Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଲୱାମା ଆତଙ୍କବାଦୀ ଆକ୍ରମଣର ଚାର୍ଜସିଟ ଦାଖଲ,ମାସୁଦ ଆଝାର ମାଷ୍ଟର ମାଇଣ୍ଡ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ଚାର୍ଜଶିଟ୍ ମଙ୍ଗଳବାର ଏନଆଇଏ ଦାଖଲ କରିଛି । ୧୩ ହଜାର ୫ଶହ ବିଶିଷ୍ଟ ଏହି ଚାର୍ଜଶିଟରେ ଜୈଶ-ଇ-ମହମ୍ମଦର ମୁଖ୍ୟ ମୌଲାନ ମାସୁଦ ଆଝାରକୁ ମାଷ୍ଟରମାଇଣ୍ଡ ଭାବେ ବିବେଚନା କରାଯାଇଛି । ଏହା ବ୍ୟତୀତ ଅନ୍ୟ ୧୩ଜଣଙ୍କ ବିରୋଧରେ ମଧ୍ୟ ମାମଲା ଦାୟର ହୋଇଛି…

ଭାରତ-ବାଂଲାଦେଶ ମଧ୍ୟରେ ହେବ ଡିଜିସ୍ତରୀୟ ଆଲୋଚନା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଆଗାମୀ ମାସରେ ଢାକା ଠାରେ ଏକ ଡିଜି ସ୍ତରୀୟ ଆଲୋଚନା କରାଯିବ । ବର୍ଷକୁ ଦୁଇ ଥର ହେଉଥିବା ଏହି ଆଲୋଚନା ସୀମା ସୁରକ୍ଷା ବଳ (ବିଏସଏଫ୍‌) ଓ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ମଧ୍ୟରେ ସେପ୍ଟେମ୍ବର ୧୩ ତାରିଖରୁ ୧୮ ତାରିଖ ଭିତରେ ବାଂଲାଦେଶୀ…

ମାଟି ତଳେ ୨୦ ଘଣ୍ଟା…

ମୁମ୍ବାଇ: ରଖେ ହରି ତ ମାରେ କିଏ । ଭୁଶୁଡି ପଡିଲା ୫ ମହଲା କୋଠା । ଭଗ୍ନାବଶେଷ ତଳେ ଚାପି ରହିଥିଲା ଜୀବନ । ଦୀର୍ଘ ୨୦ ଘଂଟାର ସଂଘର୍ଷ । ଗତକାଲି(ସୋମବାର) ରାତିରୁ ଆଜି(ମଙ୍ଗଳବାର) ସଂଧ୍ୟା ଯାଏଁ ଧ୍ୱଂସାବଶେଷ ତଳେ ଥିଲା ୫ ବର୍ଷର ଶିଶୁ । ଚାଲିଥିଲା ରେସ୍‌କ୍ୟୁ ଅପରେସନ୍ । ଶେଷରେ ଅଭିଯାଜନ…

ଲଦାଖ ସୀମାରେ ଭାରତ ନିୟୋଜିତ କଲା ଏୟାର ଡିଫେନ୍ସ ମିଶାଇଲ

ନୂଆଦିଲ୍ଲୀ: ଚୀନର ସୁଃସାହସକୁ ରୋକିବା ପାଇଁ ଭାରତ ଲଦାଖର ଲାଇନ ଅଫ ଆକଚୁଆଲ କଂଟ୍ରୋଲ(ଏଲଏସି) ସୀମା ନିକଟରେ ଏୟାର ଡିଫେନ୍ସ ମିଶାଇଲ ନିୟୋଜିତ କରିଛି । ଚୀନର ହେଲିକପ୍ଟର ଗତିବିଧି ସୀମା ନିକଟରେ ବଢ଼ୁଥିବାରୁ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି । ରୁଷର ଏହି ଏୟାର ଡିଫେନ୍ସ ସିଷ୍ଟମକୁ ଜଣେ…

ଭାରତ ଛାଡିବେ ସଂଜୟ ଦତ୍ତ, ଆମେରିକା ନହେଲେ ସିଙ୍ଗାପୁର !

ମୁମ୍ବାଇ: ଗତମାସ ଫୁସ୍‌ଫୁସ୍ କ୍ୟାନ୍ସରରେ ପୀଡିତ ଥିବା ନେଇ ସଂଜୟ ଦତ୍ତ ଜାଣିବାକୁ ପାଇଥିଲେ । ଆଉ ଏବେ ଚିକିତ୍ସା ପାଇଁ ଆମେରିକା ଯିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ପ୍ରାଥମିକ ଚିକିତ୍ସା ପାଇଁ ସେ ଏବେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଅଛନ୍ତି । ତାଜା ରିପୋର୍ଟ ଅନୁଯାୟୀ ସଂଜୟ…

