Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରିୟାଙ୍କ ବ୍ଲଡ୍ ସାମ୍ପୁଲ ନେବ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ

ଭୁବନେଶ୍ୱର: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଆଗଉଛି । ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ଅଡୁଆ ଭିତରେ ଫଶି ଚାଲିଛନ୍ତି ରିୟା ଚକ୍ରବର୍ତ୍ତୀ । ଏବେ ଡ୍ରଗ୍ସ ମାଫିଆଙ୍କ ସହ ରିୟାଙ୍କ ଲିଙ୍କ ସୂରାକ ମିଳିବା ପରେ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଛି ନାରକୋଟିକ୍ସ କଣ୍ଟ୍ରୋଲ…

ଦ’ କପିଳ ଶର୍ମା ସୋ’ ବନ୍ଦ କରିବାକୁ ସୁଶାନ୍ତଙ୍କ ପ୍ରଶଂସକଙ୍କ ଆହ୍ୱାନ, ଜାଣନ୍ତୁ କାହିଁକି

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ନେଉ ଅଡୁଆ ଛିଡୁ ନଥିବା ବେଳେ ନୂଆ ନୂଆ ତଥ୍ୟ ମାନ ସାମ୍ନାକୁ ଆସୁଛି। ତେବେ ଏବେ ସାମାଜିକ ଗଣମାଧ୍ୟମରେ ସୁଶାନ୍ତଙ୍କ ପ୍ରଶଂସକ "ଦ' କପିଳ ଶର୍ମା ସୋ ବର୍ଜନ କରିବାକୁ ଆହ୍ୱାନ ଦେଉଥିବାର ଦେଖିବାକୁ ମିଳିଛି । ଏବେ ଆପଣ ଭାବୁଥିବେ…

ସୁଶାନ୍ତ ସିଂ କେସ୍ :ରିୟାଙ୍କ ବିରୋଧରେ ମାମଲା ରୁଜୁ କଲା ଏନସିବି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସରେ ରିୟା ଚକ୍ରବର୍ତିଙ୍କ ଭୂମିକା ସମସ୍ତଙ୍କୁ ଚକିତ କରିଛି । ଏବେ ଏହି କେସ୍‌ରେ ଡ୍ରଗ୍ସ ଲିଙ୍କ ଏହାକୁ ଆହୁରି ଜଟିଳ କରିଛି । ବୁଧବାର ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ଡ୍ରଗ୍ସ ବେପାରର ଷଡଯନ୍ତ୍ରକାରୀ ଭାବେ ରିୟାଙ୍କ ବିରୋଧରେ ମାମଲା ରୁଜୁ…

ହସ୍ପିଟାଲରେ ଭର୍ତ୍ତି ହେଲେ ରଣଦୀପ ହୁଡ୍ଡା !

ମୁମ୍ବାଇ: ଭର୍ସାଟାଇଲ୍ ଆକ୍ଟର ରଣଦୀପ ହୁଡ୍ଡା ଏବେ ହସ୍ପିଟାଲରେ । ଆଜି ସକାଳେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅନେକ ଲୋକ କରୋନା ସହ ରଣଦୀପଙ୍କୁ ଯୋଡିଥିଲାବେଳେ ସେ କିନ୍ତୁ ଏକ ଭିନ୍ନ କାରଣ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।…

ଦାଉଦ କବଳରୁ ମୁକୁଳିବାକୁ ଚାହୁଁଛି ପାକିସ୍ତାନ ସରକାର, ଆର୍ମିକୁ ଦେଶ ବାହାରେ ଶୁଟ କରିବା ଦାୟିତ୍ୱ !

