Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚର୍ଚ୍ଚରେ ଗହଳି ମହଙ୍ଗା ପଡିଲା,ଦକ୍ଷିଣ କୋରିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି

ସିଓଲ:କରୋନା କବଳରୁ ଦକ୍ଷିଣ କୋରିଆ ନିଜକୁ ବଂଚାଇ ପାରିବାରେ ସକ୍ଷମ ହୋଇଥିଲା । ମାତ୍ର ଚର୍ଚ୍ଚରେ ଉଦ୍ଦେଶ୍ୟମୂଳକ ଭାବେ ଗହଳି କରାଯିବା ଯୋଗୁ ବର୍ତମାନ ଏଠାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୧୭ ଅଂଚଳରେ ୪୦୦ ପାଖାପାଖି ନୂଆ କେସ୍ ଦେଖିବାକୁ ମିଳିଛି । ଦେଶରେ ଏବେ ରେଡ…

ସେରମ୍ ଇନଷ୍ଟିଚ୍ୟୁଟରେ ଆଜିଠୁ ଅକ୍ସଫୋର୍ଡ କୋଭଡି ଭ୍ୟାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ

ପୁଣେ: ଆଜିଠୁ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ରେ ଅକ୍ସଫୋର୍ଡ କୋଭିଡ-୧୯ ଭ୍ୟାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ ହେଉଛି । ଭାରତୀ ବିଦ୍ୟାପୀଠ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ସୁସ୍ଥ ଭାରତୀୟ ବ୍ୟକ୍ତିଙ୍କ ଉପରେ କୋଭିଶୀଲ୍ଡର ସୁରକ୍ଷା ଓ ପ୍ରତିରୋଧକ କ୍ଷମତା…

ଇରାକ, ସିରିୟାରେ ଏବେ ବି ୧୦,୦୦୦ରୁ ଅଧିକ ଆଇଏସ ଆତଙ୍କୀ ସକ୍ରିୟ ଅଛନ୍ତି

ନ୍ୟୁୟର୍କ: ୨ ବର୍ଷ ହେବ ଆତଙ୍କବାଦୀ ଗୋଷ୍ଠୀ ଆଇଏସଆଇଏସକୁ ଦମନ କରାଯାଇଥିଲେ ମଧ୍ୟ ଏବେ ବି ସେମାନଙ୍କ ନିକଟରେ ୧୦,୦୦୦ରୁ ଅଧିକ ଆତଙ୍କବାଦୀ ଅଛନ୍ତି । ମଙ୍ଗଳବାର ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଏ ନେଇ ଚିନ୍ତା ବ୍ୟକ୍ତ ମଧ୍ୟ କରାଯାଇଛି । ଇରାକ, ସିରିୟାରେ ଏବେ ବି ଆଇଏସ ସକ୍ରିୟ ଅଛି…

ସେପ୍ଟେମ୍ବରରେ ଖୋଲିବ ସିନେମା ହଲ !

ନୂଆଦିଲ୍ଲୀ: କରୋନା ଯୋଗୁଁ ସାରା ଦେଶରେ ପଡିଥିଲା ତାଲା । ଶିକ୍ଷାନୁଷ୍ଠାନ, ହୋଟେଲ, ପାର୍କ, ସିନେମା ହଲ ସବୁଠି ଝୁଲୁଥିଲା ତାଲା । ତେବେ ଦୀର୍ଘ ୫ ମାସ ବନ୍ଦ ରହିବା ପରେ ସେପ୍ଟେମ୍ବର ମାସରେ ସିନେମା ହଲ ଖୋଲିବାକୁ ଯାଉଥିବ ଆଶା କରାଯାଉଛି । ଏହା ବ୍ୟତୀତ ବିଦ୍ୟାଳୟ, କଲେଜ, ସପିଂ ମଲ୍…

ଦେଶରେ ୩୧ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ ଆଜି କେତେ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

ବଲିଉଡର ଏହି ତାରକାଙ୍କର ନିଜ ଶାଶୁଙ୍କ ସହ କିଭଳି ରହିଛି ସମ୍ପର୍କ; ଆସନ୍ତୁ ଜାଣିବା

ମୁମ୍ବାଇ: ଶାଶୁ ବୋହୁ ସମ୍ପର୍କରେ ସାମାନ୍ୟ ତିକ୍ତତା ରହିବା ଅତି ସାଧାରଣ କଥା । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଶାଶୁ ବୋହୁ ସମ୍ପର୍କ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ତିକ୍ତତା ବଦଳରେ ଭଲପାଇବା ଦେଖିବାକୁ ପାଇଛୁ । ଆମେ କହୁଛୁ ବଲିଉଡର ଷ୍ଟାର ଶାଶୁ ବୋହୁଙ୍କ ସମ୍ପର୍କରେ। ଏହି…

ରାୟଗଡରେ ୫ ମହଲା କୋଠା ଭୁଷୁଡି ୧ ମୃତ, ଅନେକ ଚାପି ହୋଇ ରହିଥିବା ଆଶଙ୍କା

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡରେ ଅଘଟଣ । ମୁମ୍ବାଇରୁ ୧୭୦ କିଲୋମିଟର ଦୂର ରାୟଗଡ ଜିଲ୍ଲା ମହଡ ଅଞ୍ଚଳରେ ଏକ ପାଞ୍ଚ ମହଲା କୋଠା ଭୁଷୁଡି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ଅନେକ ଏବେ ବି ଭଙ୍ଗା କୋଠା ତଳେ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି । ଆଜି ସନ୍ଧ୍ୟା ୬ଟା ୫୦ ସମୟରେ ଏହି…

ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ କରୋନା

ହରିୟାଣା: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି, ମୁଁ ମୋର କରୋନା ଟେଷ୍ଟ କରିଥିଲି । ଆଜି ତାର ରିପୋର୍ଟ ପଜିଟିଭ…

କିମ୍ ଜୋଙ୍ଗ ଉନ ମୃତ !

ପ୍ୟାଙ୍ଗୟଙ୍ଗ: ଏବେ କିଛି ଦିନ ହେବ ଉତରକୋରିଆର ଏକଚ୍ଛତ୍ରବାଦ ଶାସକ କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ବିଭିନ୍ନ ଖବର ପ୍ରକାଶ ପାଉଛି । ରବିବାର ସେ କୋମା ଷ୍ଟେଜରେ ଅଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ସୋମବାର ରୟ କେଲୀ ନାମକ ଏକ ପତ୍ରକାର ଦୃଢ଼ତା ସହକାରେ କହିଛନ୍ତି କିମ୍…

ସରିଲା ହାଇଡ୍ରାମା: ସୋନିଆ ରହିଲେ ଅନ୍ତରୀଣ ଅଧ୍ୟକ୍ଷା

ନୂଆଦିଲ୍ଲୀ: କଂଗ୍ରେସ ମୁଖିଆ କିଏ ହେବ । ତାକୁ ନେଇ ଆସି କଂଗ୍ରେସର କାର୍ଯ୍ୟକାରଣୀ ବୈଠକରେ ଚାଲିଥିବା ଦିନ ତମାମ ହାଇଡ୍ରାମା । ଆରୋପ ପ୍ରତ୍ୟାରୋପ ମଧ୍ୟ ହେଲା । ବେଶ୍ ମାନସମନ୍ଥନ ହେଲା କିନ୍ତୁ କିଛି ବଦଳିଲାନି । ଶେଷରେ ସୋନିଆ ଗାନ୍ଧୀ ହିଁ ରହିଲେ ଦଳର ଅନ୍ତରୀଣ ଅଧ୍ୟକ୍ଷା । ବର୍ତ୍ତମନା…