଭିନବ ବିକାଶ । ଋଷ୍ ରାଷ୍ଟ୍ରପତି…

ହରିୟାଣା ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ କରୋନା ପଜିଟିଭ

ଚଣ୍ଡୀଗଡ଼: କିଛି ଦିନ କମିବା ପରେ ହରିୟାଣାରେ ପୁଣି ବଢ଼ିବାରେ ଲାଗିଛି କୋଭିଡ ସଂକ୍ରମଣ। ହରିଆଣାର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ସୋମବାର ଦିନ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । କିଛି ଦିନ ତଳେ ସେ ଅସୁସ୍ଥ ଥିବା ବେଳେ ତାଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି…

ଚାରି ମାସ ପରେ ଦେଶରେ ୩୦ ହଜାର ତଳକୁ ଖସିଲା ଦୈନିକ କରୋନା କେସ୍

ନୂଆଦିଲ୍ଲୀ: କରୋନା ଲଢ଼େଇ ଭିତରେ ଏବେ ପ୍ରତିଦିନ ଆଶ୍ୱସ୍ତିକର ଖବର ସାମନାକୁ ଆସୁଛି । ଦେଶରେ ଖସୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୩୦ ହଜାରରୁ କମ୍ ସଂକ୍ରମିତ ହୋଇଛନ୍ତି । ଦିନକରେ ଚିହ୍ନଟ ହୋଇଛନ୍ତି ୨୯ ହଜାର ୧୬୪ ନୂଆ ଆକ୍ରାନ୍ତ । ଚାରି ମାସରେ ପ୍ରଥମ ଥର ଦିନକରେ ୩୦…

ରାଜଧାନୀ ଦିଲ୍ଳୀରୁ ଗିରଫ ହେଲେ ୨ ଜୈସ-ଇ-ମହମ୍ମଦ ଆତଙ୍କବାଦୀ

ନୂଆଦିଲ୍ଲୀ: ଦିଲ୍ଲୀଠା‌ରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ପୋଲିସ। ସୋମବାର ରାତିରେ ରାଜଧାନୀ ଦିଲ୍ଲୀଠାରେ ଦୁଇ ଜଣ ସଂଦିଗ୍ଧ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସୂଚନାନୁସାରେ, ଦିଲ୍ଲୀର ସରାୟ କାଲେ ଖାଁଠାରୁ ଗିରଫ ହୋଇଥିବା ଏହି ଦୁଇ ସଂଦିଗ୍ଧ…

ତୃତୀୟ ଲହର ଅତିକ୍ରମ କରି ସାରିଛି ଦିଲ୍ଲୀ, ଆଉ ହେବ ନାହିଁ ଲକଡାଉନ; ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଉଥିବା ସତ୍ତ୍ୱେ ଏଠାରେ ଆଉ ଲକଡାଉନ ହେବନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ ଦାବି କରିଛନ୍ତି। ଦିଲ୍ଲୀରେ ସଂକ୍ରମଣର ତୃତୀୟ ଲହର ସ୍ପର୍ଶ କରି ସାରିଛି। ବର୍ତ୍ତମାନ କେବଳ ମାସ୍କ ପିନ୍ଧିବା ଆବଶ୍ୟକ । ଲକଡାଉନ କରିବାର…