ଲାହୋର: ଦାଉଦ ଇବ୍ରାହିମ ବର୍ତମାନ ପାକିସ୍ତାନ ପାଇଁ ମୁଣ୍ଡ ବ୍ୟାଥାର କାରଣ ପାଲଟିଛି । ଇମ୍ରାନ ଖାଁ ସରକାର ଦାଉଦ କବଳରୁ ମୁକୁଳିବାକୁ ଚାହୁଁଥିବା ବେଳେ ଆର୍ମି ତାଙ୍କୁ ଦେଶ ବାହାରେ ଗୁଳି କରିବା ପାଇଁ ଯୋଜନା କରୁଛି । ଅକ୍ଟୋବରରେ ପାକିସ୍ତାନକୁ ଏଫଟିଏଫ ସାମ୍ନାରେ ଆତଙ୍କବାଦୀ ବିରୋଧରେ…

ଏଣିକି ଫାଷ୍ଟ ଟ୍ୟାଗ ଥିଲେ ଟୋଲ ପ୍ଲାଜାରେ ମିଳିବ ରିହାତି

ନୂଆଦିଲ୍ଳୀ: ଚାରି ଚକିଆ ଗାଡି ଚାଳକଙ୍କ ପାଇଁ ଖୁସି ଖବର । ଏଣିକି ଫାଷ୍ଟ ଟ୍ୟାଗ ଥିଲେ ରାଜପଥର ଟୋଲ୍ ଗେଟ୍‌ରେ ମିଳିବ ରିହାତି । ଏନେଇ ମଙ୍ଗଳବାର କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ମଙ୍ଗଳବାର ଦିନ ଜାତୀୟ ରାଜପଥ ଶୁଳ୍କ ନିୟମ…

NEET-JEE ପରୀକ୍ଷାକୁ ବିରୋଧ, ସୁପ୍ରିମକୋର୍ଟ ଯିବେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା । କରୋନା ସଙ୍କଟ ମଧ୍ୟରେ ଆସନ୍ତା ସେପ୍ଟେମ୍ବରରେ ଜେଇଇ ଓ ନିଟ୍ ପରୀକ୍ଷା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି । ଏହାରି ଭିତରେ ବୁଧବାର ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ହୋଇ…

ମାଟି ତଳୁ ମିଳିଲା ୧୫୦୦ ମାନବ ହାଡ !

ଭୁବନେଶ୍ୱର: ଖନନ ପ୍ରକ୍ରିୟାରେ ମାଟି ତଳୁ ମିଳିଲା ଶହଶହ ମାନବ ହାଡ । ମିଳିଥିବା କଙ୍କାଳଗୁଡିକ ୧୬୦ ବର୍ଷ ପୁରୁଣା ବୋଲି ସୂଚନା ମିଳିଛି । ତେବେ କେଉଁଠି ମିଳିଛି ଏତେ ସଂଖ୍ୟାର ମାନବ କଙ୍କାଳ ? ପଶ୍ଚିମ ଜାପାନର ଓସାକା ସହରରେ ମିଳିଛି ୧୫୦୦ ମାନବ ହାଡ । ବିଶେଷଜ୍ଞଙ୍କ ଅନୁଯାୟୀ…

ସୁଶାନ୍ତଙ୍କୁ ଡ୍ରଗ୍ସ ଦିଆ ଯାଉଥିଲା, ରିୟା ଷଡଯନ୍ତ୍ର କରୁଥିଲେ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍‌ରେ ପ୍ରତ୍ୟେକ ଦିନ ନୂତନ ତଥ୍ୟ ମିଳୁଛି । ସିବିଆଇ ଜୋରସୋରରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ପରେ ରିୟା ଚକ୍ରବର୍ତିଙ୍କ ଆଡକୁ ସନ୍ଦେହ ଯାଉଛି । ବୁଧବାର ସୁଶାନ୍ତଙ୍କୁ ଡ୍ରଗ୍ସ ଦିଆ ଯାଉଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି । ରିୟା ଚକ୍ରବର୍ତିଙ୍କ…

ସୁଶାନ୍ତ ସିଂଙ୍କ ଲାପଟପ୍‌ରୁ କିଏ ଡିଲିଟ କଲା ଡାଟା?

ମୁମ୍ବାଇ: ଆତ୍ମହତ୍ୟା ନା ହତ୍ୟା । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ବଢ଼ୁଛି ସନ୍ଦେହ । ତେବେ ଏହାରି ଭିତରେ ଆଜି ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ମୋବାଇଲ ଓ ଲାପଟପରୁ ତଥ୍ୟ ଡିଲିଟ ହୋଇଛି । କେବଳ ସେତିକି ନୁହେଁ ତାଙ୍କର ଜବତ ହୋଇଥିବା…