Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୩୯୯ ଟଙ୍କାରେ କରୋନା ଟେଷ୍ଟ, ଆସିଲା ସବୁଠୁ ଶସ୍ତା ଟେଷ୍ଟିଂ କିଟ୍

ନୂଆଦିଲ୍ଲୀ: ଆସିଲା ବିଶ୍ୱର ସବୁଠୁ ଶସ୍ତା କରୋନା ଟେଷ୍ଟିଂ କିଟ୍ କରୋସ୍ୟୁର । ମାତ୍ର ୩୯୯ ଟଙ୍କାରେ କରିହେବ କରୋନା ଟେଷ୍ଟ । ଏହାକୁ ଆଇଆଇଟି ପ୍ରସ୍ତୁତ କରିଛି । ଆଜି ଏହି ଟେଷ୍ଟିଂ କିଟ୍ର ଶୁଭାରାମ୍ଭ ହୋଇଛି । ଏହାକୁ ବିଶ୍ୱର ସବୁଠୁ ଶସ୍ତା ଟେଷ୍ଟିଂ କିଟ୍ ବୋଲି ମଧ୍ୟ କୁହାଯାଉଛି ।…

ମୋଦୀଙ୍କ ପରେ ଲଦାଖ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଏବେ ଲଦାଖ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗଲ୍‌ୱାନ୍ ସଂଘର୍ଷ ପରେ ଭାରତ-ଚୀନ ମଧ୍ୟରେ ଏବେ ତିକ୍ତତା କମ ହେବା ସହ ଚୀନ ସେନା ପଛକୁ ଘୁଞ୍ଚିଛି । ତଥାପି ଚୀନର ପ୍ରତି ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ସେନା…

ସଚିନଙ୍କୁ କଂଗ୍ରେସର ପରାମର୍ଶ, ‘ଘରକୁ ଫେରି ଆସ’

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ସଙ୍କଟ ମଧ୍ୟରେ ସଚିନ ପାଇଲଟ ବିଜେପିରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରିବା ପରେ ଆସିଛି ନୂଆ ଟ୍ୱିଷ୍ଟ । ଯଦି ବିଜେପିରେ ମିଶିବନି ତେବେ ନିଜ ଘରକୁ ଫେରିଆସ ବୋଲି କଂଗ୍ରେସ ତାଙ୍କୁ ପରାମର୍ଶ ଦେଇଛି । ଆଜି କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ…

ଆସିଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଆଉ ଏକ ରୋମାଂଟିକ ଗୀତ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ରିଲିଜ ହୋଇଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଦିଲ୍ ବେଚାରା’ର ଆଉ ଏକ ରୋମାଂଟିକ ଗୀତ । ଏହି ଗୀତରେ ସୁଶାନ୍ତ ଓ ସଂଜନା ସଂଘିଙ୍କ ଲଭ୍ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏହି ଗୀତକୁ ମୋହିତ ଚୌହାନ ଏବଂ ଶ୍ରେୟା ଘୋଷାଲ ଗାଇଛନ୍ତି । ଗୀତକୁ କମ୍ପୋଜ କରିଛନ୍ତି…

ଭାରତ ପରେ ପାକିସ୍ତାନରେ ବି ବ୍ୟାନ ହୋଇପାରେ ଟିକଟକ୍‌

ଲାହୋର : ପାକିସ୍ତାନରେ ବ୍ୟାନ ହୋଇପାରେ ଟିକ୍‌ଟକ୍ । ଲାହୋର ହାଇକୋର୍ଟରେ ମୋବାଇଲ ଆପରୁ ଏହାକୁ ହଟାଇବା ପାଇଁ ଆବେଦନ ହୋଇଛି । ଜଣେ ସାଧାରଣ ନାଗରିକ କରିଥିବା ଏହି ଆବେଦନର ଶୁଣାଣି କେବେ ହେବ ସେ ନେଇ ତାରିଖ ଧାର୍ଯ୍ୟ ହୋଇନାହିଁ । ଟିକଟକ୍ ଯୋଗୁଁ ପାକିସ୍ତାନରେ ପ୍ରାୟ ୧୦ ଜଣଙ୍କର ମୃତ୍ୟ…

