Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାଟେଲାଇଟ ଇମେଜରୁ ସାମନାକୁ ଆସିଲା ପ୍ରତାରକ ଚୀନର ଚାଲିକି

ଗଲଓ୍ୱାନ ଘାଟି ସଂଘର୍ଷ ପରେ ଭାରତ-ଚୀନ ସୀମାରେ ବଢ଼ିଛି ଟେନସନ୍ । ଶାନ୍ତି ଫେରାଇ ଆଣିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଦୁଇ ଦେଶ ମଧ୍ୟରେ ସାମରିକସ୍ତରୀୟ ଆଲୋଚନା ଚାଲିଛି । କୁଟନୈତିକ କଥାବାର୍ତ୍ତା ବି ହେଉଛି । ଏସବୁ ଭିତରେ ମିଛୁଆ ଚୀନର ଆଉ ଏକ କାରସାଦି ଧରା ପକାଇ ଦେଇଛି ସାଟେଲାଇଟ୍…

ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ନାନାବତୀ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଅମିତାଭ ଓ ଅଭିଷେକ ବଚ୍ଚନଙ୍କ ପରେ କରୋନା ସଂକ୍ରମିତ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ ସେମାନେ ହୋମ୍ ଆଇସୋଲେସନରେ ଥିଲେ । ଏବେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେବା ପରେ ହସ୍ପିଟାଲକୁ ସ୍ଥାନାନ୍ତର…

ମାଲିକ ପାଖରେ ପହଂଚିବା ପାଇଁ ଓଟ ୭ ଦିନରେ ଚାଲିଲା ୧୦୦କିମି

ଉଲାନବତର: ମଣିଷ-ପଶୁଙ୍କ ମଧ୍ୟରେ ଥିବା ସ୍ନେହ ସମ୍ପର୍କର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ମଙ୍ଗୋଲିଆ ଅଂଚଳରେ ଗୋଟିଏ ଓଟ ତାର ପୁରୁଣା ମାଲିକ ପାଖକୁ ଫେରିଯିବା ପାଇଁ ୭ ଦିନ ୧୦୦ କିଲୋମିଟର ରାସ୍ତା ଅତିକ୍ରମ କରିଥିଲା । ଗତ ବର୍ଷ ଅକ୍ଟୋବରରେ ମାଲିକଜଣକ ଏହି ଓଟକୁ ବିକ୍ରି କରି ଦେଇଥିଲେ…

ଅଗଷ୍ଟରେ ହୋଇପାରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ନିମନ୍ତ୍ରଣ ପତ୍ର ପଠାଇଛନ୍ତି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସଭାପତି ନିର୍ତ୍ୟ ଗୋପାଳ ଦାସ । ଯାହାଫଳରେ ଆସନ୍ତା ମାସରେ ମନ୍ଦିର ନିର୍ମାଣ କାର୍ଯ୍ୟ…

ରାଜସ୍ଥାନ ରାଜନୀତି : ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ

ଜୟପୁର: ରାଜସ୍ଥାନରେ ଏବେ ରାଜନୀତି ଜୋରସୋରରେ ଚାଲିଛି । ଅଡିଓ କ୍ଲିପ ଓ ଘୋଡା ବ୍ୟାପାର ନେଇ କଂଗ୍ରେସ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଟାର୍ଗେଟ କରିଥିଲା । ଶୁକ୍ରବାର ଶେଖାୱତ ସମସ୍ତ ଅଭିଯୋଗ ଭିତିହୀନ ବୋଲି କହିଛନ୍ତି । ଯେଉଁ ଅଡିଓ କ୍ଲିପ କଂଗ୍ରେସ ଅପପ୍ରଚାର ପାଇଁ…

ଆସାମରେ ବନ୍ୟା ସ୍ଥିତି: ୩୯ ଲକ୍ଷ ଲୋକ ପ୍ରଭାବିତ, ୭୧ ମୃତ

ଗୌହାଟୀ: ଆସାମରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ପ୍ରାୟ ୨୭ ଜିଲ୍ଲାର ୩୯ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ରିପୋର୍ଟ ଅନୁଯାୟୀ ବ୍ରହ୍ମପୁତ୍ର ନଦୀରେ ଜଳସ୍ତର ବିପଦ ସଙ୍କୁଳ ସ୍ଥିତିରେ ଥିବା ବେଳେ…