ନୀରବ ମୋଦିଙ୍କ ପତ୍ନୀଙ୍କୁ ଗିରଫ ପାଇଁ ଜାରି ହେଲା ରେଡ୍ କର୍ଣ୍ଣର ନୋଟିସ

ନୂଆଦିଲ୍ଲୀ: ଋଣ ଖିଲାପକାରୀ ନୀରବ ମୋଦିଙ୍କ ପତ୍ନୀ ଆମି ମୋଦିଙ୍କ ନାଁରେ ଜାରି ହୋଇଛି ୱାରେଂଟ । ତାଙ୍କୁ ଗିରଫ କରିବା ପାଇଁ ଇଂଟରପୋଲ୍ ପକ୍ଷରୁ ତାଙ୍କ ନାଁରେ ରେଡ୍ କର୍ଣ୍ଣର ନୋଟିସ ତଥା ଗ୍ଲୋବାଲ ଆରେଷ୍ଟ ୱାରେଂଟ ଜାରି ହୋଇଛି । ଅମି ମୋଦିଙ୍କ ନାଁରେ ଭାରତରେ ମନି ଲଣ୍ଡରିଂ ମାମଲା ରୁଜୁ…

ଇମ୍ରାନ୍ ହାସ୍‌ମୀଙ୍କ ପାଇଁ ସବୁ କିଛି ଫାଷ୍ଟ କ୍ଲାସ୍ !

ମୁମ୍ବାଇ: କରୋନା ପୂର୍ବରୁ ବଲିଉଡଠାରୁ ଦୂରେଇ ରହିଥିଲେ ଇମ୍ରାନ୍ ହାସ୍‌ମୀ । ହେଲେ ଏବେ ବଡ ପରଦାକୁ ଫେରିବା ପାଇଁ ସଜବାଜ ହେଉଛନ୍ତି । କିସିଂ, ହରର୍ ଓ ମିଷ୍ଟ୍ରି ଭଳି ଏଲିମେଣ୍ଟ ଥିବା ଫିଲ୍ମରେ ପ୍ରାୟତଃ ଇମ୍ରାନଙ୍କୁ ଦେଖିବାକୁ ମିଳିଥାଏ । ହେଲେ ପ୍ରଥମ ଥର ପାଇଁ ସେ କମେଡିଆନ୍ ଭୂମିକାରେ…

ରାଜାମୌଲିଙ୍କ ଫିଲ୍ମରୁ ଆଲିଆ ବିଦା, ରିପ୍ଲେସ୍ କରିବେ କି ପ୍ରିୟଙ୍କା ?

ମୁମ୍ବାଇ: ବାହୁବଲି ନିର୍ଦ୍ଦେଶକ ଏସ୍‌ଏସ୍ ରାଜାମୌଲି । ଚଳିତବର୍ଷ ତାଙ୍କ ଫିଲ୍ମ "RRR" ରିଲିଜ ହୋଇଥାନ୍ତା । ହେଲେ କରୋନା ପାଇଁ ସବୁକିଛି ଅଟକି ପଡିଛି । ଫିଲ୍ମର ମୋଶନ୍ ପୋଷ୍ଟର୍ ରିଲିଜ୍ ହୋଇଥିଲାବେଳେ ଏଥିରେ ଆଲିଆ ଭଟ୍ଟଙ୍କ ନାଁ ବି ଅଭିନୟ ତାଲିକାରେ ରହିଥିଲା । ହେଲେ ଏବେ ଶୁଣିବାକୁ…

କାହିଁକି ସୁଶାନ୍ତଙ୍କ ସହ କାମ କରିବାକୁ ମନା କରିଥିଲେ କଙ୍ଗନା ?

ମୁମ୍ବାଇ: ବର୍ଷ ୨୦୨୦ରେ ଲଗାତାର ଶୁଣିବାକୁ ମିଳୁଛି ଅଶୁଭ ଖବର । ବଲିଉଡର ଅନେକ ଅଭିନେତାଙ୍କ ଦେହାନ୍ତ ହୋଇଥିଲା । ହେଲେ ସୁଶାନ୍ତଙ୍କ ମୃତ୍ୟୁ ଉପରେ ରହସ୍ୟର ପରଦା ଏବେ ବି ଘୋଡାଇ ହୋଇ ରହିଛି । ଖାସ କରି ସୁଶାନ୍ତଙ୍କ ମାମଲାରେ ବଲିଉଡ ମାଫିଆଙ୍କୁ ଟାର୍ଗେଟ୍ କରିଛନ୍ତି କଙ୍ଗନା ରଣାୱତ ।…

ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହେଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍‌: ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଟ୍ରମ୍ପଙ୍କୁ ପୁଣିଥରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି । ରିପବ୍ଲିକାନ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପ ଚୟନ ହୋଇଥିବା ବେଳେ ତାଙ୍କ ବିପକ୍ଷରେ…