ବୋତଲରେ ପେଟ୍ରୋଲ ନ ଦେବାରୁ ଟାଙ୍କି ଅଫିସରେ ବିଷାକ୍ତ ସାପ ଛାଡିଲା ଯୁବକ

ମୁମ୍ବାଇ: ମହାରାଷ୍ଟ୍ରରେ ଏକ କ୍ରୋଧୀତ ଯୁବକର ଉନ୍ମକ୍ତ କାଣ୍ଡ ଏବେ ସୋସିଆଲ ସାଇଟରେ ଭାଇରାଲ ହୋଇଛି । ରିପୋର୍ଟ ମୁତାବକ ଜଣେ ଯୁବକ ପେଟ୍ରୋଲ ପମ୍ପରେ ପଂହଚି ଏହାକୁ ବୋତଲରେ ଦେବାକୁ କହିଥିଲା । ଏହା ନିୟମକୁ ଉଲ୍ଲଂଘନ କରୁଥିବାରୁ କର୍ମଚାରୀଜଣକ ଏହାକୁ ଦେବା ପାଇଁ ମନା କରିଥିଲେ । ଯୁବକ ଜଣକ…

ସୁଶାନ୍ତ ସିଂ ରାଜପୁତ କେସ୍‌: ସିବିଆଇ ତଦନ୍ତ ପାଇଁ ଚିଠି ପଠାଇଲେ ଅମିତ ଶାହା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ଏକ ମାସ ବିତିଛି । ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା ପଛରେ କେଉଁ ମାନେ ରହିଛନ୍ତି ସେଥିନେଇ ସାରା ଦେଶରେ ଆଲୋଚନା ଜୋର ଧରିଛି । ପୂର୍ବତନ ଏମିପି ପପୁ ଯାଦବ ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରିବା ସହ…

ଆମେରିକାରେ ପହଂଚିଲା ବ୍ୟୁବୋନିକ୍ ପ୍ଲେଗ୍‌

ନ୍ୟୁୟର୍କ: ଚୀନରୁ ଆମେରିକାରେ ପହଂଚିଲା ମାରତ୍ମାକ ରୋଗ ବ୍ୟୁବୋନିକ୍ ପ୍ଲେଗ । ଏଠାରେ ଏକ କୋଲୋରୋଡୋ ଗୁଣ୍ଡିଚା ମୂଷା ବ୍ୟୁବୋନିକ୍ ପ୍ଲେଗରେ ସଂକ୍ରମିତ ହୋଇଥିବା ଜଣାପଡିଛି । କରୋନା ଭାଇରସ ଭଳି ଏହି ରୋଗ ଯେପରି ନ ବ୍ୟାପିବ ସେଥିପ୍ରତି ଆମେରିକା ବୈଜ୍ଞାନିକମାନେ ଉଦ୍ୟମ ଆରମ୍ଭ କରିଛନ୍ତି ।…

ଜମ୍ମୁ-କଶ୍ମୀରରେ ବିଜେପି ନେତାଙ୍କୁ ଅପହରଣ

ବାରମୁଲ୍ଲା: ଜମ୍ମୁ-କଶ୍ମୀରେ ଆତଙ୍କବାଦୀମାନେ ବିଜେପି ନେତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । କିଛି ଦିନ ତଳେ ଶେଖ ୱାସିମ ବାରଙ୍କୁ ଗୁଳି କରି ହତ୍ୟା କରିବା ପରେ ବୁଧବାର କଶ୍ମୀରର ବିଜେପି ନେତା ତଥା ବାରମୁଲ୍ଲା ମ୍ୟୁନିସିପାଲଟି ୱାଟେରଗାମର ସଭାପତି ମେରାଜୁଦ୍ଦିନ ମଲଙ୍କୁ ଉତ୍ତର…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ନିର୍ଯାତିତ ମାଙ୍କଡ ଓ କୋଭିଡ୍‌-୧୯ ଭ୍ୟାକ୍ସିନ ପରୀକ୍ଷଣ ସହ କ’ଣ ରହିଛି ସଂପର୍କ ?

ଭୁବନେଶ୍ୱର‌: ଏକ ସଫଳତମ କୋଭିଡ୍‌-୧୯ ଭ୍ୟାକ୍ସିନ୍ ପାଇଁ ଅନ୍ତର୍ଜାତୀୟ ସଂସ୍ଥା ଓ ଲାବ୍ରୋଟୋରୀଙ୍କ ମଧ୍ୟରେ ଚାଲିଛି ତୀବ୍ର ପ୍ରତିଯୋଗୀତା । ହେଲେ ଏହି ସମୟରେ ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଭାଇରାଲ୍ ହୋଇଥିବା ଏହି ଭିଡିଓରେ କିଛି ମାଙ୍କଡଙ୍କୁ ଏକ…