‘ୱାଲ୍ଡ ଇମୋଜି ଡେ’; ଜାଣନ୍ତୁ, କେମିତି ହୋଇଥିଲା ଆରମ୍ଭ

ନୂଆଦିଲ୍ଲୀ: ଫେସବୁକ୍ ଓ ହ୍ୱାଟ୍ସଆପ୍ ପରି ସୋସିଆଲ୍ ମିଡିଆରେ ଭାବନା ପ୍ରକାଶର ମାଧ୍ୟମ ପାଲଟିଛି ‘ଇମୋଜି’ । ଜୁଲାଇ ୧୭ ତାରିଖରେ ‘ୱାଲ୍ଡ ଇମୋଜି ଡେ’ ପାଳନ କରାଯାଇଥାଏ । ‘ୱାଲ୍ଡ ଇମୋଜି ଡେ’ ଅବସରରେ ଜାଣନ୍ତୁ ସେ ସମ୍ପର୍କରେ କିଛି... ପ୍ରଥମ କରି ଇମୋଜି ଡେ ୨୦୧୪ ମସିହା ଆଜିର…

ଚୀନକୁ ଚାରିପଟୁ ଘେରୁଛି ଆମେରିକା, କମ୍ୟୁନିଷ୍ଟ ପାର୍ଟି ଉପରେ ଲଗାଇବ ଟ୍ରାଭେଲ ବ୍ୟାନ !

ନ୍ୟୁୟର୍କ: ଆମେରିକା ଚୀନକୁ ସବୁ ଦିଗରୁ ଘେରିବାକୁ ବସିଛି । ଏବେ ମିଳିଥିବା ରିପୋର୍ଟ ଅନୁସାରେ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଏବଂ ପରିବାରଙ୍କ ଉପରେ ଟ୍ରାଭେଲ ବ୍ୟାନ ଲଗାଇବା ପାଇଁ ଆମେରିକା ଯୋଜନା କରୁଛି । ଆମେରିକାର ବିଦେଶ ବିଭାଗ, ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗ ଏବଂ ହ୍ୱାଇଟ୍‌ହାଉସର…

ନିର୍ଦ୍ଦୋଷ ସାଧୁଙ୍କ ହତ୍ୟା ବନ୍ଦ ନ ହେଲେ ଆମେ ପାପରେ ଭାଗୀ ହେବା : କଙ୍ଗନା

ମୀରଟ: ନିର୍ଦ୍ଦୋଷ ସାଧୁଙ୍କ ହତ୍ୟା ନେଇ ବଲିଉଡ କୁଇନ କଙ୍ଗନା ରାନାୱତ କ୍ରୋଧୀତ ହୋଇଛନ୍ତି । ସେ କହିଛନ୍ତି ନିର୍ଦ୍ଦୋଷ ସାଧୁଙ୍କ ହତ୍ୟାକୁ ନ ରୋକାଗଲେ ସାରା ଦେଶକୁ ପାପ ଲାଗିବ । ପାଲଘରେ ୨ ଜଣ ସାଧୁଙ୍କୁ ନିର୍ମମ ଭାବେ ମରାଯିବା ପରେ ଏବେ ମୀରଟ ମଧ୍ୟ ଜଣେ ସାଧୁଙ୍କୁ ହତ୍ୟା କରାଯାଇଛି ।…

ରାଜନାଥଙ୍କ ହାତରେ ରାଇଫଲ

ଲଦାଖ: ଦୁଇ ଦିନିଆ ଜମ୍ମୁ କଶ୍ମୀର ଓ ଲଦାଖ ଗସ୍ତରେ ଯାଇ ଲେହରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଷ୍ଟାକନାରେ ଭାରତୀୟ ସେନାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ । ସେଠାରେ ସେନା ଅଧିକାରୀଙ୍କ ସହ ମିଶି ହାତରେ ଏକ ରାଇଫଲ ଉଠାଇଥିଲେ ରାଜନାଥ । ପିକା ମେସିନ…